ସୋମବାର ଗଞ୍ଜାମ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, କ୍ଷତିଗ୍ରସ୍ତ ଅଞ୍ଚଳର କରିବେ ସମୀକ୍ଷା

ଛତ୍ରପୁର,୨୨।୧୧(ଦିଲୀପ ସାମଲ): ବାତ୍ୟା ‘ଅକ୍ୱାନ’ ପ୍ରଭାବରେ ଗଞ୍ଜାମ ଜିଲାରେ ସୃଷ୍ଟି ହୋଇଥିବା କ୍ଷୟକ୍ଷତିର ସ୍ଥିତି ପରଖିବା ପାଇଁ ସୋମବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ…

ମହିଳା ଏସ୍‌ଆଇ ପ୍ରଭାସିନୀଙ୍କ ମୃତ୍ୟୁରେ ସ୍ତବ୍ଧ ପୁରୁଷୋତ୍ତମପୁର, ନିରପେକ୍ଷ ତଦନ୍ତ ଦାବିରେ କ୍ୟାଣ୍ଡେଲ ଶୋଭାଯାତ୍ରା

ପୁରୁଷୋତ୍ତମପୁର,୨୨।୧୧(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ମହିଳା ସବ୍‌ଇନ୍ସପେକ୍ଟର ପ୍ରଭାସିନୀ ସାହୁଙ୍କ ଝୁଲନ୍ତା ମୃତଦେହ ଥାନା ପରିଷର କ୍ବାଟରୁ ମିଳିବା ଘଟଣା ଚର୍ଚ୍ଚାର ବିଷୟ ସାଜିଛି । କେଉଁ କାରଣ ପାଇଁ ଏଭଳି…

ଆମ ପୋଲିସ ସମିତିର ସଚେତନତା କାର୍ଯ୍ୟକ୍ରମ, ସାଇବର ଠକେଇଠାରୁ ବାଲ୍ୟ ବିବାହ ରୋକିବା ଉପରେ ଗୁରୁତ୍ୱ

ହାଟଡ଼ିହୀ/ଛେନାପଦୀ,୨୨l୧୧(ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ରମ୍ପାସ ଜପିଦାସ ବିଦ୍ୟା ମନ୍ଦିରରେ ନନ୍ଦିପଦା ଥାନା ଆମ ପୋଲିସ ସମିତି ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଧର୍ମେନ୍ଦ୍ର…

ରାଜୁ ବାଗ ହତ୍ୟା: ଦୋଷୀଙ୍କୁ ଗିରଫ ଦାବିରେ କୋକସରା ଥାନା ଘେରାଉ, ୭ ଦିନ…

କୋକସରା,୨୨।୧୧(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ବହୁଚର୍ଚ୍ଚିତ ଲଡୁଗାଁର ରାଜୁ ବାଗ ହତ୍ୟା ଘଟଣାକୁ ପ୍ରାୟ ୨୦ ଦିନ ବିତିଥିଲେ ମଧ୍ୟ ପୋଲିସର ହାତ ଖାଲି ରହିଛି । ହତ୍ୟାକାରୀଙ୍କ ସନ୍ଧାନ ପାଇବାରେ ପୋଲିସ ବିଫଳ ହୋଇଥିବା…

ତୁଷୁରାକୁ ହରାଇ ଫାଇନାଲରେ ପହଞ୍ଚିଲା ମହୀପୁର

ରିଷିଡ଼ା,୨୨।୧୧(ସୁଶାନ୍ତ ମଲ୍ଲିକ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ପୌରକେଲା ପଞ୍ଚାୟତ ଶିରାବାହାଲଠାରେ ଚାଲିଥିବା ବିର୍ସାମୁଣ୍ଡା କପ୍‌ ଫୁଟବଲ ଟୁର୍ନାମେଣ୍ଟର ପ୍ରଥମ ସେମି ଫାଇନାଲ ମ୍ୟାଚ୍‌ରେ ତୁଷୁରାକୁ ପରାସ୍ତ କରି ମହିପୁର ଦଳ ବିଜୟୀ ହୋଇ…

ଭେଣ୍ଟିଲେଟରରେ ଭାଜପା MLA; ଶରୀରରେ ବିଷକ୍ରିୟା, ହସ୍ପିଟାଲରେ ପହଞ୍ଚିଲେ ସ୍ୱାସ୍ଥ୍ୟମନ୍ତ୍ରୀ

କୋଲକାତା,୨୨।୧୧: ପଶ୍ଚିମବଙ୍ଗର ଭାଜପା ବିଧାୟିକା ରେଖା ପାତ୍ର ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଶନିବାର ନିଜ ଘରେ ଅସୁସ୍ଥ ହେବା ପରେ ତାଙ୍କୁ ପ୍ରଥମେ ଏକ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ପରେ…

ଐତିହାସିକ ଯାତ୍ରାରେ ଭାରତ ପହଞ୍ଚିଲେ ବାଲେନ ଶାହ; ପ୍ରଧାନମନ୍ତ୍ରୀ ମୋଦି-ରାଷ୍ଟ୍ରପତିଙ୍କ ପାଇଁ ଆଣିଲେ ସ୍ବତନ୍ତ୍ର ଉପହାର

ନୂଆଦିଲ୍ଲୀ,୨୨।୧୧: ନେପାଳର ପ୍ରଧାନମନ୍ତ୍ରୀ ବାଲେନ୍ଦ୍ର ‘ବାଲେନ’ ଶାହ ଦୁଇ ଦିନିଆ ଗସ୍ତରେ ଭାରତ ଆସିଛନ୍ତି। ପଦଭାର ଗ୍ରହଣ କରିବା ପରେ ଭାରତକୁ ତାଙ୍କର ଏହା ପ୍ରଥମ ଗସ୍ତ ଏବଂ ଏହା ତାଙ୍କର କୌଣସି ବିଦେଶୀ ରାଷ୍ଟ୍ରକୁ ମଧ୍ୟ ପ୍ରଥମ ଗସ୍ତ ଅଟେ।…

ପ୍ରଥମ ଥର ଭାରତ ଆସୁଛନ୍ତି ନେପାଳୀ ପ୍ରଧାନମନ୍ତ୍ରୀ ବାଲେନ ଶାହ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିବେ

କାଠମାଣ୍ଡୁ/ନୂଆଦିଲ୍ଲୀ,୨୨।୧୧: ଭାରତ ଏବଂ ନେପାଳର ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି, ଯାହାର ଲକ୍ଷ୍ୟ ହେଉଛି ଉଭୟ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ଏକ ନୂତନ ଦିଗ ପ୍ରଦାନ କରିବା। ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଦୁଇ…

ଆଲବାନିଆରେ ସରକାରଙ୍କ ବିରୋଧରେ ବିକ୍ଷୋଭ! ପ୍ରଧାନମନ୍ତ୍ରୀଙ୍କ ଇସ୍ତଫା ଦାବି କଲେ ଜନତା

ତିରାନେ,୨୨।୧୧: ଆଲବାନିଆର ରାଜଧାନୀ ତିରାନାଠାରେ ଶନିବାର (୨୧ ନଭେମ୍ବର ୨୦୨୬) ରେ ସରକାରଙ୍କ ବିରୋଧରେ ଛାତ୍ର ଓ ନାଗରିକଙ୍କ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ଏହି ସମୟ ମଧ୍ୟରେ ବହୁ ସଂଖ୍ୟାରେ ଛାତ୍ର ଏବଂ ଅନ୍ୟ ବିକ୍ଷୋଭକାରୀ ଶିକ୍ଷା ମନ୍ତ୍ରଣାଳୟ ବାହାରେ ଏକତ୍ରିତ…

ଇତିହାସ ରଚିଲା ଭାରତ: ୭୨୦ ରନ କରି ନ୍ୟୁଜିଲାଣ୍ଡ ମାଟିରେ ରଚିଲା ସର୍ବବୃହତ ଟେଷ୍ଟ ରେକର୍ଡ

େଓ଼୍ବଲିଂଟନ,୨୨।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ୱେଲିଂଟନ ଟେଷ୍ଟରେ ଟିମ ଇଣ୍ଡିଆ ଚମତ୍କାର ବ୍ୟାଟିଂ ପ୍ରଦର୍ଶନ କରିଛି। ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୩୬୮ ରନ କରିଥିଲା। ଏହାର ଜବାବରେ ଟିମ ଇଣ୍ଡିଆ ବିସ୍ଫୋରକ ବ୍ୟାଟିଂ କରି ୯ ୱିକେଟ ହରାଇ ୭୨୦ ରନ ସଂଗ୍ରହ…

ଖାକି ପୋଷାକ ପଛରେ ଅକୁହା ଯନ୍ତ୍ରଣା: ୧୩ ବର୍ଷରେ ୩୦ରୁ ଅଧିକଙ୍କ ଗଲାଣି ଜୀବନ

ଭୁବନେଶ୍ୱର,୨୨ା୧୧(ତ୍ରିନାଥ ମହାନ୍ତି): ଓଡ଼ିଶାରେ ପ୍ରାୟ ୬୦ ପ୍ରତିଶତ ପୋଲିସ କର୍ମଚାରୀ ୧୬ ଘଣ୍ଟାରୁ ଅଧିକ ଏବଂ ୨୨ପ୍ରତିଶତ କର୍ମଚାରୀ ଦିନକୁ ୧୩ ଘଣ୍ଟାରୁ ଅଧିକ କାମ କରନ୍ତି। କେବଳ ୪ପ୍ରତିଶତ ପୋଲିସ ୮ ଘଣ୍ଟା କାମ କରନ୍ତି। ମଡେଲ ପୋଲିସ ଆକ୍ଟ…

ବନ୍ୟା ରୋକିବାକୁ ଦୀର୍ଘମିଆଦୀ ରୋଡ୍‌ମ୍ୟାପ୍‌: ମନ୍ତ୍ରୀ ପୂଜାରୀ

ଭୁବନେଶ୍ୱର,୨୨ା୧୧(ସୁନିତ୍‌ ମିଶ୍ର): ବନ୍ୟା ରୋକିବାକୁ ରାଜ୍ୟ ସରକାର ଦୀର୍ଘମିଆଦୀ ଯୋଜନା କରିବା ସହ ପ୍ରଥମ ପର୍ଯ୍ୟାୟରେ ୮ଟି ନଦୀ ସିଷ୍ଟମର ଭିତ୍ତିଭୂମି ବିକାଶ ପାଇଁ ରୋଡ୍‌ ମ୍ୟାପ୍‌ ପ୍ରସ୍ତୁତ କରିବେ ବୋଲି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ…

ରାଜନୀତି ମଇଦାନରେ କ୍ରିକେଟର ୟୁଜବେନ୍ଦ୍ର ଚହଲ; ଭାଜପାରେ ହେଲେ ସାମିଲ, ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୨।୧୧: ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ତାଙ୍କର ରାଜନୈତିକ ଇନିଂସ ଆରମ୍ଭ କରିବାର ଘୋଷଣା କରିଛନ୍ତି। ସେ ଶନିବାର ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଛନ୍ତି। ତାଙ୍କୁ ଦଳ ପକ୍ଷରୁ ଜାତୀୟ ଓବିସି (OBC) ମୋର୍ଚ୍ଚାର କାର୍ଯ୍ୟକାରିଣୀରେ ସ୍ଥାନ ଦିଆଯାଇଛି। ତାଙ୍କୁ…

ରକ୍ତ ସମ୍ପର୍କୀୟଙ୍କୁ କରିପାରିବେନି ବିବାହ? ସୁପ୍ରିମକୋର୍ଟଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୨୧।୧୧: କଣ ରକ୍ତ ସଂପର୍କରେ ମଧ୍ୟରେ ବିବାହ ହୋଇ ପାରିବ ? ଏହାକୁ ନେଇ କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡ଼ିଛନ୍ତି ସୁପ୍ରିମକୋର୍ଟ। ଅଦାଲତ ଅତି ଘନିଷ୍ଠଙ୍କ ମଧ୍ୟରେ ବିବାହକୁ ନେଇ ଚିନ୍ତା ବ୍ୟକ୍ତ କରି କହିଛନ୍ତି, ରକ୍ତର ସଂପର୍କୀୟଙ୍କ ମଧ୍ୟରେ ବିବାହ…

‘ଚିନ୍ତାଧାରାକୁ ସୀମିତ କରନ୍ତୁ ନାହିଁ; ବଙ୍ଗଳାର ମାଟି ଚିନ୍ତାଧାରାକୁ ଶକ୍ତି ଯୋଗାଇଥାଏ’ : ମୋଦି

କୋଲକାତା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପଶ୍ଚିମବଙ୍ଗ ସମେତ ତିନୋଟି ରାଜ୍ୟ ଗସ୍ତରେ ଅଛନ୍ତି। ସେ ପ୍ରଥମେ ପଶ୍ଚିମବଙ୍ଗର ଖଡ଼ଗପୁରରେ ପହଞ୍ଚିଥିଲେ, ଯେଉଁଠାରେ ସେ ଆଇଆଇଟି (IIT) ଖଡ଼ଗପୁରର ପ୍ଲାଟିନମ ଜୟନ୍ତୀ ଉତ୍ସବରେ ଯୋଗ ଦେଇଥିଲେ। ଏହି ଅବସରରେ, ଆଇଆଇଟି ଖଡ଼ଗପୁରର ୭୫…

ନୂଆ ଇତିହାସ ଲେଖିଲେ କେ.ଏଲ. ରାହୁଲ: ଯାହା କୌଣସି ଭାରତୀୟ ଓପନର୍‌ କରିପାରି ନ ଥିଲେ ତାହା କଲେ ହାସଲ

ଓ୍ବେଲିଂଟନ,୨୧।୧୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ୱେଲିଂଟନର ବେସିନ ରିଜର୍ଭ ଷ୍ଟାଡିୟମରେ ଖେଳାଯାଉଥିବା ଦୁଇ ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍‌ର ପ୍ରଥମ ମୁକାବିଲାର ତୃତୀୟ ଦିନରେ ଚମକିଛନ୍ତି ଭାରତୀୟ ଓପନର୍‌ କେଏଲ ରାହୁଲ। ଦ୍ୱିତୀୟ ଦିନର ଖେଳ ଶେଷ ସୁଦ୍ଧା ୫୨…

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?

ଫଟୋରେ ଖବର

ଓଡ଼ିଶା: ଆଜିର ଫଟୋ ( ୨୧ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୮ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୭ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୪ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୩ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୨ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୧ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୧୦ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୯ ନଭେମ୍ବର, ୨୦୨୬ )

View
ଓଡ଼ିଶା: ଆଜିର ଫଟୋ ( ୪ ନଭେମ୍ବର, ୨୦୨୬ )

View

Video News

ନିଜ ଝିଅ ବିଦା କଲା ଭଳି ଦୁଃଖ ଲାଗୁଛି

ନିଆଳି ଛେନା ବ୍ୟବସାୟୀଙ୍କ ନାମରେ ଏତଲା

ନୟାପଲ୍ଲୀରେ ୮୦ ଫୁଟ୍ ଗଜାନନ, ୩୫ କେଜି ଲଡୁ.. | Ganesh Chaturthi | 80 Feet Ganesha

ମନ କିଣୁଛି ମୁମ୍ବାଇ ଗ୍ରୀନ୍ ଆମ୍ବ | Mango | Mumbai Mango | Dharitri

ଏଣିକି ପିଲାଙ୍କ ଘରକୁ ଯିବେ ସ୍କୁଲ ଶିକ୍ଷକ | Education | School Students | Dharitri

ତା ଆଖିରେ ମୁଁ ଲାଇଭ୍ ଯିବି…

ମଝି ଆକାଶରେ ଦେବଦୂତ ସାଜିଲେ ଏସସିବି ଡାକ୍ତର | Airlines | Doctor | SCB Medical

ଜଟଣୀ ଗଣେଶ ପୂଜା; ମୁଖ୍ୟ ପୂଜା ମଣ୍ଡପରେ ଲାଗିବ ସିସିଟିଭି | Jatani Ganesh Puja | Commissionerate Police

ଖୋଲା ପାତ୍ରରେ ଦିଆଯିବନି ପେଟ୍ରୋଲ

ମନ୍ଦିରରେ ଭକ୍ତର ଚିଠି ପଢନ୍ତି ଠାକୁର | Rahasyamay Bharat | Mysterious India | Hasnamba Temple | Dharitri