ଏଫ୍ଆଇଏଚ୍ ହକି ପ୍ରୋ ଲିଗ୍: ବିଶ୍ୱ ଚାମ୍ପିୟନକୁ ହରାଇଲା ଭାରତ
ଭୁବନେଶ୍ୱର,୮।୨(କ୍ରୀଡ଼ା ପ୍ରତିନିଧି): ବର୍ଷା, ପ୍ରତିକୂଳ ପାଗ, ପ୍ରତିଦ୍ୱନ୍ଦ୍ୱୀ ବିଶ୍ୱର ନମ୍ବରଓ୍ବାନ ତଥା ବିଶ୍ୱ ଚାମ୍ପିୟନ ବେଲଜିୟମ ଥିଲେ ହେଁ ଚଳିତ ଏଫଆଇଏଚ୍ ହକି ପ୍ରୋ ଲିଗ୍ରେ ଭାରତୀୟ ହକି ଦଳର ଜୟ ଯାତ୍ରା ଅବ୍ୟାହତ ରହିଛି। ଶନିବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ…
ସିଡ୍ନୀ ସିକ୍ସର୍ସ ଜିତିଲା ବିବିଏଲ୍ ଟାଇଟଲ୍
ସିଡ୍ନୀ,୮।୨(ଏଏଫ୍ପି): ଅଷ୍ଟ୍ରେଲିଆର ଘରୋଇ ଟି୨୦ ଟୁର୍ନାମେଣ୍ଟ ବିଗ୍ ବାସ୍ ଲିଗ୍ (ବିବିଏଲ୍)ର ଚଳିତ ସଂସ୍କରଣରେ ସିଡ୍ନୀ ସିକ୍ସର୍ସ ଚାମ୍ପିୟନ ହୋଇଛି। ଶନିବାର ଖେଳାଯାଇଥିବା ବର୍ଷା ବାଧାପ୍ରାପ୍ତ ଫାଇନାଲ ମ୍ୟାଚ୍ରେ ମେଲବୋର୍ନ ଷ୍ଟାର୍ସକୁ ୧୯ ରନରେ ପରାସ୍ତ କରି ସିଡ୍ନୀ ୨ୟ ଥର…
ମହିଳା କ୍ରିକେଟରଙ୍କ ସହ ଖେଳିବେ ସଚିନ
ମେଲବୋର୍ନ, ୮।୨- କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ସଚିନ ତେନ୍ଦୁଲକର ଅଷ୍ଟ୍ରେଲିଆନ ମହିଳା ଅଲରାଉଣ୍ଡର ଇଲିସେ ପେରିଙ୍କ ସମ୍ମୁଖୀନ ହେବେ। ଜଙ୍କଶନ ଓଭାଲରେ ରବିବାର ଡବଲ ହେଡର ମ୍ୟାଚ୍ ଖେଳାଯିବ। ବଶ ଫାୟାର (ଜଙ୍ଗଲ ନିଆଁ) ଚ୍ୟାରିଟି ମ୍ୟାଚ୍ ଏବଂ ଅଷ୍ଟ୍ରେଲିଆ-ଇଂଲଣ୍ଡ ମଧ୍ୟରେ ମହିଳା…
ନ୍ୟୁଜିଲାଣ୍ଡ କବ୍ଜାରେ ଦିନିକିଆ ସିରିଜ୍
ଅକ୍ଲାଣ୍ଡ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଅନୁଷ୍ଠିତ ଦ୍ୱିତୀୟ ମ୍ୟାଚ୍ରେ ନ୍ୟୁଜିଲାଣ୍ଡ ୨୨ ରନ୍ରେ ବିଜୟ ହାସଲ କରିଛି। ଏଥି ସହିତ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ଘରୋଇ ଦଳ ୨-୦ ବ୍ୟବଧାନରେ ଆଗୁଆ କବ୍ଜା କରିନେଇଛି। ମ୍ୟାଚ୍ରେ ଅଲରାଉଣ୍ଡର ପ୍ରଦର୍ଶନ କରିଥିବା…
କୋହଲିଙ୍କ ବିପକ୍ଷରେ ସୌଦି ସବୁଠୁ ସଫଳତମ ବୋଲର
ଅକ୍ଲାଣ୍ଡ,୮।୨- ଭାରତୀୟ ଅଧିନାୟକ ବିରାଟ କୋହଲି ବିଶ୍ୱର ସବୁଠୁ ସଫଳତମ ବ୍ୟାଟ୍ସମ୍ୟାନ। ତାଙ୍କ ବିପକ୍ଷରେ ନ୍ୟୁଜିଲାଣ୍ଡ ପେସର ଟିମ ସୌଦି ସବୁଠୁ ସଫଳତମ ବୋଲର ହୋଇପାରିଛନ୍ତି। ଦ୍ୱିତୀୟ ଦିନିକିଆରେ କୋହଲିଙ୍କୁ ବ୍ୟକ୍ତିଗତ ସ୍କୋର ୧୫ ରନ୍ରେ କ୍ଲିନ ବୋଲ୍ଡ କରିଥିଲେ ସୌଦି।…
ପାକିସ୍ତାନ ବ୍ୟାଟ୍ସମ୍ୟାନଙ୍କୁ ୧୭ ମାସ ଜେଲ
ଲଣ୍ଡନ,୮।୨- ପୂର୍ବତନ ପାକିସ୍ତାନ ବ୍ୟାଟ୍ସମ୍ୟାନ ନାସିର ଜାମଶେଦ ସ୍ପଟ୍ ଫିକ୍ସିଂରେ ଜଡ଼ିତ ଥିଲେ। ତାଙ୍କୁ ଶୁକ୍ରବାର ୧୭ ମାସ ଜେଲ ଦଣ୍ଡରେ ଦଣ୍ଡିତ କରାଯାଇଛି। ୩୦ ବର୍ଷୀୟ ଜାମଶେଦଙ୍କ ସହ ଅନ୍ୟ ଦୁଇ କ୍ରିକେଟର ୟୁସେଫ ଅନଓ୍ବାର (୩୬) ଓ ମହମ୍ମଦ…
ସଙ୍କଟରେ ଭାରତ
ଅକ୍ଲାଣ୍ଡ ,୮।୨- ସ୍ଥାନୀୟ ଇଡେନ ପାର୍କଠାରେ ଚାଲିଥିବା ଦ୍ୱିତୀୟ ଦିନିକିଆ ମ୍ୟାଚ୍ରେ ଭାରତୀୟ ଦଳ ସଙ୍କଟଜନକ ସ୍ଥିତିରେ ପହଞ୍ଚତ୍ଛି। ୨୭୪ ରନ୍ର ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ ଇଣ୍ଡିଆ ୬୩ ରନ୍ରେ ୩ ଉଇକେଟ ହରାଇ ଦେଇଛି। ପୃଥ୍ବୀ ଶ…
ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍: ଅନ୍ତିମ ମ୍ୟାଚ୍ ଜିତିଲା ଭାରତ
ମେଲବୋର୍ନ,୮।୨- ଚଳିତ ମହିଳା ତ୍ରିରାଷ୍ଟ୍ରୀୟ ଟି୨୦ ସିରିଜ୍ର ଅନ୍ତିମ ମ୍ୟାଚ୍ରେ ଭାରତ ବିଜୟୀ ହୋଇଛି। ଘରୋଇ ଅଷ୍ଟ୍ରେଲିଆ ଦ୍ୱାରା ଧାର୍ଯ୍ୟ ୧୭୪ ରନ୍ର ଟାଗେର୍ଟକୁ ଟିମ୍ ଇଣ୍ଡିଆ ୨ ବଲ ପୂର୍ବରୁ ୭ ଉଇକେଟ ହାତରେ ରଖି ହାସଲ କରିନେଇଥିଲା। ଶତକରୁ…
ଭାରତ ଆଗରେ ୨୭୪ ରନ୍ର ବିଜୟ ଲକ୍ଷ୍ୟ
ଅକ୍ଲାଣ୍ଡ,୮।୨- ପ୍ରଥମ ଦିନିକିଆରେ ପରାସ୍ତ ହୋଇଥିବା ଭାରତୀୟ ଦଳକୁ ସିରିଜ୍ରେ ପ୍ରତ୍ୟାବର୍ତ୍ତନ କରିବା ପାଇଁ ୨୭୪ ରନ୍ ଦରକାର। ଘରୋଇ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଦିନିକିଆରେ ପ୍ରଥମେ ବ୍ୟାଟିଂ କରି ଧାର୍ଯ୍ୟ ୫୦ ଓଭରରେ ୮ ଉଇକେଟ ହରାଇ ୨୭୩ ରନ୍ କରିଛି।…
୫୭ ବର୍ଷରେ ଆଝାରୁଦ୍ଦିନ୍: ନୌରିନ୍ଙ୍କ ପରେ ସଙ୍ଗୀତାଙ୍କ ସହିତ ବି ଘଟିଥିଲା ବିବାହ ବିଛେଦ
ମୁମ୍ବାଇ,୮।୨: ପୂର୍ବତନ ଭାରତୀୟ କ୍ରିକେଟ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ୍ ଶନିବାର ୫୭ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୬୩ ଫେବୃୟାରୀ ୮ରେ ହାଇଦ୍ରାବାଦ୍ରେ ଜନ୍ମଗ୍ରହଣ କରିଥିଲେ। ସେ ୯୯ ଟେଷ୍ଟ ମ୍ୟାଚ୍ ଖେଳି ୧୪୭ ଇନିଂସ୍ରେ ୬୨୧୫ ରନ୍ ସଂଗ୍ରହ କରିଥିଲେ।…
ରଣଜୀ ଟ୍ରଫି : ଗୋବିନ୍ଦଙ୍କ ଶତକ ସତ୍ତ୍ୱେ ଓଡ଼ିଶା ପରାସ୍ତ
କଟକ ଅଫିସ,୮ା୨- ମହାରାଷ୍ଟ୍ରର ନାଗୋଥାନେସ୍ଥିତ ରିଲାଏନ୍ସ କ୍ରିକେଟ ଷ୍ଟାଡିୟମରେ ଶୁକ୍ରବାର ଶେଷ ହୋଇଥିବା ମହାରାଷ୍ଟ୍ର ବିପକ୍ଷ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚରେ ଓଡ଼ିଶା ପରାସ୍ତ ହୋଇଛି। ୪ର୍ଥ ଦିବସ ଅନ୍ତିମ ସେସନ୍ରେ ବ୍ୟାଟିଂ ବିପର୍ଯ୍ୟୟ ଦଳ ପାଇଁ ମହଙ୍ଗା ପଡ଼ିଛି। ଗୋବିନ୍ଦ…
ରୋମାଞ୍ଚକ ହେବ ଭାରତ-ବେଲଜିୟମ ମୁକାବିଲା
ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ମଧ୍ୟରେ ଏଫଆଇଏଚ୍ ହକି ପ୍ରୋ ଲିଗ୍ର ହାଇ ପ୍ରୋଫାଇଲ ମ୍ୟାଚ ଶନିବାର ଓ ରବିବାର ଦୁଇ ଦିନଧରି କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହେବ। ବିଶ୍ୱର ନମ୍ବରଓ୍ବାନ ଦଳକୁ ଭେଟିବାକୁ ଯାଉଥିବାରୁ…
Archives


