ଖେଳ

କୋଭିଡ-୧୯: ଲିଭରପୁଲ ଲିଜେଣ୍ଡ ଡାଲଗ୍ଲିଶ ପଜିଟିଭ୍‌

ଲଣ୍ଡନ,୧୧।୪(ଏଏଫ୍‌ପି)- ସ୍କଟଲାଣ୍ଡ ଷ୍ଟ୍ରାଇକର ତଥା ଲିଭରପୁଲ କିମ୍ବଦନ୍ତୀ ଫୁଟବଲର କେନ୍ନି ଡାଲଗ୍ଲିଶ୍‌ କରୋନ ଭାଇରସ ସଂକ୍ରମଣ କାରଣରୁ ପଜିଟିଭ ବୋଲି ଜଣାପଡିଛି। ତାଙ୍କ ପରିବାର ସୂତ୍ରର ଏ ନେଇ ସୂଚନା ଦିଆଯାଇଛି। ୬୯ ବର୍ଷୀୟ ଏହି ପୂର୍ବତନ ଫୁଟବଲର ତଥା ଅନ୍ତର୍ଜାଜୀତୟ…

ଅଶ୍ୱିନଙ୍କଠାରୁ ଲିୟନ ଭଲ ଅଫ୍‌ ସ୍ପିନର: ବ୍ରାଡ ହଗ୍‌

ନୂଆଦିଲ୍ଲୀ,୧୧।୪ (ପି.ଟି.): ରବିଚନ୍ଦ୍ରନ ଅଶ୍ୱିନ ଜଣେ ଉଚ୍ଚକୋଟୀର ଅଫ୍‌ ସ୍ପିନର ଓ ତାଙ୍କର ପ୍ରଦର୍ଶନ ଦୃଷ୍ଟାନ୍ତମୂଳକ। ତେବେ ଅଶ୍ୱିନଙ୍କଠାରୁ ନିଜର ଦେଶର ନାଥନ ଲିୟନ ଅପେକ୍ଷାକୃତ ଭଲ ଅଫ୍‌ସ୍ପିନର ବୋଲି ଅଷ୍ଟ୍ରେଲିଆର ପୂର୍ବତନ ଚାଇନାମ୍ୟାନ ବୋଲର ବ୍ରାଡ ହଗ୍‌ କହିଛନ୍ତି। ଟେଷ୍ଟ…

ଭାରତ ବିପକ୍ଷ ଘରୋଇ ସିରିଜ ପରାଜୟ ନର୍ଣ୍ଣାୟକ ଥିଲା: ଲାଙ୍ଗର

ସିଡନୀ,୧୧।୪(ପି.ଟି.): ୧୦୧୮-୧୯ରେ ଭାରତଠାରୁ ଅଷ୍ଟ୍ରେଲିଆ ନିଜ ମାଟିରେ ଟେଷ୍ଟ ସିରିଜ ପରାଜୟ ବରଣ କରିଥିଲା। ଏହା ମୋ କୋଚିଂ କ୍ୟାରିୟରର ନିର୍ଣ୍ଣାୟକ ମୁହୂର୍ତ୍ତ ତଥା ସବୁଠାରୁ ଖରାପ ସମୟ ଥିଲା ଓ ଏହା ମଧ୍ୟ ଏକ ଚେତାବନୀ ସଦୃଶ ଥିଲା ବୋଲି…

କୋଭିଡ-୧୯: ପୂର୍ବତନ ଇଂଲଣ୍ଡ ଫୁଟ୍‌ବଲର ହଣ୍ଟର ହସ୍ପିଟାଲରେ ଭର୍ତ୍ତି

ଲଣ୍ଡନ,୧୦।୪ (ଏଏଫ୍‌ପି)- ପୂର୍ବତନ ଇଂଲଣ୍ଡ ଫୁଟବଲର ତଥା ଲିଡ୍ସ ଡିଫେଣ୍ଡର ନର୍ମାନ ହଣ୍ଟର କରୋନା ଭାଇରସ ସଂକ୍ରମଣ କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଓ ତାଙ୍କର ଚିକିତ୍ସା କରାଯାଉଛି। ୭୬ ବର୍ଷୀୟ ହଣ୍ଟର ୧୫ ବର୍ଷର କ୍ୟାରିୟରରେ ୭୨୬ଟି ମ୍ୟାଚ୍‌ ଖେଳିଥିଲେ।…

ଖେଳାଳିଙ୍କୁ ପାଉଣା ଦେଲା ବିସିସିଆଇ: କଷ୍ଟକର ସମୟରେ କାହାକୁ ଅଣଦେଖା କରାଯିବନି

ନୂଆଦିଲ୍ଲୀ, ୧୦।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀର ଆତଙ୍କ ଜାରି ରହିଥିବା ବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିନ୍ତୁ ଦାୟିତ୍ୱରେ ହେଳା କରିନାହିଁ। କେନ୍ଦ୍ରୀୟ ଚୁକ୍ତିଭୁକ୍ତ ସବୁ ଖେଳାଳିଙ୍କୁ ବିସିସିଆଇ କ୍ୱାର୍ଟର୍ଲି ବା ତ୍ରୟମାସିକ ପାଉଣା ପ୍ରଦାନ କରିଛି। କେବଳ…

ଅଲିମ୍ପିକ୍ସ ଘୁଞ୍ଚିବା ପରେ ପ୍ରସ୍ତୁତି ପାଇଁ ସମୟ ମଳିଛି: ଇର୍ଫାନ

ମୁମ୍ବାଇ, ୧୦।୪(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ୨୦୨୦ ଅଲିମ୍ପିକ୍‌କୁ ଗୋଟିଏ ବର୍ଷ ଘୁଞ୍ଚାଇ ଦିଆଯାଇଛି। ତେବେ ଏ ନେଇ ରେସ୍‌ ଓ୍ବାକର କେ.ଟି. ଇର୍ଫାନଙ୍କ କୌଣସି ଅଭିଯୋଗ ନାହିଁ। ବରଂ ଏହା ପ୍ରସ୍ତୁତି ପାଇଁ ପର୍ଯ୍ୟାପ୍ତ ସମୟ ସୃଷ୍ଟି କରିଛି ବୋଲି…

ସଚିନ, କୋହଲିଙ୍କୁ କ୍ଲାର୍କଙ୍କ ପ୍ରଶଂସା

ମେଲବୋର୍ନ,୧୦।୪ (ପି.ଟି.): ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କ ପ୍ରଶଂସାରେ ଶତମୂଖ ହୋଇଛନ୍ତି ମାଇକେଲ କ୍ଲାର୍କ। ସେହିପରି ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ସଚିନ୍‌ଙ୍କ ଭଳି ଜଣେ ମହାନ ବ୍ୟାଟ୍ସମ୍ୟାନ ବୋଲି କ୍ଲାର୍କ କହିଛନ୍ତି। ଏହି ଦୁଇ ଖେଳାଳିଙ୍କ ଟେକ୍‌ନିକ୍‌ ଅସାଧାରଣ।…

ଜୁନ୍‌ ୧୦ ପର୍ଯ୍ୟନ୍ତ ବଢିଲା ସ୍କଟିଶ ଫୁଟବଲ୍‌ ସସ୍‌ପେନ୍‌ଶନ

ଗ୍ଲାସ୍‌ଗୋ, ୧୦।୪(ଏଏଫ୍‌ପି): ଭୋଭିଡ-୧୯ ମହାମାରୀ ପାଇଁ ସ୍କଟଲାଣ୍ଡ ଫୁଟବଲ୍‌ ପ୍ରଭାବିତ ହୋଇଛି। ଏହି କାରଣରୁ ସ୍କଟିଶ ଫୁଟବଲ ସେସେନର ସସ୍‌ପେନ୍‌ଶନକୁ ଜୁନ୍‌ ୧୦ ତାରିଖକୁ ବୃଦ୍ଧି କରାଯାଇଛି। ମାର୍ଚ୍ଚ ୧୩ ତାରିଖରେ ଲିଗ୍‌ ଫୁଟବଲକୁ ବନ୍ଧ କରିଯାଇଥିଲା। ପରେ ଏହାକୁ ଏପ୍ରିଲ…

ଏନ୍‌ବିଏ ଖେଳାଳି ପୂରା ଦରମା ପାଇବେ

ଓ୍ବାଶିଂଟନ,୧୦।୪ (ଏଏଫପି): କୋଭିଡ-୧୯ ମହାମାରୀ ସତ୍ତ୍ୱେ ଏନ୍‌ବିଏ ଖେଳାଳିମାନେ ଏପ୍ରିଲ ୧୫ ତାରିଖରେ ପୂରା ପାଉଣା ପାଇବେ ବୋଲି ଆମେରିକୀୟ ଗଣମାଧ୍ୟମଗୁଡିକ ସୂଚନା ଦେଇଛନ୍ତି। ତେବେ କରୋନା ଭାଇରସ୍‌ ସଂକ୍ରମଣ ପାଇଁ ଲିଗ୍‌ ଶଟ୍‌ ଡାଉନ ରହୁଥିବାରୁ ଭବିଷ୍ୟତରେ ପାଉଣା କଟାଯାଇପାରେ…

୨୦୨୨ ଜୁଲାଇ ୧୫ରୁ ବିଶ୍ୱ ଆଥଲେଟିକ୍ସ

୨୦୨୧ରେ ହେବାକୁଥିବା ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌ ୨୦୨୨ ଜୁଲାଇ ୧୫ରୁ ୨୨ ପର୍ଯ୍ୟନ୍ତ ଆମେରିକାର ଅର୍ଗାନସ୍ଥିତ ଇଉଜେନିଠାରେ ଅନୁଷ୍ଠିତ ହେବ। ବର୍ମିଂହାମଠାରେ ହେବାକୁଥିବା ରାଜ୍ୟଗୋଷ୍ଠୀ କ୍ରୀଡ଼ା ସହିତ ସମ୍ଭାବ୍ୟ ସମୟକୁ ଏଡ଼ାଇବା ପାଇଁ ଏହି ନିଷ୍ପତ୍ତି ନିଆଯାଇଛି। ବିଶ୍ୱରେ କରୋନା ଭାଇରସ…

ଅଷ୍ଟ୍ରେଲିଆର ବାଂଲାଦେଶ ଗସ୍ତ ସ୍ଥଗିତ

ସିଡନୀ,୧୦।୪(ଏପି)- ଏକ ଦୁଇଟିକିଆ ଟେଷ୍ଟ ସିରିଜ ଖେଳିବା ପାଇଁ ଅଷ୍ଟ୍ରେଲିଆ ଆଗାମୀ ଜୁନ୍‌ରେ ବାଂଲାଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ ଥିଲା। ତେବେ କରୋନା ଭାଇରସ ସଂକ୍ରମଣ ତଥା ମହାମାରୀକୁ ଦୃଷ୍ଟିରେ ରଖି ଏହାକୁ ସ୍ଥଗିତ ରଖାଯାଇଛି। ଚଟ୍ଟୋଗ୍ରାମ୍‌ରେ ଜୁନ୍‌ ୧୧ ତାରିଖରୁ…

ଅଖ୍‌ତରଙ୍କ ପ୍ରସ୍ତାବକୁ କପିଳଦେବଙ୍କ ସମାଲୋଚନା

ନୂଆଦିଲ୍ଲୀ,୧୦।୪ (ପି.ଟି.)-କୋଭିଡ୍‌-୧୯ ମହାମାରୀକୁ ରୋକିବା ପାଇଁ ଅର୍ଥ ଆବଶ୍ୟକ ହେଉଥିବା ବେଳେ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ସୋଏବ ଅଖ୍‌ତର ଯେଉଁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଆୟୋଜନ ପ୍ରସ୍ତାବ ଦେଇଛନ୍ତି କିମ୍ବଦନ୍ତୀ କପିଳଦେବ ତାହାର ସମାଲୋଚନା କରିଛନ୍ତି। ଭାରତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?