Posted inଖେଳ

ଜୀବନର ପ୍ରଥମ ପସନ୍ଦ ବିଷୟରେ ଖୁଲାସା କଲେ ବିରାଟ କୋହଲି: କହିଲେ, ମୁଁ ଭାଗ୍ୟଶାଳୀ

ଆଜିକାଲି ଯୁବ ଖେଳାଳିଙ୍କ ଧ୍ୟାନ ଟି-୨୦ କ୍ରିକେଟ ଉପରେ ରହୁଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବେଷ୍ଟ୍‌ ଫର୍ମାଟ୍‌ ଆଖ୍ୟା ଦେଇଛନ୍ତି। ଟେଷ୍ଟ କ୍ରିକେଟ ହିଁ ମୋର ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି। ମୁଁ ନିଜକୁ ଭାଗ୍ୟଶାଳୀ ମନେ କରୁଛି ଯେ ମୁଁ ଭାରତ ପାଇଁ ଟେଷ୍ଟ ମ୍ୟାଚ୍‌ ଖେଳୁଛି। କୋହଲିଙ୍କ ଅଧୀନରେ ଭାରତ ୫୫ଟି ଟେଷ୍ଟ ଖେଳିଛି। ସେଥିମଧ୍ୟରୁ ୩୩ଟିରେ ବିଜୟ ଲାଭ କରିଥିବାବେଳେ ୧୨ଟି ମ୍ୟାଚ୍‌ରେ ପରାଜୟର ସାମ୍ନା କରିଛି। କୋହଲି ଭାରତ ପାଇଁ ୨୪୮ଟି ଏକଦିବସୀୟ ମ୍ୟାଚ୍‌ ଖେଲି ୪୩ଟି ଶତକ ଏବଂ ୫୮ଟି ଅର୍ଦ୍ଧଶତକ ହାସଲ ସହ ମୋଟ ୧୧୮୬୭ ରନ୍‌ କରିଛନ୍ତି। ବିରାଟ କୋହଲି ବିଶ୍ୱର ଏକମାତ୍ର ବ୍ୟାଟ୍ସମ୍ୟାନ୍‌ ଭାବେ ତିନି ଫର୍ମାଟରେ ୫୦ ଅଧିକ ଆଭ୍‌ରେଜ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ପୁରୁଷ କ୍ରିକେଟର୍‌ଙ୍କୁ ତାଲିମ ଦେବେ ଏହି ମହିଳା କ୍ରିକେଟ୍‌ର

ଇଂଲଣ୍ଡର ପୂର୍ବତନ ମହିଳା କ୍ରିକେଟ ଦଳର ଉଇକେଟ କିପର ସାରା ଟେଲରଙ୍କୁ କାଉଣ୍ଟି କ୍ରିକେଟରେ କୋଚିଂ ଦେଉଥିବା ଦେଖିବାକୁ ମିଳିବ। ସସେକ୍ସ ପକ୍ଷରୁ ତାଙ୍କୁ କୋଚିଂ...

ଚାଲିଥିଲା ଭାରତ-ବାଂଲାଦେଶ ମ୍ୟାଚ୍‌, ଅଚାନକ ଷ୍ଟାଡିୟମରେ ଲାଗିଲା ଧୋନୀ..ଧୋନୀ ନାରା ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୪।୧୧: ମୁଶଫିକର ରହିମଙ୍କ ଲୁଆ ଅର୍ଦ୍ଧଶତକ ବଳରେ ବାଂଲାଦେଶ ପ୍ରଥମ ଟି-୨୦ ମ୍ୟାଚରେ ଭାରତକୁ ୭ ଉଇକେଟରେ ହରାଇ ଐତିହାସିକ ବିଜୟ ହାସଲ କରିଛି। ଭାରତ...

ଡି ଭିଲର୍ସ, ପାଡିକ୍କଲଙ୍କ ଅର୍ଦ୍ଧଶତକ; ହାଇଦ୍ରାବାଦ ସାମ୍ନାରେ ୧୬୪ ରନ୍‌ ଟାର୍ଗେଟ୍‌ ରଖିଲା ବାଙ୍ଗାଲୋର

ଦୁବାଇ, ୨୧।୯: ଆଇପିଏଲ୍‌-୧୩ତମ ସିଜନର ୩ୟ ମ୍ୟାଚ୍‌ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ...

ପନ୍ତଙ୍କୁ ମୋଟା କହିଲେ ପାକିସ୍ତାନ କ୍ରିକେଟର୍‌

ନୂଆଦିଲ୍ଲୀ,୨୨।୭: ଇଂଲଣ୍ଡ ବିପକ୍ଷ ଶେଷ ଦିନିକିଆ ମ୍ୟାଚରେ ଶତକ ହାସଲ ପରେ ଭାରତୀୟ ଉଇକେଟ୍‌ କିପର୍‌ ରିଷଭ ପନ୍ତ ପ୍ରାୟତଃ ଚର୍ଚ୍ଚାରେ ରହୁଛନ୍ତି। ଟେଷ୍ଟ କ୍ରିକେଟରେ...

ନ୍ୟୁଜିଲାଣ୍ଡକୁ ଭଲ ଷ୍ଟାଟ୍‌ ଦେଲେ ଓପ୍‌ନର

ରାଞ୍ଚି,୨୭ା୧: ରାଞ୍ଚି ସ୍ଥିତ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମ କମ୍ପେକ୍ସରେ ଶୁକ୍ରବାର ଟି୨୦ ସିରିଜର ପ୍ରଥମ ମ୍ୟାଚ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନୁଷ୍ଠିତ ହୋଇଛି। ଭାରତ...

ନିଷ୍ପତ୍ତି ପଛର କାରଣ କହିଲେ ଗାଙ୍ଗୁଲି

ଦୁବାଇ,୯।୧୨: ବିରାଟ କୋହଲିଙ୍କୁ ହଟାଇ ବୁଧବାର ରୋହିତ ଶର୍ମାଙ୍କୁ ଭାରତୀୟ ଦିନିକିଆ ଦଳର ଅଧିନାୟକ ଭାର ଦିଆଯାଇଥିଲା। କିନ୍ତୁ ପ୍ରକାଶ କରାଯାଇ ନ ଥିଲା ଏତେ...

ପାକିସ୍ତାନରେ ଆରମ୍ଭ ହେବ ପିଏସ୍‌ଏଲ-୫

କରାଚୀ,୧୯।୨(ଏଏଫ୍‌ପି)- ଦେଶର କ୍ରିକେଟ ପ୍ରେମୀମାନେ ପ୍ରଥମ ଥର ପାଇଁ ପାକିସ୍ତାନରେ ପିଏସ୍‌ଏଲ (ପାକିସ୍ତାନ ସୁପର ଲିଗ୍‌) ଉପଭୋଗ କରିବାକୁ ଯାଉଛନ୍ତି। ଦୀର୍ଘ ଏକ ମାସ ଧରି...

ଟସ୍‌ ଜିତିଲା ଭାରତ

ପୋର୍ଟ ଅଫ୍‌ ସ୍ପେନ୍‌,୨୭।୭: ଭାରତ ଏବଂ ୱେଷ୍ଟଇଣ୍ଡିଜ ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚ ତ୍ରିନିଦାଦର କ୍ୱିନ୍ସ...

Advertisement
Archives

Model This Week