ଟ୍ରେନିଂ ଆରମ୍ଭ ପାଇଁ ହକି ଖେଳାଳିଙ୍କ ନିବେଦନ
ନୂଆଦିଲ୍ଲୀ, ୧୫ା୫ (ପି.ଟି.)-ଭାରତୀୟ ହକି ଖେଳାଳିମାନେ ଗୁରୁବାର କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁଙ୍କ ସହ ଅନ୍ଲାଇନ୍ରେ କଥାବାର୍ତ୍ତା ହୋଇଛନ୍ତି। ଏହି ଅବସରରେ ଯଥାସମ୍ଭବ ଶୀଘ୍ର ଟ୍ରେନିଂ ଆରମ୍ଭର ବ୍ୟବସ୍ଥା କରିବା ଲାଗି ସେମାନେ ନିବେଦନ କରିଛନ୍ତି। ଏଦିଗରେ ଧ୍ୟାନ ଦିଆଯିବ ବୋଲି…
‘ଇଂଲଣ୍ଡ ଗସ୍ତ ପାଇଁ ଓ୍ବେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବାଧ୍ୟ କରାଯିବନି’
ଲଣ୍ଡନ,୧୪।୫(ଏଏଫ୍ପି): ଇଂଲଣ୍ଡ ଗସ୍ତ କରିବାକୁ ଯଦି ଓ୍ବେଷ୍ଟଇଣ୍ଡିଜ ଖେଳାଳିମାନେ କୁଣ୍ଠିତ ହୁଅନ୍ତି, ତା’ହେଲେ ସେମାନଙ୍କୁ ବାଧ୍ୟ କରାଯିବ ନାହିଁ ବୋଲି ଦେଶର ମୁଖ୍ୟ କାର୍ଯ୍ୟନିର୍ବାହୀ ଜନୀ ଗ୍ରେଭ୍ କହିଛନ୍ତି। ଏକ ୩ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ଓ୍ବେଷ୍ଟଇଣ୍ଡିଜ ଇଂଲଣ୍ଡ ଗସ୍ତ…
ଟି୨୦ ବିଶ୍ୱକପ୍: ଖେଳାଳିଙ୍କୁ ୨ ସପ୍ତାହ ଆସୋଲେଶନ ପାଇଁ ଡୁପ୍ଲେସିଙ୍କ ପରାମର୍ଶ
ନୂଆଦିଲ୍ଲୀ,୧୪।୫ (ପି.ଟି.):ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ବ୍ୟାଟ୍ସମ୍ୟାନ ଫାଫ୍ ଡୁପ୍ଲେସି ଅଷ୍ଟ୍ରେଲିଆରେ ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ପାଇଁ ଏକ ବହୁମୂଲ୍ୟ ପରାମର୍ଶ ଦେଇଛନ୍ତି। ବିଶ୍ୱକପ୍ ପୂର୍ବରୁ ଓ ପରେ ଖେଳାଳିମାନଙ୍କୁ ୨ ସପ୍ତାହ ଆଇସୋଲେଶନରେ ରଖିବାକୁ ସେ ମତ…
କୋଭିଡ୍-୧୯: ଟୁର୍ ଅଫ୍ ବ୍ରିଟେନ ବାତିଲ
ଲଣ୍ଡନ,୧୪।୫(ଏଏଫ୍ପି): କୋଭିଡ୍-୧୯ ମହାମାରୀ କାରଣରୁ ଆଉ ଏକ ମେଗା ଇଭେଣ୍ଟକୁ ବାତିଲ କରାଯାଇଛି। ବ୍ରିଟେନର ବହୁ ପର୍ଯ୍ୟାୟ ବିଶିଷ୍ଟ ସାଇକ୍ଲିଂ ରେସ୍ ‘ଟୁର୍ ଅଫ୍ ବ୍ରିଟେନ’ କରୋନା ଭାଇରସ ସଂକ୍ରମଣ କାରଣରୁ ବାତିଲ କରାଯାଇଛି। ସାରା ବିଶ୍ୱରେ ଦେଖା ଦେଇଥିବା ସ୍ବାସ୍ଥ୍ୟ…
ଖେଳରତ୍ନ, ଦ୍ରୋଣାଚାର୍ଯ୍ୟ ପାଇଁ ଅଞ୍ଜୁମ, ଜଶପାଲଙ୍କ ନାମ ସୁପାରିସ
ନୂଆଦିଲ୍ଲୀ,୧୪।୫(ପି.ଟି.): ନ୍ୟାଶନାଲ ରାଇଫଲ ଆସୋସିଏଶନ ଅଫ୍ ଇଣ୍ଡିଆ (ଏନ୍ଆର୍ଏଆଇ) ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ମହିଳା ଶୁଟର ଅଞ୍ଜୁମ ମୋଦ୍ଗିଲ୍ଙ୍କ ନାମ ସୁପାରିସ କରିଛି। ସେହିପରି ଦ୍ରୋଣାଚାର୍ଯ୍ୟ ପୁରସ୍କାର ପାଇଁ କ୍ରମାଗତ ଦ୍ୱିତୀୟ ବର୍ଷ ଲାଗି…
ଭାରତ ଓ ଶ୍ରୀଲଙ୍କା ଟୁର୍ ସମ୍ପର୍କରେ ନିଷ୍ପତ୍ତି ଚଳିତ ସପ୍ତାହରେ
କଲମ୍ବୋ, ୧୪ା୫(ପି.ଟି.): ଭାରତ ଓ ବାଂଲାଦେଶ କ୍ରିକେଟ ଦଳ ଚଳିତ ସପ୍ତାହର ପରବର୍ତ୍ତୀ ଭାଗରେ ଶ୍ରୀଲଙ୍କା ଗସ୍ତରେ ଯିବେ କି ନା ତାହା ଚଳିତ ସପ୍ତାହ ଶେଷ ଭାଗରେ ସ୍ପଷ୍ଟ ହେବ। କ୍ରିକେଟ ଶ୍ରୀଲଙ୍କା (ସିଏଲ୍ସି) ପକ୍ଷରୁ ବୁଧବାର ଏହା ପ୍ରକାଶ…
ବାବର ଆଜମ ପାକିସ୍ତାନ ଦିନିକିଆ ଅଧିନାୟକ
କରାଚୀ, ୧୪ା୫ (ପି.ଟି.)-ଷ୍ଟାର ବ୍ୟାଟ୍ସମ୍ୟାନ ବାବର ଆଜମ ବୁଧବାର ପାକିସ୍ତାନ ଅନ୍ତର୍ଜାତୀୟ ଦିନିକିଆ କ୍ରିକେଟ ଦଳର ଅଧିନାୟକ ଭାବେ ନିଯୁକ୍ତି ପାଇଥିବାବେଳେ ଆଝାର ଅଲି ପୂର୍ବଭଳି ଟେଷ୍ଟ ଦଳର ନେତୃତ୍ୱ ନେବେ ବୋଲି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ପକ୍ଷରୁ ବୁଧବାର…
କୋହଲି ଶ୍ରେଷ୍ଠ:ୟୁସୁଫ
ନୂଆଦିଲ୍ଲୀ, ୧୪।୫-ସାମ୍ପ୍ରତିକ କ୍ରିକେଟରଙ୍କ ମଧ୍ୟରେ କିଏ ଶ୍ରେଷ୍ଠ ଏହାକୁ ନେଇ କିମ୍ବଦନ୍ତୀ କ୍ରିକେଟରମାନେ ଭିନ୍ନ ମତ ପୋଷଣ କରି ଆସୁଛନ୍ତି । ବିରାଟ କୋହଲି, ରୋହିତ ଶର୍ମା, ଜୋ ରୁଟ୍, ଷ୍ଟିଭ୍ ସ୍ମିଥ, କେନ୍ ୱିଲିୟମସନ ଆଦି ଖେଳାଳି ବ୍ୟାଟ୍ସମ୍ୟାନ ତାଲିକାର…
ଅର୍ଜୁନ ପୁରସ୍କାର: ବୁମ୍ରା ମୁଖ୍ୟ ଦାବିଦାର
ନୂଆଦିଲ୍ଲୀ, ୧୪ା୫ (ପି.ଟି.)-ଚଳିତ ବର୍ଷରୁ ଅର୍ଜୁନ ପୁରସ୍କାର ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଜାତୀୟ ଦଳର ପ୍ରମୁଖ ପେସ୍ ବୋଲର ଯଶପ୍ରୀତ୍ ବୁମ୍ରାଙ୍କ ନାମ ସୁପାରିସ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଗୁଜରାଟର ଏହି କ୍ରିକେଟର ୪ବର୍ଷ ହେଲା…
ଖାଦ୍ୟ ପାଇଁ ପ୍ରଯକ୍ତାଙ୍କ ସଂଘର୍ଷ
ନୂଆଦିଲ୍ଲୀ, ୧୪।୫ (ପି.ଟି.): କୋଭିଡ୍-୧୯ ଯୋଗୁ ସମଗ୍ର ଦେଶରେ ଲକ୍ଡାଉନ୍ ଚାଲିଥିବା ବେଳେ ପୂର୍ବତନ ୟୁନିଭର୍ସିଟି ଆଥଲେଟ୍ ପ୍ରଯକ୍ତା ଗୋଡ଼ବୋଲେ ନିଜ ପାଇଁ ଖାଦ୍ୟ ଯୋଗାଡ଼ ଲାଗି ସଂଘର୍ଷ ଚଳାଇଛନ୍ତି। ତାଙ୍କ ପିତା ପକ୍ଷାଘାତରେ ପୀଡ଼ିତ ଥିବାବେଳେ ମା’ ଲକ୍ ଡାଉନ୍…
‘ଭାରତ ବିନା ଟେଷ୍ଟ କ୍ରିକେଟ ତିଷ୍ଠିବ ନାହିଁ’
ଚଣ୍ଡିଗଡ଼, ୧୪।୫:କରୋନା ଭାଇରସ୍ ସଂକ୍ରମଣ ପ୍ରଭାବରୁ ଟେଷ୍ଟ କ୍ରିକେଟ ଗୁରୁତର ପ୍ରଭାବିତ ହୋଇଛି। ଏଥିରେ ଚିନ୍ତା ପ୍ରକଟ କରିବା ସହିତ ଆର୍ଥିକ ଦୃଷ୍ଟିକୋଣରୁ ଭାରତ ଏହାର ପୁନରୁଦ୍ଧାରରେ ମୁଖ୍ୟ ଭୂମିକା ଗ୍ରହଣ କରିବ ବୋଲି ଅନୁଭବ କରୁଛନ୍ତି ଅଷ୍ଟ୍ରେଲିଆର କିମ୍ବଦନ୍ତୀ କ୍ରିକେଟର…
ମନ୍ଦିରରେ ଅସହାୟ ଲୋକଙ୍କୁ ସହାୟତାର ହାତ ବଢ଼ାଇଲେ ପାକିସ୍ତାନ ଖେଳାଳି
ଇସ୍ଲାମାବାଦ୍,୧୩।୫: ସାରା ବିଶ୍ୱରେ କରୋନା ଭାଇରସ୍ ଆତଙ୍କ ଖେଳାଇ ଚାଲିଛି। ଦିନକୁ ଦିନ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। କରୋନା ସହ ମୁକାବିଲା ପାଇଁ ସବୁ ଦେଶରେ ସରକାର ଏକତ୍ରିତ ହୋଇଥିବା ବେଳେ ସରକାରଙ୍କ ସହ ସବୁ ବର୍ଗର…

