ଖେଳ

ପ୍ରବାସୀ ଶ୍ରମିକଙ୍କୁ ଖାଦ୍ୟ, ପାଣି ବାଣ୍ଟିଲେ ସାମି

ନୂଆଦିଲ୍ଲୀ,୨।୬(ପି.ଟି.): କୋଭିଡ-୧୯ ମହାମାରୀ ଲଢେଇରେ ସାମିଲ ହୋଇଛନ୍ତି ଭାରତୀୟ ଦ୍ରୁତ ବୋଲର ମହମ୍ମଦ ସାମି। ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାରେ ପ୍ରଭାବିତ ହୋଇ ସେ ସମାଜମଙ୍ଗଳ କାର୍ଯ୍ୟପାଇଁ ଆଗେଇ ଆସିଛନ୍ତି। ଘରକୁ ଫେରୁଥିବା ଶ୍ରମିକଙ୍କୁ ସେ ଖାଦ୍ୟ ପୁଡିଆ, ମାସ୍କ ଓ ପାଣି…

ଖେଳରତ୍ନ ପାଇଁ ହକି ଅଧିନାୟିକା ରାନୀଙ୍କ ନାମ ସୁପାରିସ: ଅର୍ଜୁନ ଲାଗି ବନ୍ଦନା, ମୋନିକା, ହରମନପ୍ରୀତ

ନୂଆଦିଲ୍ଲୀ,୨।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ଭାରତୀୟ ହକି ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ୍‌ କରାଯାଇଛି। ସେହିପରି ଅର୍ଜୁନ ପୁରସ୍କାର ପାଇଁ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ…

ପଙ୍ଗପାଳ ପ୍ରତି ସତର୍କ ରହିବାକୁ ପରାମର୍ଶ ଦେଲେ ଅଭିନେତା ଧର୍ମେନ୍ଦ୍ର

ସମଗ୍ର ଦେଶ କରୋନା ଭାଇରସ ସହ ସଂଘର୍ଷ କରୁଥିବାବେଳେ, ଏହି ସମୟରେ ପୁଣି ଏକ ନୂଆ ସମସ୍ୟା ସାମ୍ନାକୁ ଆସିଛି। ସମସ୍ୟାଟି ହେଉଛି ପଙ୍ଗପାଳ। ରାଜସ୍ଥାନ, ଗୁଜୁରାଟ, ମଧ୍ୟପ୍ରଦେଶ, ହରିୟାଣା ପରେ ବର୍ତ୍ତମାନ ମହାରାଷ୍ଟ୍ର, ଉତ୍ତପ୍ରଦେଶ ଓ ପଞ୍ଜାବରେ ପଙ୍ଗପାଳ ଦଳ…

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଜୋତା ଦାନ କଲେ କେ.ଏଲ ରାହୁଲ

କରୋନା ମହାଯୁଦ୍ଧରେ ନିଜ ଜୀବନକୁ ବାଜି ଲଗାଇ କାର୍ଯ୍ୟ କରୁଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ। ସେମାନଙ୍କ ସମ୍ମାନର୍ଥେ କେଉଁଠି ଫୁଲବର୍ଷା କରାଯାଉଛି ତ ଆଉ କେଉଁଠି ଘଣ୍ଟ ବଜାଇ ସେମାନଙ୍କ ମନୋବଳ ଦୃଢ କରାଯାଉଛି। ଭାରତୀୟ କ୍ରିକେଟର କେ.ଏଲ ରାହୁଲ କରୋନା…

ମାତା-ପିତାଙ୍କ ପାଇଁ ଭାବପ୍ରବଣ ଚିଠି ଲେଖିଲେ ସଚିନ ତେନ୍ଦୁଲକର

ଦେଶରେ କରୋନା ମହାମାରୀ ଧିରେ ଧିରେ ଜଟିଳ ରୂପ ଧାରଣ କରିଛି। ଏହି ସମୟରେ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ମାତାପିତାଙ୍କ ଯତ୍ନ ନେବାକୁ ନିବେଦନ କରିଛନ୍ତି। ‘ଗଡ ଅଫ କ୍ରିକେଟ’ ଭାବରେ ଜଣାଶୁଣା ସଚିନ ସୋସିଆଲ ମିଡିଆରେ ତାଙ୍କର ଏକ ପୁରୁଣା…

ପ୍ରବାସୀ ଶ୍ରମିକଙ୍କ ପାଇଁ ଖାଦ୍ୟ ରାନ୍ଧୁଛନ୍ତି ବିରେନ୍ଦ୍ର ସେହ୍ବାଗଙ୍କ ପରିବାର

କରୋନା ମହାମାରୀ ସଙ୍କଟ ବେଳେ ପ୍ରବାସୀ ଶ୍ରମିକଙ୍କ ଦୁଃଖ ଦିନକୁ ଦିନ ବଢିବାକୁ ଲାଗିଛି। ଅନ୍ୟ ରାଜ୍ୟକୁ ଦାଦନ ଖଟିବା ଲାଗି ଯାଇଥିବା ପ୍ରବାସୀ ଶ୍ରମିକ ନିଜ ରାଜ୍ୟକୁ ଫେରିବା ପାଇଁ ନାନା ଅସୁବିଧାର ସାମ୍ନା କରୁଛନ୍ତି। ଶ୍ରମିକଙ୍କ ଏଭଳି ଦୁଃଖ…

ଏଫ୍‌ସି ଗୋଆ ସହ ଚୁକ୍ତି କଲେ ତ୍ଲାଙ୍ଗ୍‌

ଗୋଆ, ୨।୬-ମେଘାଳୟ ଶିଲଂର ରିଡିମ ତ୍ଲାଙ୍ଗ୍‌ ଇଣ୍ଡିଆନ ସୁପରଲିଗ୍‌ର (ଆଇଏସ୍‌ଏଲ୍‌) ଏଫ୍‌ସି ଗୋଆ କ୍ଲବ ସହିତ ଚୁକ୍ତିବଦ୍ଧ ହୋଇଛନ୍ତି। ଫଳରେ ୨୫ ବର୍ଷୀୟ ତ୍ଲାଙ୍ଗ୍‌ ଆଗାମୀ ଆଇଏଓଏଲ୍‌ ସିଜନରେ କମଳା ରଙ୍ଗର ଜର୍ସିରେ ନଜରକୁ ଆସିବେ। ସେହିପରି ଗୋଆର ଏଏଫ୍‌ସି ଚାମ୍ପିୟନ୍ସ…

୭୫ ଦିନପରେ ଇଂଲଣ୍ଡକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରତିଯୋଗିତା ଫେରିଲା

ଲଣ୍ଡନ, ୨ା୬(ଏପି)-କରୋନା ଭାଇରସ୍‌ ସଂକ୍ରମଣ ଜନିତ ପ୍ରଭାବରୁ ୭୫ ଦିନ ଶଟ୍‌ଡାଉନ୍‌ ପରେ ଇଂଲଣ୍ଡକୁ ପ୍ରତିଦ୍ୱନ୍ଦ୍ୱିତାମୂଳକ ପ୍ରତିଯୋଗିତା ଫେରିଛି। ଇଂଲଣ୍ଡ କ୍ରୀଡ଼ା ପ୍ରଶଂସକଙ୍କ ପାଇଁ ଏହା ଅତ୍ୟନ୍ତ ଖୁସିର ମୁହୂର୍ତ୍ତ ଥିଲା। ସୋମବାର ମୋଟ ୩ଟି ପ୍ରତିଯୋଗିତା ହୋଇଥିଲା। ତାହା ହେଲା…

ଆରମ୍ଭ ହେଲା ଖେଲୋ ଇଣ୍ଡିଆ ଇ-ପାଠଶାଳା

ନୂଆଦିଲ୍ଲୀ, ୨ା୬ (ପି.ଟି.)- ଖେଲୋ-ଇଣ୍ଡିଆ ପାଠଶାଳା ପ୍ରୋଗ୍ରାମ୍‌ ସୋମବାରଠାରୁ ଆରମ୍ଭ ହୋଇଛି। କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଜନଜାତି ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡା ଏକ ଓ୍ବେବିନାର୍‌ ଜରିଆରେ ଏହାର ଉଦ୍‌ଘାଟନ କରିଛନ୍ତି। ଏଥିରେ ପ୍ରଥମେ ସମଗ୍ର ଦେଶର ଯୁବ ତୀରନ୍ଦାଜ,…

ଜାତୀୟ ପୁରସ୍କାର ପାଇଁ ନାମ ତାଲିକା ପଠାଇଲା ବିଏଫ୍‌ଆଇ

ନୂଆଦିଲ୍ଲୀ, ୨ା୬ (ପି.ଟି.)-ବକ୍ସିଂ ଫେଡେରେଶନ ଅଫ୍‌ ଇଣ୍ଡିଆ (ବିଏଫ୍‌ଆଇ) ସୋମବାର ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାର ପାଇଁ ବିଶ୍ୱ ରୌପ୍ୟ ବିଜେତା ଅମିତ ପଙ୍ଘାଲ ଓ ଅଭିଜ୍ଞ ବକ୍ସର ବିକାଶ କ୍ରିଶନଙ୍କ ନାମ ସୁପାରିସ କରିଛି। ବାର୍ଷିକ ଜାତୀୟ କ୍ରୀଡ଼ା ପୁରସ୍କାର…

ହାର୍ଦ୍ଦିକଙ୍କ ପୂର୍ବରୁ ୪ କ୍ରିକେଟର୍‌ ବିନା ବିବାହରେ ହୋଇଥିଲେ ପିତା

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍‌। ଉଭୟ ନୂଆବର୍ଷରେ ନିର୍ବନ୍ଧ କରିଥିବା…

ବ୍ରାଜିଲ ଫୁଟବଲ କ୍ଲବର ୧୬ଜଣ ଖେଳାଳି ପଜିଟିଭ୍‌

ରିଓ ଡି ଜେନେରିଓ,୧।୬(ପି.ଟି.): ବ୍ରାଜିଲର ଏକ ଫୁଟବଲ୍‌ କ୍ଲବ ଭାସ୍କୋଡାଗାମାର ୧୬ ଜଣ ଖେଳାଳି କୋଭିଡ- ୧୯ ପଜିଟିଭ ବୋଲି ଜଣାପଡିଛି। ୨୫୦ ଜଣଙ୍କର ପରୀକ୍ଷା କରାଯିବା ପରେ ଖେଳାଳିମାନେ ପଜିଟିଭ ବୋଲି ଜଣାପଡିଛି ବୋଲି ରିଓ ଡି ଜାନେଇରୋର ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?