ଖେଳ

କୋହଲିଙ୍କୁ ସମ୍ମାନ କରେ, ଡରେନି : ନସିମ

ନୂଆଦିଲ୍ଲୀ,୧।୬: ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ବିଶ୍ୱର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ଭାବେ ପରିଗଣିତ ହେଉଛନ୍ତି। ପାକିସ୍ତାନ ଯୁବ ଦ୍ରୁତ ବୋଲର କୋହଲିଙ୍କୁ ବୋଲିଂ କରିବା ପାଇଁ ବେଶ୍‌ ଉତ୍ସୁକ ରହିଛନ୍ତି। ମାତ୍ର ୧୭ ବର୍ଷରେ ସେ ପାକିସ୍ତାନ ପାଇଁ ପଦାର୍ପଣ…

ଟ୍ରେନିଂ ଆରମ୍ଭ କଲେ ଅଷ୍ଟ୍ରେଲିଆ କ୍ରିକେଟର

ସିଡ୍‌ନୀ, ୧।୬ (ପି.ଟି.): ସିଡ୍‌ନୀ ଅଲିମ୍ପିକ୍‌ ପାର୍କରେ ସୋମବାର ଆଗଧାଡିର କେତେକ ଅଷ୍ଟ୍ରେଲିଆ କ୍ରିକେଟର ଟ୍ରେନିଂ ଆରମ୍ଭ କରିଛନ୍ତି। ଏଥିରେ ଅଧିନାୟକ ଷ୍ଟିଭ୍‌ ସ୍ମିଥ୍‌ ସାମିଲ ରହିଛନ୍ତି। କୋଭିଡ୍‌-୧୯ ମହାମାରୀ ଜନିତ ଲକ୍‌ଡାଉନ୍‌ କାରଣରୁ ଗତ ଦୁଇମାସ ହେବ ଶାରୀରିକ ଓ…

ଲାଳର ବିକଳ୍ପ ଆବଶ୍ୟକ: ବୁମ୍‌ରା

ନୂଆଦିଲ୍ଲୀ,୧।୬ (ପି.ଟି.): କ୍ରିକେଟରେ ଆଲିଙ୍ଗନ କରିବା ଓ ହାଇ ଫାଇଭ ଅର୍ଥାତ ଦୁଇ ଖେଳାଳି ପରସ୍ପର ମଧ୍ୟ ତାଳି ବଜାଇବା ଏକ ଅବିଚ୍ଛେଦ୍ୟ ଅଙ୍ଗ। କରୋନା ଭାଇରସ କାରଣରୁ ଏହାକୁ ବାରଣ କରିହେବ। ତେବେ ବଲ୍‌ରେ ଲାଳ ନ ଲଗାଇବାରୁ ନିଜକୁ…

ଟି୨୦ ବିଶ୍ୱକପ୍‌ ଘୁଞ୍ଚିଲେ ଆଇପିଏଲ୍‌ ଖେଳିବି: ସ୍ମିଥ୍‌

ସିଡନୀ,୧।୬(ପି.ଟି.): କୋଭିଡ-୧୯ ମହାମାରୀ କାରଣରୁ ଆସନ୍ତା ଅକ୍ଟୋବର- ନଭେମ୍ବରରେ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ଘୁଞ୍ଚିବାର ସମ୍ଭାବନା ସୃଷ୍ଟି ହୋଇଛି। ଏପରି ହେଲେ ଅଷ୍ଟ୍ରେଲୀୟ ବ୍ୟାଟିଂ ତାରକା ଷ୍ଟିଭ୍‌ ସ୍ମିଥ୍‌ ଇଣ୍ଡିଆନ ପ୍ରମିୟର ଲିଗ୍‌ (ଆଇପିଏଲ୍‌) ଖେଳିବାକୁ ଇଚ୍ଛା…

ଭୋକିଲା ପିଲାଙ୍କୁ ଖାଦ୍ୟ ବାଣ୍ଟିଲେ କ୍ରିକେଟର୍‌

କରୋନା ମହାମାରୀ ଭିତରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି କ୍ରିକେଟର୍‌। ଭାରତୀୟ କ୍ରିକେଟର ହୁଅନ୍ତୁ କି ବିଦେଶୀ, ସମସ୍ତେ ଏହି କଠିନ ସମୟରେ ଆଗକୁ ଆସିଛନ୍ତି। ଏହି ତାଲିକାରେ ଦକ୍ଷିଣ ଆଫ୍ରିକାର ପୂର୍ବତନ ଅଧିନାୟକ ଫାଫ୍‌ ଡୁ ପ୍ଲେସି ମଧ୍ୟ…

କ୍ରିକେଟର ଦିନେଶ କାର୍ତ୍ତିକଙ୍କ ଗର୍ଭବତୀ ସ୍ତ୍ରୀଙ୍କୁ ବିବାହ କରିଥିଲେ ମୁରଲୀ ବିଜୟ

ଭାରତର ଅଭିଜ୍ଞ ଉଇକେଟ କିପର ବ୍ୟାଟ୍ସମ୍ୟାନ ଦିନେଶ କାର୍ତ୍ତିକ ଆଜି ୩୫ତମ ଜନ୍ମଦିନ ପାଳନ କରୁଛନ୍ତି। ମହେନ୍ଦ୍ର ସିଂ ଧୋନୀଙ୍କ ପରି ଦୀନେଶ କାର୍ତ୍ତିକ ତାଙ୍କର ଶେଷ ଅନ୍ତର୍ଜାତୀୟ ମ୍ୟାଚ ୨୦୧୯ ବିଶ୍ୱକପ ସେମିଫାଇନାଲରେ ଖେଳିଥିଲେ। କାର୍ତ୍ତିକଙ୍କୁ ୩୫ତମ ଜନ୍ମଦିନରେ ଅଭିନନ୍ଦନ…

ସଚିନଙ୍କୁ ‘କିଚେନ୍‌-୧୦୦’ ର ଚ୍ୟାଲେଞ୍ଜ୍‌ ଦେଲେ ଯୁବରାଜ

ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର କ୍ରିକେଟ ପଡିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ସଚିନଙ୍କୁ ଚ୍ୟାଲେଞ୍ଜ୍‌ ଦେବା ଅନ୍ୟ କ୍ରିକେଟରଙ୍କ ପାଇଁ କଷ୍ଟକର ବ୍ୟାପାର। କିନ୍ତୁ ପୂର୍ବତନ କ୍ରିକେଟର ଯୁବରାଜ ସିଂ ସଚିନଙ୍କୁ ଏକ ନୂଆ ଚ୍ୟାଲେଞ୍ଜ ଦେଇଛନ୍ତି। ଚ୍ୟାଲେଞ୍ଜ୍‌ଟି ହେଉଛି ‘କିଚେନ୍‌-୧୦୦’।…

ଧୋନୀଙ୍କ ଅବସରକୁ ନେଇ କରିଥିବା ଟୁଇଟ୍‌ କାହିଁକି ହଟାଇଥିଲେ ସାକ୍ଷୀ

ଅନେକ ଦିନ ହେବ କ୍ରିକେଟରୁ ଦୂରେଇ ରହିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ଅବସରକୁ ନେଇ ଚର୍ଚ୍ଚା ଚାଲିଛି। କିଛିଦିନ ତଳେ ସୋସିଆଲ ମିଡିଆରେ #Dhoniretires ଟ୍ରେଣ୍ଡ୍‌ କରିଥିଲା। ଏହାପରେ ଧୋନୀଙ୍କ ସ୍ତ୍ରୀ ସାକ୍ଷୀ ଟୁଇଟ୍‌ ଯୋଗେ ଏହାକୁ ମିଥ୍ୟା ବୋଲି କହିଥିଲେ।…

ହାର୍ଦ୍ଦିକଙ୍କ ପିତା ହେବା ଖବର ଶୁଣି ଏମିତି କହିଲେ କୋହଲି

ପୁଣି ଏକ ନୂଆ ବାଉନ୍ସର ଛାଡିଛନ୍ତି ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନୂଆବର୍ଷର ଠିକ ପୂର୍ବଦିନ ଅଚାନକ ନିଜ ନିର୍ବନ୍ଧ ଖବର ଦେଇ ପ୍ରଶଂସକଙ୍କୁ ଚକିତ କରି ଦେଇଥିବା ହାର୍ଦ୍ଦିକ ଖୁବ୍‌ ଶୀଘ୍ର ପିତା ହେବା ଖବର ନିଜ…

ଫୋଗତ୍‌ଙ୍କ ନାମ ଖେଳରତ୍ନ ପାଇଁ ସୁପାରିସ ହେବ

ନୂଆଦିଲ୍ଲୀ, ୧ା୬ (ପି.ଟି.):ବିଶ୍ୱ ଚାମ୍ପିୟନଶିପ୍‌ ବ୍ରୋଞ୍ଜ ବିଜୟିନୀ ଭିନେଶ ଫୋଗତ୍‌ଙ୍କ ନାମ କ୍ରମାଗତ ଦ୍ୱିତୀୟ ବର୍ଷ ପାଇଁ ଖେଳରତ୍ନ ପୁରସ୍କାର ଲାଗି ସୁପାରିସ କରାଯିବ। ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ଆସିଷ୍ଟାଣ୍ଟ ସେକ୍ରେଟାରି ବିନୋଦ ତୋମାର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ରିଓ…

ଡିଙ୍ଗ୍‌କୋ ସିଂ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୧ା୬ (ପି.ଟି.)-ଏସିଆନ ଗେମ୍ସ ସ୍ବର୍ଣ୍ଣ ବିଜେତା ପୂର୍ବତନ ବକ୍ସର ଡିଙ୍ଗ୍‌କୋ ସିଂ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। ଏହା ପୂର୍ବରୁ ସେ ଲିଭର କ୍ୟାନ୍‌ସରରେ ପୀଡ଼ିତ ଅଛନ୍ତି। ରାଡିଏଶନ୍‌ ଥେରାପି ପାଇଁ ସେ ନୂଆଦିଲ୍ଲୀ ଯାଇଥିଲେ। ତାଙ୍କୁ ପୁଣି ଜଣ୍ଡିସ୍‌…

ହଙ୍ଗେରୀରେ ଦର୍ଶକ ଉପଭୋଗ କଲେ ମ୍ୟାଚ

ମିସ୍‌କୋଲ୍‌କ (ହଙ୍ଗେରୀ), ୧ା୬ (ଏଏଫ୍‌ପି): କରୋନାଭାଇରସ୍‌ ଯୋଗୁ ଦୁଇ ମାସ ବ୍ରେକ୍‌ ପରେ ହଙ୍ଗେରୀରେ ଫୁଟ୍‌ବଲ ମ୍ୟାଚ ଆରମ୍ଭ ହୋଇଛି। ଦର୍ଶକମାନେ ଷ୍ଟାଡିୟମରେ ମ୍ୟାଚକୁ ଉପଭୋଗ କରିଛନ୍ତି। ସମଗ୍ର ୟୁରୋପରେ ଏହା ପ୍ରଥମ। ମହାଦେଶରେ ପୁଣି ଆରମ୍ଭ ହୋଇଥିବା ଅନ୍ୟ ଲିଗ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?