ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ
ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି। ରାଣୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି। ଭଲ…
ଲକ୍ଡାଉନ୍ରେ ଟ୍ରାକ୍ଟର କିଣି ଚଲାଇଲେ ଧୋନୀ: ଭିଡିଓ ଭାଇରାଲ
କରୋନା ଯୋଗୁ ଜାରି ରହିଥିବା ଲକ୍ଡାଉନ୍ ସମୟରେ ସାଧାରଣ ଲୋକଙ୍କଠାରୁ ବଲିଉଡ୍ କଳାକାର ହୁଅନ୍ତୁ ଅବା କ୍ରିକେଟର ସମସ୍ତେ ନିଜ ଘରେ ରହି ପରିବାର ସହ ସମୟ ବିତାଉଛନ୍ତି। ଏଥିରୁ ବାଦ୍ ପଡ଼ି ନାହାନ୍ତି କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ସେ…
ଜୈବ-ସୁରକ୍ଷିତ ଟେଷ୍ଟ ସିରିଜ ପାଇଁ କାର୍ଯ୍ୟସୂଚୀ ଘୋଷଣା
ଲଣ୍ଡନ, ୩ |୬ (ପି.ଟି.)-ଜୁଲାଇରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯିବାକୁଥିବା ୩ ମ୍ୟାଚବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ତେବେ ସରକାରଙ୍କ ସବୁଜ ସଙ୍କେତକୁ ଅପେକ୍ଷା କରାଯାଇଛି। କୋଭିଡ୍-୧୯…
ପୋଲିସ ହେପାଜତରେ ୯ ପର୍ଯ୍ୟନ୍ତ ରହିବେ ମଦୁଶାନକା
କଲମ୍ବୋ, ୩ା୬ (ପି.ଟି.)-ଶ୍ରୀଲଙ୍କା କ୍ରିକେଟର ଶେଶାନ ମଦୁଶାନକା ପୁଣି ପୋଲିସ ହେପାଜତରେ ରହିବେ। ପାଖରେ ହେରୋଇନ୍ ରଖିଥିବା ଅଭିଯୋଗରେ ଏହି ୨୫ବର୍ଷୀୟ ବୋଲର ଏବଂ ତାଙ୍କର ଜଣେ ସାଙ୍ଗ ଦେଶର ଉତ୍ତର-ପୂର୍ବାଞ୍ଚଳ ପ୍ରଦେଶ ପାନ୍ନାଲାଠାରେ ଗତ ମେ ୨୩ରେ ଗିରଫ ହୋଇଥିଲେ।…
ଟ୍ରାକ୍କୁ ଫେରିବ ଫର୍ମୁଲା ଓ୍ବାନ୍ ରେସ୍
ପ୍ୟାରିସ, ୩|୬ (ଏପି)- କରୋନା ଭାଇରସ୍ ଯୋଗୁ ସ୍ଥଗିତ ରହିଥିବା ଫର୍ମୁଲା ଓ୍ବାନ୍ ରେସ୍ ପୁଣି ଆରମ୍ଭ ହେବାକୁ ଯାଉଛି। ଜୁଲାଇ ମାସରେ ପଛକୁ ପଛ ୮ଟି ରେସ୍ ଅନୁଷ୍ଠିତ ହେବ। ଜୁଲାଇ ୫ରେ ରେଡ୍ବୁଲ୍ ରିଙ୍ଗ୍ରେ ଅଷ୍ଟ୍ରିଆ ଗ୍ରାଁ ପ୍ରି…
ଅନ୍ଲାଇନ୍ ଚେସ୍: ଶୁଭମ୍ଜ୍ୟୋତି ଚାମ୍ପିୟନ
ଭୁବନେଶ୍ୱର, ୩।୬(କ୍ରୀଡ଼ା ପ୍ରତିନିଧି): ଏସ୍ଆର୍ ଚେସ୍ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୫ମ ଅନ୍ଲାଇନ୍ ଚେସ୍ ଟୁର୍ନାମେଣ୍ଟରେ ଶୁଭମ୍ଜ୍ୟୋତି ସାହୁ ଚାମ୍ପିୟନ ହୋଇଛନ୍ତି। ୬ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ଶୁଭମ୍ ୫ ପଏଣ୍ଟ ପାଇଥିଲେ। ଶିବାଂଶ ମିଶ୍ର, ପ୍ରତୀକ ଚୌରାସିଆ ଓ ତନ୍ମୟ…
ଖେଳରତ୍ନ ସୁପାରିସ ତାଲିକାରେ ମନିକା
ନୂଆଦିଲ୍ଲୀ,୩।୬(ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ଚଳିତ ବର୍ଷ ଖେଳାଳିଙ୍କ ନାମ ସୁପାରିସ ତାଲିକା ବଢ଼ିବାରେ ଲାଗିଛି। ମଙ୍ଗଳବାର ଭାରତୀୟ ହକି ଅଧିନାୟିକା ରାଣୀ ରାମପଲ ଏବଂ ମହିଳା ଟେବୁଲ ଟେନିସ ତାରକା ମନିକା…
ବିରାଟ କୋହଲିଙ୍କଠାରୁ ଦୁଇଗୁଣା ଅଧିକ ମୂଲ୍ୟରେ ଘର କିଣିଲେ ଏହି ଭାରତୀୟ କ୍ରିକେଟର୍
ଭାରତକୁ ଦୁଇଟି ବିଶ୍ୱକପ୍ ଜିତାଇଥିବା ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ଏବେ ଅଧିନାୟକ ବିରାଟ କୋହଲିଙ୍କ ପଡୋଶୀ ହୋଇଯାଇଛନ୍ତି। ଯୁବରାଜ ମୁମ୍ବାଇର ଓ୍ବର୍ଲିରେ ଥିବା ଓମକାର ଟାଓ୍ବାର୍ସରେ ଘର କିଣିଛନ୍ତି। ୨୦୧୬ରେ ବିରାଟ କୋହଲି ଏଠାକୁ ଶିଫ୍ଟ ହୋଇଥିଲେ। ସେ ୩୫ତମ…
ଏକଦିବସୀୟ ମ୍ୟାଚ୍ରେ ଦ୍ରୁତତମ ୧୦ ହଜାର ରନ୍ ସଂଗ୍ରହ କରିଥିବା ବିଶ୍ୱର ୫ ଖେଳାଳି
ବିଶ୍ୱରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନଙ୍କ ରେକର୍ଡ ଭାଙ୍ଗିବା କଷ୍ଟକର। ଏକଦିବସୀୟ ମ୍ୟାଚରେ ୧୦ ହଜାର ରନ ସଂଗ୍ରହ ଏକ ଏଭଳି ମାଇଲ୍ଖୁଣ୍ଟ, ଯାହାକୁ ପ୍ରତ୍ୟେକ ବ୍ୟାଟ୍ସମ୍ୟାନ ହାସଲ କରିବାକୁ ଚାହାଁନ୍ତି। ଏକଦିବସୀୟ ମ୍ୟାଚ୍ରେ ଦ୍ରୁତତମ ୧୦ ହଜାର ଦ୍ରୁତତମ…
ପିଏସ୍ଜି ସହ ୪ ବର୍ଷଆ ଚୁକ୍ତି କଲେ ଇକାର୍ଡି
ମିଲାନ,୨।୬(ପି.ଟି.): ଆର୍ଜେଣ୍ଟିନ ଫୁଟବଲର ତଥା ଇଣ୍ଟର ମିଲାନ ଷ୍ଟ୍ରାଇକର ମାଉରୋ ଇକାର୍ଡି ଜଣାଶୁଣା କ୍ଲବ ପ୍ୟାରିସ ସେଣ୍ଟ ଜର୍ମାନ (ପିଏସ୍ଜି) ସହ ଏକ ୪ ବର୍ଷଆ ଚୁକ୍ତି କରିଛନ୍ତି। ଫଳରେ ସେ ପିଏସ୍ଜି ପାଇଁ ୨୦୨୪ ପର୍ଯ୍ୟନ୍ତ ଖେଳିବା ସ୍ପଷ୍ଟ ହୋଇଛି।…
ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି: ଗେଲ୍
ନୂଆଦିଲ୍ଲୀ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ନେଇ ଓ୍ବେଷ୍ଟଇଣ୍ଡିଜ୍ ତାରକା ବ୍ୟାଟ୍ସମ୍ୟାନ କ୍ରିସ୍ ଗେଲ ମୁହଁ ଖୋଲିଛନ୍ତି। କେବଳ ଫୁଟବଲରେ ବର୍ଣ୍ଣବୈଷମ୍ୟ ଭଳି କଳଙ୍କ ରହିଛି ତାହା ନୁହେଁ, କ୍ରିକେଟ ମଧ୍ୟ ଏଥିରୁ ବାଦ୍ ପଡିନାହିଁ। କ୍ୟାରିୟରରେ ମୁଁ ମଧ୍ୟ ବର୍ଣ୍ଣବୈଷମ୍ୟ ଆକ୍ଷେପର ଶିକାର ହୋଇଛି…
ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାମିଙ୍କ ନିବେଦନ
କିଙ୍ଗଷ୍ଟନ,୨।୬(ପି.ଟି.): ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରିବାକୁ ସାରା କ୍ରିକେଟ ଜଗତକୁ ନିବେଦନ କରିଛନ୍ତି ବିଶ୍ୱକପ୍ ବିଜୟୀ ପୂର୍ବତନ ଅଧିନାୟକ ଡାରେନ ସାମି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ସମେତ ପୂରା କ୍ରିକେଟ ଜଗତକୁ ଏନେଇ ଆଭିମୁଖ୍ୟ ସ୍ପଷ୍ଟ କରିବାକୁ ସେ…

