Posted inଖେଳ

କୁନି ପାଣ୍ଡ୍ୟାଙ୍କୁ ପାଇ ଖୁସିରେ ବିଭୋର ହାର୍ଦ୍ଦିକ: ଦେଖନ୍ତୁ ପୁଅଙ୍କ ପ୍ରଥମ ଝଲକ..

ନୂଆଦିଲ୍ଲୀ,୧।୮: ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ନିକଟରେ ଏକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ଆଉ ଏକ ଫଟୋ ଶେୟାର କରିଛନ୍ତି। ଇନ୍‌ଷ୍ଟାରେ ଫଟୋଟିକୁ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି ଭଗବାନଙ୍କ ଆଶୀର୍ବାଦ। ଯେଉଁଥିରେ ହାର୍ଦ୍ଦିକ ତାଙ୍କ ପୁଅକୁ କୋଳରେ ଧରିଥିବା ଦେଖିବାକୁ ମିଳୁଛି। ତାଙ୍କ ମୁହଁରୁ ସେ କେତେ ଖୁସି ତାହା ସ୍ପଷ୍ଟ ହେଉଛି।

ତେବେ ଜୁଲାଇ ୩୦ରେ ହାର୍ଦ୍ଦିକଙ୍କ ଘରକୁ ନୂଆ ଅତିଥି ଆସିଛି। ଏହାକୁ ନେଇ ସାଥୀ ଖେଳାଳିଙ୍କଠାରୁ ଆରମ୍ଭ କରି ପ୍ରଶଂସକଙ୍କ ଶୁଭେଚ୍ଛାର ସୁଅ ଛୁଟିଛି। ପୂର୍ବରୁ ହାର୍ଦ୍ଦିକ ପ୍ରେମିକା ନତାଶା ଷ୍ଟାନ୍‌କୋଭିକ୍‌ଙ୍କୁ ନିର୍ବନ୍ଧ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ। କରୋନାକୁ ନେଇ ଲକ୍‌ଡାଉନ୍‌ ଚାଲିଥିବା ବେଳେ ସେ ବିବାହ ମଧ୍ୟ କରି ନେଇଛନ୍ତି। ଏବେ ପିତା ହେବା ପରେ ତାଙ୍କ ଖୁସି ଦ୍ୱିଗୁଣିତ ହୋଇଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଇଂଲଣ୍ଡ ଗସ୍ତ: ପାକିସ୍ତାନ ଦଳରେ ନବାଗତ ହାଇଦର

କରାଚୀ,୧୨।୬ (ପି.ଟି.): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୨୯ ଜଣିଆ ଦଳ ଘୋଷଣା କରିଛି। ଏଥିରେ ୪ ବର୍ଷ ପରେ ଦ୍ରୁତ ବୋଲର...

କୋମାରେ ଆମେରିକାନ ରେସ୍‌ର

କୋମାରେ ଆମେରିକାନ ରେସ୍‌ର ମୋଞ୍ଜା,୭।୯: ଆମେରିକାନ-ଇକ୍ୱାଡରିଆନ ଫର୍ମୁଲା ଟୁ ରେସର ଜୁଆନ ମାନୁଏଲ କୋରେଆ ଗତ ସପ୍ତାହରେ ବେଲଜିୟମଠାରେ ଦୁର୍ଘଟଣାର ଶିକାର ହୋଇଥିଲେ। ଉକ୍ତ ଦୁର୍ଘଟଣାରେ...

ଯୁବିଙ୍କୁ ବ୍ୟାଟିଂ ଶିଖାଇଥିଲେ ସିଦ୍ଧୁ

ବିଶ୍ୱ କ୍ରିକେଟରେ ଯୁବରାଜ ସିଂ (ଯୁବି) ଜଣେ ଲୋକପ୍ରିୟ ଖେଳାଳି। ପୂର୍ବତନ କ୍ରିକେଟର ଯୁଗରାଜ ସିଂଙ୍କ ପୁଅ ଯୁବିଙ୍କୁ ନଭଜୋତ ସିଂ ସିଦ୍ଧୁଙ୍କ ଘରକୁ ବ୍ୟାଟିଂ...

ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌: ଉନ୍ନତ ପ୍ରଦର୍ଶନ ନେଇ ଦୂତୀ ଆଶାବାଦୀ

ଭୁବନେଶ୍ୱର, ୨୩।୯(ସ୍ପୋଟର୍‌ସ ବ୍ୟୁରୋ)- ଚଳିତମାସ ୨୭ ତାରିଖରେ ଦୋହାଠାରେ ଆରମ୍ଭ ହେବାକୁ ବିଶ୍ୱ ଆଥଲେଟିକ୍‌ ଚାମ୍ପିୟନଶିପ୍‌। ଏଥିରେ ଭାଗ ନେବାକୁ ଯାଉଥିବା ଭାରତର ଦ୍ରୁତତମ ମହିଳା...

ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ କୋହଲି

ନୂଆଦିଲ୍ଲୀ, ୨୧।୧: ଅଧିନାୟକ ବିରାଟ କୋହଲି ଖେଳାଳିଙ୍କ ଉପରେ ଭରସା କରନ୍ତି ନାହିଁ ବୋଲି କହିଛନ୍ତି ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ। ପୂର୍ବତନ ଅଧିନାୟକ...

କୋହଲି ପିଉଥିବା ପାଣିର ଦାମ୍‌ ଜାଣିଲେ ଉଡିଯିବ ହୋସ୍‌

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ନିଜ ଫିଟ୍‌ନେସକୁ ବିଶେଷ ଗୁରୁତ୍ୱ ଦିଅନ୍ତି, ଯାହା ସଭିଙ୍କୁ ଜଣା। ସେ କଦାପି ଡାଏଟ୍‌ କିମ୍ବା ଏକ୍ସରସାଇଜ...

ଏସିଆନ ବିଚ୍‌ ଗେମ୍ସ ସ୍ଥଗିତ

କୁଏତ୍‌ ସିଟି, ୧୨ା୭ (ପି.ଟି.)- କୋଭିଡ୍‌-୧୯ ମହାମାରୀ ଯୋଗୁ ଅଲିମ୍ପିକ କାଉନ୍‌ସିଲ ଅଫ୍‌ ଏସିଆ (ଓସିଏ) ଶନିବାର ୬ଷ୍ଠ ଏସିଆନ ବିଚ୍‌ ଗେମ୍ସକୁ ସ୍ଥଗତି ରଖିଛି।...

ବେକ୍‌ହାମଙ୍କ ମତରେ ମେସି ଶ୍ରେଷ୍ଠ

ଲଣ୍ଡନ, ୨୦ା୪: କ୍ରିଷ୍ଟିଆନ ରୋନାଲ୍ଡୋ ଓ ଲିଓନେଲ ମେସିଙ୍କ ମଧ୍ୟରୁ କିଏ ଶ୍ରେଷ୍ଠ ଫୁଟ୍‌ବଲ ଖେଳାଳି। ଏହାକୁ ନେଇ ସର୍ବଦା ବିତର୍କ ଲାଗି ରହିଛି। ଏବେ...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *