ଖେଳ

ପାକିସ୍ତାନ ହକି ଖେଳାଳି ସ୍ମଗ୍‌ଲିଂ ସାମଗ୍ରୀ ଆଣିଥିଲେ

କରାଚୀ, ୧ା୬(ପି.ଟି.):୧୯୮୩ରେ ହଂକଂ ଟୁର୍‌ରୁ ଫେରିବା ବେଳେ ପାକିସ୍ତାନ ହକି ଦଳର କେତେଜଣ ସଦସ୍ୟ ମୂଲ୍ୟବାନ ସାମଗ୍ରୀ ଚୋରାରେ ଦେଶକୁ ଆଣିଥିଲେ। ବହୁବର୍ଷ ପରେ ଏହି ଅଭିଯୋଗ ଆଣିଛନ୍ତି ତତ୍କାଳୀନ ହକି ଅଧିନାୟକ ହନିଫ୍‌ ଖାଁ। କେତେଜଣ ଟିମ୍‌ ଅଫିସିଆଲ ମଧ୍ୟ…

ପିତା ହେବାକୁ ଯାଉଛନ୍ତି ଏହି ଭାରତୀୟ କ୍ରିକେଟର

ଭାରତୀୟ କ୍ରିକେଟ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ଫଟୋ ଶେୟାର କରି ଏହି ଖୁସିଖବର ନିଜ ଫ୍ୟାନ୍‌ଙ୍କୁ ଜଣାଇଛନ୍ତି ହାର୍ଦ୍ଦିକ ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ନତାଶା ଷ୍ଟାନକୋଭିକ୍‌। ନତାଶା ଲେଖିଛନ୍ତି ଆମେ ଦୁହେଁ…

ଖେଲୋ ଇଣ୍ଡିଆ ଇ- ପାଠଶାଳା ଲଞ୍ଚ୍‌ କରିବ ସାଇ

ନୂଆଦିଲ୍ଲୀ, ୩୧।୫ (ପି.ଟି.): ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଜୁନ୍‌ ୧ ତାରିଖରୁ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏସ୍‌ଏସ୍‌ଏଫ୍‌)ଗୁଡିକ ସହିତ ମିଳିତ ଭାବେ ସାଇ ଅନ୍‌ଲାଇନ୍‌ରେ…

୩ ଥର ଅଲିମ୍ପିକ୍‌ ଚାମ୍ପିୟନ ମୋରୋଙ୍କ ପରଲୋକ

ସାନ ବେନିଟୋ,୩୧।୫(ଏପି): ୩ଥର ଅଲିମ୍ପିକ୍‌ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଥିବା ପୂର୍ବତନ ଆମେରିକୀୟ ଧାବକ ବବି ଜୋଏ ମୋରୋଙ୍କ ପରଲୋକ ହୋଇଛି। ୧୯୫୬ ମେଲବୋର୍ନ ଅଲିମ୍ପିକ୍ସରେ ଟେକ୍ସାସର ଏହି ସ୍ପ୍ରିଣ୍ଟର ୩ଟି ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଥିଲେ।…

ଆଜିଠାରୁ ଟ୍ରେନିଂ ଆରମ୍ଭ କରିବେ ଶ୍ରୀଲଙ୍କା କ୍ରିକେଟର

କଲମ୍ବୋ,୩୧।୫ (ପି.ଟି.): କୋଭିଡ୍‌-୧୯ ମହାମାରୀ ଜାରି ରହିଥିବା ବେଳେ ୧୩ ଶ୍ରୀଲଙ୍କା କ୍ରିକେଟରଙ୍କୁ ନେଇ ଏକ ଗ୍ରୁପ୍‌ ସୋମବାରଠାରୁ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଏମାନଙ୍କ ମଧ୍ୟରେ ଅଧିକାଂଶ ଖେଳାଳି ବୋଲର ବୋଲି ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍‌ଏଲ୍‌ସି) ତରଫରୁ କୁହାଯାଇଛି।…

ଆକମଲଙ୍କ ଅପିଲର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌

କରାଚି,୩୧।୫ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ମାମଲାର ଶୁଣାଣି କରିବେ ପୂର୍ବତନ ସୁପ୍ରିମକୋର୍ଟ ଜଜ୍‌ ଫକିର ମହମ୍ମଦ ଖୋଖାର। ଦୁର୍ନୀତି କରିବାକୁ ଆକମଲଙ୍କୁ ପ୍ରସ୍ତାବ ଦିଆଯାଇ ନ ଥିଲେ ମଧ୍ୟ ସେ ଏ ସଂକ୍ରାନ୍ତରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ…

ଅଧିନାୟକ ହେବାରେ ଧୋନୀଙ୍କୁ ଶ୍ରେୟ ଦେଲେ କୋହଲି

ନୂଆଦିଲ୍ଲୀ, ୩୧।୫: ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶ୍ରେୟ ଦେଇଛନ୍ତି କ୍ରିକେଟ ସୁପରଷ୍ଟାର ବିରାଟ କୋହଲି। ଭାରତୀୟ ଦଳର ଅଧିନାୟକ ହେବା ପଛରେ ଧୋନୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିଲା ବୋଲି କୋହଲି କହିଛନ୍ତି। ଦଳରେ ସ୍ଥାନ ପକ୍କା କରିବା ପରେ…

ଭିଟ୍ଟୋରୀଙ୍କ ବଦାନ୍ୟତା: ନିଜ ପାଉଣାର କିଛି ଅଂଶ ଦାନ ଦେବାକୁ ବିସିବିକୁ ପ୍ରସ୍ତାବ ଦେଲେ

ଢାକା,୩୧।୫ (ପି.ଟି.): କୋଭିଡ-୧୯ ପରିସ୍ଥିତିକୁ ଦୃଷ୍ଟିରେ ରଖି ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ତଥା ବାଂଲାଦେଶ ସ୍ପିନ୍‌ ବୋଲିଂ କୋଚ୍‌ ଡାନିଏଲ ଭିଟ୍ଟୋରୀ ଏକ ଦୃଷ୍ଠାନ୍ତମୂଲକ ପଦକ୍ଷେପ ଗ୍ରହଣ କରିଛନ୍ତି। ସେ ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)କୁ ଏକ ନିଆରା ପ୍ରସ୍ତାବ ଦେଇଛନ୍ତି।…

ଛେତ୍ରୀଙ୍କ ସ୍ଥାନ ପୁରଣ କରିବେ ସାହାଲ

କୋଲକାତା, ୩୧ା୫ (ପି.ଟି.)-ଅଧିନାୟକ ସୁନୀଲ ଛେତ୍ରୀଙ୍କ ଅବସର ପରେ କେରଳ ବ୍ଳାଷ୍ଟର୍ସର ଯୁବ ଖେଳାଳି ସାହାଲ ଅବ୍‌ଦୁଲ ସମାଦ ତାଙ୍କ ସ୍ଥାନ ପୁରଣ କରିବେ ବୋଲି କହିଛନ୍ତି ଭାରତୀୟ ଫୁଟ୍‌ବଲ ଆଇକନ ବାଇଚୁଙ୍ଗ ଭୂତିଆ। ସାହାଲ ହେଉଛନ୍ତି ଭାରତୀୟ ଫୁଟ୍‌ବଲ ଦଳର…

ଓସିଏ, ଓଓଏରେ କରୋନା ଯୋଦ୍ଧାଙ୍କୁ ସମ୍ମାନ

କଟକ ଅଫିସ,୩୧ା୫- ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଏବଂ ଓଡ଼ିଶା ଅଲିମ୍ପିକ ଆସୋସିଏଶନ(ଓଓଏ) ପକ୍ଷରୁ କରୋନା ଯୋଦ୍ଧାଙ୍କ ସମ୍ମାନାର୍ଥେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରାଯାଇଛି। ବାରବାଟୀ ଷ୍ଟାଡିୟମ ପରିସରରେ ଉକ୍ତ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ରାଜ୍ୟର ଅନେକ ପ୍ରମୁଖ…

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର କର୍ମଚାରୀଙ୍କ କୋଭିଡ୍‌-୧୯ ଟେଷ୍ଟ ଅପରିହାର୍ଯ୍ୟ ହୋଇପଡ଼ିଛି ବୋଲି ଭାରତୀୟ ଅଲିମ୍ପିକ ଆସୋସିଏଶନ (ଆଇଓଏ) ସଭାପତି…

ଖେଳରତ୍ନ ପାଇଁ ରୋହିତ, ନୀରଜଙ୍କ ନାମ ସୁପାରିସ

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ମର୍ଯ୍ୟାଦାପୂର୍ଣ୍ଣ ଖେଳରତ୍ନ ପୁରସ୍କାର ପାଇଁ ଭାରତର ଷ୍ଟାର ବ୍ୟାଟ୍ସମ୍ୟାନ ରୋହିତ ଶର୍ମା ଏବଂ ତାରକା ଆଥଲେଟ୍‌ ନୀରଜ ଚୋପ୍ରାଙ୍କ ନାମ ସୁପାରିସ ହୋଇଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ରୋହିତ ଏବଂ ଆଥଲେଟିକ୍‌ ଫେଡେରେଶନ ଅଫ୍‌ ଇଣ୍ଡିଆ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?