Posted inଖେଳ

ହାର୍ଦ୍ଦିକଙ୍କ ପୁଅଙ୍କୁ କୋଳରେ ଧରି ଭାବୁକ ହେଲେ ଭାଇ କୃଣାଳ, କହିଲେ ଏପରି କଥା..

ନୂଆଦିଲ୍ଲୀ,୨।୮: ନିକଟରେ ପିତା ହୋଇଛନ୍ତି ଭାରତୀୟ ଟିମ୍‌ର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ୟା। କୁନି ପାଣ୍ଡ୍ୟାଙ୍କୁ ପାଇ ପୁରା ପରିବାର ଏବେ ଖୁସିରେ ବିଭୋର ହୋଇଯାଇଛନ୍ତି। ଶନିବାର କୋଳରେ ପୁଅଙ୍କୁ ଧରି ହାର୍ଦ୍ଦିକ ଫଟୋ ଶେୟାର କରି ପ୍ରଶଂସକଙ୍କ ସହ ଖୁସି ବାଣ୍ଟିଥିବା ବେଳେ ଏବେ ବଡ଼ଭାଇ କୃଣାଲଙ୍କ ଆଉ ଏକ ଫଟୋ ଭାଇରାଲ ହେଉଛି। ଫଟୋରେ ସେ ପୁତୁରାଙ୍କୁ କୋଳରେ ଧରିଛନ୍ତି। ସେ କେତେ ଖୁସି ତାହା ବାରି ହୋଇପଡ଼ୁଛି। ଇନ୍‌ଷ୍ଟାଗ୍ରାମରେ ସେ ଫଟୋକୁ ଶେୟାର କରି ଲେଖିଛନ୍ତି, ଖୁସି, ଯାହା ଶବ୍ଦରେ ବର୍ଣ୍ଣନା କରାଯାଇ ନ ପାରେ। ମୁଁ ଏହି ସୁନ୍ଦର କୁନି ପୁଅର ବଡ଼ବାପା ହୋଇଛି। ଭାଇ ହାର୍ଦ୍ଦିକ ଏବଂ ନତାଶାଙ୍କୁ ଅଭିନନ୍ଦନ। ବଡବାପା ତୁମକୁ ବହୁତ ଭଲପାଆନ୍ତି ବୋଲି କୃଣାଲ ଲେଖିଛନ୍ତି। ଏହି ପୋଷ୍ଟକୁ ସୋସିଆଲ ମିଡିଆରେ ବହୁତ ପସନ୍ଦ କରାଯାୁଛି। ନତାଶା ଏହି ପୋଷ୍ଟରେ କମେଣ୍ଟ କରି ହୃଦୟ ଥିବା ଇମୋଜି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କରୋନା ଭାଇରସ: ଇରାନୀ କପ୍‌ ସହ ସମସ୍ତ ଘରୋଇ ମ୍ୟାଚ୍‌ ସ୍ଥଗିତ

ମୁମ୍ବାଇ, ୧୫।୩(ପି.ଟି.)- କରୋନା ଭାଇରସ ସଂକ୍ରମଣ ତଥା ଆତଙ୍କ କାରଣରୁ ଭାରତୀୟ କ୍ରିକେଟେ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଇରାନୀ ଟ୍ରଫି ସମେତ ସବୁ ପ୍ରକାର ଘରୋଇ...

କଟକରେ ହେବ ଏସୀୟ ସିନିୟର କୁସ୍ତି

କଟକ ଅଫିସ,୧୨ା୧୧- ଓଡ଼ିଶାକୁ ମିଳିଛି ଆଉ ଏକ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ଆୟୋଜନର ସୁଯୋଗ। ୨୦୨୦ ଫେବୃୟାରୀ ୧୮ରୁ ୨୩ ପର୍ଯ୍ୟନ୍ତ କଟକର ଜବାହରଲାଲ ନେହେରୁ...

ଅନ୍ୟ ଧର୍ମରେ ବିବାହ କରିଛନ୍ତି ଏହିସବୁ ପ୍ରସିଦ୍ଧ କ୍ରିକେଟର

ଭାରତୀୟ କ୍ରିକେଟରେ ଏମିତି କିଛି ଖେଳାଳି ଅଛନ୍ତି ଯେଉଁମାନେ ଅନ୍ୟ ଧର୍ମରେ ବିବାହ କରି ସମାଜ ପାଇଁ ଏକ ଉଦାହରଣ ସୃଷ୍ଟି କରିଛନ୍ତି। ସେମିତି କିଛି...

ଓଡ଼ିଶା ଓମେନ୍ସ ଲିଗ୍‌: ସାଇ- ଏସ୍‌ଟିସି, ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଭୁବନେଶ୍ୱର,୭।୩(ସ୍ପୋର୍ଟ୍ସ ବ୍ୟୁରୋ): ଏଠାରେ ଚାଲିଥିବା ଓଡ଼ିଶା ଓମେନ୍ସ ଲିଗ୍‌ (ଓଡବ୍ଲ୍ୟଏଲ୍‌)ରେ ଶନିବାର ଦୁଇଟି ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ଓ ଏଥିରେ ସାଇ- ଏସ୍‌ଟିସି ଓ ରାଇଜିଂ...

କରୋନାରୁ ସୁସ୍ଥ ହେଲେ ୬ ଭାରତୀୟ ହକି ଖେଳାଳି

ନୂଆଦିଲ୍ଲୀ, ୧୭ା୮ (ପି.ଟି.)-ଅଧିନାୟକ ମନପ୍ରୀତ ସିଂଙ୍କ ସମେତ ଭାରତୀୟ ପୁରୁଷ ହକି ଦଳର ୬ ଜଣ ହକି ଖେଳାଳି କୋଭିଡ୍‌-୧୯ରୁ ଆରୋଗ୍ୟ ଲାଭ କରିଛନ୍ତି। ସୋମବାର...

ଦମ୍‌ଦାର ବ୍ୟାଟିଂକୁ ନେଇ ହୃଦୟ ଜିତିଲେ ଏହି ଭାରତୀୟ କ୍ରିକେଟର; କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ..

ସିଡନୀ,୮।୧: ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ପ୍ରଶଂସନୀୟ ପାଳି ଖେଳିଛନ୍ତି ଯୁବ କ୍ରିକେଟର ଶୁଭମନ ଗିଲ। ନିଜ କ୍ୟାରିୟରର ଦ୍ୱିତୀୟ ଟେଷ୍ଟରେ ଶୁକ୍ରବାର ସେ...

ହନୁମାଙ୍କ ସାହସକୁ ସଲାମ କଲା ଆଇସିସି

ସିଡନୀ,୧୧।୧: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ସିଡନୀରେ ଖେଳାଯାଇଥିବା ତୃତୀୟ ଟେଷ୍ଟ ଡ୍ର’ ଭାବେ ଶେଷ ହୋଇଛି। ଏହି ମ୍ୟାଚ ଡ୍ର’ରେ ଆର ଅଶ୍ୱିନ ଏବଂ...

ପୋଲାର୍ଡଙ୍କୁ ଶୁଭେଚ୍ଛା ଜଣାଇଲା ମୁମ୍ବାଇ ଇଣ୍ଡିଆନ୍ସ

ବାରବାଡସ,୨୯।୫(ପିଟି)- ଇଣ୍ଡିଜ ଅଲରାଉଣ୍ଡର କିରନ ପୋଲାର୍ଡ ବୁଧବାର ୩ୟ ଥର ପାଇଁ ବାପା ହୋଇଛନ୍ତି। ଏ ସମ୍ପର୍କରେ ଇନ୍‌ଷ୍ଟାଗ୍ରାମରେ ଫଟୋ ଶେୟାର କରି ପୋଲାର୍ଡ ସୂଚନା...

Ten Cric Info
Advertisement


Archives

Model This Week

Why Dharitri