Posted inଖେଳ

ଇଂଲଣ୍ଡ ସାମ୍ନାରେ ୨୭୭ ରନର ଟାର୍ଗେଟ୍‌ ରଖିଲା ପାକିସ୍ତାନ

ମାଞ୍ଚେଷ୍ଟର, ୮।୮- ମାଞ୍ଚେଷ୍ଟରର ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ପାକିସ୍ତାନ ଓ ଘରୋଇ ଇଂଲଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌ ରୋମାଞ୍ଚକ ସ୍ଥିତିରେ ପହଞ୍ଚତ୍ଛି। ଭ୍ରମଣକାରୀ ପାକିସ୍ତାନ ଶନିବାର ୪ର୍ଥ ଦିବସରେ ୨ୟ ଇନିଂସରେ ୧୬୯ ରନରେ ଅଲ୍‌ଆଉଟ୍‌ ହୋଇଯାଇଛି। ଫଳରେ ଇଂଲଣ୍ଡ ସାମ୍ନାରେ ୨୭୭ ରନର ଲକ୍ଷ୍ୟ ଧାର୍ଯ୍ୟ ହୋଇଛି। ଜବାବରେ ଇଂଲଣ୍ଡ ୨ୟ ଇନିଂସ ଆରମ୍ଭ କରି ଶେଷ ଖବର ସୁଦ୍ଧା ୧୩ ଓଭରରେ ଗୋଟିଏ ଉଇକେଟ୍‌ ହରାଇ ୩୧ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡକୁ ବିଜୟ ଲାଗି ଆହୁରି ୨୪୬ ରନ ଆବଶ୍ୟକ ହେଉଛି।
ଟସ୍‌ ଜିତି ପାକିସ୍ତାନ ଓପନର୍‌ ସନ୍‌ ମାସୁଦ୍‌ଙ୍କ ୧୫୬ ରନର ଶତକୀୟ ଇନିଂସ ବଳରେ ପ୍ରଥମ ଇନିଂସରେ ୩୨୬ ରନ କରିଥିଲା। ଜବାବରେ ଇଂଲଣ୍ଡ ପ୍ରଥମ ଇନିଂସରେ ୨୧୯ ରନ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା। ୧୦୭ ରନରେ ଅଗ୍ରଣୀ ଲାଭ କରିଥିବା ପାକିସ୍ତାନ ୨ୟ ଇନିଂସରେ ମାତ୍ର ୧୬୯ ରନରେ ସୀମିତ ରହିଥିଲା। ଫଳରେ ଘରୋଇ ଦଳ ସାମ୍ନାରେ ୨୭୭ ରନର ଯାର୍ଗେଟ୍‌ ଧାର୍ଯ୍ୟ ହୋଇଥିଲା। ପାକିସ୍ତାନ ପକ୍ଷରୁ ୨ୟ ଇନିଂସରେ ସ୍ପିନର ୟାସିର ଶାହ ସର୍ବାଧିକ ୩୩ ରନ କରିଥିଲେ। ବୋଲିଂରେ ଇଂଲଣ୍ଡ ପକ୍ଷରୁ ଷ୍ଟୁଆର୍ଟ ବ୍ରଡ୍‌ ୩ ଏବଂ କ୍ରିସ୍‌ ଓ୍ବକ୍ସ ଓ ବେନ୍‌ ଷ୍ଟୋକ୍ସ ୨ଟି ଲେଖାଏ ଉଇକେଟ୍‌ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବଡ଼ ରେକର୍ଡ ହାସଲ କରିବେ କୋହଲି

ଅହମ୍ମଦାବାଦ,୮।୨: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆ ଜିତି ସିରିଜ ହାତେଇବା ଉଦ୍ଦେଶ୍ୟରେ ବୁଧବାର ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଓହ୍ଲାଇବ ଭାରତୀୟ କ୍ରିକେଟ ଦଳ। ଭାରତର...

ବରାହୀପୁର ଫୁଟବଲ: ଗଣ୍ଡରପୁର ଚାମ୍ପିୟନ

କଣ୍ଟାପଡା, ୨।୧(ଡି.ଏନ୍‌.ଏ.): କଣ୍ଟାପଡା ବ୍ଲକ ଅନ୍ତର୍ଗତ ବରାହୀପୁର ଗୋପୀନାଥ ଆଥଲେଟିକ ଆସୋସିଏଶନ ପକ୍ଷରୁ ଆୟୋଜିତ ୪୦ ତମ ଦିନିକିଆ ଫୁଟବଲ ଟୁର୍ନାମେଣ୍ଟର ଫାଇନାଲରେ ଦହି ଗଁା...

ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ପାର୍ବତୀଙ୍କୁ ବ୍ରୋଞ୍ଜ

କଟକ ଅଫିସ,୩୧ା୭-ଇଟାଲୀର ଟୋରିନୋ ସହରରେ ଚାଲିଥିବା ୟୁରୋପିଆନ ମାଷ୍ଟର୍ସ ଗେମ୍ସରେ ଅନ୍ତର୍ଜାତୀୟ ଆଥଲେଟ୍‌ ପାର୍ବତୀ ସେଠୀ ବ୍ରୋଞ୍ଜ ପଦକ ବିଜୟୀ ହୋଇଛନ୍ତି । ମଙ୍ଗଳବାର ଅନୁଷ୍ଠିତ...

ଇଡେନ୍‌ ଗାର୍ଡେନ୍ସ ନାମରେ ଝିଅ ନାଁ ରଖିଲେ ଏହି ଓ୍ବେଷ୍ଟଇଣ୍ଡିଜ୍‌ କ୍ରିକେଟର, କହିଲେ ଏମିତି

ନୂଆଦିଲ୍ଲୀ,୧୦।୨: ହୃଦୟ ଜିତିଛନ୍ତି ୱେଷ୍ଟଇଣ୍ଡିଜ କ୍ରିକେଟ ଟିମର ଅଲରାଉଣ୍ଡର କାର୍ଲସ ବ୍ରାଥୱେଟ। ସେ ନିଜ ଝିଅଙ୍କ ନାମ ଐତିହାସିକ କ୍ରିକେଟ ମଇଦାନ ଇଡେନ ଗାର୍ଡେନ୍ସ ନାମରେ...

ଭାରତକୁ ୪ର୍ଥ ପଦକ: ବିନ୍ଦ୍ୟାରାଣୀ ଜିତିଲେ ରୌପ୍ୟ

ବର୍ମିଂହାମ,୩୧।୭: ରାଜ୍ୟଗୋଷ୍ଠୀ କ୍ରୀଡାରେ ଭାରତକୁ ୪ର୍ଥ ପଦକ। ବିନ୍ଦ୍ୟାରାଣୀ ଦେବୀ ମହିଳା ଭାରୋତ୍ତୋଳନର ୫୫ କିଗ୍ରା ବର୍ଗରେ ଭାରତ ପାଇଁ ଜିତିଛନ୍ତି ରୌପ୍ୟ ପଦକ। ମୋଟ...

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି।...

ଲାଇଭ୍‌ ମ୍ୟାଚ୍‌ରେ ପ୍ରେମିକଙ୍କୁ ପ୍ରପୋଜ୍‌ କଲେ ଯୁବତୀ

ପୁଣେ,୫।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁର (ଆରସିବି) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ମଧ୍ୟରେ ଖେଳାଯାଇଥିବା ଆଇପିଏଲ ମ୍ୟାଚ ସମୟରେ ଏକ ପ୍ରେମ ଯୋଡି ଟିଭିରେ...

୭ ଓ୍ବିକେଟରେ ଜିତିଲା ଜିଟି …

କୋଲକାତା,୨୯।୪ : ଆଇପିଏଲ ୨୦୨୩ ର ୩୯ତମ ମ୍ୟାଚ କୋଲକାତା ନାଇଟ ରାଇଡର୍ସ(କେକେଆର) ବିପକ୍ଷରେ ଗୁଜରାଟ ଟାଇଟାନ୍ସ (ଜିଟି) ରନରେ ବିଜୟ ହାସଲ କରିଛି। ଜିଟି...

Advertisement
Archives

Model This Week