ଖେଳ

ଅନୁଷ୍କାଙ୍କୁ ବିବାହ ପୂର୍ବରୁ ଏହି ୪ ଅଭିନେତ୍ରୀଙ୍କ ସହ ଥିଲା ବିରାଟ କୋହଲିଙ୍କ ଆଫେୟାର୍ସ 

ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ବିବାହ କରିବା ପୂର୍ବରୁ ବିରାଟ କୋହଲିଙ୍କ ନାଁ ଅନେକ ଅଭିନେତ୍ରୀଙ୍କ ଯୋଡା ଯାଇଥିଲା। ସାକ୍ଷୀ ଅଗ୍ରଓ୍ବାଲ, ତମନ୍ନା ଭାଟ୍ଟିଆ, ଇଜାବେଲ ଲେଟ, ସାରା ଜନ ଡାଏସଙ୍କ ଭଳି ଅଭିନେତ୍ରୀଙ୍କ ସହ ବିରାଟଙ୍କ ଆଫେୟାର୍ସ ଥିଲା ବୋଲି କୁହାଯାଏ।…

ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ: ଭାରତ, ଦକ୍ଷିଣ ଆଫ୍ରିକା ସହିତ ଆଲୋଚନା ଚାଲିଛି; ଇସିବି

ଲଣ୍ଡନ,୧୦।୬(ପି.ଟି.): ଚଳିତ ବର୍ଷ ଶେଷ ଆଡକୁ ଏକ ମହିଳା ତ୍ରିରାଷ୍ଟ୍ରୀୟ ସିରିଜ ଆୟୋଜନ କରିବାକୁ ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ବୋର୍ଡ ସହ ଆଲୋଚନା ଚାଲିଛି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ (ଇସିବି) ତରଫରୁ କୁହାଯାଇଛି। ଇଂଲଣ୍ଡ ବିପକ୍ଷରେ…

ଇଞ୍ଜୁରୀ କାରଣରୁ ୨୦୨୧ ଆରମ୍ଭ ପର୍ଯ୍ୟନ୍ତ ଫେଡରର ଖେଳିବେନି

ଲଣ୍ଡନ,୧୦।୬(ଏପି): ଚଳିତ ୨୦୨୦ ବର୍ଷରେ ଆୟୋଜନ ହେବାକୁ ଥିବା ବାକି ଟୁର୍ନାମେଣ୍ଟଗୁଡିକରୁ ବାଦ୍‌ ପଡିଛନ୍ତି ସୁଇଜରଲାଣ୍ଡ ଅଭିଜ୍ଞ ଟେନିସ୍‌ ତାରକା ରୋଜର ଫେଡରର। ଡାହାଣ ଆଣ୍ଠୁରେ ଦେଖାଦେଇଥିବା ଆଘାତ ସମସ୍ୟା ଓ ଅସ୍ତ୍ରୋପଚାରରୁ ସେ ସମ୍ପୂର୍ଣ୍ଣ ଭାବେ ଆରୋଗ୍ୟ ଲାଭ କରିପାରିନାହାନ୍ତି।…

ପୂର୍ବତନ ବିଶ୍ୱ ଚାମ୍ପିୟନ ବକ୍ସର ଜିଭୋଜିକ୍‌ଙ୍କ ଅବସର

କିଏଭ୍‌ ,୧୦।୬ (ଏପି): ପୂର୍ବତନ ବିଶ୍ୱ ଲାଇଟ୍‌ ହେଭିଓ୍ବେଟ୍‌ ବକ୍ସିଂ ଚାମ୍ପିୟନ ଆଲେକଜାଣ୍ଡାର ଜିଭୋଜିକ୍‌ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କ ମ୍ୟାନେଜର ଏଗିସ୍‌ କ୍ଲିମାସ ବୁଧବାର ସୂଚନା ଦେଇଛନ୍ତି। ଜିଭୋଜିକ୍‌ ୨୦୧୮ ଡିସେମ୍ବରରେ ଡବ୍ଲ୍ୟୁବିସି ଟାଇଟଲ ହାସଲ କରିଥିଲେ।…

ଫ୍ରେଞ୍ଚ୍‌ ପାଇଁ ୟୁଏସ୍‌ ଓପନ ନ ଖେଳିବାକୁ ଜୋକୋଭିଚ୍‌ ଚିନ୍ତା କରୁଛନ୍ତି

ବେଲଗ୍ରେଡ,୧୦।୬(ଏ.ପି.): ଅଭିଜ୍ଞ ସର୍ବିୟା ଟେନିସ ତାରକା ନୋଭାକ ଜୋକୋଭିଚ୍‌ ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ୟୁଏସ୍‌ ଓପନ ନ ଖେଳିବାକୁ ଚିନ୍ତା କରୁଛନ୍ତି। ଯଦି ୟୁଏସ୍‌ ଓପନ ଆୟୋଜନ ହୁଏ ତେବେ ସେ ଫ୍ରେଞ୍ଚ୍‌ ଓପନ ଖେଳିବାକୁ ଅଧିକ…

ସଞ୍ଜିତାଙ୍କ ଉପରୁ ଡୋପିଂ ମାମଲା ପ୍ରତ୍ୟାହୃତ

ନୂଆଦିଲ୍ଲୀ,୧୦।୬(ପି.ଟି.): ଭାରତୀୟ ମହିଳା ଭାରୋତ୍ତୋଳିକା ସଞ୍ଜିତା ଚାନୁଙ୍କ ଉପରେ ଲାଗୁ କରାଯାଇଥିବା ଡୋପିଂ ମାମଲା ପ୍ରତ୍ୟାହାର କରାଯାଇଛି। ଅନ୍ତର୍ଜାତୀୟ ଓ୍ବେଟ ଲିଫ୍ଟିଂ ଫେଡେରେଶନ (ଆଇଡବ୍ଲ୍ୟଏଫ୍‌) ତାଙ୍କ ସବୁ ମାମଲା ପ୍ରତ୍ୟାହାର କରିଛି। ତାଙ୍କ ନମୁନାରେ ଏକ ରୂପତା ନ ଥିଲା। ଅର୍ଥାତ୍‌…

ପକ୍ଷୀର ଜୀବନ ବଞ୍ଚାଇଲେ ଧୋନୀ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ କ୍ରିକେଟରୁ ଦୂରେଇ ଥିଲେ ମଧ୍ୟ ସବୁବେଳେ ଚର୍ଚ୍ଚାରେ ରହୁଛନ୍ତି। ନିକଟରେ ଧୋନୀଙ୍କ ଏକ ଭିଡିଓ ଭାଇରାଲ ହୋଇଛି। ଭିଡିଓରେ ସେ ଏକ ପକ୍ଷୀର ଜୀବନ ବଞ୍ଚାଉଥିବା ଦେଖାଯାଇଛି। ପକ୍ଷୀଟିକୁ ପାଣି…

ଜୁନ୍‌ ୧୦ ଭାରତୀୟ କ୍ରିକେଟ ଦଳ ପାଇଁ ଖାସ୍‌ ଦିନ: ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଇତିହାସ ପାଇଁ ଜୁନ ୧୦ର ବିଶେଷ ମହତ୍ତ୍ୱ ରହିଛି। ଏହି ଦିନ ଭାରତୀୟ ଦଳ ପ୍ରଥମ ଥର ପାଇଁ ଲର୍ଡସ ଗ୍ରାଉଣ୍ଡରେ ଟେଷ୍ଟ ମ୍ୟାଚ ଜିତିଥିଲା। କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ ଦଳ ୧୯୮୬, ଜୁନ ୧୦ରେ ଇଂଲଣ୍ଡକୁ…

ଟେଷ୍ଟ ପାଇଁ ନ୍ୟୁଜିଲାଣ୍ଡକୁ ନିରପେକ୍ଷ ଭେନ୍ୟୁ କରାଯାଇପାରିବ

ଓ୍ବେଲିଂଟନ, ୧୦ା୬ (ପି.ଟି.):ନ୍ୟୁଜିଲାଣ୍ଡ ନିଜକୁ କରୋନାଭାଇରସ୍‌ ମୁକ୍ତ ଦେଶ ଭାବେ ଘୋଷଣା କରିଛି। ଟେଷ୍ଟ ମ୍ୟାଚଗୁଡ଼ିକ ଲାଗି ଏହାକୁ ନିରପେକ୍ଷ ଭାବେ ବ୍ୟବହାର କରାଯାଇ ପାରିବ ବୋଲି ଦେଶର ଖେଳାଳି ଆସୋସିଏଶନର ମୁଖ୍ୟ କାର୍ଯ୍ୟନିର୍ବାହୀ ହିଥ୍‌ ମିଲ୍ସ ପ୍ରକାଶ କରିଛନ୍ତି। ସମଗ୍ର…

ଆଇସିସିର କରୋନା ଗାଇଡ୍‌ ଲାଇନ୍‌

ଦୁବାଇ, ୧୦ା୬ (ପି.ଟି.):କୋଭିଡ୍‌-୧୯ ପାଇଁ ପ୍ରସ୍ତାବିତ ଗାଇଡ୍‌ଲାଇନ୍‌ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଦ୍ୱାରା ମଙ୍ଗଳବାର ଗୃହୀତ ହୋଇଯାଇଛି। ଫଳରେ ଏଣିକି ଏକ ଟେଷ୍ଟ ମ୍ୟାଚ ବେଳେ ଯଦି କୌଣସି ଖେଳାଳିଙ୍କ ନିକଟରେ କରୋନା ଲକ୍ଷଣ ଦେଖାଦିଏ, ସେ କ୍ଷେତ୍ରରେ ସମ୍ପୃକ୍ତ…

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏଥର ସ୍ବାଭାବିକ ସମୟଠାରୁ ୨ ମାସ ବିଳମ୍ବରେ ସିଜନ ଆରମ୍ଭ ହେବାକୁ ଯାଉଛି।…

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ। ଏଥିପାଇଁ ସେ ଦଳ ସହିତ ୨ବର୍ଷିଆ ଚୁକ୍ତି କରିଛନ୍ତି। ୨୪ ବର୍ଷୀୟ ଏହି ଅଭିଜ୍ଞ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?