ପିତାଙ୍କୁ ମୃତ୍ୟୁରେ କୋହଲିଙ୍କ ଆଖିରେ ନ ଥିଲା ଟୋପାଏ ଲୁହ, ଜାଣନ୍ତୁ କାହିଁକି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍ ଭାବେ ଖ୍ୟାତି ଅର୍ଜନ କରିଛନ୍ତି। ପିତାଙ୍କ ମୃତ୍ୟୁ ତାଙ୍କ ଜୀବନକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି। ଆଖି ଆଗରେ ପିତା ଶେଷ ନିଶ୍ୱାସ ନେବା ଦେଖିଛି। ସେଦିନ ପରିବାର ଲୋକେ…
ଟିମ୍ ଗ୍ରୋଭରଙ୍କ ସହାୟତା ନେଉଛନ୍ତି ଶ୍ରୀସନ୍ଥ
ନୂଆଦିଲ୍ଲୀ, ୨୨ା୬ (ପି.ଟି.): କ୍ରିକେଟକୁ ଫେରିବା ଲାଗି ପ୍ରସ୍ତୁତି ଚଳାଇଛନ୍ତି ପେସ୍ବୋଲର ଏସ୍ ଶ୍ରୀସନ୍ଥ୍। ମାଇକେଲ ଜୋର୍ଡାନଙ୍କ ପୂର୍ବତନ ଟ୍ରେନର ଟିମ୍ ଗ୍ରୋଭରଙ୍କଠାରୁ ମେଣ୍ଟାଲ କଣ୍ଡିଶନିଂ ଶିକ୍ଷା ନେଉଛନ୍ତି। ଗ୍ରୋଭର ହେଉଛନ୍ତି ଏନବିଏର ଜଣାଶୁଣା ଶାରୀରିକ ଓ ମାନସିକ ଟ୍ରେନିଂ କୋଚ୍।…
ୟୁଏଫ୍ସି ହେଭିଓ୍ବେଟ୍ ଲଢ଼େଇ: ଭୋଲକୋଭଙ୍କୁ ହରାଇଲେ କୁର୍ଟିସ
ଲାସ ଭେଗାସ, ୨୨।୬(ଏପି): ଅଲ୍ଟିମେଟ ଫାଇଟିଂ ଚାମ୍ପିୟନଶିପ୍ (ୟୁଏଫସି) ହେଭିଓ୍ବେଟ ପ୍ରତିଦ୍ୱନ୍ଦ୍ୱୀ ଆମେରିକାର କୁର୍ଟିସ ବ୍ଲେଡ୍ସ ଶନିବାର ରାତିରେ ଅନୁଷ୍ଠିତ କୁସ୍ତି ଲଢ଼େଇରେ ରୁଷିଆର ଆଲେକଜାଣ୍ଡର ଭୋଲକୋଭଙ୍କୁ ପରାସ୍ତ କରିଛନ୍ତି। ପ୍ରତିପକ୍ଷଙ୍କୁ ଅଣନିଃଶ୍ୱାସୀ କରିବାପରେ ନିର୍ବିବାଦରେ କୁର୍ଟିସଙ୍କୁ ବିଜେତା ଘୋଷଣା କରାଯାଇଥିଲା।…
ଡାଇନାମୋ ମସ୍କୋର ୩ ଖେଳାଳି ପଜିଟିଭ୍
ମସ୍କୋ,୨୨ା୬ (ଏ.ପି.): ଡାଇନାମୋ ମସ୍କୋର ୩ ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ଚଳିତ ରଷିଆନ ଫୁଟ୍ବଲ ଲିଗ୍ରେ ଆଗକୁ ଖେଳାଯିବାକୁ ଥିବା ଏହାର ଏକ ମ୍ୟାଚ୍କୁ ସ୍ଥଗିତ ରଖାଯାଇଛି। କୋଭିଡ୍-୧୯ ଟେଷ୍ଟରେ ପଜିଟିଭ ଆସିଥିବା ଖେଳାଳି ହେଲେ ଫରଓ୍ବାର୍ଡ କ୍ଲିଣ୍ଟନ…
ଅନ୍ୟ ରାଜ୍ୟରୁ ଖେଳିବେ ଦିଣ୍ଡା
କୋଲକାତା, ୨୨ା୬ (ପି.ଟି.): ଭେଟେରାନ ପେସ୍ ବୋଲର ଅଶୋକ ଦିଣ୍ଡା କହିଛନ୍ତି, ସେ ରାଜନୀତିର ଶିକାର ହୋଇଛନ୍ତି। ଏହି କାରଣରୁ ଗତବର୍ଷ ରଣଜୀ ଟ୍ରଫିର ମଧ୍ୟଭାଗରେ ଶୃଙ୍ଖଳାଗତ କାରଣରୁ ବେଙ୍ଗଲ ଦଳରୁ ସେ ବାଦ୍ ପଡ଼ିଥିଲେ। ଆସନ୍ତା ସିଜନରେ କିନ୍ତୁ ସେ…
କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କ ଦେହାନ୍ତ
ନୂଆଦିଲ୍ଲୀ, ୨୨ା୬ (ପି.ଟି.)-କିମ୍ବଦନ୍ତୀ ପ୍ରଥମଶ୍ରେଣୀ ସ୍ପିନର ରାଜିନ୍ଦର ଗୋଏଲଙ୍କର ରବିବାର ପରାଲୋକ ଘଟିଛି। ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିଲେ। ରାଜିନ୍ଦରଙ୍କୁ ୭୭ ବର୍ଷ ହୋଇଥିଲା। ସେ ତାଙ୍କ ସ୍ତ୍ରୀ ଏବଂ ପୁତ୍ର ନୀତୀନ ଗୋଏଲଙ୍କୁ ଛାଡ଼ି ଚାଲିଯାଇଛନ୍ତି। ରାଜିନ୍ଦର ଜଣେ…
ବେଡ୍ ରୁମ୍ରେ ଏହି ଗେମ୍ ଖେଳିବାକୁ ପସନ୍ଦ କରନ୍ତି ଧୋନୀ
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ କ୍ରିକେଟଠାରୁ ଦୂରରେ ଥିଲେ ମଧ୍ୟ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ଥାନ୍ତି। ଅଧିକାଂଶ ସମୟରେ ତାଙ୍କ ଫଟୋ କିମ୍ବା ଭିଡିଓ ଭାଇରାଲ ହୋଇଥାଏ। ସ୍ତ୍ରୀ ସାକ୍ଷୀ ମଧ୍ୟ ଧୋନୀଙ୍କ ଅପଡେଟ୍…
ଟି୨୦ ବିଶ୍ୱକପ୍ ଘୁଞ୍ଚିଲେ ଆଇପିଏଲ୍ ଖେଳିବି: ଓ୍ବାର୍ନର
ନୂଆଦିଲ୍ଲୀ,୨୧।୬(ପି.ଟି.): କୋଭିଡ୍-୧୯ ମହାମାରୀ କାରଣରୁ ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍ ଘୁଞ୍ଚିଲେ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବୁ ବୋଲି ଅଷ୍ଟ୍ରେଲିଆ ତାରକା ଓପନର ଡେଭିଡ୍ ଓ୍ବାର୍ନର କହିଛନ୍ତି। ଆସନ୍ତା ଅକ୍ଟୋବର-ନଭେମ୍ବରରେ ୧୬ଟି ଦେଶକୁ ନେଇ ଖେଳାଯିବାକୁ ଥିବା…
ବିରାଟ କୋହଲି ପିନ୍ଧିଥିବା ଘଣ୍ଟାର ମୂଲ୍ୟ କେତେ ଜାଣନ୍ତି
କରୋନା ଯୋଗୁ ଏବେ ସବୁ କ୍ରିକେଟ ସିରିଜ୍ ସ୍ଥଗିତ ରହିଛି। ଫଳରେ କ୍ରିକେଟରମାନେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଅଧିକାଂଶ କ୍ରିକେଟର ସୋସିଆଲ ମିଡିଆରେ ସକ୍ରିୟ ରହୁଛନ୍ତି। ଭାରତୀୟ କ୍ରିକେଟ ଦଳର ଅଧିତ୍ତ୍ନାୟକ ବିରାଟ କୋହଲି ମଧ୍ୟ ଇନ୍ଷ୍ଟାଗ୍ରାମରେ ଫଟୋ…
ୟୁଏସ୍ ଓପନ୍ ପାଇଁ ସେରେନାଙ୍କ ପ୍ରସ୍ତୁତି
ଚେନ୍ନାଇ, ୨୧।୬: ବର୍ଷର ଚତୁର୍ଥ ତଥା ଅନ୍ତିମ ଗ୍ରାଣ୍ଡସ୍ଳାମ ଟୁର୍ନାମେଣ୍ଟ ୟୁଏସ୍ ଓପନ୍ ପାଇଁ ଆମେରିକୀୟ ତାରକା ମହିଳା ଖେଳାଳି ସେରେନା ଓ୍ବିଲିୟମ୍ସ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ୟୁନାଇଟେଡ୍ ଷ୍ଟେଟ୍ସ ଟେନିସ୍ ଆସୋସିଏଶନ (ୟୁଏସ୍ଟିଏ) ସେରେନାଙ୍କର ଏକ ଭିଡିଓ ପୋଷ୍ଟ କରିଛି।…
ଅବସରର ୧୧ ବର୍ଷ ପରେ ସଚିନଙ୍କୁ ୨ଥର ଭୁଲ୍ ଆଉଟ୍ ଦେଇଥିବା ସ୍ବୀକାର କଲେ ବକ୍ନର
ନୂଆଦିଲ୍ଲୀ, ୨୧।୬- ବିଂଶ ଶତାବ୍ଦୀରେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଶ୍ରେଷ୍ଠ ଅମ୍ପାୟରଙ୍କ ମଧ୍ୟରେ ଜାମାଇକାର ଷ୍ଟିଭ ବକ୍ନର ଅନ୍ୟତମ ଥିଲେ। କିନ୍ତୁ ବକ୍ନରଙ୍କ କେତେକ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ତାଙ୍କ ଅମ୍ପାୟରିଂ କ୍ୟାରିୟରେ ଲୋକପ୍ରିୟତାକୁ ହ୍ରାସ କରାଇଥିଲା। ବକ୍ନର କରିଥିବା ୨ଟି…
କୋହଲିଙ୍କୁ ଭାଲୁ ସହ ତୁଳନା କଲେ ଏହି ଅଷ୍ଟ୍ରେଲୀୟ କ୍ରିକେଟର୍
ନୂଆଦିଲ୍ଲୀ, ୨୧।୬- ଚଳିତ ବର୍ଷ ଶେଷ ଭାଗରେ ଭାରତୀୟ କ୍ରିକେଟ୍ ଦଳ ଅଷ୍ଟ୍ରେଲିଆ ଗସ୍ତରେ ଯାଇ ସେଠାରେ ଟେଷ୍ଟ ସିରିଜ ଖେଳିବାର କାର୍ଯ୍ୟସୂଚୀ ରହିଛି। ଶେଷଥର ପାଇଁ ଭାରତ ଯେତେବେଳେ ଅଷ୍ଟ୍ରେଲିଆ ଗସ୍ତରେ ଯାଇଥିଲା ସେଠାରେ ଟେଷ୍ଟ ସିରିଜ ବିଜୟୀ ହେବାର…

