ଖେଳ

ପିତାଙ୍କ ଗୋଟିଏ ଉପଦେଶ ବଦଳାଇ ଦେଇଥିଲା ସଚିନଙ୍କ ଜୀବନ

ଜୁନ ୨୧ ଅର୍ଥାତ୍‌ ଆଜି ପିତୃ ଦିବସ ପାଳନ କରାଯାଉଛି। ଏହି ଅବସରରେ ସାଇନା ନେହୱାଲଙ୍କଠାରୁ ଆରମ୍ଭ କରି ସଚିନ ତେନ୍ଦୁଲକରଙ୍କ ପର୍ଯ୍ୟନ୍ତ ଖେଳାଳିମାନେ ନିଜ ପିତାଙ୍କୁ ମନେ ପକାଇଛନ୍ତି। ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ନିଆରା ଢଙ୍ଗରେ ଏହି ଦିବସରେ ପିତାଙ୍କୁ…

ଅର୍ଜୁନ, ସାରାଙ୍କ ସହ ଏକାଠି ଯୋଗ କରି ପିତୃ ଦିବସ ପାଳିଲେ ସଚିନ

ମୁମ୍ବାଇ, ୨୧।୬- ରବିବାର ଗୋଟିଏ ଦିନରେ ଅନ୍ତର୍ଜାତୀୟ ଯୋଗ ଦିବସ ସାଙ୍ଗକୁ ବିଶ୍ୱ ପିତୃ ଦିବସ ପଡ଼ିଥିଲା। ଏହି ଅବସରରେ କ୍ରିକେଟ୍‌ କିମ୍ବଦନ୍ତୀ ସଚିନ ତେନ୍ଦୁଲକର ପୁଅ ଅର୍ଜୁନ ଓ ଝିଅ ସାରାଙ୍କ ସହ ଏକାଠି ପ୍ରାଣାୟମ କରି ଉଭୟ ପିତୃ…

ସଚିନ କ୍ରିକେଟ୍‌ରୁ ସନ୍ୟାସ ନେବା ଦିନ କାନ୍ଦି ପକାଇଥିଲେ ଏହି ଦୁଇ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳି

ସଚିନ ତେନ୍ଦୁଲକର କ୍ରିକେଟରୁ ସନ୍ୟାସ ନେବା ସମଗ୍ର ବିଶ୍ୱ ଖେଳ ଜଗତକୁ ଚକିତ କରିଥିଲା। ଏହି ଦିନ ସଚିନ୍‌ଙ୍କ କଥା ଶୁଣି କାନ୍ଦି ପକାଇଥିଲେ ଓ୍ବେଷ୍ଟଇଣ୍ଡିଜ୍‌ ଖେଳାଳୀ କିର୍କ ଏଡଓ୍ବାର୍ଡସ୍‌ ଓ କ୍ରିସ୍‌ ଗେଲ୍‌। ନିକଟରେ କିର୍କ ଇନ୍‌ଷ୍ଟା ଲାଇଭ୍‌ରେ ଏହା…

ଟ୍ରେନିଂ ଉପରେ ଫର୍ନାଣ୍ଡିଜ୍‌ଙ୍କ ଗୁରୁତ୍ୱ

ନୂଆଦିଲ୍ଲୀ, ୨୧।୬-ବାହାରିନଠାରେ ହେବାକୁଥିବା ୧୬ ବର୍ଷରୁ କମ୍‌ ଏଏଫସି ଚାମ୍ପିୟନଶିପ୍‌ରେ ଭାରତ କଷ୍ଟସାଧ୍ୟ ଗ୍ରୁପରେ ସ୍ଥାନ ପାଇଛି। ତେବେ ଏହାକୁ ସକାରାତ୍ମକ ଦୃଷ୍ଟିରେ ନେଇଛନ୍ତି ମୁଖ୍ୟ କୋଚ୍‌ ବିବିଆନୋ ଫର୍ନାଣ୍ଡିଜ। ଉଚ୍ଚସ୍ତରୀୟ ପ୍ରତିଯୋଗିତାରେ ତାଙ୍କ ଦଳର ଖେଳାଳିମାନେ ଭଲ ପ୍ରଦର୍ଶନ କରିବେ…

ସଡ଼କ ଦୁର୍ଘଟଣାରେ ଜାନାର୍ଡି ଗୁରୁତର

ରୋମ, ୨୧ା୬ (ଏପି)-ଏକ ସଡ଼କ ଦୁର୍ଘଟଣାରେ ଗୁରୁତର ଭାବେ ଆହତ ହୋଇଛନ୍ତି ଇଟାଲିଆନ୍‌ ରେସ୍‌ କାର୍‌ ଚାମ୍ପିୟନରୁ ପାରାଅଲିମ୍ପିକ ସ୍ବର୍ଣ୍ଣ ବିଜେତା ହୋଇଥିବା ଆଲେକ୍ସ ଜାନାର୍ଡି। ସେ ନିଜ ହ୍ୟାଣ୍ଡ୍‌ବାଇକ୍‌ରେ ଯାଉଥିବାବେଳେ ଏକ ଟ୍ରକ୍‌ ସହିତ ତାଙ୍କର ମୁହଁାମୁହିଁ ଧକ୍କା ହୋଇଥିଲା।…

ଗଲ୍‌ଫ ଖେଳାଳି ନିକ୍‌ ଓ୍ବାଟ୍‌ନୀଙ୍କୁ କରୋନା

ହିଲଟନ ହେଡ୍‌ ଆଇଲାଣ୍ଡ (ୟୁ.ଏସ୍‌.ଏ)୨୧ା୬: ପାଞ୍ଚ ଥର ପିଜିଏ ଟୁର୍‌ ବିଜେତା ନିକ୍‌ ଓ୍ବାଟ୍‌ନୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। କିଛି ଦିନ ବନ୍ଦ ରହିବା ପରେ ଗତ ସପ୍ତାହରୁ ଗଲ୍ଫ ଖେଳ ପୂରା ଦମ୍‌ରେ ଆରମ୍ଭ ହେବାପରଠାରୁ କରୋନାରେ ସଂକ୍ରମିତ…

ଏହି ଯୁବ କ୍ରିକେଟର୍‌ଙ୍କୁ ବ୍ୟାଟ୍‌ ଗିଫ୍ଟ କରିଥିଲେ ସଚିନ

ମୁମ୍ବାଇ, ୨୦।୬- ଭାରତୀୟ କ୍ରିକେଟ୍‌ ଦଳର ଯୁବ ଓପନିଂ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ ୨୦୧୮ରେ ଜାତୀୟ ଦଳରେ ପଦାର୍ପଣ କରିବା ପୂର୍ବରୁ ଖବରର ଶିରୋନାମାରେ ରହିଥିଲେ। ୨୦୧୪ରେ ତାଙ୍କୁ ଯେତେବେଳେ ମାତ୍ର ୧୪ ବର୍ଷ ହୋଇଥିବା ସ୍କୁଲସ୍ତରୀୟ ଏକ କ୍ରିକେଟ୍‌ ପ୍ରତିଯୋଗିତାରେ…

ଖେଳାଳି କରୋନା ପଜିଟିଭ ଜଣାପଡ଼ିବା ପରେ ସ୍ଥଗିତ ରହିଲା ମ୍ୟାଚ୍‌

ମେଲବୋର୍ନ, ୨୦।୩- କରୋନା ଭାଇରସ୍‌ ଯୋଗୁ ବିଶ୍ୱସ୍ତରରେ କ୍ରୀଡ଼ା ବେଶ୍‌ ପ୍ରଭାବିତ ହୋଇଛି। ତେବେ ଯେଉଁ ଦେଶରେ କରୋନା ପ୍ରଭାବ ହ୍ରାସ ପାଇବାରେ ଲାଗିଛି ସେଠାରେ ଗତ ମାସ ଶେଷ ଭାଗରୁ ବିଭିନ୍ନ ପ୍ରତିଯୋଗିତା ଧିରେ ଧିରେ ଆରମ୍ଭ ହେବାରେ ଲାଗିଛି।…

ସାନିଆ, ଇଜହାନଙ୍କୁ ଭେଟିବାକୁ ସୋଏବଙ୍କୁ ଅନୁମିତି ଦେଲା ପିସିବି

ଲାହୋର, ୨୦।୬- ତିନୋଟି ଲେଖାଏ ଟେଷ୍ଟ ଓ ଟି୨୦ ମ୍ୟାଚ୍‌ ଖେଳିବାକୁ ଚଳିତ ମାସ ଶେଷ ଭାଗରେ ପାକିସ୍ତାନ କ୍ରିକେଟ୍‌ ଦଳ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି। ଏଥିଲାଗି ପାକିସ୍ତାନ କ୍ରିକେଟ୍‌ ବୋର୍ଡ (ପିସିବି) ଦଳ ଘୋଷଣା କରିସାରିଛି। କିନ୍ତୁ…

ଚାଇନା ସାମଗ୍ରୀ ବର୍ଜନକୁ ସମର୍ଥନ କରିବାରେ ହରଭଜନ ପ୍ରଥମ ସେଲିବ୍ରିଟି

ନୂଆଦିଲ୍ଲୀ, ୨୦।୬- ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ନିକଟରେ ପୂର୍ବ ଲଦାଖର ଗାଲ୍‌ଓ୍ବାନ ଉପତ୍ୟକା ନିକଟରେ ଘଟିଥିବା ରକ୍ତାକ୍ତ ସଂଘର୍ଷ ପରେ ୨୦ ଭାରତୀୟ ଯବାନ ଶହୀଦ୍‌ ହୋଇଥିଲେ। ସେହିଭଳି ୪୦ରୁ ଊର୍ଦ୍ଧ୍ୱ ଚାଇନା ସୈନ୍ୟ ନିହତ ହୋଇଥିବା ରିପୋର୍ଟ…

ଟି୨୦ ବିଶ୍ୱକପ୍‌ ଦେଖିବାକୁ ପ୍ରଶଂସକଙ୍କୁ ମିଳିବ ଅନୁମତି

ମେଲବୋର୍ନ,୨୦।୬(ପି.ଟି.): ଅଷ୍ଟ୍ରେଲିଆରେ ଚଳିତ ବର୍ଷ ଶେଷ ଭାଗରେ ଆୟୋଜନ ହେବାକୁଥିବା ଟି୨୦ ବିଶ୍ୱକପ୍‌ ଅବସରରେ ମ୍ୟାଚ୍‌ ଦେଖିବା ପାଇଁ ପ୍ରଶଂସକଙ୍କୁ ଅନୁମତି ମିଳିବ ବୋଲି କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ମଧ୍ୟବର୍ତ୍ତିକାଳୀନ ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ନିକ୍‌ ହୋକ୍‌ଲି କହିଛନ୍ତି। ଯଦି ବିଶ୍ୱକପ୍‌ରେ…

ଗାଙ୍ଗୁଲିଙ୍କ ପରିବାର ସଦସ୍ୟ କରୋନା ସଂକ୍ରମିତ

ନୂଆଦିଲ୍ଲୀ,୨୦।୬(ପି.ଟି.): ପୂର୍ବତନ ଅଧିନାୟକ ତଥା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ପରିବାରର କେତେଜଣ ସଦସ୍ୟ କରୋନା ଭାଇରସ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ଟେଷ୍ଟ ରିପୋର୍ଟରେ ଏମାନେ ପଜିଟିଭ୍‌ ବୋଲି ଜଣାପଡିଛି। ଗାଙ୍ଗୁଲିଙ୍କ ବଡ଼ ଭାଇ ତଥା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?