ଖେଳ

ଟେଷ୍ଟ ବଞ୍ଚିବା ଶିଖାଏ, ଏହା ଶ୍ରେଷ୍ଠ: ଗେଲ୍‌

ନୂଆଦିଲ୍ଲୀ,୨୩।୬(ପି.ଟି.): ସୀମିତ ଓଭର କ୍ରିକେଟରେ ସବୁଠାରୁ ବିପଜ୍ଜନକ ବିବେଚିତ ହେଉଥିବା ଓ୍ବେଷ୍ଟଇଣ୍ଡିଜ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ୍‌ କିନ୍ତୁ ଟେଷ୍ଟ କ୍ରିକେଟକୁ ଅଧିକ ପସନ୍ଦ କରନ୍ତି। ଟେଷ୍ଟ ହେଉଛି କ୍ରିକେଟର ଶ୍ରେଷ୍ଠ ଫର୍ମାଟ। ଟେଷ୍ଟଠାରୁ କ୍ରିକେଟ ଆଉ କୌଣସି ଫର୍ମାଟ ଅଧିକ…

ଭାରତୀୟ ଖେଳାଳୀଙ୍କ ‘ଫିମେଲ୍‌ ଭର୍ସନ’: କୋହଲି-ଧୋନୀଙ୍କୁ ଚିହ୍ନିବା ମୁସ୍କିଲ, ମନ ଜିଣୁଛନ୍ତି ଭୁବନେଶ୍ୱର

ନୂଆଦିଲ୍ଲୀ,୨୩।୬: ପୂର୍ବତନ ଭାରତୀୟ ଅଲରାଉଣ୍ଡର ଯୁବରାଜ ସିଂ ନିଜର ଇନ୍‌ଷ୍ଟାଗ୍ରାମ ପୃଷ୍ଟାରେ ଶେୟାର କରିଥିବା ଏକ ଫଟୋ ଏବେ ଚର୍ଚ୍ଚାରେ। ଏହା ପଛରେ ଥିବା କାରଣଟି ହେଲା ଫଟୋରେ ଭାରତୀୟ ଖେଳାଳୀମାନଙ୍କ ଫିମେଲ୍‌ ଭର୍ସନ୍‌କୁ ଦେଖିବାକୁ ମିଳୁଛି। ୟୁଭିଙ୍କ ଏହି ପୋଷ୍ଟକୁ…

ପାକିସ୍ତାନର ୩ କ୍ରିକେଟରଙ୍କୁ କରୋନା, ଇଂଲଣ୍ଡ ଗସ୍ତରୁ ବାଦ୍‌ ପଡିବାର ସମ୍ଭାବନା

ଇସଲାମାବାଦ୍‌,୨୩।୬: ପାକିସ୍ତାନ କ୍ରିକେଟ ଦଳକୁ ବଡ ଝଟ୍‌କା ଲାଗିଛି। ଦଳର ୩ କ୍ରିକେଟର କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଲେଗ ସ୍ପିନର ଶାଦାବ ଖାନ, ଦ୍ରୁତ ବୋଲର ହରିସ ରଫ୍‌ ଏବଂ ୧୯ ବର୍ଷୀୟ ବ୍ୟାଟ୍ସମ୍ୟାନ ହାଇଦର ଅଲ୍ଲି କରୋନା ଆକ୍ରାନ୍ତ…

ରୋଷେଇ ଘରେ ପନିର୍‌ ବଟର୍‌ ମସଲା ତିଆରି କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଟ୍ରୋଲ୍‌ କଲେ ଧାଓ୍ବନ

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର୍‌ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ନୂଆ ଅବତାରରେ ଦେଖିବାକୁ ମିଳିଛି। କ୍ରିକେଟ ବ୍ୟାଟ୍‌ ଛାଡି ଏବେ ରୋଷେଇ ଘରେ ଖାଦ୍ୟ ପ୍ରସ୍ତୁତ କରିବା ଦେଖାଯାଇଛି। ପାଣ୍ଡ୍ୟା ସୋସିଆଲ ମିଡିଆରେ ବେଶ୍‌ ଆକ୍ଟିଭ୍‌ ରହୁଛନ୍ତି। ଇନ୍‌ଷ୍ଟାଗ୍ରାମରେ ରୋଷେଇ କରୁଥିବା ଭିଡିଓ…

ପୂର୍ବତନ ଶୁଟର ପୂର୍ଣ୍ଣିମାଙ୍କ ପରଲୋକ

ନୂଆଦିଲ୍ଲୀ, ୨୩ା୬ (ପି.ଟି.)-କର୍କଟ ରୋଗରେ ପୀଡ଼ି ଥିବା ଭାରତର ପୂର୍ବତନ ଶୁଟର ପୂର୍ଣ୍ଣିମା ଜାନାନେଙ୍କର ପରଲୋକ ଘଟିଛି। ତାଙ୍କୁ ୪୨ ବର୍ଷ ବୟସ ହୋଇଥିଲା। ତାଙ୍କ ବିୟୋଗରେ ଦେଶର ଶୁଟିଂ ମହଲରେ ଶୋକର ଛାୟା ଖେଳିଯାଇଛି। ଅଲିମ୍ପିକ ଚାମ୍ପିୟନ ଅଭିନବ ବିନ୍ଦ୍ରା…

କୋରିକ୍‌ କରୋନାରେ ଆକ୍ରାନ୍ତ ଦ୍ୱିତୀୟ ଟେନିସ ଖେଳାଳି

ଜାଗ୍ରେବ୍‌ (କ୍ରୋଏସିଆ), ୨୩ା୬ (ଏପି): ବୋର୍ନା କୋରିକ୍‌ ଦ୍ୱିତୀୟ ଟେନିସ ଖେଳାଳି ଭାବେ କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇଛନ୍ତି। କ୍ରୋଏସିଆରେ ଏକ ପ୍ରଦର୍ଶନୀ ଇଭେଣ୍ଟରେ ଅଂଶଗ୍ରହଣ କରିବା ପରେ କୋଭିଡ୍‌-୧୯ ଟେଷ୍ଟ ହୋଇଥିଲା। ଏଥିରେ ତାଙ୍କର ପଜିଟିଭ୍‌ ଆସିଛି। କ୍ରୋଏସିଆର କୋରିକ୍‌…

ଚାଇନା ସାମଗ୍ରୀ ବର୍ଜନ କରିବ ଭାରୋତ୍ତୋଳନ ମହାସଂଘ

ନୂଆଦିଲ୍ଲୀ, ୨୩ା୬ (ପି.ଟି.): ଚାଇନା ତିଆରି ସାମଗ୍ରୀ ତ୍ରୁଟିଯୁକ୍ତ ଦର୍ଶାଇ ଏହାକୁ ବର୍ଜନ କରିବ ଲାଗି ନିଷ୍ପତ୍ତି ନେଇଛି ଭାରତୀୟ ଭାରୋତ୍ତୋଳନ ମହାସଂଘ (ଆଇଡବ୍ଲ୍ୟୁଏଲ୍‌ଏଫ୍‌)। ଗତ ସପ୍ତାହରେ ଇଷ୍ଟର୍ନ ଲଦାଖରେ ଚାଇନା ସୈନ୍ୟଙ୍କ ସଂଘର୍ଷ ଘଟି ଭାରତର ୨୦ ଯବାନ ଶହୀଦ…

ନେଟ୍ସକୁ ଫେରିଲେ ପୂଜାରା

ନୂଆଦିଲ୍ଲୀ, ୨୩।୬(ପି.ଟି.)-ଦୀର୍ଘ ୩ ମାସରୁ ଊର୍ଦ୍ଧ୍ୱ ବ୍ୟବଧାନପରେ ନେଟ୍ସକୁ ଫେରିଛନ୍ତି ଭାରତୀୟ କ୍ରିକେଟ ଦଳର ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ଚେତେଶ୍ୱର ପୂଜାରା। ସୌରାଷ୍ଟ୍ରକୁ ପ୍ରଥମଥରପାଇଁ ରଣଜୀ ଟ୍ରଫି ଚାମ୍ପିୟନ କରାଇବାରେ ସ୍ଥପତି ଭୂମିକା ଗ୍ରହଣ କରିଥଲେ ପୂଜାରା। ଗତ ମାର୍ଚ୍ଚରେ ରଣଜୀ ଟ୍ରଫି…

‘କରୋନାକୁ ହରାଇବାରେ କ୍ରୀଡ଼ା ସହାୟକ ହୋଇପାରେ’

ନୂଆଦିଲ୍ଲୀ, ୨୩।୬-କରୋନା ଭାଇରସ ସଂକ୍ରମଣ ଏବେ ସମଗ୍ର ବିଶ୍ୱରେ ଚିନ୍ତାର କାରଣ ହୋଇଛି। ଔଷଧ ବାହାରି ନ ଥିବାରୁ କରୋନା ବିପକ୍ଷ ଲଢ଼େଇରେ ବିଜୟ ହାସଲ ପାଇଁ କ୍ରୀଡ଼ା ସହାୟତା କରିପାରେ ବୋଲି ଅଲିମ୍ପିକ୍‌ ଓ ବିଶ୍ୱ ଚାମ୍ପିୟନଶିପ୍‌ ରୌପ୍ୟ ପଦକ…

ମୃତ୍ୟୁ ଗୁଜବକୁ ଖଣ୍ଡନ କଲେ ଏହି କ୍ରିକେଟର୍‌; କହିଲେ ମୁଁ ବଞ୍ଚତ୍ଛି

ଇସ୍‌ଲାମବାଦ୍‌, ୨୨।୬- ପାକିସ୍ତାନ କ୍ରିକେଟ୍‌ ଦଳର ବାମହାତୀ ଦ୍ରୁତ ବୋଲର ମହମ୍ମଦ ଇର୍ଫାନ କାର୍‌ ଦୁର୍ଘଟଣାରେ ମୃତ୍ୟୁବରଣ କରିଥିବା ନେଇ ଏକ ଖବର ରବିବାର ହଠାତ୍‌ ସୋସିଆଲ ମିଡିଆରେ ଘୂରି ବୁଲିଥିଲା। ତେବେ ୭ ଫୁଟ୍‌ ଏକ ଇଞ୍ଚ ବିଶିଷ୍ଟ ଇର୍ଫାନ…

ଡବ୍ଲ୍ୟୁଡବ୍ଲ୍ୟୁଇକୁ ଅଲ୍‌ବିଦା କହିଲେ ‘ଡେଡ୍‌ମ୍ୟାନ’ ଅଣ୍ଡରଟେକର

ହୋଷ୍ଟନ (ଆମେରିକା), ୨୨।୬- ଓ୍ବାଲର୍‌ଡ ରେସଲିଂ ଏଣ୍ଟରଟେନମେଣ୍ଟ (ଡବ୍ଲ୍ୟୁଡବ୍ଲ୍ୟୁଇ)ର ସର୍ବକାଳୀନ ଶ୍ରେଷ୍ଠ ରେସ୍‌ଲର ତଥା ‘ଡେଡ୍‌ମ୍ୟାନ’ ଭାବେ ପରିଚିତ ଦି ଅଣ୍ଡରଟେକର ରିଙ୍ଗ୍‌ରେ ଆଉ ଲଢ଼େଇ କରୁଥିବାର ଦେଖିବାକୁ ମିଳିବେନି। ୫୫ ବର୍ଷୀୟ ଏହି କିମ୍ବଦନ୍ତୀ ଆମେରିକୀୟ ପ୍ରଫେଶନାଲ ରେସ୍‌ଲର ତାଙ୍କ…

ଆଇପିଏଲ୍‌ ଟିକେଟରେ ଅଭିନେତ୍ରୀଙ୍କ ହୃଦୟ ଜିତି ବିବାହ କରିଥିଲେ ଏହି କ୍ରିକେଟର

ବଲିଉଡ ଷ୍ଟାର ଏବଂ କ୍ରିକେଟରଙ୍କ ମଧ୍ୟରେ ବନ୍ଧୁତା କୌଣସି ନୂଆ କଥା ନୁହେଁ। ଅନେକ କ୍ରିକେଟର ବଲିଉଡ୍‌ ଅଭିନେତ୍ରୀଙ୍କ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। ସେମିତି ଜଣେ ଯୋଡି ହେଉଛନ୍ତି ହରଭଜନ ସିଂହ ଏବଂ ଗୀତା ବାସ୍‌ରା। ଗୀତା ଏବଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?