ଖେଳ

କୁକ୍‌ଙ୍କୁ ବହିଷ୍କାର କରିବ କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୨୬ା୬ (ପି.ଟି.)-ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ)ର ଅନ୍‌ଲାଇନ୍‌ ସେସନରେ ଅଂଶଗ୍ରହଣ କରିବା ଲାଗି ରାଜି ନ ହେବାରୁ ଭାରତ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମହିଳା ବିଭାଗ କୋଚ୍‌ ଆମେରିକାର ଆଣ୍ଡ୍ର୍ୟୁ କୁକ୍‌ଙ୍କୁ ବହିଷ୍କାର କରିବ। କୋଭିଡ୍‌-୧୯ ମହାମାରୀ ଯୋଗୁ…

ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ସ୍କ୍ବାଶ ଖେଳାଳି ରନିମଙ୍କ ଅବସର

କାଇରୋ, ୨୬ା୬ (ଏପି)-ଶୀର୍ଷ ର଼୍ୟାଙ୍କିଙ୍ଗପ୍ରାପ୍ତ ମହିଳା ସ୍କ୍ବାଶ ଖେଳାଳି ଇଜିପ୍ଟର ରନିମ୍‌ ଏଲ୍‌. ଓ୍ବିଲିଲି ଗୁରୁବାର ଅବସର ଘୋଷଣା କରିଛନ୍ତି। କୌଣସି କ୍ରୀଡ଼ାରେ ବିଶ୍ୱର ନମ୍ବର ଓ୍ବାନ ମାନ୍ୟତା ହାସଲ କରିବାରେ ସେ ପ୍ରଥମ ଆରବୀୟ ମହିଳା ବୋଲି ପ୍ରଫେସନାଲ ସ୍କ୍ବାଶ…

୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ : ନିଖିଲ ଚାମ୍ପିୟନ, ବିକାଶ ରନର୍ସଅପ୍‌

ଭୁବନେଶ୍ୱର, ୨୬।୬(କ୍ରୀଡ଼ା ପ୍ରତିନିଧି):ଏସ୍‌ଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ୧୫ ବର୍ଷରୁ କମ୍‌ ଅନ୍‌ଲାଇନ୍‌ ଚେସ୍‌ ଟୁର୍ନାମେଣ୍ଟ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶା, ବାହାର ରାଜ୍ୟ ଏବଂ ବିଦେଶର କେତେକ ଖେଳାଳି ଏଥିରେ ଅଂଶଗ୍ରହଣ କରିଥିଲେ। ୭ ରାଉଣ୍ଡ ବିଶିଷ୍ଟ ପ୍ରତିଯୋଗିତାରେ ପୂରା…

୨୩୩ ବର୍ଷ ଇତିହାସରେ କନ୍ନର ଏମ୍‌ସିସିର ପ୍ରଥମ ମହିଳା ସଭାପତି

ଲଣ୍ଡନ, ୨୫ା୬ (ପି.ଟି.): ଇଂଲଣ୍ଡର ମେରିଲବୋନ କ୍ରିକେଟ କ୍ଲବ(ଏମସିସି)ର ଦୀର୍ଘ ୨୩୩ ବର୍ଷର ଇତିହାସରେ ପୂର୍ବତନ ଅଧିନାୟିକା କ୍ଲେୟାର କନ୍ନର ଏହାର ପ୍ରଥମ ମହିଳା ସଭାପତି ଭାବେ ନିଯୁକ୍ତି ପାଇବେ। ବର୍ତ୍ତମାନ ଶ୍ରୀଲଙ୍କାର କୁମାର ସଙ୍ଗକାରା ଏମ୍‌ସିସିର ମୁଖ୍ୟ ଅଛନ୍ତି। ଆସନ୍ତା…

ମହିଳା ଅବତାରରେ କେମିତି ଦେଖାଯାଉଛନ୍ତି ସିଏସ୍‌କେ ତାରକା ଧୋନୀ-ରାଇନା

ଚେନ୍ନାଇ, ୨୫।୬- ବର୍ତ୍ତମାନ ସୋସିଆଲ ମିଡିଆରେ ଜେଣ୍ଡର ସ୍ବାପ୍‌ ଜରିଆରେ କ୍ରିକେଟର୍‌ଙ୍କ ‘ଫିମେଲ ଭର୍ସନ’ ବା ମହିଳା ଅବତାର ରୂପ ଦେଖିବାକୁ ମିଳୁଛି। ବିଭିନ୍ନ ଷ୍ଟାର୍‌ କ୍ରିକେଟର୍‌ଙ୍କ ମହିଳା ରୂପର ଫଟୋ ଏବେ ସୋସିଆଲ ମିଡିଆରେ ବେଶ୍‌ ଭାଇରାଲ୍‌ ହେବାରେ ଲାଗିଛି।…

ଲମ୍ବା ବିରତି ପରେ ଟ୍ରେନିଂ ଆରମ୍ଭ କଲେ ରୋହିତ୍‌

ମୁମ୍ବାଇ, ୨୫।୬- ଭାରତୀୟ ସୀମିତ ଓଭର କ୍ରିକେଟ୍‌ ଦଳର ଉପଅଧିନାୟକ ରୋହିତ୍‌ ଶର୍ମା ଦୀର୍ଘ ଦିନର ବିରତି ପରେ ଶେଷରେ ଟ୍ରେନିଂ ଆରମ୍ଭ କରିଛନ୍ତି। କରୋନା ଭାଇରସ ଲାଗି ୩ ମାସ ହେବ ଭାରତରେ କୌଣସି ପ୍ରତିଦ୍ୱନ୍ଦିତାମୂଳକ ପ୍ରତିଯୋଗିତା ଆୟୋଜିତ ହେଉ…

ଭାରତର ସର୍ବଶ୍ରେଷ୍ଠ ମ୍ୟାଚ୍‌ ବିଜେତା ଭାବେ କେଉଁ ଖେଳାଳିଙ୍କ ନାମ କହିଲେ ଗାଭାସ୍କର

ନୂଆଦିଲ୍ଲୀ, ୨୫।୩- କପିଳ ଦେବଙ୍କ ନେତୃତ୍ୱରେ ଭାରତ ପ୍ରଥମଥର ଲାଗି ୧୯୮୩ ମସିହାରେ ଦିନିକିଆ ବିଶ୍ୱକପ୍‌ ଜିତିବାର ସୌଭାଗ୍ୟ ଲାଭ କରିଥିଲା। ଏହି ସ୍ମରଣୀୟ ବିଶ୍ୱକପ୍‌ ଜିତିବାର ୩୭ ବର୍ଷ ପୂର୍ତ୍ତି ପାଳନ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ କପିଳ…

୨୦୧୮ ପାଇଁ ଚାନୁ ପାଇବେ ଅଜୁର୍ନ ପୁରସ୍କାର

ନୂଆଦିଲ୍ଲୀ,୨୫।୬(ପି.ଟି.): ଡୋପିଂ ଅଭିଯୋଗରୁ ମୁକ୍ତ ହୋଇଥିବା ଭାରୋତ୍ତୋଳିକା ସଞ୍ଜିତା ଚାନୁ ଶେଷରେ ୨୦୧୮ ପାଇଁ ସମ୍ମାନଜନକ ଅର୍ଜୁନ ପୁରସ୍କାର ହାସଲ କରିବା ନିଶ୍ଚିତ ହୋଇଛି। ୨ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ବର୍ଣ୍ଣ ପଦକ ଜିତିଥିବା ଚାନୁଙ୍କୁ ୨୦୧୮ଠାରୁ ଏହି ପୁରସ୍କାର ପ୍ରଦାନ କରାଯିବା…

ମହିଳା ସ୍ପିଡ୍‌ ଚେସ୍‌: ପୂର୍ବତନ ବିଶ୍ୱ ଚାମ୍ପିୟନଙ୍କୁ ହରାଇଲେ ବୈଶାଳୀ

ଚେନ୍ନାଇ,୨୫।୬(ପି.ଟି.): ଫିଡେ ଚେସ୍‌.କମ୍‌ ମହିଳା ସ୍ପିଡ୍‌ ଚେସ୍‌ ଚାମ୍ପିୟନଶିପ୍‌ରେ ଯୁବ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର. ବୈଶାଳୀ ବିପର୍ଯ୍ୟୟ ଘଟାଇ ଏକ ବଡ଼ ବିଜୟ ହାସଲ କରିଛନ୍ତି। ଚାମ୍ପିୟନଶିପ୍‌ର ଫାଷ୍ଟ ଲେଗ୍‌ରେ ବୈଶାଳୀ ପୂର୍ବତନ ବିଶ୍ୱ ଚାମ୍ପିୟନ ଆଣ୍ଟାଓନେଟା ଷ୍ଟିଫାନୋଭାଙ୍କୁ ପରାସ୍ତ କରିଛନ୍ତି।…

୧୯୮୩ ବିଶ୍ୱକପ୍‌ ବିଜେତା ଦଳର ଖେଳାଳିଙ୍କୁ କେତେ ଟଙ୍କା ମିଳିଥିଲା ଜାଣନ୍ତି କି

୧୯୮୩, ଜୁନ ୨୫ରେ ସେତେବେଳର କ୍ରିକେଟ ଜଗତର ବାଦଶାହା ଓ୍ବେଷ୍ଟଇଣ୍ଡିଜକୁ ପରାସ୍ତ କରି ବିଶ୍ବ ବିଜେତାର ମୁକୁଟ ପିନ୍ଧିଥିଲା ଟିମ ଇଣ୍ଡିଆ। ଆଉ ଏହା ଥିଲା ଭାରତର ପ୍ରଥମ ବିଶ୍ୱକପ ବିଜୟ। ଏହାରି ଭିତରେ ବିତିଯାଇଛି ୩୭ ବର୍ଷ। କିନ୍ତୁ ଜୁନ…

ଜୀବନର ପ୍ରଥମ ପସନ୍ଦ ବିଷୟରେ ଖୁଲାସା କଲେ ବିରାଟ କୋହଲି: କହିଲେ, ମୁଁ ଭାଗ୍ୟଶାଳୀ

ଆଜିକାଲି ଯୁବ ଖେଳାଳିଙ୍କ ଧ୍ୟାନ ଟି-୨୦ କ୍ରିକେଟ ଉପରେ ରହୁଛି। କିନ୍ତୁ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଟେଷ୍ଟ କ୍ରିକେଟକୁ ବେଷ୍ଟ୍‌ ଫର୍ମାଟ୍‌ ଆଖ୍ୟା ଦେଇଛନ୍ତି। ଟେଷ୍ଟ କ୍ରିକେଟ ହିଁ ମୋର ପ୍ରଥମ ପସନ୍ଦ ବୋଲି ସେ କହିଛନ୍ତି।…

ବନ୍ଦ ହେବ ‘କ୍ରିକେଟ୍‌ ସମ୍ରାଟ୍‌’, ଲୋକେ ହେଲେ ଇମୋଶ୍‌ନାଲ୍‌

ଭାରତରେ କ୍ରିକେଟର ଲୋକପ୍ରିୟତା ସବୁଠୁ ଊର୍ଦ୍ଧ୍ୱରେ। ଏଠାରେ କ୍ରିକେଟରମାନଙ୍କୁ ଭଗବାନଙ୍କ ପରି ପୂଜା କରାଯାଏ। କ୍ରିକେଟ ଖବରର ଏହି ପାଗଳ ପ୍ରଶଂସକଙ୍କ ପାଇଁ ଏକ ଦୁଃଖ ଖବର ଅଛି। ୪୨ ବର୍ଷ ଧରି କ୍ରିକେଟ ବିଷୟରେ ପ୍ରତ୍ୟେକ ଖବର ଦେଉଥିବା ଲୋକପ୍ରିୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?