୩୭ ବର୍ଷ ତଳେ ଭାରତ ହୋଇଥିଲା ବିଶ୍ୱ ବିଜେତା: ୧୪୦ ରନ୍ରେ ଓ୍ବେଷ୍ଟଇଣ୍ଡିଜ୍ ହୋଇଥିଲା ଅଲ୍ଆଉଟ୍
ନୂଆଦିଲ୍ଲୀ, ୨୫।୬: ଆଜିକୁ ୩୭ ବର୍ଷ ତଳେ ଭାରତ କ୍ରିକେଟ ବିଶ୍ୱ କପ୍ ହାସଲ କରିଥିଲା। ୧୯୮୩ ଜୁନ୍ ୨୫ରେ ଫାଇନାଲ୍ ମ୍ୟାଚ୍ରେ ଲଗାତାର ଦୁଇଥର ଚମ୍ପିୟନ ରହିଥିବା ଓ୍ବେଷ୍ଟଇଣ୍ଡିଜ୍କୁ ହରାଇଥିଲା। ମ୍ୟାଚ୍ ପ୍ରଥମରୁ ସମସ୍ତେ ଭାବୁଥିଲେ ଯେ, ଓ୍ବେଷ୍ଟଇଣ୍ଡିଜ୍ ପୁଣିଥରେ…
ବାଂଲାଦେଶର ଶ୍ରୀଲଙ୍କା ଗସ୍ତ ସ୍ଥଗିତ
ଦୁବାଇ, ୨୫।୬(ପି.ଟି.)- କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ରଖି ବାଂଲାଦେଶ କ୍ରିକେଟ ଦଳର ଶ୍ରୀଲଙ୍କା ଗସ୍ତକୁ ସ୍ଥଗିତ ରଖା ଯାଇଛି। ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ(ଆଇସିସି) ପକ୍ଷରୁ ଟୁଇଟର ଯୋଗେ ଏହା ଜଣାଇ ଦିଆ ଯାଇଛି। ଆସନ୍ତା ମାସରେ ଶ୍ରୀଲଙ୍କା ଗସ୍ତ କରି…
ଜୋକୋଭିଚ୍ଙ୍କୁ ଦାୟିତ୍ୱହୀନ କହିଲେ କିର୍ଗୋସ
ବେଲଗ୍ରେଡ, ୨୫।୬- ବିଶ୍ୱର ନମ୍ବରଓ୍ବାନ ଟେନିସ ତାରକା ନୋଭାକ ଜୋକୋଭିଚ୍ ଏବେ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାରେ ଲାଗିଛନ୍ତି। ସେ ଆଡ୍ରିଆ ଟୁର୍ ଟେନିସ ଟୁର୍ନାମେଣ୍ଟ ଆୟୋଜନ କରିବାରୁ ଅଧିକ ଖେଳାଳି କରୋନା ଭାଇରସରେ ସଂକ୍ରମିତ ହେଲେ ବୋଲି କୁହାଯାଇଛି।…
‘ଓଡ଼ିଶା ଏଫ୍ସି’ରେ ଓଡ଼ିଆଙ୍କୁ ଉପେକ୍ଷା
କଟକ ଅଫିସ,୨୫ା୬- ଦେଶର ଏକ ପ୍ରମୁଖ ଫୁଟବଲ କ୍ଲବ ଭାବେ ପରିଚୟ ପାଇଛି ‘ଓଡ଼ିଶା ଏଫ୍ସି’ । ପେସାଦାର ଲିଗ୍ ଆଇଏସ୍ଏଲ ଟୁର୍ନାମେଣ୍ଟରେ ଏହି କ୍ଲବର ସ୍ଥାନ ମଧ୍ୟ ସ୍ବତନ୍ତ୍ର । ହେଲେ ଓଡ଼ିଶାର ନାମକୁ ବ୍ୟବହାର ଓ ଭୁବନେଶ୍ୱର କଳିଙ୍ଗ…
ଟ୍ରେନିଂକୁ ଫେରିଲେ ଏହି ଭାରତୀୟ କ୍ରିକେଟର୍
ନୂଆଦିଲ୍ଲୀ,୨୪।୬: କୋଭିଡ୍-୧୯ ମହାମାରୀ କାରଣରୁ ଦୀର୍ଘ ୩ ମାସ ପରେ ଅଭିଜ୍ଞ ଦ୍ରୁତ ବୋଲର ଈଶାନ୍ତ ଶର୍ମା ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ମଙ୍ଗଳବାର ଏ ନେଇ ସେ ନିଜ ଇନ୍ଷ୍ଟଗ୍ରାମ୍ ଆକାଉଣ୍ଟରେ ଚିତ୍ର ଓ ଭିଡିଓ ପୋଷ୍ଟ କରିଛନ୍ତି। କେତୋଟି ବେସିକ୍…
ପ୍ରଥମେ ପଜିଟିଭ ପରେ ନେଗେଟିଭ ଆସିଲା ଏହି ଖେଳାଳିଙ୍କ କରୋନା ରିପୋର୍ଟ
କାରଚୀ,୨୪।୬(ପି.ଟି.): ଇଂଲଣ୍ଡ ଗସ୍ତରେ ଯିବାକୁ ଥିବା ପାକିସ୍ତାନ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ହାଫିଜ୍ କୋଭିଡ୍-୧୯ ଟେଷ୍ଟରେ ନେଗେଟିଭ୍ ବୋଲି ଜଣାପଡିଛନ୍ତି। ତେବେ ଗୋଟିଏ ଦିନ ପୂର୍ବରୁ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ତାଙ୍କୁ ପଜିଟିଭ୍ ବୋଲି ଘୋଷଣା କରିଥିଲା। ମଙ୍ଗଳବାର…
କରୋନା ଯୋଗୁ ଚାକିରି ହରାଇଲେ ସଚିନଙ୍କ ପରି ଅବିକଳ ଦେଖାଯାଉଥିବା ବଲ୍ବୀର
ଚଣ୍ଡିଗଡ଼, ୨୪।୬- ମହାନ ଭାରତୀୟ କ୍ରିକେଟର୍ ସଚିନ ତେନ୍ଦୁଲକରଙ୍କ ପରି ଅବିକଳ ଦେଖାଯାଉଥିବା ପଞ୍ଜାବର ବଲବୀର ଚାନ୍ଦଙ୍କୁ କିଏ ନ ଜାଣେ। ଗତ ୩ ଦଶନ୍ଧି ଧରି ସଚିନଙ୍କ ଚରିତ୍ରରେ ଟେଲିଭିଜନ ଆଦିରେ ଅଭିନୟ କରିଆସୁଥିବା ବଲବୀର ନିଜର ଏକ ସ୍ବତନ୍ତ୍ର…
୩୩ ବର୍ଷରେ ପଦାର୍ପଣ କଲେ ମେସି
ନୂଆଦିଲ୍ଲୀ,୨୪।୬: ଫୁଟବଲ ସୁପରଷ୍ଟାର ତଥା ଆର୍ଜେଣ୍ଟିନା ଫୁଟବଲର ଲିଓନେଲ ମେସି ବୁଧବାର ୩୩ ବର୍ଷରେ ପଦାର୍ପଣ କରିଛନ୍ତି। ମାତ୍ର ୧୭ ବର୍ଷ, ୩ ମାସ ଓ ୨୨ ଦିନରେ ମେସି ବାର୍ସିଲୋନ ପାଇଁ ପଦାର୍ପଣ କରିବାରୁ ସୁଯୋଗ ପାଇଥିଲେ। ୨୦୦୪-୦୫ ସେସନରେ…
ପଡୋଶୀ ଝିଅଙ୍କ ପ୍ରେମରେ ପଡିଥିଲେ ଏହି କ୍ରିକେଟର୍, ବିବାହ ପାଇଁ ପରିବାର ରଖିଥିଲେ ସର୍ତ୍ତ
ଭାରତୀୟ କ୍ରିକେଟରମାନେ ପ୍ରେମ ସମ୍ପର୍କକୁ ନେଇ ବେଶ୍ ଚର୍ଚ୍ଚାରେ ଥାନ୍ତି। କିଏ ବଲିଉଡ୍ ଅଭିନେତ୍ରୀ ତ ଆଉ କିଏ ଫ୍ୟାଶନ୍ ଡିଜାଇନର୍କୁ ପ୍ରେମରେ ପଡି ବିବାହ ମଧ୍ୟ କରିଛନ୍ତି। କିନ୍ତୁ ଭାରତୀୟ ଦଳର ଷ୍ଟାର୍ କ୍ରିକେଟର୍ ଅଜିଙ୍କେ ରାହାଣେ ପିଲାଦିନର ସାଥୀ…
ତେନ୍ଦୁଲକରଙ୍କୁ ପଛରେ ପକାଇଲେ ଦ୍ରାଭିଡ
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଦେଇଛନ୍ତି ଦ ଓ୍ବାଲ ରାହୁଲ ଦ୍ରାଭିଡ୍। ଗତ ୫୦ ବର୍ଷରେ ଭାରତର ମହାନ ଟେଷ୍ଟ ଖେଳାଳି ଭାବେ ଦ୍ରାଭିଡ ସର୍ବାଗ୍ରେ ଅଛନ୍ତି। ଭାରତର ମହାନ୍ ଟେଷ୍ଟ ବ୍ୟଟ୍ସମ୍ୟାନ୍କୁ ନେଇ ଓ୍ବିଜଡେନ୍ ଇଣ୍ଡିଆ ପକ୍ଷରୁ ସୋସିଆଲ୍ ସାଇଟ୍…
ନିଜକୁ ଯୁବତୀ ରୂପରେ ଦେଖି ଏମିତି କହିଲେ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଲରାଉଣ୍ଡର ଯୁବରାଜ ସିଂ ସୋସିଆଲ ମିଡିଆରେ ଭାରତୀୟ ଖେଳାଳିଙ୍କ ‘ଫିମେଲ୍ ଭର୍ସନ୍’ର ଏକ ଫଟୋ ଛାଡିଛନ୍ତି। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଫଟୋରେ ଷ୍ଟାର କ୍ରିକେଟରମାନେ ମହିଳା ରୂପରେ ନଜର ଆସିଛନ୍ତି। ଏଥିରେ…
ପୁଅକୁ କଳା କହିବାରୁ ରାଗିଲେ ଶିଖର ଧାଓ୍ବନଙ୍କ ସ୍ତ୍ରୀ, କହିଲେ ଏମିତି କଥା
ଏବେ ବିଶ୍ୱରେ ବର୍ଣ୍ଣବୈଷମ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକା ପୋଲିସ ହେପାଜତରେ ଅଶ୍ୱେତ ଜର୍ଜ ଫ୍ଲୋୟଡଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ବିଶ୍ୱର କୋଣ ଅନୁକୋଣରେ ବର୍ଣ୍ଣବୈଷମ୍ୟ ବିରୋଧରେ ସ୍ବର ଉତ୍ତୋଳନ କରାଯାଉଛି। ୱେଷ୍ଟଇଣ୍ଡିଜ କ୍ରିକେଟର ଡାରେନ ସାମି, କ୍ରିସ ଗେଲ…

