ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ପିପିଇ କିଟ୍‌ ଦାନ କଲେ ଏହି ଭାରତୀୟ କ୍ରିକେଟର୍‌

ବେଙ୍ଗାଲୁରୁ, ୨୨।୮: ଭାରତୀୟ କ୍ରିକେଟ୍‌ ଦଳର ଉଦୀୟମାନ ଖେଳାଳି ଲୋକେଶ ରାହୁଲ ନିଜର ମହାନତା ପାଇଁ ଏବେ ଚର୍ଚ୍ଚାର ପରିଧିରେ ରହିଛନ୍ତି। ଆଇପିଏଲ୍‌ରେ ଖେଳିବା ଲାଗି ୟୁଏଇ ଗସ୍ତ କରିବା ପୂର୍ବରୁ ରାହୁଲ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (ସିଆଇଏସ୍‌ଏଫ୍‌) କର୍ମଚାରୀଙ୍କୁ ସହଯୋଗର ହାତ ବଢ଼ାଇଛନ୍ତି। ବେଙ୍ଗାଲୁରୁ ବିମାନ ବନ୍ଦରରେ ନିୟୋଜିତ ସିଆଇଏସ୍‌ଏଫ୍‌ କର୍ମଚାରୀଙ୍କୁ ଏହି ଡାହାଣହାତୀ ବ୍ୟାଟ୍ସମ୍ୟାନ ପିପିଇ କିଟ୍‌ ପ୍ରଦାନ କରିଛନ୍ତି। ଯାହା ଫଳରେ ରାହୁଲ ଏହି କର୍ମଚାରୀମାନଙ୍କୁ କରୋନା ମହାମାରୀ ସହିତ ମୁକାବିଲା କରିବରେ ସାହାଯ୍ୟ କରିଛନ୍ତି। ଆଇପିଏଲ୍‌ର ୧୩ତମ ସିଜନରେ କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ଅଧିନାୟକ ନିଯୁକ୍ତ ହୋଇଥିବା ରାହୁଲ କହିଛନ୍ତି, ‘ସିଆଇଏସ୍‌ଏଫ୍‌ କର୍ମଚାରୀମାନେ ଆମକୁ ଦିନରାତି ସୁରକ୍ଷା ଦେଉଛନ୍ତି। ସେମାନେ ନିଜ ଜୀବନକୁ ବିପଦରେ ପକାଇଛନ୍ତି, ଯାହାଦ୍ୱାରା ଆମେ ଆରାମରେ ବଞ୍ଚିପାରୁଛେ। ଏହା କେବଳ ମୋର ନୁହେଁ ବରଂ ସେମାନଙ୍କୁ ନିରାପଦ ଓ ଆରାମଦାୟକ ଅନୁଭବ ଦେବା ଆମ ସମସ୍ତଙ୍କର ଦାୟିତ୍ୱ। ସେମାନଙ୍କ ଲାଗି ଏହା ମୋ ପକ୍ଷରୁ କରାଯାଇଥିବା ଏକ ଛୋଟିଆ ପ୍ରୟାସ।’ ଏଥିପୂର୍ବରୁ ରାହୁଲ ଥାଲାସେମିଆ ରୋଗୀଙ୍କୁ ସହାୟତା କରିବା ଲାଗି ନିଜର ଜର୍ସି ଓ କିଟ୍‌ ନିଲାମ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ଏଫ୍‌ସିର ଗ୍ରାସ୍‌ରୁଟ୍‌ ପ୍ରୋଗ୍ରାମ ଆରମ୍ଭ

ଭୁବନେଶ୍ୱର, ୧୯।୧୧(ସ୍ପୋଟର୍‌ସ ବ୍ୟୁରୋ)- ତୃଣମୂଳ ସ୍ତରରୁ ଓଡ଼ିଶାରେ ଫୁଟ୍‌ବଲ ଖେଳର ବିକାଶ ଏବଂ ଛାତ୍ରୀଛାତ୍ରମାନଙ୍କୁ ଜାତୀୟ ଏବଂ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇବା ଲକ୍ଷ୍ୟରେ ଓଡ଼ିଶା ଏଫ୍‌ସି ପକ୍ଷରୁ...

ପ୍ରଥମ ମ୍ୟାଚ ପରାଜୟ ପରେ ବିଜୟ ଲକ୍ଷ୍ୟରେ ରୋହିତ

ମୁମ୍ବାଇ,୮।୪: ଆଇପିଏଲ ସିରିଜ ୧୬ରେ ଶନିବାର ୨ଟି ରୋମାଞ୍ଚକ ମ୍ୟାଚ ରହିଛି। ପ୍ରଥମ ମ୍ୟାଚ ଗୁଆହାଟୀରେ ଦିଲ୍ଲୀ କ୍ୟାପିଟାଲ୍ସ ସହ ରାଜସ୍ଥାନ ରୟାଲ୍ସ ଖେଳାଯିବା ବେଳେ...

ଇଣ୍ଡିଆନ ସୁପର ଲିଗ୍:‌ ଓଡ଼ିଶା ଏଫ୍‌ସି- ଏଟିକେ ମୋହନବାଗାନ ମୁକାବିଲା

ଭୁବନେଶ୍ୱର,୩।୧୨: ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ଚଳିତ ସପ୍ତମ ସଂସ୍କରଣରେ ଗୁରୁବାର ଓଡ଼ିଶା ଏଫ୍‌ସି ଓ ଏଟିକେ ମୋହନବାଗାନ ପରସ୍ପରକୁ ଭେଟିବେ। ଏହାପୂର୍ବରୁ ଗତ ରବିବାର...

କରୋନାରେ ପୂର୍ବତନ ଫୁଟ୍‌ବଲରଙ୍କ ମୃତ୍ୟୁ

ମାଲାପୁରମ (କେରଳ), ୭ା୬ (ପି.ଟି.)- କରୋନା ଭାଇରସ୍‌ରେ ଆକ୍ରାନ୍ତ ହୋଇ ପୂର୍ବତନ ସନ୍ତୋଷ ଟ୍ରଫି ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପ୍‌ ଖେଳାଳି ଇ. ହାମ୍‌ସାକୋୟାଙ୍କ ମୃତ୍ୟୁ ଘଟିଛି।...

୭ ବର୍ଷ ଝିଅର ଶଟ୍‌ ଦେଖି ଏମିତି କହିଲେ ଏହି କ୍ରିକେଟର

ଆଗାମୀ ଆଇପିଏଲ୍‌ ମ୍ୟାଚ୍‌ରେ ମହେନ୍ଦ୍ର ସିଂ ଧୋନୀଙ୍କ ହେଲିକପ୍ଟର ଶଟ୍‌ ଦେଖିବା ପାଇଁ ସମଗ୍ର ବିଶ୍ୱ ଉତ୍ସାହର ସହ ଅପେକ୍ଷା କରିଛି। ଏହି ସମୟ ମଧ୍ୟରେ...

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌: ଲକ୍ଷ୍ୟ ଆଗେଇଲେ, ସାଇନା, ପ୍ରଣୀଥ୍‌ ନିରାଶ

ବର୍ମିଂହାମ୍‌, ୧୨।୩ (ପି.ଟି.)- ଏଠାରେ ଚାଲିଥିବା ସମ୍ମାନଜନକ ଅଲ୍‌ଇଂଲଣ୍ଡ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ଭାରତର ଲକ୍ଷ୍ୟ ସେନ୍‌ ଦମ୍‌ଦାର ଆରମ୍ଭ କରିଛନ୍ତି। କ୍ୟାରିୟରର ପ୍ରଥମ ବିଡବ୍ଲ୍ୟୁଏଫ୍‌ ଓ୍ବାଲର୍‌ଡ...

ପ୍ରାଇମେରୀ ସ୍କୁଲରେ ପାଠ ପଢ଼ାନ୍ତି ଏହି କ୍ରିକେଟର୍‌ଙ୍କ ସ୍ତ୍ରୀ

ନୂଆଦିଲ୍ଲୀ: ଇଂଲଣ୍ଡ କ୍ରିକେଟ୍‌ ଦଳର ଷ୍ଟାର୍‌ ଅଲ୍‌ରାଉଣ୍ଡର ବେନ୍‌ ଷ୍ଟୋକ୍ସ ଏକାକୀ ଦମ୍‌ଦାର ପ୍ରଦର୍ଶନ କରି ଗତବର୍ଷ ଦଳକୁ ବିଶ୍ୱକପ୍‌ ଜିତାଇବାରେ ପ୍ରମୁଖ ଭୂମିକା ଗ୍ରହଣ...

କେକେଆରର ସହଜ ବିଜୟ…

ମୁମ୍ବାଇ, ୧୪।୫: ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୬୧ତମ ମ୍ୟାଚ୍‌ରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌(କେକେଆର) ସନ୍‌ ରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ବିପକ୍ଷରେ ସହଜ ବିଜୟ ହାସଲ...

Advertisement
Archives

Model This Week