ଖେଳ

ସାଙ୍ଗଠାରୁ ହେଲିକପ୍ଟର ସଟ୍‌ ମାରିବା ଶିଖିଥିଲେ ଧୋନୀ, ବଦଳରେ ଦେଇଥିଲେ ଏମିତି ଉପହାର

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଜୀବନୀକୁ ନେଇ ଅନେକ ତଥ୍ୟ ପ୍ରକାଶ ପାଉଛି। ଅନେକ ସଂଘର୍ଷ ମଧ୍ୟରେ କ୍ରିକେଟର ହୋଇଥିବା ଧୋନୀଙ୍କ ସ୍ବତନ୍ତ୍ର ସଟ୍‌ ହେଉଛି ହେଲିକପ୍ଟର ସର୍ଟ। ଏହି ସର୍ଟକୁ ଅନ୍ୟ କୌଣସି ଖେଳାଳି ମାରି ପାରନ୍ତି ନାହିଁ।…

ଧୋନୀଙ୍କ ପ୍ରଥମ ରୋଜଗାର କେତେ ଟଙ୍କା ଥିଲା ଜାଣନ୍ତି କି

ମହେନ୍ଦ୍ର ସିଂ ଧୋନୀ ଆଜି ୩୭ ବର୍ଷରେ ପଦାର୍ପଣ କରିଛନ୍ତି। ବଡ କ୍ରିକେଟର ହେବା ତାଙ୍କ ଖୁବ୍‌ ସଂଘର୍ଷ କରିବାକୁ ପଡିଥିଲା। ମହେନ୍ଦ୍ର ସିଂ ଧୋନୀ ଆରମ୍ଭରୁ କ୍ରିକେଟ ପ୍ରତି ଆଗ୍ରହ ପ୍ରକାଶ କରି ନ ଥିଲେ। ସେ ବିଦ୍ୟାଳୟ ସ୍ତରରେ…

ଧୋନୀଙ୍କ ଲମ୍ବା କେଶର ପ୍ରଶଂସକ ଥିଲେ ଏହି ଦେଶର ରାଷ୍ଟ୍ରପତି

ରାଞ୍ଚି ଭଳି ଛୋଟ ସହରରୁ ଆସିଥିବା ଜଣେ ଯୁବକ ନିଜ ଦକ୍ଷତା ବଳରେ ଦିନେ କ୍ରିକେଟର ସବୁଠାରୁ ବଡ଼ ଆଇକନ୍‌ ହୋଇଯିବ ତାହା କେହି ଭାବି ନ ଥିେଲେ। ବୋଧେ ଧୋନୀ ନିଜେ ମଧ୍ୟ ନୁହଁ। ମହେନ୍ଦ୍ର ସିଂହ ଧୋନୀ ମଙ୍ଗଳବାର…

ଏହି ଖେଳାଳିଙ୍କୁ ନିଜ ଜର୍ସି ଦେଇ ଧୋନୀ ନେଇଥିଲେ ଅବସର

କିମ୍ବଦନ୍ତୀ ଉଇକେଟ କିପର ବ୍ୟାଟ୍ସମ୍ୟାନ ଏମ.ଏସ ଧୋନୀ ଆଜି ତାଙ୍କର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଚେନ୍ନାଇ ସୁପର କିଙ୍ଗ୍ସରେ ଧୋନୀଙ୍କ ସାଥୀ ଡ୍ବେନ ବ୍ରାଭୋ ତାଙ୍କ ଜନ୍ମଦିନରେ ଏକ ଗୀତ ରିଲିଜ କରି ଉପହାର ଦେଇଥିବାବେଳେ ସୁରେଶ ରାଇନା ଏକ…

ଚେସାବ୍ଲ ମାଷ୍ଟର୍ସ: କାର୍ଲସେନ ଚାମ୍ପିୟନ

ଓସ୍‌ଲୋ, ୭।୭: ରୁଷିଆ ଜନ୍ମିତ ଡଚ୍‌ ଚେସ୍‌ ତାରକା ଆନିଶ୍‌ ଗିରିଙ୍କୁ ଫାଇନାଲରେ ହରାଇ ବିଶ୍ୱ ଚାମ୍ପିୟନ ମ୍ୟାଗ୍ନ କାର୍ଲସେନ ଅନ୍‌ଲାଇନ୍‌ ଚେସାବ୍ଲ ମାଷ୍ଟର୍ସ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ପ୍ରଥମ ଗେମ୍‌ରେ ପ୍ରଭାବୀ ବିଜୟ ହାସଲ କରିଥିବା ନରଓ୍ବେର କାର୍ଲସେନ…

ମ୍ୟାଚ୍‌ ଫିକ୍ସର ଦାଣ୍ଡିଓ୍ବାଲ ଗିରଫ

ଚଣ୍ଡିଗଡ଼, ୭ା୭ (ପି.ଟି.)-ପଞ୍ଜାବ ପୋଲିସ ସୋମବାର ମୋହାଲି ଜିଲାରେ ଖେଳାଯାଇଥିବା ଏକ ଟି୨୦ ମାଚ୍‌ ସହିତ ସମ୍ପୃକ୍ତିକୁ ନେଇ ମ୍ୟାଚ ଫିକ୍ସର ବୋଲି କୁହାଯାଉଥିବା ରବିନ୍ଦର ଦାଣ୍ଡିଓ୍ବାଲଙ୍କୁ ଗିରଫ କରିଛି। କିନ୍ତୁ ଅନ୍‌ଲାଇନ୍‌ ଷ୍ଟ୍ରିମ୍‌ରେ ଏହି ମ୍ୟାଚ ଶ୍ରୀଲଙ୍କାରେ ଖେଳାଯାଇଥିବା ଦର୍ଶାଯାଇଥିଲା।…

ଦିନଥିଲା ଟ୍ରେନ୍‌ ଟଏଲେଟ୍‌ ପାଖରେ ବସି ଯାତ୍ରା କରୁଥିଲେ ଧୋନୀ, ଆଜି ଭାରତର ଶ୍ରେଷ୍ଠ ଅଧିନାୟକ

ଭାରତୀୟ ଦଳର ସବୁଠାରୁ ସଫଳ ଅଧିନାୟକ ଭାବରେ ଜଣାଶୁଣା ମହେନ୍ଦ୍ର ସିଂ ଧୋନୀ ଆଜି ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ରାଞ୍ଚି ପରି ଏକ ଛୋଟ ସହରରୁ ଆସି ମାହି ବିଶ୍ୱ କ୍ରିକେଟରେ ରାଜ କରିଛନ୍ତି। ଭାରତୀୟ ରେଳବାଇରେ ଟିକେଟ ସଂଗ୍ରହକାରୀ…

ବିନା ଦର୍ଶକରେ ହେବ ଇଣ୍ଡିଆନ ସୁପର ଲିଗ୍‌

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ)ର ୭ମ ସଂସ୍କରଣ ଆସନ୍ତା ନଭେମ୍ବରରୁ ମାର୍ଚ୍ଚ ପର୍ଯ୍ୟନ୍ତ ରୁଦ୍ଧଦ୍ୱାରରେ ଅନୁଷ୍ଠିତ ହେବ। କୋଭିଡ୍‌-୧୯ ମହାମାରୀ ଯୋଗୁ ଏହି ଫୁଟ୍‌ବଲ ଇଭେଣ୍ଟ ଦୁଇଟି ରାଜ୍ୟ ମଧ୍ୟରେ ଖେଳାଯିବା ସମ୍ଭାବନା ରହିଛି। ପ୍ରତିଯୋଗିତା ଆୟୋଜନ ଦୌଡ଼ରେ…

ସ୍ତ୍ରୀଙ୍କ ପାଇଁ ଗର୍ବିତ ଓ ଚିନ୍ତିତ ଗୌରମାଙ୍ଗି

ନୂଆଦିଲ୍ଲୀ, ୭ା୭ (ପି.ଟି.)-ଭାରତର ଜଣାଶୁଣା ଫୁଟ୍‌ବଲର ଗୌରମାଙ୍ଗି ସିଂ ତାଙ୍କ ସ୍ତ୍ରୀ କମାଣ୍ଡର ପୁଷ୍ପାଞ୍ଜଳି ପୋତ୍‌ସାଙ୍ଗବାମ୍‌ଙ୍କ ପାଇଁ ଯେତେ ଗର୍ବିତ ସମ ପରିମାଣରେ ଚିନ୍ତିତ ମଧ୍ୟ। ପୁଷ୍ପାଞ୍ଜଳି ବୋଇଂ ୭୮୭ ଡ୍ରିମ୍‌ଲାଇନର ବିମାନର ପାଇଲଟ ଅଛନ୍ତି। କୋଭିଡ୍‌-୧୯ ମହାମାରୀ ଯୋଗୁ ବିଶ୍ୱର…

ପ୍ରଥମ ଟେଷ୍ଟରୁ ବ୍ରଡ୍‌ ବାଦ୍‌ ପଡ଼ିବା ସମ୍ଭାବନା

ସାଉଥାମ୍ପଟନ, ୭।୭(ପି.ଟି.): ବୁଧବାରଠାରୁ ଆରମ୍ଭ ହେବାକୁ ଯାଉଛି ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ପ୍ରଥମ କ୍ରିକେଟ ଟେଷ୍ଟ। ଘରୋଇ ଇଂଲଣ୍ଡ ଦଳ ୩ ଫାଷ୍ଟ ବୋଲର ଜେମ୍ସ ଆଣ୍ଡରସନ, ଜୋଫ୍ରା ଆର୍ଚର ଓ ମାର୍କ ଉଡ୍‌ଙ୍କୁ ନେଇ ପଡ଼ିଆକୁ ଓହ୍ଲାଇବା ସମ୍ଭାବନା ରହିଛି। ଏ କ୍ଷେତ୍ରରେ…

ମେଡିକାଲ ପ୍ରଫେସନାଲଙ୍କୁ ସ୍ବର୍ଣ୍ଣ ପଦକ ଅଫର କଲେ ମାରିନ

ମାଡ୍ରିଡ, ୭।୭: କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ସ୍ପେନ୍‌ରେ ଉଦ୍ୟମ ଜାରି ରହିଛି। ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା ମେଡିକାଲ ପ୍ରଫେସନାଲଙ୍କୁ ଉତ୍ସାହିତ କରିବାକୁ ଆଗେଇ ଆସିଛନ୍ତି ଅଲିମ୍ପିକ୍‌ ଚାମ୍ପିୟନ ଗୋଲ୍ଡେନ ଗର୍ଲ କାରୋଲିନା ମାରିନ। କରୋନା…

ଉଚ୍ଚ ସରକାରୀ ପଦରେ ଚାକିରି କରିଥିବା ୭ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୬।୭- କ୍ରିକେଟ୍‌ ଭାରତରେ ଏକ ଲୋକପ୍ରିୟ ଖେଳ। ଶ୍ରେଷ୍ଠ ଖେଳାଳିଙ୍କୁ ଭାରତୀୟ ଯୁବପୀଢ଼ି ନିଜର ଆଦର୍ଶ ଭାବେ ଗ୍ରହଣ କରନ୍ତି। ଫିଲ୍ମ ଷ୍ଟାର୍‌ ଓ ରାଜନେତାଙ୍କ ପରି କ୍ରିକେଟର୍‌ମାନେ ମଧ୍ୟ ସାଧାରଣରେ ବହୁତ ଲୋକପ୍ରିୟ ହୋଇଥାନ୍ତି। ତେବେ ଅନେକ ହୁଏତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?