ଖେଳ

ଆଇପିଏଲ୍‌ ଆୟୋଜନ କରିବାକୁ ଏହି ଦେଶ ଆଗ୍ରହୀ

ନୂଆଦିଲ୍ଲୀ,୬।୭(ପି.ଟି.): ୟୁନାଇଟେଡ୍‌ ଆରବ ଏମିରେଟ୍ସ (ୟୁଏଇ) ଓ ଶ୍ରୀଲଙ୍କା ପରେ ନ୍ୟୁଜିଲାଣ୍ଡ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରିବାକୁ ପ୍ରସ୍ତାବ ଦେଇଛି। ଏନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ଅଷ୍ଟ୍ରେଲିଆରେ ଅକ୍ଟୋବର-ନଭେମ୍ବରରେ ଆୟୋଜନ…

ସଚିନ କାହିଁକି ଇନିଂସର ପ୍ରଥମ ବଲ୍‌ ସାମ୍ନା କରି ନ ଥାନ୍ତି; ଗୁମର ଖୋଲିଲେ ଗାଙ୍ଗୁଲି

ନୂଆଦିଲ୍ଲୀ, ୬।୭- ଭାରତୀୟ କ୍ରିକେଟ୍‌ରେ ସଚିନ ତେନ୍ଦୁଲକର ଓ ସୌରଭ ଗାଙ୍ଗୁଲି ଓପନିଂ ଯୋଡ଼ିରେ ଯେଉଁ ସଫଳତା ପାଇଛନ୍ତି ତାହା ଆଉ କୌଣସି ପ୍ରାରମ୍ଭିକ ଯୋଡ଼ିଙ୍କୁ ମିଳିନି କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ। ୧୯୯୬ରୁ ୨୦୦୭ ପର୍ଯ୍ୟନ୍ତ ସଚିନ ଓ…

ଗୋଟିଏ ମ୍ୟାଚ୍‌ରେ ଏକାଠି ବ୍ୟାଟିଂ କରିଥିଲେ ଗାଭାସ୍କର-ଇମ୍ରାନ ଖାନ

ନୂଆଦିଲ୍ଲୀ,୬।୭- ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ୍‌ ଦେଖିବାକୁ କ୍ରିକେଟ୍‌ପ୍ରେମୀ ସବୁବେଳେ ଉତ୍କଣ୍ଠାର ସହ ଚାହିଁ ରହିଥାନ୍ତି। ଯେତେବେଳେ ଏହି ଦୁଇ ଦେଶ ମଧ୍ୟରେ ମ୍ୟାଚ୍‌ ହୁଏ ସେତେବେଳେ ସାରା ଦେଶରେ ମାହୋଲ ଅଲଗା ପ୍ରକାର ହୋଇଥାଏ। ଅଷ୍ଟ୍ରେଲିଆ ଓ ଇଂଲଣ୍ଡ…

ଟି୨୦ ବିଶ୍ୱକପ ବଦଳରେ ଆଇପିଏଲ ଆୟୋଜନ ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ: ଇଞ୍ଜାମାମ୍‌

କରାଚୀ,୬।୭(ପି.ଟି.): କୋଭିଡ୍‌-୧୯ ମହାମାରୀ କାରଣରୁ ଯଦି ଅଷ୍ଟ୍ରେଲିଆରେ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌ ବାତିଲ ହୁଏ ଓ ଏହା ସ୍ଥାନରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଆୟୋଜନ କରାଯାଏ ତା’ହେଲେ ପ୍ରଶ୍ନବାଚୀ ସୃଷ୍ଟି ହେବ ବୋଲି ପୂର୍ବତନ ପାକିସ୍ତାନ ଅଧିନାୟକ…

ସଂସ୍କୃତିରେ ପରିବର୍ତ୍ତନ, ଫିଟ୍‌ନେସ୍‌ର ଉନ୍ନତି ଯୋଗୁ ଭାରତୀୟ ଦ୍ରୁତ ବୋଲିଂରେ ଉନ୍ନତି ହୋଇଛି: ଗାଙ୍ଗୁଲି

ନୂଆଦିଲ୍ଲୀ,୬।୭: ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ଦ୍ରୁତ ବୋଲିଂରେ ଦୃଷ୍ଟାନ୍ତମୂଳକ ଉନ୍ନତି ହୋଇଛି। ଭାରତୀୟ ଦ୍ରୁତ ବୋଲିଂ ଏବେ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ପେସ୍‌ ଆଟକ ଭାବେ ବିବେଚିତ ହେଉଛି। ତବେ ଏହା ପଛର ରହସ୍ୟ ଖେଳିଛନ୍ତି ଭାରତୀୟ କ୍ରିକେଟ…

ଅଲିମ୍ପିକ୍ସ ଆୟୋଜନ ହେବନି ବୋଲି ୭୭ ପ୍ରତିଶତ ଜାପାନୀ ଭାବୁଛନ୍ତି

ଟୋକିଓ,୬।୭: ଟୋକିଓ ଅଲିମ୍ପିକ୍ସ ଆସନ୍ତାବର୍ଷ ଆୟୋଜନ ହୋଇପାରିବ ନାହିଁ ବୋଲି ଜାପାନର ୭୭ ପ୍ରତିଶତ ବ୍ୟକ୍ତି ଭାବୁଛନ୍ତି। ଏକ ସର୍ଭେରୁ ଏହା ଜଣାପଡିଛି। ଜାପାନ ନ୍ୟୁଜ୍‌ ନେଟଓ୍ବର୍କ (ଜେଏନ୍‌ଏନ୍‌) ଦ୍ୱାରା ଏହି ସର୍ଭେ କରାଯାଇଥିଲା। ଟୋକିଓ ୨୦୨୦ ଅଲିମ୍ପିକ୍ସ ପ୍ରଥମେ ଚଳିତ…

ଧୋନୀଙ୍କ ସହ ସୁଖୀ ଦାମ୍ପତ୍ୟ ଜୀବନ ବିତାଇବାର ରାଜ୍‌ ଖୋଲିଲେ ସାକ୍ଷୀ

ନିକଟରେ ମହେନ୍ଦ୍ର ସିଂ ଧୋନୀ ଏବଂ ସାକ୍ଷୀ ଧୋନୀ ସେମାନଙ୍କର ଦଶମ ବିବାହ ବାର୍ଷିକୀ ପାଳନ କରିଛନ୍ତି। ୨୦୧୦ରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଧୋନୀ ଡେରାଡୁନରେ ମନୋନୀତ ବ୍ୟକ୍ତିଙ୍କ ଉପସ୍ଥିତିରେ ବିବାହ କରିଥିଲେ। ବିବାହର ଏକ ଦଶନ୍ଧି ସମାପ୍ତ ହେବାପରେ, ଧୋନୀ…

ଗାଲ ଧରିବାକୁ ହେଲେ ସ୍ତ୍ରୀଙ୍କ ଅନୁମତି ଆଣିବାକୁ ପଡିବ, ଯୁବରାଜଙ୍କୁ କାହିଁକି ଏମିତି କହିଲେ ରୋହିତ୍‌ ଶର୍ମା

ଭାରତୀୟ ଷ୍ଟାର୍‌ ବ୍ୟାଟ୍ସମ୍ୟାନ୍‌ ରୋହିତ ଶର୍ମା ସ୍ତ୍ରୀ ରିତିକା ସଜଦେହଙ୍କ ସହ ଏକ ରୋମାଣ୍ଟିକ ଫଟୋ ଶେୟାର କରିଛନ୍ତି। ଏହା ଦେଖି ତାଙ୍କୁ ଟ୍ରେଲ କରିଛନ୍ତି ପୂର୍ବତନ ଅଲରାଉରାଉଣ୍ଡର ଯୁବରାଜ ସିଂ। ରୋହିତ ଯେଉଁ ଫଟୋ ଶେୟାର କରିଛନ୍ତି ସେଥିରେ ସେ…

ଆଜିକୁ ଠିକ୍‌ ବର୍ଷେ ପୂର୍ବେ ଇତିହାସ ରଚିଥିଲେ ରୋହିତ ଶର୍ମା

ଆଇସିସି ବିଶ୍ୱକପ ୨୦୧୯ରେ ରୋହିତ ଶର୍ମା ଦମଦାର ଫର୍ମରେ ଥିଲେ। ଆଜିକୁ ବର୍ଷେ ପୂର୍ବେ ବିଶ୍ୱକପରେ ଇତିହାସ ସେ ଏକ ରେକର୍ଡ ସୃଷ୍ଟି କରିଥିଲେ। ରୋହିତ ଗୋଟିଏ ବିଶ୍ୱକପରେ ଲଗାତର ୫ଟି ଶତକ ମାରିବାରେ ବିଶ୍ୱର ଏକମାତ୍ର କ୍ରିକେଟର ଥିଲେ। ୨୦୧୯,…

ଶିଖର ଧାଓ୍ବନଙ୍କ ବଦାନ୍ୟତା: ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ପାଇଁ ଆଗେଇ ଆସିଲେ

ପାକିସ୍ତାନୀ ହିନ୍ଦୁ ଶରଣାର୍ଥୀଙ୍କୁ ସହାୟତା ଦେବାକୁ ଆଗେଇ ଆସିଛନ୍ତି ଭାରତୀୟ କ୍ରିକେଟ ଖେଳାଳି ଶିଖର ଧାୱନ। ରାଜଧାନୀ ଦିଲ୍ଲୀର ମଜଲିସ ପାର୍କ ମେଟ୍ରୋ ଷ୍ଟେଶନ ନିକଟ କଲୋନୀରେ ପହଞ୍ଚି ହିନ୍ଦୁ ଶରଣାର୍ଥୀଙ୍କ ସହ କିଛି ସମୟ ବିତାଇ ଥିଲେ। ଏହାର ଫଷଟା…

ବିସିସିଆଇ ଆପେକ୍ସ କାଉନ୍‌ସିଲ ବୈଠକ ୧୭ରେ

ନୂଆଦିଲ୍ଲୀ, ୬ା୭ (ପି.ଟି.)- ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଆପେକ୍ସ କାଉନ୍‌ସିଲର ୪ର୍ଥ ବୈଠକ ଚଳିତମାସ ୧୭ ତାରିଖରେ ବସିବ। ଏଥିରେ ଭାରତର ସଂଶୋଧିତ ଫ୍ୟୁଚର ଟୁର୍‌ ପ୍ରୋଗ୍ରାମ ଏବଂ ଘରୋଇ କ୍ରିକେଟ ସିଜନର ସଂଶୋଧିତ କାର୍ଯ୍ୟସୂଚୀ ନେଇ ଆଲୋଚନା…

ପୂର୍ବତନ ଫୁଟ୍‌ବଲର ବାହାଦୁର ସିଂଙ୍କ ପରାଲୋକ

ଭୁବନେଶ୍ୱର, ୬ା୭ (ସ୍ପୋଟର୍‌ସ ବ୍ୟୁରୋ)-ଓଡ଼ିଶାର ପୂର୍ବତନ ସନ୍ତୋଷ ଟ୍ରଫି ଖେଳାଳି ସମ୍ବଲପୁର ବାସିନ୍ଦା ବୀର୍‌ ବାହାଦୁର ସିଂଙ୍କ ରବିବାର ହୃଦ୍‌ଘାତରେ ପରଲୋକ ହୋଇଯାଇଛି। ତାଙ୍କୁ ୬୪ ବର୍ଷ ବୟସ ହୋଇଥିଲା। ସେ ବରଗଡ଼ସ୍ଥିତ ବିକାଶ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ‘ବଚନ’ ନାମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?