ଖେଳ

ବାପା ଧୋନୀଙ୍କୁ ଏମିତି ଉପହାର ଦେଇ ଭାବୁକ କରିଦେଲେ ଜିଭା

ମହେନ୍ଦ୍ର ସିଂ ଧୋନୀଙ୍କ ଜନ୍ମଦିନରେ ତାଙ୍କ ଦେଶ ବିଦେଶର କୋଟି କୋଟି ଫ୍ୟାନ୍‌, ସାଥୀ ଖେଳାଳିମାନେ ଶୁଭେଚ୍ଛା ଜଣାଇଛନ୍ତି। ୩୯ ତମ ଜନ୍ମଦିନରେ ଧୋନୀଙ୍କୁ ଏକ ସ୍ବତନ୍ତ୍ର ଉପହାର ମିଳିଛି। ଉପହାରଟି ତାଙ୍କ ଝିଅ ଜିଭା ଦେଇଛନ୍ତି। ଜିଭା ପିତାଙ୍କ ପାଇଁ…

ମୁଖ୍ୟ କୋଚ୍‌ ପଦବୀରୁ ଅବ୍ୟାହତି ନେଲେ ବାହାଦୁର ସିଂ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ଆଥଲେଟିକ୍ସ କୋଚ୍‌ ପଦବୀରୁ ବାହାଦୁୁର ସିଂ ଅବ୍ୟାହତି ନେଇଛନ୍ତି। ସେ ଦୀର୍ଘ ୨୫ବର୍ଷ ଧରି ଏହି ପଦବୀରେ ଥିଲେ। ଭାରତରେ କୌଣସି କୋଚ୍‌ ଏତେ ଦିନ ଧରି କାର୍ଯ୍ୟକରି ନାହାନ୍ତି। ବୟସ କଟକଣା ଯୋଗୁ ସ୍ପୋଟର୍‌ସ ଅଥରିଟି…

ଫୁଟ୍‌ବଲ କ୍ଲବର ୧୬ ଖେଳାଳି ଓ ଅଫିସିଆଲ କରୋନା ପଜିଟିଭ୍‌

ସୋଫିଆ (ବୁଲଗେରିଆ), ୮ା୭ (ଏପି)-ବୁଲ୍‌ଗେରିଆର ଚେର୍ନୋ ମୋର୍‌ ଫୁଟ୍‌ବଲ କ୍ଲବର ୧୨ଖେଳାଳି ଓ ୪ ଜଣ ଅଫିସିଆଲ କରୋନା ପଜିଟିଭ୍‌ ବୋଲି ଦେଶର ସ୍ବାସ୍ଥ୍ୟ ମନ୍ତ୍ରୀ ମଙ୍ଗଳବାର ପ୍ରକାଶ କରିଛନ୍ତି। ସମସ୍ତ ପଜିଟିଭ୍‌ ଖେଳାଳିଙ୍କୁ କ୍ୱାରାଣ୍ଟାଇନ୍‌ରେ ରଖାଯିବା ସହ ଆବଶ୍ୟକ ସତର୍କତା…

ଖେଳାଳିଙ୍କୁ ବକେୟା ପାଉଣା ଦେଲା ମୋହନବାଗାନ

କୋଲକାତା, ୮ା୭ (ପି.ଟି.)-ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ) ଦଳ ଏଟିକେ ସହିତ ବିଧିବଦ୍ଧ ମିଶ୍ରଣର ୩ ଦିନ ପୂର୍ବରୁ ସହରର ଅନ୍ୟତମ ଶକ୍ତିଶାଳୀ ଫୁଟ୍‌ବଲ କ୍ଲବ ମୋହନବାଗାନ ଏହାର ଖେଳାଳି, କୋଚ୍‌ ଏବଂ ସପୋର୍ଟ ଷ୍ଟାଫ୍‌ଙ୍କୁ ସେମାନଙ୍କ ବକେୟା ପାଉଣା ପ୍ରଦାନ…

ରାଜଓ୍ବିନ୍ଦରଙ୍କ ପାଇଁ ରାଣୀ ପ୍ରେରଣାର ଉତ୍ସ

ନୂଆଦିଲ୍ଲୀ, ୮ା୭ (ପି.ଟି.)-ଭାରତୀୟ ସିନିୟର ମହିଳା ହକି ଦଳର ଅଧିନାୟିକା ରାଣୀ ତାଙ୍କ ପାଇଁ ପ୍ରେରଣାର ଉତ୍ସ ବୋଲି କହିଛନ୍ତି ଯୁବା ଷ୍ଟ୍ରାଇକର ରାଜଓ୍ବିନ୍ଦର କୌର। ରାଣୀଙ୍କ ପ୍ରାରମ୍ଭିକ ଜୀବନ ସଂଘର୍ଷପୂର୍ଣ୍ଣ ଥିଲା। କ୍ରୀଡ଼ାରେ ସଫଳତା ହାସଲ ଦ୍ୱାରା ସେ ନିଜ…

ଡିଟି ଗ୍ରୁପ ନେଲା ଆର୍ଯ୍ୟନଙ୍କ ଦାୟିତ୍ୱ

ଭୁବନେଶ୍ୱର, ୮।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ଅନ୍ତର୍ଜାତୀୟ ହ୍ୟାଣ୍ଡବଲ ପ୍ରତିଭା ଆର୍ଯ୍ୟନ ବ୍ରାହ୍ମିନ ଏବେ ବିନା ଚାପରେ ଆଗକୁ ବଢ଼ିବା ପଥ ପରଷ୍କାର ହୋଇଛି। କାରଣ ଡିଟି (ଦୂତୀ ଚାନ୍ଦ-ତପି ମିଶ୍ର) ଗ୍ରୁପ ଏବେ ଆର୍ଯ୍ୟନଙ୍କ ଦାୟିତ୍ୱ ହାତକୁ ନେଇଛି। ଫଳରେ ଏଣିକି…

ଧୋନୀଙ୍କ ଫାର୍ମହାଉସ୍‌ ଆଗରେ ଫିକା କପିଲ-କୋହଲୀ-ତେନ୍ଦୁଲକରଙ୍କ ବଙ୍ଗଳା

ନୂଆଦିଲ୍ଲୀ,୭।୭: ଦୀର୍ଘ ଏକ ବର୍ଷ ଧରି କ୍ରିକେଟରୁ ଦୂରେଇ ଯାଇଛନ୍ତି ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏବେ ପରିବାର ସହ ସମୟ ବିତାଉଛନ୍ତି। ଚଳିତ ବର୍ଷ ଖେଳାଯିବାକୁ ଥିବା ଆଇପିଏଲ୍‌ର ୧୩ତମ ସଂସ୍କରଣରେ ସେ…

ଜନ୍ମଦିନରେ ଧୋନୀଙ୍କ ପାଇଁ ସାକ୍ଷୀ ଲେଖିଲେ ଏହି ମେସେଜ୍‌

ନୂଆଦିଲ୍ଲୀ, ୭।୭- ବିଶ୍ୱ କ୍ରିକେଟ୍‌ରେ ପ୍ରଥମ ଅଧିନାୟକ ଭାବେ ଆଇସିସିର ସମସ୍ତ ୩ଟି ଯାକ ଟ୍ରଫି ଜିତିଥିବା ମହେନ୍ଦ୍ର ସିଂ ଧୋନୀ ମଙ୍ଗଳବାର ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ କ୍ରୀଡ଼ା ଜଗତ ସମେତ ଚାରିଆଡ଼ୁ ଧୋନୀଙ୍କ ନିକଟକୁ ଶୁଭେଚ୍ଛାର…

ଏରର୍‌ ୪୦୪; ଆଉଜଣେ ଧୋନୀ କେବେ ବି ମିଳିବେ ନାହିଁ: କୈଫ୍‌

ନୂଆଦିଲ୍ଲୀ,୭।୭: ଭାରତୀୟ କ୍ରିକେଟ୍‌ ଟିମ୍‌ର ସବୁଠାରୁ ସଫଳ ଅଧିନାୟକ ହେଉଛନ୍ତି ମହେନ୍ଦ୍ର ସିଂ ଧୋନୀ। ମଙ୍ଗଳବାର ସେ ୩୯ ବର୍ଷରେ ପଦାର୍ପଣ କରିଛନ୍ତି। ଏହି ଅବସରରେ ଧୋନୀଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି। ସେଭଳି ଏକ ବାର୍ତ୍ତା ଏବେ ଚର୍ଚ୍ଚାରେ। ସେଇଟି ହେଲା…

ସିପିଏଲ୍‌ ଖେଳିବାରେ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୭।୭- ଲେଗ୍‌ ସ୍ପିନର ପ୍ରବୀଣ ତାମ୍ବେ ପ୍ରଥମ ଭାରତୀୟ କ୍ରିକେଟର୍‌ ଭାବେ କାରବୀୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ଖେଳିବାର ସୁଯୋଗ ପାଇଛନ୍ତି। ସିପିଏଲ୍‌ ପକ୍ଷରୁ ଏହାର ୬ଟି ଫ୍ରାଞ୍ଚାଇଜ ସେମାନଙ୍କ ଖେଳାଳି ତାଲିକା ପ୍ରକାଶ କରିଛନ୍ତି। ଯେଉଁଥିରେ ୪୮ ବର୍ଷୀୟ…

୪୬ ବର୍ଷରେ ପ୍ରଥମ ଥର ପାଇଁ ୧୧୭ ଦିନ ବନ୍ଦ ରହିଲା କ୍ରିକେଟ୍‌

ଲଣ୍ଡନ, ୭।୭- ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ କ୍ରିକେଟ୍‌ ଦଳ ମଧ୍ୟରେ ବହୁପ୍ରତୀକ୍ଷିତ ଟେଷ୍ଟ ସିରିଜ ବୁଧବାରଠାରୁ ସାଉଥାମ୍ପଟନରେ ଆରମ୍ଭ ହେବାକୁ ଯାଉଛି। ମହାମାରୀ କରୋନା ଲାଗି ୪ ମାସ ପାଖାପାଖି ଅନ୍ତର୍ଜାତୀୟ କ୍ରିକେଟ୍‌ ପ୍ରତିଯୋଗିତା ବନ୍ଦ ରହିଥିଲା। ଫଳରେ ଦୀର୍ଘ…

୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ ଓଡ଼ିଶାର ଜ୍ୟୋତି, ମଞ୍ଜୁ ସାମିଲ

ଭୁବନେଶ୍ୱର, ୭।୭(ସ୍ପୋଟର୍‌ସ ବ୍ୟୁରୋ): ଗୋଆରେ ଆସନ୍ତା ୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ ଟିମ୍‌ କ୍ୟାମ୍ପରେ ଦୁଇ ଜଣ ଓଡ଼ିଆ ଖେଳାଳି ସାମିଲ ହୋଇଛନ୍ତି। ଏ ନେଇ ଅଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?