ଇଡେନ୍ ଗାର୍ଡେନ୍ରେ ହେବ କ୍ୱାରାଣ୍ଟାଇନ୍ ସେଣ୍ଟର
କୋଲକତା, ୧୧।୭: ପଶ୍ଚିମବଙ୍ଗରେ କରୋନା ସଂକ୍ରମଣ ବଢ଼ିଚାଲିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ସରକାର କୋଲକତାର ଲୋକପ୍ରିୟ କ୍ରିକେଟ ଷ୍ଟାଡ଼ିୟମ୍ରେ କରୋନା ଆକ୍ରାନ୍ତଙ୍କ ପାଇଁ ଇଡେନ୍ ଗାର୍ଡେନ୍ରେ କ୍ୱାରାଣ୍ଟାଇନ୍ ସେଣ୍ଟର କରିବାକୁ ଯୋଜନା କରିଛନ୍ତି। ଏନେଇ ପୋଲିସ ମୁଖ୍ୟାଳୟରେ…
ବିଦେଶରେ ଫସି ରହିବାର ଫାଇଦା ଉଠାଇଲେ ଲିଅନ
ଚେନ୍ନାଇ, ୧୧।୭(ପି.ଟି.)-କରୋନା ଭାଇରସ ସଂକ୍ରମଣ ଜନିତ ଲକ୍ଡାଉନ୍ କଟକଣା ଯୋଗୁ ବିଦେଶରେ ଫସି ରହିବାର ଫାଇଦା ନେଇଛନ୍ତି ଭାରତର ଯୁବ ଅନ୍ତର୍ଜାତୀୟ ଚେସ୍ ମାଷ୍ଟର ଲିଅନ ଲ୍ୟୁକ ମେଣ୍ଡୋଙ୍କା। ସର୍ବିୟାରେ ଅନୁଷ୍ଠିତ ପାରାସିନ୍ ଓପନ ଚେସ୍ ଟୁର୍ନାମେଣ୍ଟରେ ସେ ରନର୍ସଅପ୍ ହୋଇଛନ୍ତି।…
ଓ୍ବିମ୍ବେଲଡନ ପୁରସ୍କାର ବାଣ୍ଟି ଦିଆଯିବ
ଓ୍ବିମ୍ବେଲଡନ, ୧୧ା୭ (ଏପି): କରୋନା ଭାଇରସ୍ ମହାମାରୀ ଯୋଗୁ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ଚାମ୍ପିୟନଶିପ୍ ବାତିଲ କରିଦିଆଯାଇଛି। ଏହା ସତ୍ତ୍ୱେ ୧୨.୫ ନିୟୁତ ଡଲରା ପୁରସ୍କାର ରାଶିକୁ ୬୨୦ ଖେଳାଳିଙ୍କ ମଧ୍ୟରେ ବାଣ୍ଟି ଦିଆଯିବ ବୋଲି ଅଲ୍ ଇଂଲଣ୍ଡ କ୍ଲବ ତରଫରୁ…
ଫର୍ମୁଲା ଓ୍ବାନ୍ କ୍ୟାଲେଣ୍ଡରରେ ଟସ୍କାନ ଗ୍ରାଁ ପ୍ରି
ସ୍ପିଲବର୍ଗ (ଅଷ୍ଟ୍ରିଆ),୧୧ା୭ (ଏପି)-ଚଳିତବର୍ଷର ଫର୍ମୁଲା ଓ୍ବାନ କ୍ୟାଲେଣ୍ଡରରେ ଶୁକ୍ରବାର ପ୍ରଥମ ଥର ଟସ୍କାନ ଗ୍ରାଁ ପ୍ରିକୁ ସାମିଲ କରାଯାଇଛି। ଅନ୍ୟପକ୍ଷରେ ଦର୍ଶକଙ୍କ ଉପସ୍ଥିତିରେ ରଷିଆନ ଗ୍ରାଁ ପ୍ରି ଆୟୋଜନ କରିବା ଲାଗି ଯୋଜନା ହୋଇଛି। ମୋଞ୍ଜାରେ ଇଟାଲିଆନ ଗ୍ରାଁ ପ୍ରି ଅନୁଷ୍ଠିତ…
ବେନ୍ ଷ୍ଟୋକ୍ସଙ୍କ ଜର୍ସିରେ ବିକାଶ କୁମାର
ଲଣ୍ଡନ,୧୧ା୭: କୋଭିଡ୍-୧୯ ମହାମାରୀ ଯୋଗୁ ଦୀର୍ଘ ୧୧୭ ଦିନ ପରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ମ୍ୟାଚ ସହ ଅନ୍ତର୍ଜାତୀୟ କ୍ରିକେଟ ବୁଧବାରଠାରୁ ଆରମ୍ଭ ହୋଇଛି। ପ୍ରାକ୍ଟିସ ସେସନରେ ଇଂଲଣ୍ଡ ଖେଳାଳି ବେନ୍ ଷ୍ଟୋକ୍ସ ପରିଧାନ କରିଥିବା ଜର୍ସିରେ ନିଜ ନାମ ଦେଖି ଭାରତୀୟ…
ପ୍ରଥମ ଟେଷ୍ଟ: ଓ୍ବେଷ୍ଟଇଣ୍ଡିଜ ଅଗ୍ରଣୀ
ସାଉଥାମ୍ପଟନ, ୧୦।୭-ସ୍ଥାନୀୟ ରୋଜ ବାଓଲ ଷ୍ଟାଡିୟମରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ କ୍ରିକେଟ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ପ୍ରଥମ ଇନିଂସରେ ଅଗ୍ରଣୀ ହାସଲ କରିଛି। କ୍ରେଗ୍ ବ୍ରାଥ୍ଓ୍ବେଟ ଅର୍ଦ୍ଧଶତକ ହାସଲ କରିଥିବାବେଳେ ଶାମରା ବ୍ରୁକ୍ସ, ରଷ୍ଟନ ଚେଜ୍ ଏବଂ ଶେନ ଡୋରିଚ୍ ଉପଯୋଗୀ…
ଅଟୋଗ୍ରାଫ୍ ମାଗିଥିବା ଯୁବତୀଙ୍କ ପ୍ରେମରେ ପଡ଼ିଯାଇଥିଲେ ଗାଭାସ୍କର; ଏମିତି କରିଥିଲେ ନିଜର
ନୂଆଦିଲ୍ଲୀ, ୧୦।୭: ୧୯୪୯ ମସିହା ଆଜିର ଦିନରେ ବମ୍ବେରେ ଜନ୍ମଗ୍ରହଣ କରିଥିଲେ ଲିଟିିଲ୍ ମାଷ୍ଟର ସୁନିଲ ଗାଭାସ୍କର। ଆଜି ବି ସେ କ୍ରିକେଟ ଜଗତରେ ସକ୍ରିୟ ଅଛନ୍ତି। ଏକାଧିକ ରେକର୍ଡ ନିଜର ନାମରେ କରିଥିବା ଗାଭାସ୍କରଙ୍କ ଲଭଷ୍ଟୋରୀ ବେଶ୍ ନିଆରା। କୌଣସି…
ବିଏମ୍ଡବ୍ଲୁ ବିକିବାକୁ ଚାହୁଁଛନ୍ତି ଦୂତି
ଭୁବନେଶ୍ୱର,୧୦।୭(ବ୍ୟୁରୋ): ଅନ୍ତର୍ଜାତୀୟସ୍ତରରେ ଖ୍ୟାତି ଅର୍ଜନ କରିଥିବା ଧାବିକା ଦୂତି ଚାନ୍ଦ ନିଜର ବିଏମ୍ଡବ୍ଲୁ ବିକିବାକୁ ଚାହୁଁଛନ୍ତି। ଏନେଇ ସେ ନିଜର ସୋସିଆଲ ପୃଷ୍ଠା(ଫେସବୁକ୍)ରେ ଏକ ପୋଷ୍ଟ କରିଛନ୍ତି। ମୋ ବିଏମ୍ଡବ୍ଲୁ କାର୍ ବିକିବାକୁ ଚାହୁଁଛି। ଯଦି କିଏ କିଣିବାକୁ ଚାହୁଁଛନ୍ତି ମୋତେ…
୨୦୧୯ ବିଶ୍ୱକପ୍ ବିପର୍ଯ୍ୟୟ ଦୁଃଖଦ ଥିଲା: ଜାଡେଜା
ନୂଆଦିଲ୍ଳୀ,୧୦।୭: ଇଂଲଣ୍ଡରେ ଅନୁଷ୍ଠିତ ୨୦୧୯ ବିଶ୍ୱକପ୍ରେ ଭାରତ ସେମି ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇ ବିଦାୟ ନେଇଥିଲା। ଏହି ବିପର୍ଯ୍ୟୟ ସବୁଠୁ ଦୁଃଖଦ ଥିଲା ବୋଲି ଭାରତୀୟ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା କହିଛନ୍ତି। ଗତବର୍ଷ ଆଜିର ଦିନରେ ଭାରତ ଏହି ମହା…
ସବୁଜ, ମେରୁନ୍ ଜର୍ସି ବଜାୟ ରଖିବ ଏଟିକେ ମୋହନ ବାଗାନ
କୋଲକାତା,୧୦।୭(ପି.ଟି.): ଏଟିକେ ମୋହନ ବାଗାନ ପୂର୍ବପରି ତା’ର ପ୍ରସିଦ୍ଧ ସବୁଜ ଓ ମେରୁନ୍ ଜର୍ସିକୁ ବଜାୟ ରଖିବାକୁ ନିଷ୍ପତ୍ତି ନେଇଛି। ଏହି ଜର୍ସି ମୋହନ ବାଗାନ ସହ ୧୩୧ ବର୍ଷଧରି ଜଡିତ ରହିଆସିଥିଲା। ବିଲୟ ହେବା ପରେ କ୍ଲବର ନାମ ପରିବର୍ତ୍ତନ…
ଆସନ୍ତାବର୍ଷ ଜୁନ୍ରେ ଏସିଆ କପ୍ ଆୟୋଜନ ସମ୍ଭାବନା
ନୂଆଦିଲ୍ଲୀ,୧୦।୭: ଚଳିତ ବର୍ଷ ଏସିଆକପ୍ କ୍ରିକେଟ ଟୁର୍ନାମେଣ୍ଟ ସ୍ଥଗିତ ରହିବା ସ୍ପଷ୍ଟ ହୋଇଛି। ଏହି ଟୁର୍ନାମେଣ୍ଟ ଆସନ୍ତାବର୍ଷ ଜୁନ୍ରେ ଆୟୋଜନ କରିବାକୁ ଯୋଜନା ହେଉଛି ଓ ଏଥିପାଇଁ ଓ୍ବେଣ୍ଡୋ ଖାଜା ଯାଉଛି ବୋଲି ଏସିଆନ୍ କ୍ରିକେଟ କାଉନସିଲ (ଏସିସି) ତରଫରୁ କୁହାଯାଇଛି।…
ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍ ଦାୟିତ୍ୱ ନେବେ
ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ମୁସ୍ତାକ ଅହମ୍ମଦଙ୍କ ଇସ୍ତଫା: ନିଗୋମବାମ୍ ଦାୟିତ୍ୱ ନେବେ ନୂଆଦିଲ୍ଳୀ,୧୦।୭(ପି.ଟି.): ହକି ଇଣ୍ଡିଆ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ମହମ୍ମଦ ମୁସ୍ତାକ ଅହମ୍ମଦ। ବ୍ୟକ୍ତିଗତ କାରଣରୁ ସେ ହାଇପ୍ରୋଫାଇଲ ପଦ ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ବୋଲି ହକି…

