ଖେଳ

ହାମିଲଟନ ଦ୍ରୁତତମ

ବୁଦାପେଷ୍ଟ, ୧୭ା୭ (ଏପି)-ହଙ୍ଗେରିଆନ ଗ୍ରାଁ ପ୍ରିର ପ୍ରଥମ ପ୍ରାକ୍ଟିସ ସେସନରେ ଫର୍ମୁଲା ଓ୍ବାନ ଚାମ୍ପିୟନ ଲୁଇସ୍‌ ହାମିଲଟନ ଦ୍ରୁତତମ ବିବେଚିତ ହୋଇଛନ୍ତି। ହମିଲଟନ ତାଙ୍କ ମର୍ସିଡିଜ୍‌ ଟିମ୍‌ମେଟ୍‌ ଭାଲଟେରୀ ବୋଟାସ୍‌ଙ୍କଠାରୁ .୦୮୬ ସେକେଣ୍ଡ ସମୟ ବ୍ୟବଧାନରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।…

ସ୍ପାନିଶ୍‌ ଲିଗ୍‌ ଟାଇଟଲ ଜିତିଲା ରିୟଲ ମାଡ୍ରିଡ୍‌

ମାଡ୍ରିଡ୍‌,୧୭।୭(ଏପି): ରିୟଲ ମାଡ୍ରିଡ୍‌ ଆଉଏକ ବଡ଼ ସଫଳତା ହାସଲ କରିଛି। ମାଡ୍ରିଡ୍‌ ଏଥର ଜଣାଶୁଣା ସ୍ପାନିଶ ଲିଗ୍‌ ଲା ଲିଗା ଟାଇଟଲ ହାସଲ କରିଛି। ଗୁରୁବାର ଅନୁଷ୍ଠିତ ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ମାଡ୍ରିଡ୍‌ ୨-୧ ଗୋଲରେ ଭିଲାରିୟଲକୁ ପରାସ୍ତ କରିଛି। ଫଳରେ…

‘ଛୋଟ କୋହଲି’ଙ୍କ ଅପେକ୍ଷାରେ ଅଛୁ, ଅନୁଷ୍କାଙ୍କୁ କାହିଁକି ଏମିତି କହିଲେ ପ୍ରଶଂସକ

ଲକ୍‌ଡାଉନ୍‌ ଯୋଗୁ ଏବେ କ୍ରିକେଟ୍‌ ସିରିଜ୍‌ ସ୍ଥଗିତ ରଖାଯିବା ସହ ଫିଲ୍ମ ଶୁଟିଂ ମଧ୍ୟ ବନ୍ଦ ରଖାଯାଇଛି। ଏହି ସମୟରେ ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ସୋସିଆଲ ମିଡିଆରେ ବେଶ୍‌…

ପୁରସ୍କାର ରାଶିକୁ ସାମିଲ କରାଯିବା ଦୁଃଖଦାୟକ: ଦୂତୀ

ଭୁବନେଶ୍ୱର,୧୭।୭(କ୍ରୀଡ଼ା ପ୍ରତିନିଧି): ଭାରତୀୟ ସ୍ପ୍ରିଣ୍ଟ କୁଇନ୍‌ ଦୂତୀ ଚାନ୍ଦ କିଛି ଦିନ ତଳେ ନିଜ ବିଏମ୍‌ଡବ୍ଲ୍ୟୁ କାର୍‌ ବିକିବା ପାଇଁ ଇଚ୍ଛା ଜାହିର କରିଥିଲେ। ସାମ୍ପ୍ରତିକ ସମୟରେ ଏହାର ରକ୍ଷଣାବେକ୍ଷଣରେ ଅଯଥା ଅର୍ଥ ଅପଚୟ ନ କରିବା ଉଦ୍ଦେଶ୍ୟରେ ସେ ଏପରି…

ହାମିଲଟନଙ୍କ ପାଇଁ ସୁଯୋଗ

ବୁଦାପେଷ୍ଟ, ୧୬ା୭ (ଏପି)- ଆସନ୍ତା ରବିବାର ଆୟୋଜିତ ହେବାକୁଥିବା ହଙ୍ଗେରିଆନ ଫର୍ମୁଲା ଓ୍ବାନ୍‌ ଗ୍ର୍ରଁାପ୍ରିରେ ବିଜୟ ଲାଭ କରିପାରିଲେ ଲୁଇସ୍‌ ହାମିଲଟନ ଗୋଟିଏ ଟ୍ରାକ୍‌ରେ ସର୍ବାଧିକ ବିଜୟ ହାସଲ କରିବାରେ ମାଇକେଲ ସୁମାକରଙ୍କ ନାମରେ ରହିଥିବା ରେକର୍ଡର ସେ ସମକକ୍ଷ ହୋଇପାରିବେ।…

ନେଗେଟିଭ୍‌ ପରେ ପାକିସ୍ତାନ ଦଳରେ କାଶିଫ୍‌

ଲଣ୍ଡନ,୧୬ା୭ (ଏ.ପି.)-ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି)ର ପ୍ରୋଟୋକଲ୍‌ ଅନୁସାରେ ବାମହାତୀ ସ୍ପିନର କାଶିଫ ଭଟ୍ଟିଙ୍କର ଦୁଇଥର କୋଭିଡ୍‌-୧୯ ଟେଷ୍ଟରେ ନେଗେଟିଭ୍‌ ଆସିବାପରେ ବର୍ତ୍ତମାନ ଓରସେଷ୍ଟରଠାରେ ଥିବା ପାକିସ୍ତାନ କ୍ରିକେଟ ଦଳରେ ଯୋଗଦେବା ଲାଗି ତାଙ୍କୁ ଅନୁମତି ମିଳିଛି। ଆସନ୍ତା…

ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ପୁରସ୍କାର ଜିତି ଦଳରୁ ବାଦ୍‌ ପଡ଼ିଥିବା ୪ ଭାରତୀୟ ଖେଳାଳି

ନୂଆଦିଲ୍ଲୀ, ୧୬।୭- ମ୍ୟାଚ୍‌ରେ ଶ୍ରେଷ୍ଠ ପ୍ରଦର୍ଶନ କରି ଦଳରେ ନିଜର ସ୍ଥିତିକୁ ସୁଦୃଢ଼ କରିବା ପାଇଁ ସବୁ ଖେଳାଳିଙ୍କ ସ୍ବପ୍ନ ଥାଏ। ଏଥିଲାଗି ଖେଳାଳିମାନେ କଠିନ ପରିଶ୍ରମ କରିଥାନ୍ତି। ତେବେ ମ୍ୟାଚ୍‌ରେ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇ ପରେ ଜାତୀୟ ଦଳ…

ଅଷ୍ଟ୍ରେଲିଆ ୨୬ ଜଣିଆ ଦଳରେ ଖ୍ବାଜା, ମ୍ୟାକ୍ସଓ୍ବେଲ

ମେଲବୋର୍ନ,୧୬।୭(ପି.ଟି): ଆଗାମୀ ଇଂଲଣ୍ଡ ଗସ୍ତ ପାଇଁ ଅଷ୍ଟ୍ରେଲିଆ ଗୁରୁବାର ଏକ ୨୬ ଜଣିଆ ଶକ୍ତିଶାଳୀ ପ୍ରାଥମିକ ଦଳ ଘୋଷଣା କରିଛି। ଏହି ଦଳରେ ଗ୍ଲେନ୍‌ ମ୍ୟାକ୍ସଓ୍ବେଲ ଓ ଉସ୍‌ମାନ ଖ୍ବାଜାଙ୍କୁ ସାମିଲ କରାଯାଇଛି। ଆଗକୁ ଆୟୋଜନ ହେବାକୁ ଥିବା ଟି୨୦ ବିଶ୍ୱକପ୍‌କୁ…

୪୭ ବର୍ଷରେ ପଦାର୍ପଣ କଲେ ସନ୍‌ ପୋଲକ୍‌

ଜୋହାନ୍ସବର୍ଗ, ୧୬।୭- ଏକ କ୍ରିକେଟ୍‌ ପରିବାରରେ ଜନ୍ମଗ୍ରହଣ କରିଥିବା ଦକ୍ଷିଣ ଆଫ୍ରିକାର ମହାନ ଅଲ୍‌ରାଉଣ୍ଡର ସନ୍‌ ପୋଲକ ଗୁରୁବାର ୪୭ ବର୍ଷରେ ପଦାର୍ପଣ କରିଛନ୍ତି। ପୋଲକଙ୍କୁ ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ଅଲ୍‌ରାଉଣ୍ଡର ଭାବେ ବିବେଚନା କରାଯାଏ। ନିଜର ଲାଇନ୍‌ ଓ ଲେନ୍ଥ…

କରୋନା ପ୍ରୋଟୋକଲ୍‌ ଉଲ୍ଲଂଘନ କରି ଦ୍ୱିତୀୟ ଟେଷ୍ଟରୁ ବାଦ୍‌ ପଡ଼ିଲେ ଆର୍ଚର

ମାଞ୍ଚେଷ୍ଟର,୧୬।୭(ପି.ଟି.): ଗୁରୁବାରଠାରୁ ଆରମ୍ଭ ହୋଇଥିବା ଓ୍ବେଷ୍ଟଇଣ୍ଡିଜ୍‌ ବିପକ୍ଷ ଦ୍ୱିତୀୟ ଟେଷ୍ଟ ମ୍ୟାଚ୍‌ରୁ ଇଂଲଣ୍ଡ ଯୁବ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ବାଦ୍‌ ପଡିଛନ୍ତି। ଦଳର ଜୈବ ନିରାପତ୍ତା ନିୟମ ବା ପ୍ରୋଟୋକଲର ଉଲ୍ଲଂଘନ କରିଥିବାରୁ ତାଙ୍କୁ ଦଳରୁ ବାଦ୍‌ ଦିଆଯାଇଛି। ଏବେ…

୧୦ ଦୁର୍ଭାଗ୍ୟଶାଳୀ କ୍ରିକେଟର, ଖେଳୁଥିବାବେଳେ ପଡିଆରେ ଟଳିପଡି ଦୁନିଆକୁ କହିଛନ୍ତି ଅଲବିଦା

କ୍ରିକେଟ ଏକ ଅନିଶ୍ଚିତତାର ଖେଳ। ପଡ଼ିଆରେ ଖେଳା ଯାଉଥିବା ଏହି ଖେଳ କେତେବେଳେ କାହା ଆଡକୁ ଢଳିବ ତାହା ଅନୁମାନ କରିବା ଅତ୍ୟନ୍ତ କଷ୍ଟକର। ବିଜୟ ଏବଂ ପରାଜୟ କ୍ରିକେଟରେ ଏକ ସାଧାରଣ କଥା। କିନ୍ତୁ କ୍ରିକେଟ ପଡ଼ିଆରେ ମୃତ୍ୟୁ ଏହି…

କୋଟି କୋଟି ଟଙ୍କାର ଚାକିରି ଛାଡି ସମାଜ ସେବା କରୁଛନ୍ତି ଏହି କ୍ରିକେଟରଙ୍କ ସ୍ତ୍ରୀ

ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ସ୍ତ୍ରୀ ପ୍ରିୟଙ୍କା ରାଇନା ଆଜି ଗରିବ ଲୋକଙ୍କୁ ସାହାଯ୍ୟ କରୁଛନ୍ତି। ତାଙ୍କ ଝିଅଙ୍କ ନାମରେ ଏକ ଫାଉଣ୍ଡେଶନ୍‌ ଅଛି, ଯାହାକୁ ଉଭୟ ସୁରେଶ ରାଇନା ଏବଂ ପ୍ରିୟଙ୍କାଙ୍କୁ ପରିଚାଳନା କରନ୍ତି। କ୍ରିକେଟରେ ସୁରେଶ ରାଇନା ବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?