ଖେଳ

ଇଂଲଣ୍ଡ ଟେଷ୍ଟ ଦଳ ଅପରିବର୍ତ୍ତିତ

ମାଞ୍ଚେଷ୍ଟର, ୩୦।୭- ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଟେଷ୍ଟ ସିରିଜ ବିଜୟୀ ଇଂଲଣ୍ଡ ଦଳ ପାକିସ୍ତାନ ବିପକ୍ଷ ସିରିଜ ପାଇଁ ଅପରିବର୍ତ୍ତିତ ରହିଛି। ବୁଧବାର ଘୋଷିତ ଦଳରେ ୧୪ ଖେଳାଳି ଓ ୪ ରିଜର୍ଭ ଖେଳାଳି ରହିଛନ୍ତି। ଜୋ ରୁଟ୍‌ଙ୍କ ନେତୃତ୍ୱରେ ଇଂଲଣ୍ଡ ଆଗାମୀ…

ଆକମଲଙ୍କ ବାସନ୍ଦ ଅବଧି ୧୮ ମାସକୁ କମିଲା

କରାଚୀ,୩୦।୭ (ପି.ଟି.): ପାକିସ୍ତାନ ବ୍ୟାଟ୍ସମ୍ୟାନ ଉମର ଆକମଲଙ୍କ ୩ ବର୍ଷିଆ ବାସନ୍ଦ ଅବଧୀକୁ ପାଖାପାଖି ଅଧା କରିଦିଆଯାଇଛି। ଫିକ୍ସିଂ କରିବାକୁ ତାଙ୍କୁ ଦିଆଯାଇଥିବା ପ୍ରସ୍ତାବକୁ ସେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଜଣାଇ ନ ଥିଲେ। ଫଳରେ ତାଙ୍କୁ କ୍ରିକେଟରୁ ୩…

ଇଣ୍ଡିଆନ ସୁପରଲିଗ୍‌ ସିନିୟର ଦଳରେ ୫ ଜୁନିୟର ଚୁକ୍ତିବଦ୍ଧ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଗତବର୍ଷ ୧୮ ବର୍ଷରୁ କମ୍‌ ଦଳରେ ଥିବା ୫ ଖେଳାଳିଙ୍କୁ ଓଡ଼ିଶା ଏଫସି ଏଥର ସିନିୟର ଦଳପାଇଁ ଚୁକ୍ତିବଦ୍ଧ କରିଛି। ହିରୋ ଏଲିଟ୍‌ ଲିଗ୍‌ରେ ପ୍ରଭାବୀ ପ୍ରଦର୍ଶନ କରି ସିନିୟର ଦଳରେ ପେସାଦାର କ୍ୟାରିୟର ଆରମ୍ଭ କରିବାକୁ…

ପଣ୍ଡିତଙ୍କ ନିଯୁକ୍ତି ନେଇ ପ୍ରଶ୍ନ ଉଠାଇଲା କ୍ରିକେଟ କମିଟି

ଇନ୍ଦୋର,୩୦।୭(ପି.ଟି.): ପୂର୍ବତନ ଭାରତୀୟ ଉଇକେଟ କିପର ଚନ୍ଦ୍ରକାନ୍ତ ପଣ୍ଡିତଙ୍କୁ ମଧ୍ୟ ପ୍ରଦେଶ ଦଳର କୋଚ୍‌ ନିଯୁକ୍ତି କରାଯିବା ଉପରେ ମଧ୍ୟ ପ୍ରଦେଶ କ୍ରିକେଟ ଆସୋସିଏଶନ (ଏମ୍‌ପିସିଏ) କ୍ରିକେଟ କମିଟି ପ୍ରଶ୍ନ ଉଠାଇଛି। ପଣ୍ଡିତଙ୍କୁ ଗତ ମାର୍ଚ୍ଚରେ ମଧ୍ୟପ୍ରଦେଶ ରଣଜୀ ଦଳର କୋଚ୍‌…

କରୋନା ବ୍ରେକ୍‌ ପରେ ପ୍ରଥମ ଦିନିକିଆ ସିରିଜ

ସାଉଥାମ୍ପଟନ, ୨୯।୭- କରୋନା ଭାଇରସ ସଂକ୍ରମଣ ଜନିତ ଅନିଶ୍ଚିତତା ମଧ୍ୟରେ ଅନ୍ତର୍ଜାତୀୟ ସ୍ତରରେ ଇଂଲଣ୍ଡ-ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ କ୍ରିକେଟ ସିରିଜ ଅନୁଷ୍ଠିତ ହୋଇ ଯାଇଛି। ପ୍ରଥମ ଟେଷ୍ଟରେ ଓ୍ବେଷ୍ଟଇଣ୍ଡିଜ ବିଜୟୀ ହୋଇଥିଲେ ହେଁ ପରବର୍ତ୍ତୀ ୨ଟି ଟେଷ୍ଟ ଜିତି ଇଂଲଣ୍ଡ ୨-୧ରେ ସିରିଜ…

ରାଜକୁମାରୀଙ୍କୁ ବିବାହ କରିଛନ୍ତି ଏହି ଭାରତୀୟ କ୍ରିକେଟର୍‌

ନୂଆଦିଲ୍ଲୀ, ୨୯।୭: ବହୁଚର୍ଚ୍ଚିତ ଆଇପିଏଲ୍‌ ସ୍ପଟ୍‌ ଫିକ୍ସିଂ ମାମଲରେ ଜଡ଼ିତ ହୋଇ ୭ ବର୍ଷ କାଳ କ୍ରିକେଟ୍‌ରୁ ବାସନ୍ଦ ହୋଇଥିବା ଭାରତୀୟ ଦଳର ଦ୍ରୁତ ବୋଲର ଏସ୍‌. ଶ୍ରୀସନ୍ଥଙ୍କ ବାସନ୍ଦାଦେଶ ଇତିମଧ୍ୟରେ ସମାପ୍ତ ହୋଇଛି। ଏବେ ସେ କ୍ରିକେଟ୍‌କୁ ପ୍ରତ୍ୟାବର୍ତ୍ତନ କରିବା…

ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ କୋହଲି ଅପରିବର୍ତ୍ତିତ

ଦୁବାଇ,୨୯।୭(ପି.ଟି.): ସଦ୍ୟ ପ୍ରକାଶିତ ଆନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟେଷ୍ଟ ର଼୍ୟାଙ୍କିଙ୍ଗ୍‌ରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡ୍‌ ବୋଲିଂ ତାଲିକାର ତୃତୀୟ ସ୍ଥାନ ଅଧିକାର କରିଛନ୍ତି। ଓ୍ବେଷ୍ଟଇଣ୍ଡିଜ ବିପକ୍ଷ ତୃତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରି…

ସେଲ୍‌ଫି ନେବାପରେ ଜଣାପଡ଼ିଲା କ୍ରିକେଟର୍‌ଙ୍କୁ ହୋଇଛି କରୋନା

ନୂଆଦିଲ୍ଲୀ, ୨୯।୭: ପସନ୍ଦର ସେଲିବ୍ରିଟିଙ୍କୁ ଜୀବନରେ ଥରେ ହେଉନା କାହିଁକି ଭେଟିବାକୁ ସବୁ ପ୍ରଶଂସକଙ୍କ ସ୍ବପ୍ନ ଥାଏ। ଏପରିକି କେତେଜଣ ଭାଗ୍ୟଶାଳୀ ବ୍ୟକ୍ତି ଥାଆନ୍ତି ଯିଏକି ନିଜର ପସନ୍ଦର ସେଲିବ୍ରିଟିଙ୍କୁ ଅତି ନିକଟରୁ ଭେଟିବାର ସୁଯୋଗ ପାଇଥାନ୍ତି। ସେହି ଭାଗ୍ୟଶାଳୀ ପ୍ରଶଂସକଙ୍କ…

ଅବସର ଘୋଷଣା କଲେ ଘରୋଇ କ୍ରିକେଟ୍‌ର ସଙ୍କଟମୋଚକ

ନୂଆଦିଲ୍ଲୀ,୨୯।୭(ପି.ଟି.): ଅଭିଜ୍ଞ ଘରୋଇ କ୍ରିକେଟର ରଜତ ଭାଟିଆ ବୁଧବାର କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ଏ ନେଇ ତାଙ୍କର କୌଣସି ଅବସୋସ ନାହିଁ ବୋଲି ସେ କହିଛନ୍ତି। ୨୦୦୩-୦୪ରେ ସେ ତାମିଲନାଡୁ ତରଫରୁ କ୍ୟାରିୟର ଆରମ୍ଭ କରିଥିଲେ। ତେବେ…

ରାଫାଲ ଭାରତରେ ପହଞ୍ଚିବା ପରେ ପଡ଼ୋଶୀ ଦେଶରେ ଆସିଲା ୮.୫ ତୀବ୍ରତାର ଭୂକମ୍ପ

ନୂଆଦିଲ୍ଲୀ,୨୯।୭: ଫ୍ରାନ୍ସରୁ ପ୍ରଥମ ପର୍ଯ୍ୟାୟରେ ୫ଟି ରାଫାଲ ବିମାନ ବୁଧବାର ଭାରତରେ ପହଞ୍ଚିଛି। ପ୍ରାୟ ୭ ହଜାର କିମି ପାର୍‌ହୋଇ ଅମ୍ବାଲା ବାୟୁସେନା ଘାଟିରେ ଏହି ଶକ୍ତିଶାଳୀ ଯୁଦ୍ଧବିମାନଗୁଡିକ ପହଞ୍ଚିଛି। ରାଫାଲ ଭାରତରେ ପହଞ୍ଚିବା ପରେ ପଡୋଶୀ ଦେଶରେ ଭୂକମ୍ପ ସୃଷ୍ଟି…

ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି ପୂର୍ବତନ ଅଧିନାୟକ

ନୂଆଦିଲ୍ଲୀ, ୨୯ା୭ (ପି.ଟି.)-ଅର୍ଥାଭାବ ଯୋଗୁ ଭାରତର ପୂର୍ବତନ ଭିନ୍ନକ୍ଷମ କ୍ରିକେଟ ଦଳର ଅଧିନାୟକ ଦୀନେଶ ସଇନ ନ୍ୟାଶନାଲ ଆଣ୍ଟି ଡୋପିଂ ଏଜେନ୍ସି (ନାଡା)ରେ ଏକ ପିଅନ ଚାକିରି ପାଇଁ ଆବେଦନ କରିଛନ୍ତି। ଜନ୍ମରୁ ପୋଲିଓ ରୋଗର ଶିକାର ହୋଇଥିବା ଦୀନେଶ ୨୦୧୫ରୁ…

ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ଇଂଲଣ୍ଡ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୨୯ା୭ (ପି.ଟି.)-ମଙ୍ଗଳବାର ଓ୍ବେଷ୍ଟଇଣ୍ଡଜି ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିବା ପରେ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଇଂଲଣ୍ଡ ତୃତୀୟ ସ୍ଥାନକୁ ଉନ୍ନୀତ ହୋଇଛି। ଇଂଲଣ୍ଡର ପଏଣ୍ଟ ସଂଖ୍ୟା ବର୍ତ୍ତମାନ ୨୨୬ରେ ପହଞ୍ଚତ୍ଛି। ଟେବୁଲରେ ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?