ଶେଷରେ ଲିଓ୍ବାଣ୍ଡୋସ୍କି ଜିତିଲେ ପ୍ରଥମ ଟ୍ରଫି
ଲିସ୍ବନ,୨୫।୮(ଏପି): ପିଏସ୍ଜିକୁ ଫାଇନାଲ ୧-୦ରେ ହରାଇବା ପରେ ବେୟର୍ନ ମ୍ୟୁନିକ୍ ପ୍ରଥମ ୟୁରୋପିଆନ ଟାଇଟଲ ଜିତିଛନ୍ତି। ଚଳିତ ସେସନ୍ରେ ଚମତ୍କାର ପ୍ରଦର୍ଶନ କରିଥିଲେ ମଧ୍ୟ ପୋଲାଣ୍ଡର ରବର୍ଟ ଲିଓ୍ବାଣ୍ଡୋସ୍କି ଫାଇନାଲ ମ୍ୟାଚ୍ରେ ଗୋଲ ସ୍କୋର କରିବାରେ ବିଫଳ ହୋଇଥିଲେ। ପ୍ରଥମଥର ପାଇଁ…
ଚାମ୍ପିୟନ୍ସ ଲିଗ୍ ଫୁଟ୍ବଲ: ବେୟର୍ନ ମ୍ୟୁନିକ୍କୁ ଷଷ୍ଠ ଟାଇଟଲ
ଲିସ୍ବନ,୨୫।୮(ଏପି): ୟୁନିୟନ ଅଫ୍ ୟୁରୋପିଆନ ଫୁଟ୍ବଲ ଆସୋସିଏଶନ (ୟୁଇଏଫ୍ଏ) ଆନୁକୂଲ୍ୟରେ ପ୍ରତିବର୍ଷ ଆୟୋଜିତ ହୋଇଆସୁଥିବା ଚାମ୍ପିୟନ୍ସ ଲିଗ୍ରେ ଏଥର ଜର୍ମାନୀର ପେସାଦାର କ୍ଲବ୍ ବେୟର୍ନ ମ୍ୟୁନିକ୍ ବାଜି ମାରିଛି। ଦର୍ଶକଙ୍କ ଅନୁପସ୍ଥିତିରେ ରବିବାର ସ୍ଥାନୀୟ ଇଷ୍ଟାଡିଓ ଡି ଲୁଜ୍ରେ ଅନୁଷ୍ଠିତ ସଂଘର୍ଷପୂର୍ଣ୍ଣ…
କରୋନା ଆକ୍ରାନ୍ତ ହେଲେ ରେସିଂ ଟ୍ରାକ୍ର ବାଦ୍ଶାହ
ନୂଆଦିଲ୍ଲୀ, ୨୪।୮: ଲିଜେଣ୍ଡ ଧାବକ ତଥା ରେସିଂ ଟ୍ରାକ୍ର ବାଦ୍ଶାହ ଭାବେ ବିଶ୍ୱରେ ସ୍ବତନ୍ତ୍ର ପରିଚୟ ଲାଭ କରିଥିବା ଜାମାଇକାର ଉସେନ ବୋଲ୍ଟ କରୋନା ଆକ୍ରାନ୍ତ ହୋଇଛନ୍ତି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ମୁତାବକ, ବିଶ୍ୱର ଏହି ଦ୍ରୁତତ୍ତମ ଧାବକ ନିକଟରେ…
ଦିନକୁ ଗୋଟେ ଓଳି ଖାଉଥିବା ଏହି ଖେଳାଳି ପାଇବେ ଅର୍ଜୁନ ପୁରସ୍କାର
ଔରଙ୍ଗାବାଦ, ୨୪ା୮ (ପି.ଟି.)-ଖେଳ କିପରି ତାଙ୍କ ଜୀବନଶୈଳୀ ବଦଳାଇ ଦେଇଛି ତାହାର ବର୍ଣ୍ଣନା କରିଛନ୍ତି ଅର୍ଜୁନ ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଥିବା ଭାରତର ପୂର୍ବତନ ମହିଳା ଖୋ ଖୋ ଅଧିନାୟିକା ସାରିକା କାଲେ। ଦିନ ଥିଲା ପରିବାରର ଆର୍ଥିକ ସମସ୍ୟା…
ବୋଲ୍ଡ ଫଟୋ ଶେୟାର କଲେ ଏହି କ୍ରିକେଟର୍ଙ୍କ ପୂର୍ବତନ ସ୍ତ୍ରୀ
ନୂଆଦିଲ୍ଲୀ, ୨୪।୮: ଭାରତୀୟ କ୍ରିକେଟ୍ ଦଳର ଦ୍ରୁତ ବୋଲର ମହମ୍ମଦ ସାମିଙ୍କ ପୂର୍ବତନ ସ୍ତ୍ରୀ ହାସିନ ଜହାନ ସୋସିଆଲ ମିଡିଆରେ ବେଶ୍ ସକ୍ରିୟ ରହିଥାନ୍ତି। ଅଧିକାଂଶ ସମୟ ସେ ସୋସିଆଲ ମିଡିଆ ଜରିଆରେ ଚର୍ଚ୍ଚାରେ ରହିଥାନ୍ତି। ନିକଟରେ ମଧ୍ୟ ହସିନ ଜହାନ…
ଶାହରୁଖ ଖାନ୍ଙ୍କ ଦଳ ନାଇଟ୍ ରାଇଡର୍ସର ହ୍ୟାଟ୍ରିକ ବିଜୟ
ନୂଆଦିଲ୍ଲୀ, ୨୪।୮: କାରିବୀୟାନ ପ୍ରିମିୟର ଲିଗ୍ (ସିପିଏଲ୍)ର ଏକ ମୁକାବିଲାରେ ତ୍ରିନିବାଗୋ ନାଇଟ୍ ରାଇଡର୍ସ ୧୯ ରନରେ ବାର୍ବାଡସ୍ ଟ୍ରାଇଡେଣ୍ଟସ୍କୁ ପରାସ୍ତ କରିଛି। ବଲିଉଡ୍ ଅଭିନେତା ଶାହରୁଖ ଖାନ୍ଙ୍କ ମାଲିକାନାରେ ଥିବା ନାଇଟ୍ ରାଇଡର୍ସ ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି…
ଆଇପିଏଲ୍ ଖେଳିବା ଲାଗି ଅନ୍ତିମ ଦଳ ଭାବେ ଦୁବାଇରେ ପହଞ୍ଚିଲା ଏହି ଫ୍ରାଞ୍ଚାଇଜ୍
ଦୁବାଇ, ୨୪।୮: କରୋନା ମହାମାରୀ ମଧ୍ୟରେ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ଆରମ୍ଭ ହେବାକୁ ଯାଉଛି। ଚଳିତ ବର୍ଷ କରୋନା ଲାଗି ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣ ଭାରତ ବଦଳରେ ୟୁଏଇରେ ସେପ୍ଟେମ୍ବର ୧୯ରୁ…
ଧୋନୀଙ୍କ କ୍ଲବରେ ସାମିଲ ହେଲେ ସାମି
ତ୍ରିନିଦାଦ୍, ୨୪।୮: ଏଠାରେ ଚାଲିଥିବା କାରବୀୟନ ପ୍ରିମିୟର ଲିଗ୍ (ସିପିଏଲ୍)ର ୧୦ମ ମ୍ୟାଚରେ ଡାରେନ ସାମିଙ୍କ ନେତୃତ୍ୱାଧୀନ ସେଣ୍ଟ ଲୁସିଆ ଜୌକ୍ସ ୧୦ ରନରେ ଗୁୟାନା ଆମାଜନ ଓ୍ବାରିୟର୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ସେଣ୍ଟ ଲୁସିଆ…
ରିୟାଙ୍କ ଜୀବନୀ ସହ ମେଳ ଖାଉଛି ଇଂଲଣ୍ଡ କ୍ରିକେଟରଙ୍କ ୬ ବର୍ଷ ତଳର ଏକ ଟୁଇଟ୍
ଇଂଲଣ୍ଡର ବୋଲର ଜୋଫ୍ରା ଆର୍ଚର ନିଜ ଟୁଇଟ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଥରନ୍ତି। ତେବେ ରିୟାଙ୍କୁ ନେଇ ୬ ବର୍ଷ ତଳେ ଅର୍ଥାତ୍ ୨୦୧୪, ଜୁଲାଇ ୧୬ରେ କରିଥିବା ଏକ ଟୁଇଟ୍ ଏବେ ଭାଇରାଲ ହେବାରେ ଲାଗିଛି। ଏହି ଟୁଇଟ୍ରେ ସେ…
ଏହି ଫିଲ୍ମ ବାରମ୍ଭାର ଦେଖିବାକୁ ପସନ୍ଦ କରନ୍ତି ରୋହିତ ଶର୍ମା
ଭାରତୀୟ କ୍ରିକେଟ ଦଳର ଉପଅଧିନାୟକ ରୋହିତ ଶର୍ମାଙ୍କୁ ଚଳିତବର୍ଷ ରାଜୀବ ଗାନ୍ଧୀ ଖେଳରତ୍ନ ପୁରସ୍କାରରେ ସମ୍ମାନୀତ କରାଯିବ ବୋଲି ଘୋଷଣା କରାଯାଇଛି। ଏଥିରେ ଖୁସି ବ୍ୟକ୍ତ କରିଛନ୍ତି ସେ। ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ରୋହିତ୍ ଏବେ ଆଇପିଏଲ୍ ଖେଳିବା ପାଇଁ ଦୁବାଇ…
ସ୍ତ୍ରୀ, ପୁଅଙ୍କୁ ମିସ୍ କରୁଛନ୍ତି ଏହି କ୍ରିକେଟର୍, କହିଲେ ଏମିତି କଥା
ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲ୍ ଖେଲିବା ପାଇଁ ଏବେ ୟୁଏଇ ଗସ୍ତରେ ଯାଇଛନ୍ତି। ନିକଟରେ ପିତା ହୋଇଥିବା ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସ ଦଳ ସହ ଯୋଡି ହୋଇଛନ୍ତି। ଏହି ସମୟରେ ସ୍ତ୍ରୀ ନତାଶା ଷ୍ଟାନକୋଭିକ୍ ଏବଂ ପୁଅ…
ଧୋନୀ-ରୋହିତଙ୍କ ପ୍ରଶଂସକଙ୍କ ମଧ୍ୟରେ ହେଲା ଜୋରଦାର ଝଗଡା, ସେହ୍ବାଗ କହିଲେ ଏମିତି
ଭାରତୀ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବଂ ରୋହିତ ଶର୍ମାଙ୍କ ପ୍ରଶଂସକଙ୍କ ମଧ୍ୟରେ ଝଗଡା ହୋଇଛି। ପରିସ୍ଥିତି ମାଡ ମରାମରି ଉପରେ ପହଞ୍ଚିଥିଲା। ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ୍ ଏହି ଝଗଡା ଉପରେ ନିଜ ମତ…

