ଟସ୍‌ ଜିତି ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଲୋକେଶ ରାହୁଲଙ୍କ ନେତୃତ୍ୱାଧୀନ ପଞ୍ଜାବ ପ୍ରଥମେ ବୋଲିଂ କରିବ। ଟୁର୍ନାମେଣ୍ଟରେ ଦିଲ୍ଲୀ ବର୍ତ୍ତମାନ ସୁଦ୍ଧା ୯ ମ୍ୟାଚ୍‌ ଖେଳି ୭ ବିଜୟ ଓ ୨ ପରାଜୟ ସହ ୧୪ ପଏଣ୍ଟ ପାଇ ଟେବୁଲ ତାଲିକାର ସର୍ବାଗ୍ରେ ରହିଛି। ଅପରପକ୍ଷରେ ପଞ୍ଜାବ ୯ ମ୍ୟାଚରୁ ୩ ବିଜୟ ଓ ୬ ପରାଜୟ ସହ ୬ ପଏଣ୍ଟ ପାଇ ଟେବୁଲର ୭ମ ସ୍ଥାନ ଲାଭ କରିଛି। ସ୍ମରଣଯୋଗ୍ୟ, ଦିଲ୍ଳୀ ଓ ପଞ୍ଜାବ ମଧ୍ୟରେ ଚଳିତ ସିଜନରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ଟାଇ ରହିଥିଲା। ତେବେ ସୁପର୍‌ ଓଭରରେ ଦିଲ୍ଲୀ ବାଜିମାତ୍‌ କରିନେଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ହାର୍ଦ୍ଦିକ୍‌-ଉର୍ବଶୀ ଲିଙ୍କ୍‌ଅପ୍‌

ମୁମ୍ବାଇ: ଚର୍ଚ୍ଚାରେ ବଲିଉଡ୍‌ ନାୟିକା ଉର୍ବଶୀ ରୌଟେଲା। ସୋସିଆଲ୍‌ ମିଡିଆରେ ଲୋକେ ତାଙ୍କୁ ଲୋକପ୍ରିୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସହ ପୁଣି ଯୋଡ଼ିବା ଆରମ୍ଭ କରିଦେଇଛନ୍ତି।...

ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌: ଇଂଲଣ୍ଡ ତୃତୀୟ ସ୍ଥାନକୁ ଉନ୍ନୀତ

ଦୁବାଇ, ୨୯ା୭ (ପି.ଟି.)-ମଙ୍ଗଳବାର ଓ୍ବେଷ୍ଟଇଣ୍ଡଜି ବିପକ୍ଷ ୩ମ୍ୟାଚ ବିଶିଷ୍ଟ ସିରିଜ ୨-୧ରେ ଜିତିବା ପରେ ଆଇସିସି ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ ର଼୍ୟାଙ୍କିଙ୍ଗ ତାଲିକାରେ ଇଂଲଣ୍ଡ ତୃତୀୟ...

ଆଇସିସି ହଲ୍‌ ଅଫ ଫେମ୍‌ରେ ସାମିଲ ହେଲେ ସଚିନ

ଲଣ୍ଡନ, ୧୯।୭: ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ଆଇସିସି ହଲ୍‌ ଅଫ୍‌ ଫେମ୍‌ରେ ସାମିଲ ହୋଇଛନ୍ତି। ତାଙ୍କ ସହ ଦକ୍ଷିଣ ଆଫ୍ରିକାର ମହାନ କ୍ରିକେଟର ଆଲାନ ଡୋନାଲ୍ଡ...

୨୦୨୨ ଏଏଫ୍‌ସି ମହିଳା ଏସିଆନ କପ୍‌ ଆୟୋଜନ କରିବ ଭାରତ

ନୂଆଦିଲ୍ଳୀ,୫।୬(ପି.ଟି.): ଭାରତ ୨୦୨୨ ମହିଳା ଏସିଆନ୍‌ କପ୍‌ ଆୟୋଜନ କରିବାକୁ ଅଧିକାର ପାଇଛି। ଏସିଆନ୍‌ ଫୁଟବଲ କନ୍‌ଫେଡେରେଶନ ୧୯୭୯ ପରେ ପ୍ରଥମଥର ପାଇଁ ଏହି ଟୁର୍ନାମେଣ୍ଟ...

ଆଇସିସି ନିୟମ ଭୁଲି ଗଲେ ଇଂଲଣ୍ଡ ଖେଳାଳି

ଅହମ୍ମଦାବାଦ,୨୪।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚାଲିଥିବା ଭାରତ ବିପକ୍ଷ ତୃତୀୟ ଟେଷ୍ଟର ପ୍ରଥମ ଦିନ ଇଂଲଣ୍ଡ ଅଲରାଉଣ୍ଡର ବେନ ଷ୍ଟୋକ୍ସଙ୍କୁ ବଲରେ ଛେପ ଲଗାଉଥିବା...

ଶାମିଙ୍କ ଖେଳିବା ସମ୍ଭାବନା କମ୍‌

ଆଡିଲେଡ୍‌, ୧୯।୧୨- ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ୍‌ର ବଳକା ମ୍ୟାଚ୍‌ରେ ଭାରତୀୟ ପେସର ମହମ୍ମଦ ଶାମିଙ୍କ ଖେଳିବା ସମ୍ଭାବନା କମ୍‌। କାରଣ ପ୍ରଥମ ଟେଷ୍ଟରେ ବ୍ୟାଟିଂ...

୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ କ୍ୟାମ୍ପରେ ଓଡ଼ିଶାର ଜ୍ୟୋତି, ମଞ୍ଜୁ ସାମିଲ

ଭୁବନେଶ୍ୱର, ୭।୭(ସ୍ପୋଟର୍‌ସ ବ୍ୟୁରୋ): ଗୋଆରେ ଆସନ୍ତା ୨୦ରୁ ଅଗଷ୍ଟ ୩୧ ତାରିଖ ମଧ୍ୟରେ ଆୟୋଜନ ହେବାକୁ ଥିବା ୧୭ ବର୍ଷରୁ କମ୍‌ ଜାତୀୟ ମହିଳା ଫୁଟବଲ...

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଧର୍ମଶାଳା,୧୨।୧୧:(ଡି.ଏନ.ଏ.) ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ...

Play 250+ Trending Games
Archives

Model This Week

Why Dharitri