୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍‌ର ଏହି ମାଲିକାଣୀ

ବର୍ତ୍ତମାନ ଆଇପିଏଲ୍‌ ମ୍ୟାଚ୍‌ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍‌ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା ବିଷୟରେ ଜଣାଇଛନ୍ତି। ଏକ ଭିଡିଓରେ ପ୍ରୀତି କହିଛନ୍ତି, ସେ ବାୟୋ ବବୁଲରେ ରହୁଛନ୍ତି। ଏଥିସହ ସେ ନିଜକୁ କରୋନା ଟେଷ୍ଟର ରାଣୀ ବୋଲି କହିଛନ୍ତି। କାରଣ ସେ ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ଥର କରୋନା ଟେଷ୍ଟ କରିସାରିଛନ୍ତି। ଭିଡିଓରେ ପ୍ରୀତିଙ୍କର କରୋନା ଟେଷ୍ଟ ସମୟର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳୁଛି।
ଆହୁରି ମଧ୍ୟ ସେ କହିଛନ୍ତି, ଆଇପିଏଲ୍‌ ବାୟୋ ବବୁଲରେ ଜୀବନ ବିତାଇବା ତାଙ୍କୁ କିପରି ବୋଲି ଅନେକ ପ୍ରଶ୍ୱ କରୁଛନ୍ତି। ଏହାର ଉତ୍ତରରେ ସେ କହିଛନ୍ତି,ଏହା ୬ ଦିନର କ୍ୱାରାଣ୍ଟାଇନ। ପ୍ରତି ୩ରୁ ୪ ଦିନରେ ଥରେ କରୋନା ଟେଷ୍ଟ ହେଉଛି। ବାହାରକୁ ଯିବା ମନା। ଡ୍ରାଇଭର, ରେଷେୟା, ସମସ୍ତେ ବାୟୋ ବବୁଲରେ ରହୁଛନ୍ତି। ତେଣୁ ବାହାର ଲୋକଙ୍କ ସହ କୌଣସି କଥାବାର୍ତ୍ତା ନାହିଁ। ଶେଷରେ ମହାମାରୀ ମଧ୍ୟରେ ଆଇପିଏଲ୍‌ ହେଉଥିବାରୁ ଆମେ ଖୁସି ହେବା ଉଚିତ୍‌ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସସପେନ୍ସ ଶେଷ, ନୁସରତ୍‌ ଜାହାଁଙ୍କ ଶିଶୁ ପୁତ୍ରଙ୍କର ଜନ୍ମ ପ୍ରମାଣ ପତ୍ର ଭାଇରାଲ…

କୋଲକାତା,୧୬।୯: ଅଭିନେତ୍ରୀ ନୁସରତ୍‌ ଜାହାଁଙ୍କ ଶିଶୁପୁତ୍ରଙ୍କର ଜନ୍ମପ୍ରମାଣ ପତ୍ର ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଫଳରେ ଦୀର୍ଘଦିନ ଧରି ତାଙ୍କ ପୁତ୍ରଙ୍କ ପିତା...

ସନ୍ନି ଲିଓନ, ସ୍ବାମୀ ଡାନିଏଲ୍‌ଙ୍କୁ ମିଳିଲା ଆଶ୍ୱସ୍ତି

ମୁମ୍ବାଇ,୧୬ା୧୧: ଅଭିନେତ୍ରୀ ସନ୍ନି ଲିଓନ ଏବଂ ତାଙ୍କ ସ୍ବାମୀ ଡାନିଏଲ ଓ୍ବେବର ଏବେ ଚର୍ଚ୍ଚାରେ ଅଛନ୍ତି। ଏହି ଦମ୍ପତିଙ୍କୁ କେରଳ ହାଇକୋର୍ଟରୁ ଆଶ୍ୱସ୍ତି ମିଳିଛି। ବୁଧବାର...

ରିୟାଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଲା

ମୁମ୍ବାଇ: ଡ୍ରଗ୍ସ ଲିଙ୍କ୍‌ ମାମଲାରେ ଗିରଫ ହୋଇଥିବା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଓ ତାଙ୍କ ଭାଇ ସୌଭିକ୍‌ ଚକ୍ରବର୍ତ୍ତୀଙ୍କ ଜାମିନ ଆବେଦନ ଶୁଣାଣି ଘୁଞ୍ଚିଛି। ମଙ୍ଗଳବାର...

ଅମନଙ୍କ ସ୍ବପ୍ନ

ଗୀତକୁ ନେଇ ସ୍ବପ୍ନ ଦେଖନ୍ତି ଅମନ। ଗୀତକୁ ସାଥିକରି ସେ ବାଟ ଚାଲିବେ – ଏମିତି ମଧ୍ୟ ଏକ ନିଷ୍ପତ୍ତି ନେଇଛନ୍ତି ଅମନ। ଅମନଙ୍କ ପୂରାନାମ...

ଆଶା ଆଶଙ୍କାରେ ପାର୍ବତୀ

ଭୁବନେଶ୍ୱର, ୨୮।୫(କ୍ରୀଡ଼ା ପ୍ରତିନିଧି): କରୋନାର କଷଣ ମଧ୍ୟରେ ପ୍ରଭାବିତ ହୋଇଛି କ୍ରୀଡ଼ା ଦୁନିଆ। ବିଶେଷକରି ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ସମ୍ଭବ...

ପରପାରିରେ ‘ଶୋଲେ’ର କାଲିଆ

ମୁମ୍ବାଇ,୩୦।୯: ‘ଶୋଲେ’ ଫିଲ୍ମରେ କାଲିଆ ଭୂମିକାରେ ଅଭିନୟ କରି ଖ୍ୟାତି ହାସଲ କରିଥିବା ଅଭିନେତା ବିଜୁ ଖୋଟେଙ୍କର ସୋମବାର ୭୮ ବର୍ଷରେ ପରଲୋକ ହୋଇଛି। ଦୀର୍ଘ...

ମାତ୍ର ୨୦ ବଲ୍‌ରେ ବିସ୍ଫୋରକ ଅର୍ଦ୍ଧଶତକ ହାସଲ କଲେ ଏହି କ୍ରିକେଟର୍‌: ଭାଙ୍ଗିଲେ ଅନେକ ରେକର୍ଡ

ମୁମ୍ବାଇ,୧୩।୪: ଆଇପିଏଲର ୧୪ ତମ ସିଜନରେ କିଙ୍ଗସ ଏକାଦଶ ପଞ୍ଜାବ ବିଜୟର ସହିତ ଖାତା ଖୋଲିଛି। ଏକ ରୋମାଞ୍ଚକର ମ୍ୟାଚରେ ପୂର୍ବତନ ଚାମ୍ପିୟନ ରାଜସ୍ଥାନ ରୟାଲ୍ସକୁ...

ସବୁ କିଛି ପରେ ବି ଜିତିପାରିଲା ନାହିଁ ଭାରତ

କାନପୁର,୨୯।୧୧: ସବୁ କିଛି ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନାହିଁ କାନପୁର ଟେଷ୍ଟର ଫଳାଫଳ। ଶେଷରେ ଡ୍ର’ ସହ ଶେଷ ହୋଇଛି ନ୍ୟୁଜିଲାଣ୍ଡ...

Advertisement
Archives

Model This Week