Posted inଖେଳ

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଆସନ୍ତୁ ଜାଣିବା..

ମହେନ୍ଦ୍ର ସିଂ ଧୋନୀ
ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ବଟର୍‌ ଚିକେନ୍‌ ସହ ନାନ୍‌ ଖାଇବାକୁ ପସନ୍ଦ କରନ୍ତି।

ବିରେନ୍ଦ୍ର ସେହ୍ବାଗ
ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ବିରେନ୍ଦ୍ର ସେହ୍ବାଗ ବିରିୟାନୀ ଖାଇବାକୁ ବେଶୀ ଭଲ ପାଆନ୍ତି।

ରାହୁଲ ଦ୍ରାଭିଡ
ଦ ଓ୍ବାଲ୍‌ ନାମରେ ପରିଚିତ ରାହୁଲ ଦ୍ରାଭିଡ କଙ୍କଡା ତରକାରୀ ଖାଇବାକୁ ପସନ୍ଦ କରନ୍ତି।

ସୁରେଶ ରାଇନା
ସୁରେଶ ରାଇନା ଚିକେନ କବାବ ଖାଇବାକୁ ଭଲ ପାଆନ୍ତି।

ରୋହିତ ଶର୍ମା
ଭାରତୀୟ ଦଳର ଓପନର୍‌ ଆଳୁ ପରଟା ଖାଇବାକୁ ଖୁବ୍‌ ପସନ୍ଦ କରନ୍ତି।

ବିରାଟ କୋହଲି
ଭାରତୀୟ ଅଧିନାୟକ ବିରାଟ କୋହଲି ଜାପାନିଜ୍‌ ଫୁଡ୍‌ ସୁଶି ଖାଇବାକୁ ଭଲ ପାଆନ୍ତି।
ସଚିନ ତେନ୍ଦୁଲକର
ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଚିଙ୍ଗୁଡି ଏବଂ ମାଛ ମସଲା ଖାଇବାକୁ ପସନ୍ଦ କରନ୍ତି।

ମୁରଲି ବିଜୟ
ମୁରଲି ବିଜୟଙ୍କୁ ସମ୍ପୂର୍ଣ୍ଣ ଦେସୀ ଭାତ ଏବଂ ଡାଲି ଖାଇବାକୁ ଭଲ ପାଆନ୍ତି।

ଯୁବରାଜ ସିଂ
ଯୁବରାଜ ସିଂଙ୍କୁ ମଟର ପନିର ଏବଂ ଭାତ ଖାଇବାକୁ ପସନ୍ଦ।

ରବିଚନ୍ଦ୍ରନ ଅଶ୍ୱିନ
ରବିଚନ୍ଦ୍ରନ ଅଶ୍ୱିନଙ୍କୁ ମା’ଙ୍କ ହାତରନ୍ଧା ପନିର୍‌ କ୍ୟାପ୍ସିକମ୍‌ ଖାଇବାକୁ ଭଲ ଲାଗେ

ହରଭଜନ ସିଂ
ହରଭଜନ ସିଂଙ୍କୁ ଦହି ଏବଂ ଆଚାର ଖାଇବାକୁ ଭଲ ଲାଗେ


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ ଆୟୋଜନ ପାଇଁ ୟୁଏଇ ଆଗ୍ରହୀ

ଦୁବାଇ, ୭।୬(ପି.ଟି.)- ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ) ଆୟୋଜନ ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ) ଆଗ୍ରହ ପ୍ରକାଶ କରିଛି। କୋଭିଡ-୧୯ ପାଇଁ ଭାରତ...

ଭାରତର ଐତିହାସିକ ବିଜୟରେ ଶତମୁଖ ଆନନ୍ଦ ମହିନ୍ଦ୍ରା: ୬ ଖେଳାଳିଙ୍କୁ ଦେବେ ଏସ୍‌ୟୁଭି କାର

ଅଷ୍ଟ୍ରେଲିଆ ବିପକ୍ଷରେ ସିରିଜ୍‌ ହାତେଇବା ପରେ ଭାରତୀୟ ଟିମ୍‌ର ଭୂରି ଭୂରି ପ୍ରଶଂସା କରାଯାଉଛି । ଭାରତର ଏହି ଐତିହାସିକ ବିଜୟ ପରେ ଖେଳାଳିମାନଙ୍କୁ ବିସିସିଆଇ...

ଇଣ୍ଡିଆନ ସୁପର ଲିଗ୍‌: ଫାଙ୍କା ଷ୍ଟାଡିୟମରେ ଏଟିକେ- ଚେନ୍ନାଇନ୍‌ ଫାଇନାଲ ଆଜି

ମାରଗାଓ, ୧୪।୩(ପି.ଟି.)- ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଭାରତର ଏହି ସର୍ବବୃହତ୍‌ ଫୁଟବଲ ଲିଗ୍‌ ଷଷ୍ଠ ସଂସ୍କରଣର ଫାଇନାଲ ମ୍ୟାଚ୍‌ରେ...

ନୂଆ ଜର୍ସିରେ ବିରାଟ ବାହିନୀ

ବର୍ମିଂହାମ,୨୯।୬- ଭାରତୀୟ ଅଧିନାୟକ ବିରାଟ କୋହଲି ଓ ଉଇକେଟକିପର ବ୍ୟାଟ୍ସମ୍ୟାନ ମହେନ୍ଦ୍ର ସିଂ ଧୋନୀଙ୍କ ସମେତ ଦଳର ଅନ୍ୟ ସଦସ୍ୟମାନେ ପ୍ରଥମ ଥର ଲାଗି ନୂଆ...

ହାଲେପ୍‌ ଇଟାଲିଆନ ଓପନ୍‌ ସେମିଫାଇନାଲରେ

ରୋମ୍‌, ୨୦ା୯ (ଏପି)-ପିଠିର ନିମ୍ନ ଭାଗରେ ଯନ୍ତ୍ରଣା ଯୋଗୁ କାଜାଖସ୍ତାନର ୟୁଲିଆ ପୁଟିଣ୍ଟସେଭା ମ୍ୟାଚ୍‌ ଅଧାରୁ ଓହରିଯିବା ଫଳରେ ଟପ୍‌ ସିଡ୍‌ ସିମୋନା ହାଲେପ୍‌ ପ୍ରଥମ...

ରାଜସ୍ଥାନ ଆଗରେ ଚଳିତ ଆଇପିଏଲର ସବୁଠୁ ବଡ଼ ଟାର୍ଗେଟ୍‌

ମୁମ୍ବାଇ, ୧୨ା୪- ଓ୍ବାଙ୍ଖଡେ ଷ୍ଟାଡିୟମ ଏବେ ବ୍ୟାଟ୍ସମ୍ୟାନଙ୍କ ପାଇଁ ପାଲଟିଛି ସ୍ବର୍ଗ। ସୋମବାର ଦେଖିବାକୁ ମିଳିଛି ଛକା ଓ ଚୌକାର ବର୍ଷା। ବୋଲରଙ୍କୁ କେବଳ ଭାଗ୍ୟ...

ଜର୍ମାନୀରେ ୩ ମାସ ଫସି ରହିବା ପରେ ଭାରତ ଫେରିଲେ ଆନନ୍ଦ

ଚେନ୍ନାଇ,୩୦।୫(ପି.ଟି.): ଶେଷରେ ପୂର୍ବତନ ବିଶ୍ୱ ଚେସ୍‌ ଚାମ୍ପିୟନ ବିଶ୍ୱନାଥନ୍‌ ଆନନ୍ଦ ସ୍ବଦେଶ ପ୍ରତ୍ୟାବର୍ତ୍ତନ କରିବେ। କୋଭିଡ୍‌-୧୯ ମହାମାରୀ କାରଣରୁ ଲାଗୁ ଥିବା ଯାତ୍ରା କଟକଣା ପାଇଁ...

ସମସ୍ତ ଫର୍ମାଟର ଟପ୍‌-୫ରେ କୋହଲି ଏକା

ଦୁବାଇ,୧୭।୩ : ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ରେ କ୍ରମାଗତ ଅର୍ଦ୍ଧଶକତ ହାସଲ କରିଥିବା ଭାରତୀୟ ଅଧିନାୟକ ବିରାଟ କୋହଲି ଟି୨୦ ବ୍ୟାଟ୍ସମ୍ୟାନଙ୍କ ତାଲିକାର...

Advertisement
Ten Cric Info


Archives

Model This Week