ଖେଳ

ଦ୍ୱିତୀୟ ଟି୨୦: ଇଂଲଣ୍ଡ ବିଜୟୀ

ମାଞ୍ଚେଷ୍ଟର,୩୧।୮(ପି.ଟି.): ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଟି୨୦ ମ୍ୟାଚ୍‌ରେ ଘରୋଇ ଇଂଲଣ୍ଡ ୫ ଉଇକେଟରେ ବିଜୟ ହାସଲ କରିଛି। ଫଳରେ ୩ ମ୍ୟାଚ୍‌ ବିଶିଷ୍ଟ ଏହି ସିରିଜରେ ଦଳ ୧-୦ରେ ଅଗ୍ରଣୀ ହାସଲ କରିଛି।…

କ୍ୟାରିବିୟାନ ପ୍ରିମିୟର ଲିଗ୍‌: ତ୍ରିନ୍‌ବାଗୋର କ୍ରମାଗତ ଷଷ୍ଠ ବିଜୟ

ପୋର୍ଟ ଅଫ୍‌ ସ୍ପେନ୍‌,୩୧।୮(ପି.ଟି.): କିରନ ପୋଲାର୍ଡଙ୍କ ଦମ୍‌ଦାର ବ୍ୟାଟିଂ ବଳରେ ଚଳିତ କାରିବିୟାନ ପ୍ରିମିୟର ଲିଗ୍‌ (ସିପିଏଲ୍‌)ରେ ତ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ କ୍ରମାଗତ ଷଷ୍ଠ ବିଜୟ ହାସଲ କରିଛି। ୨୮ ବଲରୁ ୭୨ ରନର ଧୂଆଁଧାର ପାଳି ଖେଳି ପୋଲାର୍ଡ ବିଜୟରେ…

ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌: ଭାରତ-ରୁଷିଆ ଯୁଗ୍ମ ବିଜେତା

ଚେନ୍ନାଇ, ୩୧ା୮ (ପି.ଟି.)- ଇଣ୍ଟରନେଟ୍‌ରେ ବିଭ୍ରାଟ ଓ ସର୍ଭର ସହିତ ଯୋଗାଯୋଗ ବ୍ୟାହତ ହେବାରୁ ଭାରତ ଓ ରୁଷିଆକୁ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡର ଯୁଗ୍ମ ଚାମ୍ପିୟନ ଘୋଷଣା କରାଯାଇଛି। ଫାଇନାଲ ଖେଳ ଚାଲିଥିବା ବେଳେ ସର୍ଭର ସହିତ ଯୋଗାଯୋଗ ବିଚ୍ଛିନ୍ନ…

ଜୁଭେଣ୍ଟସ୍‌ରେ ପ୍ରଥମ ଆମେରିକୀୟ ଖେଳାଳି

ତୁରିନ୍‌, ୩୧ା୮ (ଏପି)-ଜୁଭେଣ୍ଟସ ଫୁଟ୍‌ବଲ ଦଳରେ ଯୋଗଦାନ କରିବାରେ ପ୍ରଥମ ଆମେରିକୀୟ ଖେଳାଳି ହେଉଛନ୍ତି ମିଡ୍‌ଫିଲ୍ଡର ଓ୍ବେଷ୍ଟର୍ନ ମ୍ୟାକେନି। ଗୁରୁବାର ତୁରିନ୍‌ରେ ପହଞ୍ଚତ୍ବା ପରେ ୯ଥର ସିରିଜ ଏ’ ଚାମ୍ପିୟନ ଦଳ ତରଫରୁ ତାଙ୍କର କିଛି ଫଟୋ ପୋଷ୍ଟ କରିଥିଲା। ମ୍ୟାକେନି…

ବେଲ୍‌ଜିଆନ ଗ୍ରାଁ ପ୍ରି ଜିତିଲେ ହାମିଲଟନ

ସ୍ପା-ଫ୍ରାଙ୍କୋରଚାମ୍ପ୍ସ, ୩୦ା୮ (ଏପି)-ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ବେଲ୍‌ଜିଆନ ଫର୍ମୁଲା ଓ୍ବାନ୍‌ ମୋଟର ରେସ୍‌ ଜିତିଛନ୍ତି। ଏହା ହେଉଛି ତାଙ୍କ କ୍ୟାରିୟରର ୮୯ତମ ଟାଇଟଲ। ଫର୍ମୁଲା ଓ୍ବାନ ରେକର୍ଡଧାରୀ ମାଇକେଲ ସୁମାକରଙ୍କଠାରୁ ସେ ଦୁଇଟି ବିଜୟ ପଛରେ ରହିଛନ୍ତି। ବିଶ୍ୱଚାମ୍ପିୟନ ଡ୍ରାଇଭର ପୋଲ…

କୋହଲି-ଫିଞ୍ଚ୍‌ଙ୍କ ସମକକ୍ଷ ହେଲେ ଏହି ପାକିସ୍ତାନ କ୍ରିକେଟର୍‌

ମାଞ୍ଚେଷ୍ଟର, ୩୦।୮: ଘରୋଇ ଇଂଲଣ୍ଡ ବିପକ୍ଷରେ ଏଠାରେ ଅନୁଷ୍ଠିତ ୨ୟ ଟି୨୦ ମ୍ୟାଚ୍‌ ଅବସରରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଏକ ଦର୍ଶନୀୟ ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି। ଟସ୍‌ ହାରି ବ୍ୟାଟିଂ ସୁଯୋଗ ପାଇଥିବା ପାକିସ୍ତାନ ନିର୍ଦ୍ଧାରିତ ୨୦ ଓଭରରେ ୪…

ଅନୁଷ୍କା ମା’ ହେବା କଥା ଜାଣି ଦେଡଶୂର କହିଲେ ଏମିତି କଥା

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଏବଂ ସସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା ଖୁବଶୀଘ୍ର ୨ରୁ ୩ ହେବାକୁ ଯାଉଛନ୍ତି। ୨୦୨୧ ଜାନୁୟାରୀ ଅନୁଷ୍କା ନିଜ ପ୍ରଥମ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କୁ ଚାରିଆଡୁ ଶୁଭେଚ୍ଛା…

ଟି୨୦ କ୍ରିକେଟ୍‌ରେ ଗୋଟିଏ ଦିନରେ ଶତକ, ଅର୍ଦ୍ଧଶତକ ହାସଲ କଲେ ଏହି ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ, ୩୦।୮: କ୍ରିକେଟ୍‌ ଖେଳରେ ସର୍ବଦା ନୂଆ ନୂଆ ରେକର୍ଡ ପ୍ରତିଷ୍ଠା ହୋଇଥାଏ। କିନ୍ତୁ ନିକଟରେ ଟି୨୦ କ୍ରିକେଟ୍‌ରେ ଏହିଭଳି ଏକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଭାଙ୍ଗିବା ସମ୍ଭବତଃ କୌଣସି ବ୍ୟାଟ୍ସମ୍ୟାନ ପକ୍ଷେ କଷ୍ଟକର ହୋଇପାରେ। ବେଲ୍‌ଜିୟମ କ୍ରିକେଟ୍‌ ଦଳର…

ଆଇପିଏଲ୍‌ରେ ସର୍ବାଧିକ ଥର ଶୂନରେ ଆଉଟ୍‌ ହୋଇଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ, ୩୦।୮: ବିଶ୍ୱର ସବୁଠାରୁ ଶ୍ରେଷ୍ଠ ଟି୨୦ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଖେଳ ସହିତ ଏହାର ଅନନ୍ୟ ରେକର୍ଡ ପାଇଁ ମଧ୍ୟ ପରିଚିତ। ଆଇପିଏଲ୍‌ରେ ଏହିପରି ଅନେକ ରେକର୍ଡ ସୃଷ୍ଟି ହୋଇଛି, ଯାହାକୁ ଖେଳାଳିମାନେ ସର୍ବଦା ମନେ ରଖିଥାନ୍ତି।…

ମୁମ୍ବାଇ ଇଣ୍ଡିଆନ୍ସର ନୂଆ ଜର୍ସି ଉନ୍ମୋଚିତ

ଦୁବାଇ, ୩୦।୮- ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍‌ ଟୁର୍ନାମେଣ୍ଟ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସିଜନ-୧୩ ପୂର୍ବରୁ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଦଳ ଏହାର ନୂଆ ଜର୍ସି ଉନ୍ମୋଚିତ କରିଛି। ପୂର୍ବବର୍ଷ ପରି ଏଥର ମଧ୍ୟ ମୁମ୍ବାଇର ଜର୍ସି…

ଏହି ଭାରତୀୟ କ୍ରିକେଟରଙ୍କ ପାଇଁ ଭାବୁକ ହେଲେ ଅଷ୍ଟ୍ରେଲିଆ ଖେଳାଳି

ଦୁବାଇ,୩୦।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ରାଇନା ସର୍ବଦା ସିଏସ୍‌କେର ଗୁରୁତ୍ୱପୂର୍ଣ୍ଣ…

ଆଇପିଏଲ୍‌ର ସବୁଠୁ ମହଙ୍ଗା ଖେଳାଳି କିଏ ଜାଣନ୍ତି କି

କ୍ରିକେଟ ଦୁନିଆର ସବୁଠୁ ବଡ ଟି -୨୦ କ୍ରିକେଟ ଲିଗ ଇଣ୍ଡିଆନ ପ୍ରିମିୟର ଲିଗ୍‌ର ତାରିଖ ଯେତିକି ପାଖେଇ ଆସୁଛି, ଏହାର ଉତ୍ସାହ କ୍ରମାଗତ ଭାବେ ବଢୁଛି। ଆଇପିଏଲ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ଖେଳାଳିମାନେ ପ୍ରସ୍ତୁତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?