ଖେଳ

ସଙ୍କଟରେ ରାଇନାଙ୍କ ସିଏସ୍‌କେ କ୍ୟାରିୟର

ଦୁବାଇ, ୧ା୯: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି।…

ସିଏସ୍‌କେ ସହ ଶେଷ ହୋଇପାରେ ରାଇନାଙ୍କ କ୍ୟାରିୟର

ଦୁବାଇ, ୩୧ା୮: ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ) ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ହେବାକୁ ଯାଉଛି। ବିଭିନ୍ନ ଦଳର ଖେଳାଳିମାନେ ସେଠାରେ ପହଞ୍ଚତ୍ବା ପରେ କରୋନା କଟକଣା ଜନିତ କ୍ୱାରାଣ୍ଟାଇନ୍‌ ଅବଧି ଶେଷ କରି ଅଭ୍ୟାସ ଆରମ୍ଭ କରିଛନ୍ତି।…

ଏକମାତ୍ର ଭାରତୀୟ ଦ୍ରୁତ ବୋଲର ଭାବେ ଏହି ସଫଳତା ପାଇଛନ୍ତି ଶ୍ରୀନାଥ

ନୂଆଦିଲ୍ଲୀ, ୩୧।୮: ଭାରତୀୟ କ୍ରିକେଟ୍‌ ଦଳରେ ବର୍ତ୍ତମାନ ଯଶପ୍ରୀତ୍‌ ବୁମ୍‌ରା, ମହମ୍ମଦ ସାମି, ଇଶାନ୍ତ ଶର୍ମାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର ରହିଛନ୍ତି। କିନ୍ତୁ ଏଭଳି ଏକ ସମୟ ଥିଲା ଯେତେବେଳେ ଭାରତୀୟ କ୍ରିକେଟ୍‌ରେ ଦ୍ରୁତ ବୋଲରଙ୍କୁ ଗୁରୁତ୍ୱ ଦିଆଯାଉ…

୧୦ ମ୍ୟାଚ୍‌ରେ ୨୯ ଛକା ମାରିଲେଣି ଏହି ବ୍ୟାଟ୍ସମ୍ୟାନ

ମାଞ୍ଚେଷ୍ଟର, ୩୧।୮: କ୍ରିକେଟ୍‌ର ସବୁଠାରୁ ଛୋଟିଆ ଫର୍ମାଟ୍‌ ଟି୨୦ରେ ଛକା-ଚୌକା ବୃଷ୍ଟି ହେବା ଏକ ସାଧାରଣ କଥା। ବିଶ୍ୱର ଅନେକ ବ୍ୟାଟ୍ସମ୍ୟାନ ରହିଛନ୍ତି ଯେଉଁମାନେ ଟି୨୦ କ୍ରିକେଟ୍‌ରେ ଲମ୍ବା ଲମ୍ବା ଛକା ମାରିବାରେ ବେଶ୍‌ ପାରଙ୍ଗମ। ସେମାନଙ୍କ ମଧ୍ୟରେ କ୍ରିସ୍‌ ଗେଲ୍‌,…

ଆଇପିଏଲ୍‌ ପୂର୍ବରୁ ୩ଥର କରୋନା ଟେଷ୍ଟ କଲେ ଡି ଭିଲର୍ସ

ଦୁବାଇ, ୩୧।୮: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଲାଗି ଆଇପିଏଲ୍‌ ଭାରତ ପରିବର୍ତ୍ତେ ୟୁଏଇରେ ଖେଳାଯିବ। ବିଶ୍ୱର ଅନ୍ୟତମ ବିସ୍ଫୋରକ ବ୍ୟାଟ୍ସମ୍ୟାନ ଦକ୍ଷିଣ ଆଫ୍ରିକାର ଏବି…

ପ୍ରେମ ପାଇଁ ଦେଶ ଛାଡିଥିଲେ ଏହି କ୍ରିକେଟର୍‌

ଆଇପିଏଲ୍‌ରେ ଏମଏସ ଧୋନୀଙ୍କ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ତାରକା ବୋଲର ଇମ୍ରାନ ତାହିର ପାକିସ୍ଥାନର ଅଟନ୍ତି। ଭାରତୀୟ ମୂଳ ଦକ୍ଷିଣ ଆଫ୍ରିକୀୟ ସୁମାୟା ଦିଲଦାରଙ୍କୁ ତାଙ୍କ ଜାବନସାଥୀ ଭାବରେ ବାଛିଥିଲେ ସେ। ତାହିର ଆଜି ଯେଉଁ ସ୍ଥାନରେ ଅଛନ୍ତି, ସେଥିରେ…

ଧୋନୀଙ୍କ ପ୍ରଶଂସା କରୁ କରୁ ଏମିତି ଭୁଲ୍‌ କରିଦେଲେ ଏହି କ୍ରିକେଟର୍‌

ଦୁବାଇ,୩୧।୮: ୟୁଏଇରେ ଆଇପିଏଲ ଆରମ୍ଭ ହେବା ପୂର୍ବରୁ ଚେନ୍ନାଇ ସୁପର କିଙ୍ଗ୍ସ ଦଳକୁ ଝଟ୍‌କା ଲାଗିଛି। ଉପଅଧିନାୟକ ସୁରେଶ ରାଇନା ବ୍ୟକ୍ତିଗତ କାରଣରୁ ଭାରତକୁ ଫେରିବା ପରେ ଦଳ ଏକ ବଡ଼ ଅସୁବିଧାର ସମ୍ମୁଖୀନ ହୋଇଛି। ଅଧିନାୟକ ମହେନ୍ଦ୍ର ସିଂ ଧୋନୀ…

ରାଇନାଙ୍କ ଉପରେ ରାଗିଲେ ସିଏସ୍‌କେ ମାଲିକ, ଜାଣନ୍ତୁ କାହିଁକି

ଚେନ୍ନାଇ,୩୧।୮: ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ଟିମ୍‌ ଚେନ୍ନାଇ ସୁପର୍‌ କିଙ୍ଗ୍ସ(ସିଏସ୍‌କେ) ଦଳର ଗୁରୁତ୍ୱପୂର୍ଣ୍ଣ ଖେଳାଳି ସୁରେଶ ରାଇନା ଆଇପିଏଲ୍‌ରୁ ଓହରି ଯାଇଛନ୍ତି। ଏନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ ମାଲିକ ଏନ ଶ୍ରୀନିବାସନ। ସୁରେଶ ରାଇନାଙ୍କ ଆଇପିଏଲ ଛାଡିଥିବାରୁ ସେ…

ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା: କୋହଲି

ଦୁବାଇ,୩୧।୮(ପି.ଟି): ଦୀର୍ଘ ୫ ମାସ ପରେ ପ୍ରଥମଥର ପାଇଁ ନେଟ୍ସରେ ଅଭ୍ୟାସ କରିବାକୁ ଡର ଲାଗିଥିଲା ବୋଲି ଭାରତୀୟ ଅଧିନାୟକ ବିରାଟ କୋହଲି କହିଛନ୍ତି। ତେବେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ସେସନ ପୂର୍ବରୁ ଏହି ପ୍ରଥମ ଟ୍ରେନିଂ ଆଶାଠାରୁ ଭଲ…

ସିସାବା ଚେନ୍ନାଇନ୍‌ ଏଫ୍‌ସି ମୁଖ୍ୟ କୋଚ୍‌

ଚେନ୍ନାଇ, ୩୧ା୮ (ପି.ଟି.)-ଦୁଇଥର ଆଇଏସ୍‌ଏଲ ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ୨୦୨୦-୨୧ ସିଜନ ପାଇଁ ଅଭିଜ୍ଞ ସିସାବା ଲାସ୍‌ଜ୍ଲୋଙ୍କୁ ରବିବାର ଏହାର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି ଦେଇଛି। ଏସିଆର କୌଣସି ଫୁଟ୍‌ବଲ କ୍ଲବର କୋଚ୍‌ ଭାବେ ନିଯୁକ୍ତି ପାଇବା ୫୬ ବର୍ଷୀୟ…

ନୂଆ ଚୁକ୍ତି ପାଇଁ ଇବ୍ରାହିମୋଭିଚ୍‌ ପ୍ରସ୍ତୁତ

ମିଲାନ, ୩୧ା୮(ଏପି)-ସ୍ବିଡିଶ ପ୍ରଫେସନାଲ ଫୁଟ୍‌ବଲ ଖେଳାଳି ଜ୍ଳାଟାନ ଇବ୍ରାହିମୋଭିଚ୍‌ ଇଟାଲୀ ଫେରିଛନ୍ତି। ଏସି ମିଲାନ ସହ ନୂଆ ଚୁକ୍ତି କରିବା ଲାଗି ସେ ପ୍ରସ୍ତୁତ ଥିବା କହିଛନ୍ତି। ୩୮ ବର୍ଷୀୟ ଇବ୍ରାହିମୋଭିଚ୍‌ ୭ ନିୟୁତ ୟୁରୋ (୮.୩ ନିୟୁତ ଡଲାର) ବିନିମୟରେ…

ଓ୍ବେଷ୍ଟର୍ନ ଆଣ୍ଡ ସଦର୍ନ ଓପନ୍‌ : ଜୋକୋଭିଚ୍‌ ଜିତିଲେ ୩୫ତମ ମାର୍ଷ୍ଟସ ଟାଇଟଲ

ନ୍ୟୁୟର୍କ,୩୧।୮(ଏପି): ଅଭିଜ୍ଞ ସର୍ବୀୟ ଟେନିସ ତାରକା ନୋଭାକ ଜୋକୋଭିଚ ଶନିବାର ଆଉ ଏକ ଐତିହାସିକ ସଫଳତା ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏଟିପି ଓ୍ବେଷ୍ଟର୍ନ ଓ ସଦର୍ନ ଓପନ୍‌ରେ ସେ ଟାଇଟଲ ହାସଲ କରିଛନ୍ତି। ଫାଇାନାଲ ମୁକାବିଲାରେ ସେ କାନାଡ଼ାର ମିଲୋସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?