ପୁନିଆଙ୍କ ସମେତ ୩ ରେସ୍ଲରଙ୍କୁ କୋଭିଡ୍
ନୂଆଦିଲ୍ଲୀ, ୪ା୯ (ପି.ଟି.): କୋଭିଡ୍-୧୯ ଟେଷ୍ଟରେ ବିଶ୍ୱ ଚାମ୍ପିୟନଶିପ୍ ରୌପ୍ୟ ବିଜେତା ଦୀପକ ପୁନିଆଙ୍କ ସମେତ ୩ ଜଣ ସିନିୟର ପୁରୁଷ ରେସ୍ଲରଙ୍କ ଫଳାଫଳ ପଜିଟିଭ୍ ଆସିଥିବା ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଗୁରୁବାର କହିଛି। ଅଲିମ୍ପିକ ପାଇଁ ଯୋଗ୍ୟତା…
ପ୍ଲିସ୍କୋଭାଙ୍କ ବିଦାୟ
ନ୍ୟୁୟର୍କ, ୪।୯(ଏପି): ୟୁଏସ୍ ଓପନ୍ ମହିଳା ସିଙ୍ଗଲ୍ସରେ ଏକ ବଡ଼ ବିପର୍ଯ୍ୟୟ ଦେଖିବାକୁ ମିଳିଛି। ଟପ୍ ସିଡ୍ ମାନ୍ୟତା ପାଇଥିବା ଚେକ୍ ରିପବ୍ଲିକ୍ର କାରୋଲିନା ପ୍ଲିସ୍କୋଭା ଦ୍ୱିତୀୟ ରାଉଣ୍ଡରେ ଫ୍ରାନ୍ସର କାରୋଲିନ୍ ଗାର୍ସିଆଙ୍କଠାରୁ ପରାସ୍ତ ହୋଇ ବିଦାୟ ନେଇଛନ୍ତି। ଗାର୍ସିଆ ୬-୧,…
ଲଟସେଙ୍କୋ ୬ଷ୍ଠ ଷ୍ଟେଜ୍ ବିଜେତା
ପ୍ୟାରିସ, ୪ା୯: ଅଷ୍ଟାନା ରାଇଡର ଆଲେକ୍ସି ଲଟ୍ସେଙ୍କୋ ତାଙ୍କ କ୍ୟାରିୟରର ସବୁଠାରୁ ବଡ଼ ସଫଳତା ହାସଲ କରିଛନ୍ତି। କାଜାଖସ୍ତାନର ଏହି ସାଇକ୍ଲିଷ୍ଟ ଟୁର୍ ଡି’ ଫ୍ରାନ୍ସ ସାଇକେଲ ରେସ୍ର ୬ଷ୍ଠ ଷ୍ଟେଜ୍ରେ ବିଜୟ ହାସଲ କରିଛନ୍ତି। ଅନ୍ୟପକ୍ଷରେ ବ୍ରିଟେନ୍ର ଆଡାମ୍ ୟେଟ୍ସ…
ନେମାରଙ୍କୁ କରୋନା
ପ୍ୟାରିସ, ୪ା୯: ପ୍ୟାରିସ୍ ସେଣ୍ଟ୍ ଜର୍ମେନ (ପିଏସ୍ଜି)ର ଷ୍ଟାର ଖେଳାଳି ନେମାର କରୋନା ଭାଇରସ୍ ଦ୍ୱାରା ସଂକ୍ରମିତ ହୋଇଛନ୍ତି। ସ୍ପାନିଶ ଦ୍ୱୀପାଞ୍ଚଳ ଇବିଜାରେ ଛୁଟି କଟାଇ ଫେରିବା ପରେ ଏହି ଫୁଟ୍ବଲ ଖେଳାଳିଙ୍କର କୋଭିଡ୍-୧୯ ଟେଷ୍ଟ ହୋଇଥିଲା। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ…
ଓ୍ବାଲର୍ଡ ଓପନ ଅନ୍ଲାଇନ୍ ଚେସ୍: ଭାରତୀୟ ଜିଏମ୍ ଇନିୟାନଙ୍କୁ ଟାଇଟଲ
ଚେନ୍ନାଇ, ୪।୯(ପି.ଟି.)- ଭାରତୀୟ ଗ୍ରାଣ୍ଡମାଷ୍ଟର(ଜିଏମ୍) ପି. ଇନିୟାନ ସମ୍ମାନଜନକ ଓ୍ବାଲର୍ଡ ଓପନ ଅନ୍ଲାଇନ୍ ଚେସ୍ ଟୁର୍ନାମେଣ୍ଟରେ ଟାଇଟଲ ହାସଲ କରିଛନ୍ତି। ତାମିଲନାଡ଼ୁର ଏହି ଖେଳାଳି ସମ୍ଭାବ୍ୟ ୯ରୁ ୭.୫ ପଏଣ୍ଟ ହାସଲ କରିଛନ୍ତି। ପ୍ରତିଯୋଗିତାରେ ଅନେକ ଉଚ୍ଚ ରେଟିଂପ୍ରାପ୍ତ ଗ୍ରାଣ୍ଡମାଷ୍ଟର ଅଂଶଗ୍ରହଣ…
ଖରାରେ କଠିନ ଅଭ୍ୟାସ ପରେ ଆଇସ୍ ବାଥ୍ର ମଜା ନେଲେ କୋହଲି
ଦୁବାଇ, ୩।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜନ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି। ବିଶ୍ୱର ଏହି ବ୍ୟୟ ବହୁଳ…
ଆଇପିଏଲ୍ରେ ସର୍ବାଧିକ ଛକା ମାରିଛନ୍ତି କ୍ରିସ୍ ଗେଲ୍; ଟପ୍-୫ରେ ୩ ଭାରତୀୟ
ନୂଆଦିଲ୍ଲୀ, ୩।୯: ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ସେପ୍ଟେମ୍ବର ୧୯ରୁ ୟୁଏଇରେ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀର ପ୍ରଭାବ ଲାଗି ଆଇପିଏଲ୍କୁ ଭାରତ ପରିବର୍ତ୍ତେ ୟୁଏଇରେ ଆୟୋଜିତ…
ୟୁଏସ୍ ଓପନ୍ ଖେଳିବା ଲାଗି ୨୯ ଲକ୍ଷ ଟଙ୍କା ଦେଇ ଭଡ଼ା ଘରେ ରହିଲେ ଏହି ଟେନିସ ଖେଳାଳି
ନ୍ୟୁୟର୍କ, ୩।୯: ବିଶ୍ୱର ଶ୍ରେଷ୍ଠ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍ ତାଙ୍କ ଜ୍ୱାଜଲ୍ୟମୟ କ୍ୟାରିୟରରେ ପୁରସ୍କାର ବାବଦକୁ ୧୪ କୋଟି ଆମେରିକୀୟ ଡଲାର ଅର୍ଜନ କରିସାରିଛନ୍ତି। ଏହାବାଦ୍ ସେ ବିଜ୍ଞାପନ ଆଦିରେ ମଧ୍ୟ କୋଟି କୋଟି ଡଲାର…
କରୋନା ଆକ୍ରାନ୍ତ ହେଲେ ବିଶ୍ୱର ସବୁଠାରୁ ଦାମୀ ଫୁଟ୍ବଲ ଖେଳାଳି
ପ୍ୟାରିସ, ୩।୯: ଫ୍ରାନ୍ସର ଜଣାଶୁଣା ପ୍ରଫେଶନାଲ ଫୁଟ୍ବଲ କ୍ଲବ ପ୍ୟାରିସ ସେଣ୍ଟ-ଜର୍ମେନ (ପିଏସ୍ଜି)ର ୩ଜଣ ଖେଳାଳି କରୋନା ଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ପିଏସ୍ଜି ପକ୍ଷରୁ ଏନେଇ ସୂଚନା ଦିଆଯାଇଛି। କିନ୍ତୁ କେଉଁ ଖେଳାଳି କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି…
ବିବାହିତ ମହିଳାଙ୍କୁ ବିବାହ କରିବା ପାଇଁ ଜିଦ୍ ଧରିଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଭାରତୀୟ କ୍ରିକେଟ ଖେଳାଳିଙ୍କ ପ୍ରେମ କାହାଣୀକୁ ନେଇ ସର୍ବଦା ଚର୍ଚ୍ଚା ଉଠିଥାଏ। କିଏ କାହା ସହ ଡେଟିଂରେ ଗଲେ, କିଏ କାହାକୁ ନେଇ ବୁଲିଲେ ତାକୁ ନେଇ ଗଣମାଧ୍ୟମରେ ବେଶ୍ ଆଲୋଚନା ମଧ୍ୟ ହୋଇଥାଏ। କିନ୍ତୁ ଏମିତି ଜଣେ କ୍ରିକେଟର ଅଛନ୍ତି…
ରାଇନାଙ୍କ ପ୍ରତ୍ୟାବର୍ତ୍ତନ ନେଇ ଟିମ୍ ମ୍ୟାନେଜମେଣ୍ଟ ନିଷ୍ପତ୍ତି ନେବ: ଶ୍ରୀନିବାସନ
ନୂଆଦିଲ୍ଲୀ, ୩।୮(ପି.ଟି.): ସୁରେଶ ରାଇନା ମୋ ପୁଅ ଭଳି। ତେବେ ମୁଁ ତାଙ୍କ ମାଲିକ ନୁହେଁ। ଏକଥା କହିଛନ୍ତି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ମାଲିକ ଏନ୍ ଶ୍ରୀନିବାସନ। ରାଇନା ହଠାତ୍ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ରୁ ଓହରିବା ପରେ ତାଙ୍କ…
କୋହଲି, ଧୋନୀ, ରୋହିତଙ୍କଠାରୁ ନେତୃତ୍ୱ ନେବାର କଳା ଶିଖିଛି: ରାହୁଲ
ନୂଆଦିଲ୍ଲୀ,୩।୯(ପି.ଟି.): ଭାରତୀୟ ଯୁବ ବ୍ୟାଟ୍ସମ୍ୟାନ ଲୋକେଶ ରାହୁଲଙ୍କୁ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଫ୍ରାଞ୍ଚାଇଜ୍ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ଅଧିନାୟକ ନିଯୁକ୍ତ କରାଯାଇଛି। ପ୍ରଥମଥର ପାଇଁ ତାଙ୍କ ଏଭଳି ଏକ ହାଇପ୍ରୋଫାଇଲ ଦଳରେ ନେତୃତ୍ୱ ପ୍ରଦାନ କରାଯାଇଛି। ନୂଆ ଦାୟିତ୍ୱ ନେଇ…

