ଅଙ୍କିତା ଦ୍ୱିତୀୟ ରାଉଣ୍ଡରେ, ରାମକୁମାର ପରାସ୍ତ
ପ୍ୟାରିସ୍, ୨୩ା୯ (ପି.ଟି.)-ଭାରତର ଅଙ୍କିତା ରାଇନା ଫ୍ରେଞ୍ଚ ଓପନ୍ ମହିଳା ସିଙ୍ଗଲ୍ସ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚରେ ସେ ସର୍ବୀୟାର ଜୋଭାନା ଜୋଭିଚ୍ଙ୍କୁ ୬-୪, ୪-୬, ୬-୪ ସେଟ୍ରେ ହରାଇ ଦେଇଛନ୍ତି। ଏହି ମ୍ୟାଚ ଦୀର୍ଘ…
ହକି ଆନାଲିଟିକାଲ କୋଚ୍ ସିରିଲୋଙ୍କ ଇସ୍ତଫା
ନୂଆଦିଲ୍ଲୀ, ୨୩ା୯ (ପି.ଟି.)-ସ୍ବାସ୍ଥ୍ୟ ପ୍ରସଙ୍ଗ ଦର୍ଶାଇ ଭାରତୀୟ ପୁରୁଷ ହକି ଦଳର କୋଚ୍ ଖ୍ରିସ୍ ସିରିଲୋ ତାଙ୍କ ପଦତ୍ୟାଗ କରିଛନ୍ତି। କିଛିଦିନ ପୂର୍ବେ ଡେଭିଡ୍ ଜନ୍ ହାଇ ପର୍ଫର୍ମାନ୍ସ ଡାଇରେକ୍ଟର ପଦବୀରୁ ଇସ୍ତଫା ପ୍ରଦାନ କରିଥିଲେ। ଫଳରେ ଟୋକିଓ ଅଲିମ୍ପିକ୍ସ ପୂର୍ବରୁ…
ଜୋକୋଭିଚ୍ ଜିତିଲେ ପୁରୁଷ ସିଙ୍ଗଲ୍ସ ଟାଇଟଲ
ରୋମ, ୨୩ା୯ (ଏପି)-ସର୍ବୀୟାର ନୋଭାକ୍ ଜୋକୋଭିଚ୍ ଇଟାଲିଆନ ଓପନ୍ ପୁରୁଷ ସିଙ୍ଗଲ୍ସ ଟାଇଟଲ ଜିତିଛନ୍ତି। ଫାଇନାଲରେ ସେ ଆର୍ଜେଣ୍ଟିନାର ଡିଏଗୋ ସ୍କ୍ବାର୍ଜମ୍ୟାନଙ୍କୁ ୭-୫, ୬-୩ ସେଟ୍ରେ ହରାଇ ଦେଇଛନ୍ତି। ଏଥରକୁ ମିଶାଇ ସେ ୫ମ ଥର ପାଇଁ ଇଟାଲିଆନ ଓପନ ଜିତିଛନ୍ତି।…
ଶୁବମନଙ୍କ ଉପରେ କାର୍ତ୍ତିକଙ୍କ ଭରସା
ଆବୁଧାବି, ୨୩।୯(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ରେ କୋଲକାତା ନାଇଟ ରାଇଡର୍ସ ବୁଧବାର ଏହାର ପ୍ରଥମ ମ୍ୟାଚ ଖେଳିବାକୁ ଯାଉଛି। ସମ୍ମୁଖରେ ସବୁଠାରୁ ସଫଳ ଦଳ ମୁମ୍ବାଇ ଇଣ୍ଡିଆନ୍ସ ଥିବାରୁ ଦଳ ପାଇଁ ଭଲ ଆରମ୍ଭ କରିବା ଚ୍ୟାଲେଞ୍ଜ ସଦୃଶ ହୋଇଛି।…
ଛକା, ଚୌକା ବର୍ଷା ମ୍ୟାଚରେ ରୟାଲ୍ସ ବିଜୟୀ
ଶାରଜା, ୨୩।୯ – ଇଣ୍ଡିଆନ ପ୍ରିମିୟର ଲିଗ୍ର ମଙ୍ଗଳବାର ଅନୁଷ୍ଠିତ ଛକା, ଚୌକା ବର୍ଷା ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିଜୟୀ ହୋଇଛି। ହାଇସ୍କୋରିଂ ଗେମ୍ରେ ଷ୍ଟିଭ୍ ସ୍ମିଥଙ୍କ ନେତୃତ୍ୱାଧୀନ ରୟାଲ୍ସ ମହେନ୍ଦ୍ର ସିଂ ଧୋନୀଙ୍କ ଶକ୍ତିଶାଳୀ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୬ ରନରେ…
ଟେନିସ ହଲ୍ ଅଫ୍ ଫେମ୍ ଦୌଡ଼ରେ ରେମଣ୍ଡ, ହଓ୍ବେିଟ୍
ନ୍ୟୁପୋର୍ଟ,୨୩।୯(ଏପି): ପୂର୍ବତନ ଆମେରିକା ପେସାଦାର ଟେନିସ୍ ଖେଳାଳି ଲିସା ରେମଣ୍ଡଙ୍କ ସମେତ ଅନ୍ୟ ୫ ଖେଳାଳି ଆସନ୍ତାବର୍ଷ ପାଇଁ ଅନ୍ତର୍ଜାତୀୟ ଟେନିସ ହଲ୍ ଅଫ୍ ଫେମ୍ରେ ସାମିଲ ହେବା ପାଇଁ ନୋମିନେଟ ହୋଇଛନ୍ତି। ସୋମବାର ଏ ନେଇ ଆନୁଷ୍ଠାନିକ ଭାବେ ଘୋଷଣା…
କୋଲକାତା- ମୁମ୍ବାଇ ମୁକାବିଲା: ବ୍ୟାଟ୍ସମ୍ୟାନଙ୍କ ଲଢ଼େଇ
ଆବୁଧାବି,୨୩।୯(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ପଞ୍ଚମ ମୁକାବିଲାରେ ବୁଧବାର ଦିନେଶ କାର୍ତ୍ତିକଙ୍କ ନେତୃତ୍ୱାଧୀନ କୋଲକାତା ନାଇଟ ରାଇଡର୍ସ ଓ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ମୁହଁାମୁହିଁ ହେବେ। ଉଦ୍ଘାଟନୀ ମ୍ୟାଚ୍ରେ ମୁମ୍ବାଇ ପ୍ରତିପକ୍ଷ ଚେନ୍ନାଇ ସୁପର କିଙ୍ଗ୍ସଠାରୁ ପରାସ୍ତ ହୋଇଥିଲା।…
ସାମ୍ସନଙ୍କ ବିସ୍ଫୋରକ ଅର୍ଦ୍ଧଶତକ; ଚେନ୍ନାଇ ସାମ୍ନାରେ ୨୧୭ ଟାର୍ଗେଟ୍ ରଖିଲା ରାଜସ୍ଥାନ
ଶାରଜା, ୨୨।୯: ଆଇପିଏଲ୍-୧୩ର ୪ର୍ଥ ମୁକାବିଲାରେ ମଙ୍ଗଳାବର ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ଏଥିରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୭…
ଟସ୍ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ଧୋନୀଙ୍କ ନିଷ୍ପତ୍ତି
ଶାରଜା, ୨୨।୯: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ୧୩ତମ ସଂସ୍କରଣର ୪ର୍ଥ ମୁକାବିଲାରେ ମଙ୍ଗଳବାର ଗତଥରର ରନର୍ସଅପ୍ ଚେନ୍ନାଇ ସୁପର୍ କିଙ୍ଗ୍ସ ଓ ରାଜସ୍ଥାନ ରୟାଲ୍ସ ପରସ୍ପରକୁ ଭେଟିଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ଚେନ୍ନାଇ ସୁପର୍ କିଙ୍ଗ୍ସର ଅଧିନାୟକ ମହେନ୍ଦ୍ର…
ଆର୍ସିବି ପାଇଁ ୨୦୦ ଛକା ମାରିଲେ ଏବି ଡି ଭିଲର୍ସ
ଦୁବାଇ, ୨୨।୯: ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବିସ୍ଫୋରକ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ଏବି ଡି ଭିଲର୍ସ ନିଜ ଫ୍ରାଞ୍ଚାଇଜ୍ ପାଇଁ ୨୦୦ ଛକା ମାରିବାର ସୌଭାଗ୍ୟ ଲାଭ କରିଛନ୍ତି। ସୋମବାର ବାଙ୍ଗାଲୋର ଓ ସନ୍ରାଇଜର୍ସ ହାଇଦ୍ରାବାଦ…
ଆଇପିଏଲ୍ ଉଦ୍ଘାଟନୀ ମ୍ୟାଚ୍କୁ ଦେଖିଲେ ୨୦ କୋଟି ଦର୍ଶକ
ନୂଆଦିଲ୍ଲୀ, ୨୨।୯: କରୋନା ମହାମାରୀ ହେତୁ ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟି୨୦ କ୍ରିକେଟ୍ ଟୁର୍ନାମେଣ୍ଟ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର ତ୍ରୟୋଦଶ ସଂସ୍କରଣ ବାତିଲ ହେବା ପରିସ୍ଥିତିରେ ରହିଥିଲା। ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି କହିଥିଲେ, ଯଦି ଚଳିତ ବର୍ଷ ଆଇପିଏଲ୍…
୬ ମାସ ପରେ ଫେରିଲା ମହିଳା କ୍ରିକେଟ୍
ଲଣ୍ଡନ, ୨୨।୯: କରୋନା ମହାମାରୀ ମଧ୍ୟରେ ୬ ମାସ ପରେ ଅନ୍ତର୍ଜାତୀୟସ୍ତରରେ ମହିଳା କ୍ରିକେଟ୍ ପ୍ରତ୍ୟାବର୍ତ୍ତନ କରିଛି। ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍ ଦଳ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ ଆରମ୍ଭ ହୋଇଛି। ପ୍ରଥମ ମ୍ୟାଚ୍ରେ…

