ଖେଳାଳିଙ୍କୁ ଉତ୍ସାହିତ କରିବା ଲାଗି ଷ୍ଟାଡିୟମରେ ଉପସ୍ଥିତ ରହିଲେ ଶାହରୁଖ
ଦୁବାଇ, ୧।୧୦: ଚଳିତ ଆଇପିଏଲ୍ର ଦ୍ୱାଦଶ ମୁକାବିଲାରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ୩୭ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ଟସ୍ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ…
ଏହି ଖେଳାଳିଙ୍କୁ ହତ୍ୟା କରିବା ଲାଗି ତାଙ୍କ ସ୍ତ୍ରୀ ଦେଇଥିଲେ ୯ କୋଟି ଟଙ୍କା ସୁପାରୀ
ନୂଆଦିଲ୍ଲୀ, ୧।୧୦: ପୂର୍ବରୁ ଅନେକ ଜଣାଶୁଣା ଖେଳାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବାର ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହି ଝଗଡ଼ାର କାରଣ କେତେବେଳେ ଘରୋଇ ହିଂସା ପୁଣି କେତେବେଳେ ଅଫେୟାର୍ସକୁ ନେଇ ହୋଇଥାଏ। ତୁର୍କୀର ପୂର୍ବତନ…
୩ୟ ବ୍ୟାଟ୍ସମ୍ୟାନ ଭାବେ ଆଇପିଏଲ୍ରେ ଏହି ସଫଳତା ହାସଲ କରିବେ ରୋହିତ୍
ଆବୁଧାବି, ୧।୧୦: ଆଇପିଏଲ୍-୧୩ତମ ସିଜନର ୧୩ତମ ମ୍ୟାଚ୍ରେ ଗୁରୁବାର ରୋହିତ୍ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହିତ ହେବ। ଏହି ମ୍ୟାଚ୍ ଅବସରରେ ରୋହିତ୍ଙ୍କ ନିକଟରେ ଏକ ମାଇଲ୍ଖୁଣ୍ଟ ହାସଲ କରିବାର ସୁଯୋଗ ରହିଛି। ଯଦି…
ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ୫-୦ରେ ସିରିଜ ଜିତିଲା ଏହି ଦଳ
ମାଞ୍ଚେଷ୍ଟର, ୧।୧୦: ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ମହିଳା କ୍ରିକେଟ୍ ଦଳ ବିପକ୍ଷରେ ଏଠାରେ ଅନୁଷ୍ଠିତ ଅନ୍ତିମ ତଥା ୫ମ ଟି୨୦ ମ୍ୟାଚ୍କୁ ଇଂଲଣ୍ଡ ୩ ଉଇକେଟ୍ରେ ବିଜୟୀ ଲାଭ କରିଛି। ବର୍ଷା ଲାଗି ସିରିଜର ଏହି ଅନ୍ତିମ ମୁକାବିଲାକୁ ୫ ଓଭର ବିଶିଷ୍ଟ…
ସୋସିଆଲ ମିଡିଆରେ ଫଟୋ ଶେୟାର କଲେ ଏହି କ୍ରିକେଟରଙ୍କ ସ୍ତ୍ରୀ, ଲୋକେ କହିଲେ…
ଟିମ୍ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ବଲିଉଡ୍ ଅଭିନେତ୍ରୀ ନତାଶା ଆଜିକାଲି ବେଶ୍ ଚର୍ଚ୍ଚାରେ ରହୁଛନ୍ତି। ନତାଶା ପୁଅ ଅଗସ୍ତ୍ୟର ଫଟୋ ଏବେ ସୋସିଆଲ ମିଡିଆରେ ଶେୟାର କରିଛନ୍ତି। ପୁଅକୁ ମାତ୍ର ୨ ମାସ ହୋଇଛି। ଏହି ଖୁସିରେ…
କ୍ରିକେଟର ସ୍ତ୍ରୀଙ୍କ ପାଠପଢା କଥା ଶୁଣି ହେବେ ଆଶ୍ଚର୍ଯ୍ୟ
ଭାରତୀୟ କ୍ରିକେଟ ଦଳର ଖେଳାଳିମାନେ ଖେଳ ମାଧ୍ୟମରେ ସାରା ବିଶ୍ୱରେ ନାଁ କମାଇଛନ୍ତି। ଖେଳରେ ପ୍ରଭାବ ବିସ୍ତାର କରିଥିବା ଖେଳାଳିଙ୍କ ଶିକ୍ଷାଗତ ଯୋଗ୍ୟତା ବିଷୟରେ ଶୁଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ। କେତେକ ଖେଳାଳିଙ୍କ ସ୍ତ୍ରୀ ସେମାନଙ୍କଠାରୁ ଅଧିକ ପାଠ ପଢିଥିବା ଦେଖାଯାଇଛି।…
ଇଞ୍ଜୁରି: ଫ୍ରେଞ୍ଚ୍ ଓପନ୍ରୁ ଓହରିଲେ ସେରେନା
ପ୍ୟାରିସ୍,୧।୧୦(ଏପି): ଇଞ୍ଜୁରି ଆମେରିକୀୟ ଅଭିଜ୍ଞ ମହିଳା ଟେନିସ୍ ତାରକା ସେରେନା ଓ୍ବିଲିୟମ୍ସଙ୍କ ପିଛା ଛାଡୁନାହିଁ। ୨୪ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଥିବା ସେରେନା ଇଞ୍ଜୁରି କାରଣରୁ ଚଳିତ ଫ୍ରେଞ୍ଚ୍ ଓପନ୍ ଟେନିସ ଟୁର୍ନାମେଣ୍ଟରୁ ଓହରିଯାଇଛନ୍ତି। ସେ ଏବେ ଚାଲିବାକୁ ସଂଘର୍ଷ କରୁଛନ୍ତି। ବୁଧବାର…
ନଭେମ୍ବର ୪ରୁ ୯ ମଧ୍ୟରେ ମହିଳା ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବ
ନୂଆଦିଲ୍ଲୀ,୧।୧୦(ପି.ଟି.): ମହିଳାଙ୍କ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ଭାବେ ଜଣାଶୁଣା ଥିବା ବହୁପ୍ରତୀକ୍ଷିତ ଚ୍ୟାଲେଞ୍ଜର ସିରିଜ ଆୟୋଜନ ହେବା ସ୍ପଷ୍ଟ ହୋଇଛି। ଏହି ମେଗା ଇଭେଣ୍ଟ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଆସନ୍ତା ନଭେମ୍ବର ୪ରୁ ୯ ତାରିଖ ମଧ୍ୟରେ ଆୟୋଜନ…
ଫ୍ରେଞ୍ଚ୍ ଓପନ୍: ତୃତୀୟ ରାଉଣ୍ଡରେ ନାଡ଼ାଲ, ଥିମ୍, ଓ୍ବାରିଙ୍କା
ପ୍ୟାରିସ୍, ୧।୧୦(ଏପି): ଫ୍ରେଞ୍ଚ୍ ଓପନ୍ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସିଡେଡ୍ ଖେଳାଳିମାନେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ସିଡ୍ ସ୍ପେନର ରାଫାଲ ନାଡାଲ, ଅଷ୍ଟ୍ରିଆର ତୃତୀୟ ସିଡ୍ ଖେଳାଳି ଡୋମିନିକ୍ ଥିମ୍, ଆମେରିକାର ଏସ୍. କୋର୍ଡା, ୧୬ତମ ସିଡ୍ ସୁଇଜରଲାଣ୍ଡର…
ସାଇର ନୂଆ ଲୋଗୋ ଉନ୍ମୋଚନ କଲେ ରିଜିଜୁ
ନୂଆଦିଲ୍ଲୀ,୧।୧୦(ପି.ଟି.): କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ ବୁଧବାର ସ୍ପୋଟର୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ)ର ନୂଆ ଲୋଗୋ ଉନ୍ମୋଚନ କରିଛନ୍ତି। ୧୯୮୨ରେ ସାଇ ପ୍ରତିଷ୍ଠା କରାଯାଇଥିଲା। ଏହାପରେ ପ୍ରଥମଥର ପାଇଁ ନୂଆ ଲୋଗୋ ଉନ୍ମୋଚନ କରାଯାଇଛି। ନୂଆ ଲୋଗୋରେ ସାଇ ଗାଢ଼…
ରାହୁଲ-ରୋହିତ ମୁକାବିଲା
ଆବୁଧାବି, ୧।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍ରେ ଆଜି ଭାରତୀୟ ଦଳର ଦୁଇ ଓପନର ଲୋକେଶ ରାହୁଲ ଓ ରୋହିତ ଶର୍ମାଙ୍କ ଦଳ ମଧ୍ୟରେ ରୋଚକ ମୁକାବିଲା ଦେଖିବାକୁ ମିଳିବ। ରାହୁଲ କିଙ୍ଗ୍ସ ଇଲେଭେନ ପଞ୍ଜାବ ଦଳର ନେତୃତ୍ୱ ନେଉଥିବାବେଳେ ରୋହିତ…
ଡେନ୍ମାର୍କ ଓପନ୍: ସୁବିଧାଜନକ ଡ୍ର’ରେ ସାଇନା, ଶ୍ରୀକାନ୍ତ
ଓଡେନ୍ସ,୧।୧୦(ପି.ଟି.): ଟୋକିଓ ଅଲିମ୍ପିକ୍ସ ଖେଳିବାର ସମ୍ଭାବନା ସୃଷ୍ଟି କରିଥିବା ବ୍ୟାଡମିଣ୍ଟନ ତାରକା କିଡାମ୍ବୀ ଶ୍ରୀକାନ୍ତ ଓ ସାଇନା ନେହ୍ବାଲ ଆଗକୁ ଆୟୋଜନ ହେବାକୁ ଥିବା ଡେନ୍ମାର୍କ ଓପନ୍ରେ ସୁବିଧାଜନକ ଡ୍ର’ରେ ସ୍ଥାନିତ ହୋଇଛନ୍ତି। କୋଭିଡ୍-୧୯ ମହାମାରୀ କାରଣରୁ ଦୀର୍ଘ ୭ମାସ ଧରି…

