ଖେଳ

ଫିଟ୍‌ ଇଣ୍ଡିଆ ଅଭିଯାନରେ ଅଂଶଗ୍ରହଣ କରିଛନ୍ତି ୧୦ କୋଟି

ନୂଆଦିଲ୍ଲୀ,୩।୧୦(ପି.ଟି.): ଏପର୍ଯ୍ୟନ୍ତ ୧୦ କୋଟିରୁ ଊର୍ଦ୍ଧ୍ୱ ଲୋକ ‘ଫିଟ୍‌ ଇଣ୍ଡିଆ’ ଅଭିଯାନରେ ସାମିଲ ହୋଇଛନ୍ତି ବୋଲି କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ କିରେନ ରିଜିଜୁ କହିଛନ୍ତି। ଦେଶବାସୀଙ୍କ ଶାରୀରିକ ଓ ମାନସିକ ସ୍ବାସ୍ଥ୍ୟର ଉନ୍ନତି ପାଇଁ ଏହି ଅଭିଯାନ ଆରମ୍ଭ କରାଯାଇଛି। ସିଆରପିଏଫ୍‌ର ଏକ…

ସ୍ପିନ୍‌ରଙ୍କୁ ଦେଖି ପାଟିରେ ପାଣି ଆସିଯାଇଥିଲା, କାହିଁକି ଏମିତି କହିଲେ ହାର୍ଦ୍ଦିକ ପାଣ୍ଡ୍ୟା

ୟୁଏଇ,୨।୧୦: ଆଇପିଏଲର ଏକ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ୪୮ ରନରେ କିଙ୍ଗସ ଏକାଦଶ ପଞ୍ଜାବକୁ ପରାସ୍ତ କରିଛି। ଏହି ବିଜୟର ସବୁଠାରୁ ବଡ ହିରୋ ଥିଲେ ମୁମ୍ବାଇର ଅଲରାଉଣ୍ଡର ତଥା ସବୁଠାରୁ ଅଭିଜ୍ଞ ଖେଳାଳି କିରନ ପୋଲାର୍ଡ। ସେ ମାତ୍ର ୨୦…

ରାଇନାଙ୍କ ସହ ସବୁ ସମ୍ପର୍କ ତୁଟାଇବ ସିଏସ୍‌କେ

ଚେନ୍ନାଇ,୨।୧୦: ଆଇପିଏଲରେ ୩ଟି ମ୍ୟାଚରୁ ୨ ପରାଜୟବରଣ କରି ପଏଣ୍ଟ ଟେବୁଲର ଶେଷ ସ୍ଥାନରେ ଅଛି ଚେନ୍ନାଇ ସୁପର କିଙ୍ଗ୍ସ। ଲଗାତାର ୨ଟି ମ୍ୟାଚ ହାରିଯିବା ପରେ ଧୋନୀଙ୍କ ଦଳ ପୁଣିଥରେ ବିଜୟ ସନ୍ଧାନରେ ଶୁକ୍ରବାର ପଡ଼ିଆକୁ ଓହ୍ଲାଇବ। ଏହି ସମୟରେ…

ମୁମ୍ବାଇର ଦ୍ୱିତୀୟ ବିଜୟ

ଆବୁଧାବି, ୨।୧୦:ଅଧିନାୟକ ରୋହିତ ଶର୍ମା, କିରନ ପୋଲାର୍ଡ ଓ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ପରେ ବୋଲରଙ୍କ ସଫଳତା ବଳରେ ମୁମ୍ବାଇ ଇଣ୍ଡିଆନ୍ସ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର କିଙ୍ଗ୍ସ ଇଲେଭେନ ପଞ୍ଜାବକୁ ୪୮ ରନରେ ପରାସ୍ତ କରିଛି। ବିଜୟ ପାଇଁ…

ବଲ୍‌ରେ ସାଲିଭା ବ୍ୟବହାର କରିଥିଲେ ଉଥାପ୍ପା

ଦୁବାଇ, ୨ା୧୦ (ପି.ଟି.)-ରାଜସ୍ଥାନ ରୟାଲ୍ସ ଓ କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ମଧ୍ୟରେ ବୁଧବାର ଖେଳାଯାଇଥିବା ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ମ୍ୟାଚରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)ର କୋଭିଡ୍‌-୧୯ ପ୍ରୋଟୋକଲ ଉଲ୍ଲଂଘନ କରାଯାଇଛି। ମ୍ୟାଚ୍‌ ବେଳେ ରାଜସ୍ଥାନ ରୟାଲ୍ସ ବ୍ୟାଟ୍ସମ୍ୟାନ…

୧୭ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ମୋହନବାଗାନ

କୋଲକାତା, ୨ା୧୦ (ପି.ଟି.)-ଶେଷରେ ଅକ୍ଟୋବର ୧୭ରେ କ୍ଲବ ଟେଣ୍ଟ୍‌ରେ ଆଇ-ଲିଗ୍‌ ଟ୍ରଫି ଗ୍ରହଣ କରିବ ସହରର ପ୍ରମୁଖ ଫୁଟ୍‌ବଲ ଦଳ ମୋହନବାଗାନ। ଦଳ ୭ ମାସ ପୂର୍ବରୁ ବିଜେତା ଘୋଷଣା ହୋଇ ସାରିଥିଲା। ସମସ୍ତ ପ୍ରକାର କୋଭିଡ୍‌-୧୯ ପ୍ରୋଟୋକଲ ପାଳନ ସହ…

ବାୟୋ-ବବଲ ନିୟମ ଉଲ୍ଲଂଘନ: ୧କୋଟି ଜରିମାନା, ୨ପଏଣ୍ଟ କାଟ୍‌ ବ୍ୟବସ୍ଥା

ନୂଆଦିଲ୍ଲୀ, ୨ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ବାୟୋ-ବବଲ (କ୍ରିକେଟ ଟିମ୍‌କୁ ଅନ୍ୟମାନଙ୍କଠାରୁ ଦୂରରେ ରଖିବା) ନିୟମକୁ କଡ଼ାକଡ଼ି ପାଳନ କରାଯାଉଛି। ଏହାର ଉଲ୍ଲଂଘନ କଲେ ଦଳକୁ ଏକ କୋଟି ଟଙ୍କା ଜରିମାନା ବ୍ୟତୀତ ୨ ପଏଣ୍ଟ କାଟ୍‌ ବ୍ୟବସ୍ଥା ରହିଛି। ଭାରତୀୟ…

ଏଫସି ଗୋଆରେ ମୁର୍ଗାଓକର

ମୁମ୍ବାଇ, ୨।୧୦(ପି.ଟି.):ଗୋଆ ଫରଓ୍ବାର୍ଡ ଦେବେନ୍ଦ୍ର ମୁର୍ଗାଓକର ଇଣ୍ଡିଆନ ସୁପରଲିଗ୍‌(ଆଇଏସ୍‌ଏଲ) ଫ୍ରାଞ୍ଚାଇଜ୍‌ ଏଫସି ଗୋଆ ଦଳରେ ଯୋଗ ଦେଇଛନ୍ତି। ୨୧ ବର୍ଷୀୟ ଦେବେନ୍ଦ୍ର ପୂର୍ବରୁ ସାଲଗାଓକର ଦଳରେ ଖେଳୁଥିଲେ। ପ୍ଲେୟର୍ସ ଟ୍ରାନ୍ସଫର ଭିତ୍ତିରେ ସେ ଏବେ ଗୋଆ ଦଳରେ ଯୋଗଦେଇଥିବା ଫ୍ରାଞ୍ଚାଇଜ୍‌ ପକ୍ଷରୁ…

ଫ୍ରେଞ୍ଚ ଓପନ ଟେନିସ: ଓଷ୍ଟାପେଙ୍କୋ, କ୍ୱିଟୋଭା ତୃତୀୟ ରାଉଣ୍ଡରେ

ପ୍ୟାରିସ, ୨।୧୦(ଏପି): ପୂର୍ବତନ ଚାମ୍ପିୟନ ଲାଟିଭିଆର ଜେଲେନା ଓଷ୍ଟାପେଙ୍କୋ ଚଳିତ ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ସେ ଦ୍ୱିତୀୟ ସିଡ୍‌ ଚେକ୍‌ ରିପବ୍ଲିକର କାରୋଲିନା ପ୍ଲିସ୍‌କୋଭାଙ୍କୁ…

କୋଭିଡ୍‌ ନିୟମ ଉଲ୍ଲଂଘନ କଲେ ଏହି କ୍ରିକେଟର: ଭିଡିଓ ଭାଇରାଲ

ଆଇପିଏଲ୍‌ ୨୦୨୦ର ୧୩ତମ ମ୍ୟାଚ୍‌ ରାଜସ୍ଥାନ ରୟାଲ୍ସ ଏବଂ କୋଲକାତା ନାଇଟ୍‌ ମଧ୍ୟରେ ମୁହଁମୁହିଁ ହୋଇଥିଲା। ଏହି ମ୍ୟାଚରେ ରାଜସ୍ଥାନ ଅଧିନାୟକ ଷ୍ଟିଭ ସ୍ମିଥ ଟସ୍‌ ଜିତି ପ୍ରଥମେ ବୋଲିଂ କରିଥିଲେ। ଏମିତିରେ କୋଲକାତା ୨୦ ଓଭରରେ ୬ ଓ୍ବିକେଟ ହରାଇ…

ପୋଲାର୍ଡ, ରୋହିତ୍‌ଙ୍କ ବିସ୍ଫୋରକ ବ୍ୟାଟିଂ, ପଞ୍ଜାବ ଆଗରେ ୧୯୨ ରନ ଟାର୍ଗେଟ୍‌ ରଖିଲା ମୁମ୍ବାଇ

ଆବୁଧାବି, ୧।୧୦: ଚଳିତ ଆଇପିଏଲ୍‌ର ତ୍ରୟୋଦଶ ମୁକାବିଲାରେ ଗୁରୁବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ପରସ୍ପର ସାମ୍ନା ସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌ ହାରି ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା ମୁମ୍ବାଇ ନିର୍ଦ୍ଧାରିତ ୨୦…

କୋହଲି, ରାଇନାଙ୍କ ପରେ ଆଇପିଏଲ୍‌ରେ ୫ ହଜାର ରନ୍‌ ପୂରଣ କଲେ ରୋହିତ୍‌

ଆବୁଧାବି, ୧।୧୦: ଆଇପିଏଲ୍‌-୧୩ତମ ସିଜନର ୧୩ତମ ମ୍ୟାଚ୍‌ରେ ଗୁରୁବାର ରୋହିତ୍‌ ଶର୍ମାଙ୍କ ନେତୃତ୍ୱାଧୀନ ମୁମ୍ବାଇ ଇଣ୍ଡିଆନ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ମ୍ୟାଚ୍‌ ଅନୁଷ୍ଠିତ ହୋଇଛି। ପଞ୍ଜାବ ଅଧିନାୟକ ଲୋକେଶ ରାହୁଲ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ମୁମ୍ବାଇକୁ ବ୍ୟାଟିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?