୬ଦିନ କ୍ୱାରାଣ୍ଟାଇନ୍ରେ ରହିବେ ଷ୍ଟୋକ୍ସ
ଦୁବାଇ, ୪ା୧୦ (ପି.ଟି.)-ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଖେଳିବା ଲାଗି ବିଶ୍ୱର ଟପ୍ ଅଲରାଉଣ୍ଡର ବେନ୍ ଷ୍ଟୋକ୍ସ ରବିବାର ୟୁଏଇରେ ପହଞ୍ଚତ୍ବେ। ସେ ତାଙ୍କ ଦଳ ରାଜସ୍ଥାନ ରୟାଲ୍ସରେ ଯୋଗଦେବା ପୂର୍ବରୁ ୬ ଦିନ କ୍ୱାରାଣ୍ଟାଇନ୍ରେ ରହିବେ। ଷ୍ଟୋକ୍ସ ତାଙ୍କ ଅସୁସ୍ଥ…
ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ: ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ୍ସ
ଶାରଜା,୪।୧୦(ପି.ଟି.): ଅଧିନାୟକ ଶ୍ରେୟାସ ଆୟାରଙ୍କ ବିସ୍ଫୋରକ ବ୍ୟାଟିଂ ଓ ଓପନର ପୃଥ୍ବୀ ଶ’ଙ୍କ ଦ୍ରୁତ ଅର୍ଦ୍ଧଶତକ ସହାୟତାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୮ ରନରେ କୋଲକାତା ନାଇଟ ରାଇଡର୍ସକୁ ପରାସ୍ତ କରିଛି। ସ୍ଥାନୀୟ ଶାରଜା କ୍ରିକେଟ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଆଇପିଏଲ୍ର ୧୬ତମ…
କୋହଲି, ପଡିକ୍କଲଙ୍କ ଅର୍ଦ୍ଧଶତକ; ବାଙ୍ଗାଲୋରର ଦମ୍ଦାର ବିଜୟ
ଆବୁଧାବି, ୩।୧୦: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦମ୍ଦାର ବିଜୟ ହାସଲ କରିଛି। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ବାଙ୍ଗାଲୋର ୮ ଉଇକେଟ୍ରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ…
ଦୁର୍ଘଟଣା ପରେ କୋମାରେ ଏହି କ୍ରିକେଟର୍
କାବୁଲ, ୩।୧୦: ଏକ ମର୍ମନ୍ତୁଦ ଦୁର୍ଘଟଣାର ସମ୍ମୁଖୀନ ହେବା ପରେ ଆଫଗାନିସ୍ତାନ କ୍ରିକେଟ୍ ଦଳର ବ୍ୟାଟ୍ସମ୍ୟାନ ନାଜିବ ତର୍କାଇ କୋମାକୁ ଚାଲିଯାଇଛନ୍ତି। ଏହି ଦୁର୍ଘଟଣା ପରେ ଗତ ୨୨ ଘଣ୍ଟା ଧରି ନାଜିବ କୋମାରେ ଥିବା ଆଫଗାନିସ୍ତାନ କ୍ରିକେଟ୍ ଦଳର ପୂର୍ବତନ…
ଆଇପିଏଲ୍ରେ ପ୍ରଥମ ଖେଳାଳି ଭାବେ ଏହି ସଫଳତା ପାଇଲେ ଜାଡେଜା
ଦୁବାଇ, ୩।୧୦: ଚଳିତ ଆଇପିଏଲ୍ରେ ଶୁକ୍ରବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସ ୭ ରନରେ ସନ୍ରାଇଜର୍ସ ହାଇଦ୍ରାବାଦ୍ ନିକଟରୁ ପରାସ୍ତ ହୋଇଥିଲା। ଏହି ମ୍ୟାଚ୍ରେ ହାଇଦ୍ରାବାଦ୍ ପକ୍ଷରୁ ଧାର୍ଯ୍ୟ ୧୬୫ ରନର ଟାର୍ଗେଟ୍କୁ ପିଛା କରି ମହେନ୍ଦ୍ର ସିଂ…
ରାଜସ୍ଥାନ ରୟାଲ୍ସ ପାଇଁ ଖୁସି ଖବର; ଯୋଗଦେବେ ଏହି ଷ୍ଟାର୍ ଅଲ୍ରାଉଣ୍ଡର
ଆବୁଧାବି, ୩।୧୦: ଇଂଲଣ୍ଡର ଷ୍ଟାର୍ ଅଲ୍ରାଉଣ୍ଡର ବେନ୍ ଷ୍ଟୋକ୍ସ ଚଳିତ ଆଇପିଏଲ୍ର ପ୍ରାରମ୍ଭିକ ପର୍ଯ୍ୟାୟ ମ୍ୟାଚ୍ଗୁଡ଼ିକରେ ଅଂଶଗ୍ରହଣ କରିପାରି ନାହାନ୍ତି। ରାଜସ୍ଥାନ ରୟାଲ୍ସ ଫ୍ରାଞ୍ଚାଇଜ୍ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଷ୍ଟୋକ୍ସଙ୍କ ବାପା ମସ୍ତିଷ୍କ କ୍ୟାନସରରେ ପୀଡ଼ିତ ରହିଛନ୍ତି। ଯେଉଁଥି ପାଇଁ ଷ୍ଟୋକ୍ସ…
ଏହି ବିରଳ କ୍ଲବରେ ସାମିଲ ହେବା ଲାଗି ବିରାଟଙ୍କ ନିକଟରେ ସୁଯୋଗ
ଆବୁଧାବି, ୩।୧୦: ଚଳିତ ଆଇପିଏଲ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ଅଧିନାୟକ ବିରାଟ କୋହଲିଙ୍କ ପ୍ରଦର୍ଶନ ବେଶ୍ ନୈରାଶ୍ୟଜନକ ରହିଛି। ପ୍ରଥମ ୩ଟି ମ୍ୟାଚ୍ରେ ସେ ଯଥାକ୍ରମେ ୩, ୧ ଓ ୧୪ ରନ୍ ସଂଗ୍ରହ କରିଛନ୍ତି। ତେବେ ଶନିବାର ବିରାଟଙ୍କ ନିକଟରେ…
ବାଙ୍ଗାଲୋର ସାମ୍ନାରେ ୧୫୫ ରନ୍ ଟାର୍ଗେଟ୍ ରଖିଲା ରାଜସ୍ଥାନ
ଆବୁଧାବି, ୩।୧୦: ଆଇପିଏଲ୍-୧୩ତମ ସିଜନର ଶନିବାର ଅନୁଷ୍ଠିତ ୧୫ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍ ହରାଇ…
ଚେନ୍ନାଇର ହ୍ୟାଟ୍ରିକ ପରାଜୟ
ଦୁବାଇ, ୩।୧୦-ଏକାଧିକ କ୍ୟାଚ ଡ୍ରପ୍ ଏବଂ ଟପ୍ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ବିଫଳତା ଚେନ୍ନାଇ ସୁପରକିଙ୍ଗ୍ସ ପାଇଁ ମହଙ୍ଗା ପଡ଼ିଛି। ଶୁକ୍ରବାର ଅନୁଷ୍ଠିତ ମ୍ୟାଚରେ ଦଳ ସନ୍ରାଇଜର୍ସ ହାଇଦ୍ରାବାଦ ନିକଟରୁ ୭ ରନରେ ପରାଜିତ ହୋଇଛି। ୧୬୫ ରନ ବିଜୟ ଲକ୍ଷ୍ୟର ପିଛା…
ରାଇନାଙ୍କୁ ଅତିକ୍ରମ କଲେ ଧୋନୀ
ଦୁବାଇ, ୩ା୧୦ (ପି.ଟି.)- ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଇତିହାସରେ ସବୁଠାରୁ ଅଧିକ ସଂଖ୍ୟକ ମ୍ୟାଚ ଖେଳିବାରେ ନୂଆ ରେକର୍ଡ ପ୍ରତିଷ୍ଠା କରିଛନ୍ତି ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ଶୁକ୍ରବାର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ସେ ଏହି…
ଫ୍ରେଞ୍ଚ୍ ଓପନ୍ ଟେନିସ୍: ହାଲେପ୍, ଭିଟୋଲିନା ବିଜୟୀ
ପ୍ୟାରିସ୍,୩।୧୦(ଏପି): ପ୍ରେଞ୍ଚ୍ ଓପନ୍ ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ଟପ୍ ସିଡ୍ ତଥା ଟାଇଟଲ ଫେଭରାଇଟ୍ ରୋମାନିଆର ସିମୋନା ହାଲେପ୍ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେ ଶୁକ୍ରବାର ତୃତୀୟ ରାଉଣ୍ଡ ମ୍ୟାଚ୍ରେ ଆମେରିକାର ୨୫ତମ ସିଡ୍ ଖେଳାଳି ଅମଣ୍ଡା ଆନିସିମୋଭାଙ୍କୁ ୬-୦,…
ଆଇସିସି ମହିଳା ଟି୨୦ ର଼୍ୟାଙ୍କିଙ୍ଗ୍: ଭାରତ ତୃତୀୟ ସ୍ଥାନକୁ ଉନ୍ନୀତ
ଦୁବାଇ,୩।୧୦(ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ୍ (ଆଇସିସି) ମହିଳା ଟି୨୦ ଦଳୀୟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଦଳ ନ୍ୟୁଜିଲାଣ୍ଡକୁ ପଛରେ ପକାଇ ତୃତୀୟ ସ୍ଥାନକୁ ଉଠିଛି। ସେହିପରି ଦିନିକିଆ ଦଳୀୟ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ମହିଳା ଦଳ ପୂର୍ବପରି ଦ୍ୱିତୀୟ ସ୍ଥାନ ବଜାୟ ରଖିଛି। ଶୁକ୍ରବାର…

