ଡିଫେନ୍ସ ବିଭାଗକୁ ଦୃଢ଼ କରୁଛୁ: ଦୀପ୍ ଗ୍ରେସ୍
ନୂଆଦିଲ୍ଲୀ, ୧୬।୧୦(ପି.ଟି.)-ଭାରତୀୟ ମହିଳା ହକି ଦଳର ଡିଫେନ୍ସ ବିଭାଗରେ ଯୁବ ଓ ଅଭିଜ୍ଞ ଖେଳାଳିଙ୍କ ସମ୍ମିଶ୍ରଣ ରହିଛି। ଆଗାମୀ ଟୋକିଓ ଅଲିମ୍ପିକ୍ସରେ ଏହା ଦଳପାଇଁ ବିଶେଷ ଉପାଦେୟ ହେବ ବୋଲି ଗୁରୁବାର ଭାରତୀୟ ଦଳର ଓଡ଼ିଆ ଡିଫେଣ୍ଡର ଦୀପ୍ ଗ୍ରେସ୍ ଏକ୍କା…
ଚେନ୍ନାଇନ୍ ଏଫ୍ସିରେ ତାଜିକ୍ସ୍ତାନ ଓ୍ବିଙ୍ଗର ଫାତ୍ଖୁଲୋଭ୍
ଚେନ୍ନାଇ, ୧୬ା୧୦ (ପି.ଟି.)-ଦୁଇଥର ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ) ଚାମ୍ପିୟନ ଚେନ୍ନାଇନ ଏଫ୍ସି ସିଜନ ୨୦୨୦-୨୧ ପାଇଁ ତାଜିକ୍ସ୍ତାନ ଓ୍ବିଙ୍ଗର ଫାତ୍ଖୁଲୋ ଫାତ୍ଖୁଲୋଭ୍ଙ୍କ ସହିତ ଚୁକ୍ତି କରିଛି। ସେ ବିନା ଦେୟରେ ଟ୍ରାନ୍ସଫର ହୋଇଛନ୍ତି। ୩୦ ବର୍ଷୀୟ ଫାତ୍ଖୁଲୋଭ୍ ପ୍ରଥମ ଥର…
କିଶୋର ଭିମାନୀଙ୍କ ପରଲୋକ
କୋଲକାତା, ୧୬ା୧୦ (ପି.ଟି.)-ଭେଟେରାନ କ୍ରୀଡ଼ା ଜର୍ନାଲିଷ୍ଟ ତଥା କ୍ରିକେଟ ଭାଷ୍ୟକାର କିଶୋର ଭିମାନୀଙ୍କ ପରଲୋକ ହୋଇଯାଇଛି। ତାଙ୍କ ୮୦ବର୍ଷ ହୋଇଥିଲା। ସେ ଅସୁସ୍ଥ ଥିବାରୁ କିଛି ଦିନ ହେଲା ଚିକିତ୍ସାଧୀନ ଥିଲେ। ଭିମାନୀଙ୍କ ପୁଅ ଗୌତମ ଜଣେ ଜଣାଶୁଣା ଟିଭି ବ୍ୟକ୍ତିତ୍ୱ।…
କୋହଲିଙ୍କ ପାଇଁ ପ୍ରେରଣା ମେରୀକମ୍
ନୂଆଦିଲ୍ଲୀ, ୧୬ା୧୦ (ପି.ଟି.)-ପିତୃତ୍ୱ ଲାଭ କଲେ ଏହା ତାଙ୍କ ଖେଳକୁ ପ୍ରଭାବିତ କରିବ ନାହିଁ ତ ଏହି ଦ୍ୱନ୍ଦ୍ୱରେ ଥିଲେ ଭାରତୀୟ କ୍ରିକେଟ ଅଧିନାୟକ ବିରାଟ କୋହଲି। ଏକଥା ବିଚାର କରୁଥିବା ବେଳେ ୬ଥର ବିଶ୍ୱ ଚାମ୍ପିୟନ ବକ୍ସର ଏମ୍ସି ମେରୀକମ୍…
ପଞ୍ଜାବ ସାମ୍ନାରେ ୧୭୨ ରନ୍ ଟାର୍ଗେଟ୍ ରଖିଲା ବାଙ୍ଗାଲୋର
ଶାରଜା, ୧୫।୧୦: ଆଇପିଏଲ୍ର ୧୩ତମ ସଂସ୍କରଣରେ ଗୁରୁବାର ଖେଳାଯାଇଥିବା ଏକ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ବାଙ୍ଗାଲୋର ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ୍…
ଟସ୍ ଜିତିଲେ କୋହଲି; ସିଜନରେ ପ୍ରଥମଥର ସୁଯୋଗ ପାଇଲେ ଗେଲ୍
ଶାରଜା, ୧୫।୧୦: ଚଳିତ ଆଇପିଏଲ୍ରେ ଗୁରୁବାର ସନ୍ଧ୍ୟାରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ସ୍ଥାନୀୟ ଶାରଜା କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ବାଙ୍ଗାଲୋର ଟସ୍ ଜିତି ପ୍ରଥମେ…
ଟି୨୦ କ୍ରିକେଟ୍ରେ ୧୦୦ ଷ୍ଟମ୍ପିଂ କଲେ ଏହି ଉଇକେଟ୍କିପର
କରାଚି, ୧୫।୧୦: ପାକିସ୍ତାନର ଉଇକେଟ୍କିପର ବ୍ୟାଟ୍ସମ୍ୟାନ କମ୍ରାନ ଆକମଲ ଇତିହାସ ରଚିଛନ୍ତି। ଟି୨୦ କ୍ରିକେଟ୍ରେ ୧୦୦ ଷ୍ଟମ୍ପିଂ କରିବାରେ ଆକମଲ୍ ବିଶ୍ୱର ପ୍ରଥମ ଉଇକେଟ୍କିପର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ପୂର୍ବରୁ କ୍ରିକେଟ୍ର ଏହି ଛୋଟିଆ ଫର୍ମାରେ କୌଣସି ଉଇକେଟ୍କିପର…
ନର୍ଟେଜ ନୁହେଁ ସନ୍ ଟେଟ୍ ପକାଇଛନ୍ତି ଆଇପିଏଲ୍ର ସବୁଠାରୁ ଦ୍ରୁତ ବଲ୍
ଦୁବାଇ, ୧୫।୧୦: ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଏନ୍ରିକ ନର୍ଟେଜ ଏବେ ଖବରର ଶିରୋନାମାରେ ରହିଛନ୍ତି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ବୁଧବାର ଅନୁଷ୍ଠିତ ମୁକାବିଲାରେ ନର୍ଟେଜ ନିଜର ଦ୍ୱିତୀୟ ଓଭରରେ ୩ଟି ବଲ୍ ୧୫୦ରୁ ଊର୍ଦ୍ଧ୍ୱ ସ୍ପିଡ୍ରେ ବୋଲିଂ କରି ସମସ୍ତଙ୍କୁ…
ରୋହିତ୍, କୋହଲିଙ୍କୁ ପଛରେ ପକାଇଲେ ଧାଓ୍ବନ
ଦୁବାଇ, ୧୫।୧୦: ଆଇପିଏଲ୍ର ତ୍ରୟୋଦଶ ସଂସ୍କରଣରେ ବୁଧବାର ଅନୁଷ୍ଠିତ ଏକ ମ୍ୟାଚ୍ରେ ଦିଲ୍ଲୀ କ୍ୟାପିଟାଲ୍ସ ୧୩ ରନରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରିଛି। ଏହି ମ୍ୟାଚ୍ରେ ଦିଲ୍ଲୀର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ବନ ୫୭ ରନର ଚମତ୍କାର ଇନିଂସ ଖେଳିବା ସହ…
କିଟ୍ ବ୍ୟାଗ୍ରେ କ’ଣ ରଖନ୍ତି ବିରାଟ କୋହଲି
ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଅଧିନାୟକ ତଥା ଷ୍ଟାର କ୍ରିକେଟର ବିରାଟ କୋହଲି କେବଳ ଭାରତ ନୁହେଁ ବିଶ୍ୱର ସବୁଠୁ ବଡ ଖେଳାଳି। ସାରା ବିଶ୍ୱରେ କୋହଲିଙ୍କ ପ୍ରଶଂସକ ଅଛନ୍ତି। ଅନ୍ୟ ସମସ୍ତ ଖେଳାଳିଙ୍କ ପରି ବିରାଟ କୋହଲିଙ୍କ ପାଇଁ ତାଙ୍କ କ୍ରିକେଟ…
ଚହଲଙ୍କ ପାଇଁ ପୁଣି ପଡିଆକୁ ଫେରିବେ ଯୁବରାଜ ସିଂ, ଜାଣନ୍ତୁ କାହିଁକି
ଆଇପିଏଲ ୨୦୨୦ର ଏକ ମ୍ୟାଚ୍ରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର କୋଲକାତା ନାଇଟ ରାଇଡର୍ସକୁ ୮୨ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ଆରସିବି ପାଇଁ ପ୍ରଥମେ ଏବି ଡି ଭିଲିୟର୍ସ ଧୂଅଁାଧାର ବ୍ୟାଟିଂ ଏବଂ ପରେ ବୋଲରଙ୍କ ଭଲ ବୋଲିଂ ବଳରେ…
ଧୋନୀଙ୍କ ପାଇଁ ଏମିତି କିଛି କରି ଦେଖାଇଲେ ବଡ ପ୍ରଶଂସକ
ଚେନ୍ନାଇ,୧୫।୧୦:ଆଇପିଏଲ୍ରେ ଚେନ୍ନାଇ ସୁପର କିଙ୍ଗସ(ସିଏସ୍କେ)କୁ ପାଓ୍ବାର ହାଉସ୍ କୁହାଯାଏ। ଏହି ଟୁର୍ନାମେଣ୍ଟରେ ଦଳ ତିନିଥର ଟାଇଟେଲ୍ ଜିତିଛି। ସିଏସ୍କେ ପ୍ରତ୍ୟେକଥର ପ୍ଲେ ଅଫରେ ପହଞ୍ଚି। କିନ୍ତୁ ଏଥର ଦଳ ସେତେଟା ଭଲ ପ୍ରଦର୍ଶନ କରିପାରି ନାହିଁ। ୮ଟି ମ୍ୟାଚ ଖେଳି ମାତ୍ର…

