Posted inଖେଳ

ବିବାହ ବନ୍ଧନରେ ଆଉ ଜଣେ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୧୨।୧୨: ବିବାହ ବନ୍ଧନରେ ଆଉ ଜଣେ କ୍ରିକେଟର। ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୦ରେ ବୋଲିଂ କରି ବାହାବା ସାଉଁଟିଥିବା ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ ନିଜ ପ୍ରେମିକାଙ୍କୁ ବିବାହ କରିଛନ୍ତି। ସମସ୍ତ ରୀତିନୀତି ଅନୁଯାୟୀ ପରିବାର ଏବଂ ବନ୍ଧୁଙ୍କ ଗହଣରେ ବିବାହ ସମ୍ପନ୍ନ ହୋଇଛି। ବରୁଣଙ୍କ ବିବାହର ଫଟୋକୁ କ୍ରିକେଟର ଅରୁଣ କାର୍ତ୍ତିକ ନିଜ ସୋସିଆଲ ପୃଷ୍ଠାରେ ଶେୟାର କରିଥିଲେ। ଏହା ଏବେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଉଛନ୍ତି।

ଆଇପିଏଲ୍‌ରେ ଭଲ ପ୍ରଦର୍ଶନ କରିବା ହେତୁ ଭାରତ ଏକାଦଶ ଟିମ୍‌ରେ ସାମିଲ ହୋଇଥିଲେ ବରୁଣ। ହେଲେ ଆଘାତ ଲାଗିବା କାରଣରୁ ସେ ଅଷ୍ଟ୍ରେଲିଆ ସିରିଜରେ ଖେଳିପାରି ନ ଥିଲେ। ତାଙ୍କ ସ୍ଥାନରେ ନଟରାଜନଙ୍କୁ ଦଳରେ ସାମିଲ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ୧୪ଟି ଟି୨୦ ଖେଳିଥିବା ବରୁଣ ୧୮ଟି ଉଇକେଟ ନେବାରେ ସଫଳ ହୋଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କେକେଆର୍‌ରେ ଯୋଗଦେଲେ ହରଭଜନ

ମୁମ୍ବାଇ, ୨୮ା୩ (ପି.ଟି.)-ଦୁଇଥର ଚାମ୍ପିୟନ କୋଲକାତା ନାଇଟ ରାଇଡର୍ସ (କେକେଆର୍‌)ର ସ୍ପିନ ବିଭାଗରେ ସଦ୍ୟ ଯୋଗଦାନ କରିଛନ୍ତି ଭେଟେରାନ ହରଭଜନ ସିଂ। ଶନିବାର ଅପରାହ୍ନରେ ସେ...

ସିଏସକେକୁ ହରାଇ ଆରଆର ବିଜୟ…

ଚେନ୍ନାଇ,୧୨।୪: ଆଇପିଏଲ ସିରିଜ ୧୬ର ୧୭ ତମ ମ୍ୟାଚ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ବିପକ୍ଷରେ ରାଜସ୍ଥାନ ରୟାଲର୍ସ (ଆରଆର) ବିଜୟ ହୋଇଛି।   ୨୦...

ଲକ୍ଷ୍ମୀପ୍ରସାଦ ବିଶ୍ୱ ଚାମ୍ପିୟନଶିିପ୍‌ ପାଇଁ ରେଫରି

ଭୁବନେଶ୍ୱର,୨୪ା୯: ଚଳିତ ମାସ ୧୬ରୁ୧୮ ତିନି ଦିନ ଧରି ଟାଏକୋଣ୍ଡୋ ଆସୋସିଏଶନ ଅଫ୍‌ ଇଣ୍ଡିଆ ଆନୁକୂଲ୍ୟରେ ୧୦ତମ ଜାତୀୟ ବ୍ଲାକ ବେଲ୍ଟ ଟାଏକୋଣ୍ଡୋ ଆଇଟିଏଫ୍‌ ଫିଜିକାଲ...

କ୍ରିକେଟ୍‌ରେ ନୂଆ ସ୍ମାର୍ଟ ବଲ୍‌

ଓ୍ବେଲିଂଟନ, ୧୩।୮- ଆଧୁନିକ କ୍ରିକେଟ୍‌ରେ ଟେକ୍ନୋଲୋଜି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିସାରିଛି। ଏବେ କ୍ରିକେଟ୍‌ ଖେଳରେ ଆଉ ଏକ ନୂଆ ଟେକ୍ସନୋଲୋଜିର ପ୍ରୟୋଗ ଦେଖିବାକୁ...

ମାଞ୍ଚେଷ୍ଟର ଟେଷ୍ଟ ହେବ ନା ନାହିଁ

ମାଞ୍ଚେଷ୍ଟର,୯।୯: ଭାରତୀୟ ଦଳର ସପୋର୍ଟ ଷ୍ଟାଫଙ୍କ ଆରଟିପିସଆର ରିପୋର୍ଟ ପଜିଟିଭ ଆସିବା ପରେ ସିରିଜ୍‌ର ୫ମ ତଥା ଅନ୍ତିମ ଟେଷ୍ଟ ଅନିଶ୍ଚିତତାରେ ଘେରି ହୋଇଯାଇଛି। ଏହା...

ମୋ ଉପରେ ଅଯଥା ଟଙ୍କା ଖର୍ଚ୍ଚ କର ନାହିଁ: କାହିଁକି ଏମିତି କହିଲେ ଧୋନୀ

ନୂଆଦିଲ୍ଲୀ,୨।୧୧: ଆଇପିଏଲ ୨୦୨୨ ପୂର୍ବରୁ ମେଗା ନିଲାମ ଅନୁଷ୍ଠିତ ହେବ। କିଛି ମନୋନୀତ ଖେଳାଳିଙ୍କ ବ୍ୟତୀତ ସମସ୍ତଙ୍କୁ ନିଲାମରେ ସାମିଲ ହେବାକୁ ପଡିବ। ଏହି ସମୟରେ,...

ବିକ୍ରି ହେଲେନି ଓଡ଼ିଶା ଖେଳାଳି

ଭୁବନେଶ୍ୱର,୧୪ା୨(ସ୍ପୋଟର୍‌ସ ବ୍ୟୁରୋ): ଓମେନ୍ସ ପ୍ରିମିୟର ଲିଗ୍‌(ଡବ୍ଲ୍ୟୁପିଏଲ)ର ପ୍ରଥମ ସଂସ୍କରଣ ପାଇଁ ୮୭ ଖେଳାଳିଙ୍କ ନିଲାମ ହୋଇଥିବା ବେଳେ ଜଣେ ବି ଓଡ଼ିଶା ଖେଳାଳି ବିକ୍ରି ହୋଇ...

ଧିମା ବୋଲିଂ ହାର ପାଇଁ ସସ୍‌ପେଣ୍ଡ ହେବେ ନାହିଁ ଅଧିନାୟକ: ଆଇସିସି

ଲଣ୍ଡନ,୧୯ା୭(ପିଟି)- ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଧିମା ବୋଲିଂ ହାର ଯୋଗୁ ଦଳର ଅଧିନାୟକଙ୍କୁ ଆଉ ସସ୍‌ପେଣ୍ଡ କରାଯିବ ନାହିଁ। ଏ ନେଇ ଆଇସିସି ନିଷ୍ପତ୍ତି ନେଇଛି। ଏଭଳି...

Advertisement
Archives

Model This Week