ହାଇଦ୍ରାବାଦ୍ ସାମ୍ନାରେ ୧୬୪ ରନ ଟାର୍ଗେଟ୍ ରଖିଲା କୋଲକାତା
ଆବୁଧାବି, ୧୮।୧୦: ଆଇପିଏଲ୍ ଚଳିତ ସିଜନର ରବିବାର ଖେଳାଯାଇଥିବା ୩୫ତମ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍)ର ମୁକାବିଲା ସନ୍ରାଇଜର୍ସ ହାଇଦ୍ରାବାଦ ସହ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ୨୦ ଓଭରରେ ୫ ଉଇକେଟ୍ ହରାଇ ୧୬୩…
ଅନୁଷ୍କାଙ୍କ ଡେଲିଭରୀ ଡେଟ୍ ଜଣାଇଲେ ବିରାଟ!
ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମା ଏବେ ଗର୍ଭବତୀ ଅଛନ୍ତି। ସେ ଏହି ସମୟକୁ ବେଶ୍ ଉପଭୋଗ କରୁଛନ୍ତି। ଗର୍ଭାବସ୍ଥାର ଅନୁଭବକୁ ନିଜ ପ୍ରଶଂସକଙ୍କ ସହ ବେଳେବେଳେ ଶେୟାର ମଧ୍ୟ କରୁଛନ୍ତି। ଅନୁଷ୍କାଙ୍କ ସ୍ବାମୀ ତଥା ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ…
ମ୍ୟାଚ୍ ହାରିବା ପରେ ଏମିତି କରି ସମସ୍ତଙ୍କ ହୃଦୟ ଜିତିଲେ ଜାଡେଜା
ଶାରଜା,୧୮।୧୯: ଆଇପିଏଲ ୨୦୨୦ର ଏକ ମ୍ୟାଚ୍ରେ ଦିଲ୍ଲୀ ଡେୟାର ଡେଭିଲ୍ସ ଓପନର୍ ଶିଖର ଧାଓ୍ବନଙ୍କ ଶତକ ବଳରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ୫ ଉଇକେଟ୍ରେ ପରାସ୍ତ କରିଛି। ଏହି ବିଜୟ ସହ ଦିଲ୍ଲୀ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି। ଏହି ମ୍ୟାଚ୍ରେ…
ଏହି ଖେଳାଳି ପ୍ରସ୍ତୁତ କରିପାରିବେ କରୋନା ଟିକା, କାହିଁକି ଏମିତି କହିଲେ ସେହ୍ବାଗ
ଆଇପିଏଲ୍ ୨୦୨୦ରେ ରାଜସ୍ଥାନ ରୟାଲ୍ସର ରାହୁଲ ଟଓ୍ବୋଟିଆ ବ୍ୟାଟିଂ, ବୋଲିଂ ଏବଂ ଫିଲ୍ଡଂରେ ଉଚ୍ଚକୋଟୀର ପ୍ରଦର୍ଶନ କରୁଛନ୍ତି। ବିରାଟ କୋହଲିଙ୍କ ନେତୃତ୍ୱଧୀନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ମଧ୍ୟ ସେ ଜଲଓ୍ବା ଦେଖାଇଛନ୍ତି। ତାଙ୍କ ପ୍ରଦର୍ଶନ ଦେଖି ପୂର୍ବତନ ଭାରତୀୟ ବିସ୍ଫୋରକ…
ଉମର ଗୁଲ୍ଙ୍କ ଅବସର
କରାଚୀ, ୧୮ା୧୦ (ପି.ଟି.): ଚଳିତ ନ୍ୟାଶନାଲ ଟି୨୦ କପ୍ ପରେ ପାକିସ୍ତାନର ଭେଟେରାନ ପେସ୍ ବୋଲର ଉମର ଗୁଲ୍ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ନେବେ ବୋଲି ଶନିବାର ଘୋଷଣା କରିଛନ୍ତି। ଫଳରେ ତାଙ୍କ ୧୭ ବର୍ଷ ଅନ୍ତର୍ଜାତୀୟ କ୍ୟାରିୟରର ଅବସାନ…
ଓଡ଼ିଶା ଏଫ୍ସି ଦଳର ଅଭ୍ୟାସ ଆରମ୍ଭ
ଭୁବନେଶ୍ୱର, ୧୮ା୧୦ (ସ୍ପୋଟର୍ସ ବ୍ୟୁରୋ)-ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ରେ ଭାଗ ନେବାଲାଗି ଖେଳାଳିମାନେ ଗୋଆରେ ପହଞ୍ଚତ୍ବାରେ ଲାଗିଛନ୍ତି। ଓଡ଼ିଶା ଏଫ୍ସିର ଭାରତୀୟ ଖେଳାଳିମାନେ କିନ୍ତୁ ଶନିବାର ଦଳରେ ବିଭକ୍ତ ହୋଇ ଆଇଏସ୍ଏଲ୍ ଆୟୋଜକଙ୍କ ଦ୍ୱାରା ଧାର୍ଯ୍ୟ ସ୍ବାସ୍ଥ୍ୟ ଓ ସୁରକ୍ଷା ନିୟମକୁ…
ବ୍ରାଭୋ ଇନ୍, ହୋପ୍ ଆଉଟ୍
ସେଣ୍ଟଜନ୍ସ (ଆଣ୍ଟିଗୁଆ), ୧୮ା୧୦ (ଏପି)-ନ୍ୟୁଜିଲାଣ୍ଡ ବିପକ୍ଷ ଦୁଇ ମ୍ୟାଚ ବିଶିଷ୍ଟ ସିରିଜ ପାଇଁ ଓ୍ବେଷ୍ଟଇଣ୍ଡିଜ ଟେଷ୍ଟ ଦଳ ଘୋଷଣା କରାଯାଇଛି। ବାମହାତୀ ବ୍ୟାଟ୍ସମ୍ୟାନ ଡାରେନ ବ୍ରାଭୋ ଓ ଶିମରନ ହେଟମେର ଏବଂ ଅଲରାଉଣ୍ଡର କିମୋ ପଲ୍ ଦଳକୁ ଫେରିଛନ୍ତି। ଅନ୍ୟପକ୍ଷରେ ଶାଇ…
ଘରୋଇ କ୍ରିକେଟ ଜାନୁୟାରୀ ୧ରୁ
ନୂଆଦିଲ୍ଲୀ, ୧୮ା୧୦ (ପି.ଟି.)- ବହୁ ପ୍ରତିକ୍ଷୀତ ଘରୋଇ କ୍ରିକେଟ ସିଜନ ଜାନୁୟାରୀ ୧ରୁ ଆରମ୍ଭ ହେବ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି କହିଛନ୍ତି। ବିସିସିଆଇ ଆପେକ୍ସ କାଉନ୍ସିଲ ବୈଠକ ଶନିବାର ସନ୍ଧ୍ୟାରେ ବସିଥିଲା। ଏଥରେ…
ଧାଓ୍ବନଙ୍କ ଶତକ: ଦିଲ୍ଲୀ ଶୀର୍ଷକୁ ଫେରିଲା
ଶାରଜା,୧୮।୧୦(ପି.ଟି.): ଅଭିଜ୍ଞ ଓପନର ଶିଖର ଧାଓ୍ବନଙ୍କ ଅପରାଜିତ ଶତକ (୧୦୧ରନ, ୫୮ ବଲ, ୧୪ ଚୌକା, ୧ ଛକା) ଓ ଡେଥ୍ ଓଭରରେ ଅକ୍ଷର ପଟେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଦିଲ୍ଲୀ କ୍ୟାପିଟାଲ୍ସ ଆଇପିଏଲ୍ର ୩୪ତମ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ…
କ୍ୟାପିଟାଲ୍ସ ସାମ୍ନାରେ ୧୮୦ ରନ ଟାର୍ଗେଟ୍ ଧାର୍ଯ୍ୟ କଲା ଧୋନୀଙ୍କ ସୁପର୍ କିଙ୍ଗ୍ସ
ଶାରଜା, ୧୭।୧୦: ଆଇପିଏଲ୍ରେ ଶନିବାର ସନ୍ଧ୍ୟାରେ ଖେଳାଯାଇଥିବା ସିଜନର ୩୪ତମ ମ୍ୟାଚ୍ରେ ଚେନ୍ନାଇ ସୁପର୍ କିଙ୍ଗ୍ସର ମୁକାବିଲା ଦିଲ୍ଲୀ କ୍ୟାପିଟାଲ୍ସ ସହ ହୋଇଛି। ଏହି ମ୍ୟାଚ୍ରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ନିର୍ଦ୍ଧାରିତ…
ଡି ଭିଲର୍ସ, କୋହଲିଙ୍କ ବିସ୍ଫୋରକ ବ୍ୟାଟିଂ; ରୟାଲ୍ସକୁ ହରାଇଲା ରୟାଲ୍
ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍ର ୩୩ତମ ତଥା ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରାଜସ୍ଥାନ ରୟାଲ୍ସକୁ ୭ ଉଇକେଟ୍ରେ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ହରାଇ ଦେଇଛି। ସ୍ଥାନୀୟ ଦୁବାଇ ଇଣ୍ଟର ନ୍ୟାଶନାଲ କ୍ରିକେଟ୍ ଷ୍ଟାଡିୟମରେ ଅନୁଷ୍ଠିତ ଏହି ମ୍ୟାଚ୍ରେ ପ୍ରଥମେ…
ଲଗାତର ୨ ଉଇକେଟ୍ ନେଲେ ଚହଲ; ଖୁସିରେ ତାଳି ମାରିଲେ ଭାବି ସ୍ତ୍ରୀ ଧନଶ୍ରୀ
ଦୁବାଇ, ୧୭।୧୦: ଚଳିତ ଆଇପିଏଲ୍ରେ ଶନିବାର ଖେଳାଯାଇଥିବା ପ୍ରଥମ ମୁକାବିଲାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ମୁକାବିଲା ରାଜସ୍ଥାନ ରୟାଲ୍ ସହ ହୋଇଛି। ଏହି ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ରାଜସ୍ଥାନ ୬ ଉଇକେଟ୍ ହରାଇ ୧୭୭ ରନ ସଂଗ୍ରହ କରିଛି। ତେବେ…

