ଖେଳ

ଚେନ୍ନାଇ ପ୍ରଶଂସକଙ୍କୁ ଭାବପ୍ରବଣ ଅପିଲ କଲେ ବ୍ରାଭୋ

ଦୁବାଇ,୨୨।୧୦:ଆଇପିଏଲ୍‌ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍‌ ଦୌଡରୁ ବାଦ୍‌ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ବାଦ୍‌ ପଡିବା ପରେ ବ୍ରାଭୋ…

କ୍ରିକେଟ ପାଇଁ ମା’ଙ୍କଠାରୁ ଖାଉଥିଲେ ମାଡ, ଏବେ ଶାହରୁଖ ଖାନ୍‌ଙ୍କ ଟିମ୍‌କୁ କନ୍ଦାଇଲେ

ଇଣ୍ଡିଆନ ପ୍ରିମିୟର ଲିଗରେ ପ୍ରଶଂସକମାନେ ପ୍ରାୟତଃ ରନ ବର୍ଷା ହେଉଥିବା ଦେଖନ୍ତି, କିନ୍ତୁ ବେଳେବେଳେ ବୋଲରମାନେ ମଧ୍ୟ ବୋଲିଂ କରି ବ୍ୟାଟ୍ସମ୍ୟାନ୍‌ଙ୍କୁ ହଇରାଣ କରନ୍ତି। ଆଇପିଏଲ ୨୦୨୦ର ୩୯ତମ ମ୍ୟାଚରେ ତାହା ଦେଖିବାକୁ ମିଳିଥିଲା ଏହି ମ୍ୟାଚ୍‌ରେ କୋଲକାତା ନାଇଟ ରାଇଡର୍ସ…

କ୍ରିକେଟରଙ୍କ ଜୋତା ଫିତା ବାନ୍ଧି ଚର୍ଚ୍ଚାରେ ଏହି ଖେଳାଳି

କ୍ରମାଗତ ପରାଜୟ ପରେ କିଙ୍ଗସ ଏକାଦଶ ପଞ୍ଜାବର ଦଳ ବିଜୟ ଧାରାକୁ ଫେରିଛି। ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଦୁଇଟି ସୁପରଭରରେ ପଞ୍ଜାବ ଜିତିବାରେ କ୍ରିସ୍‌ ଗେଲ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଗେଲ ଝଡ଼…

ସୁପର ଫର୍ମର ରହସ୍ୟ ଖୋଲିଲେ ଧାଓ୍ବନ

ଦୁବାଇ,୨୨।୧୦(ପି.ଟି.): ଦିଲ୍ଲୀ କ୍ୟାପିଟାଲ୍ସ ଅଭିଜ୍ଞ ଓପନର ଶିଖର ଧାଓ୍ବନ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ଜବରଦସ୍ତ ଫର୍ମରେ ରହିଛନ୍ତି। ପ୍ରଥମ ବ୍ୟାଟ୍ସମ୍ୟାନ ଭାବେ ସେ ଆଇପିଏଲ୍‌ରେ କ୍ରମାଗତ ଦୁଇଟି ବିସ୍ଫୋରକ ଶତକ ହାସଲ କରି ଇତିହାସ ସୃଷ୍ଟି କରିଛନ୍ତି। ଏହି…

ଆଇପିଏଲ୍‌ରୁ ବାଦ୍‌ ପଡ଼ିଲେ ଡ୍ବେନ ବ୍ରାଭୋ

ଦୁବାଇ,୨୨।୧୦(ପି.ଟି.): ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ତାରକା ଅଲରାଉଣ୍ଡର ଡ୍ବେନ ବ୍ରାଭୋ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରୁ ବାଦ୍‌ ପଡିଛନ୍ତି। ଗ୍ରୋନ୍‌ ଇଞ୍ଜୁରି କାରଣରୁ ସେ ଆଇପିଏଲ୍‌ର ଆଗାମୀ ମ୍ୟାଚ୍‌ଗୁଡିକ ଖେଳିପାରିବେ ନାହିଁ। ଫଳରେ ଟୁର୍ନାମେଣ୍ଟରେ ଏଥର ପ୍ଲେ- ଅଫ୍‌…

ଲଙ୍କା ପ୍ରିମିୟର ଲିଗ୍‌: ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ ମାଲିକ

କଲମ୍ବୋ,୨୨।୧୦: ଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରେ ବଲିଉଡ୍‌ର ଏଣ୍ଟ୍ରି ହୋଇଛି। ବଲିଉଡ୍‌ ଅଭିନେତା, ପ୍ରଯୋଜକ, ଲେଖକ ତଥା ଫିଲ୍ମ ନିର୍ମାତା ସୋହେଲ ଖାନ୍‌ କାଣ୍ଡି ଫ୍ରାଞ୍ଚାଇଜ୍‌ର ମାଲିକ ହେବାର ଗୌରବ ଅର୍ଜନ କରିଛନ୍ତି। ଏହି ଟି୨୦ ଲିଗ୍‌ ନଭେମ୍ବର ୨୧ରୁ ଆରମ୍ଭ…

ଆଇପିଏଲ୍‌ରେ : ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବାରୁ ହୋଲ୍ଡର ଦୁଃଖିତ

ଦୁବାଇ,୨୨।୧୦(ପି.ଟି.): ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ରେ ‘ବ୍ଲାକ୍‌ ଲାଇଭ୍‌ ମ୍ୟାଟର’ ଆନ୍ଦୋଳନ ସାମିଲ ନ ହେବା ଦୁଃଖଦାୟକ ବୋଲି ଓ୍ବେଷ୍ଟଇଣ୍ଡିଜ ଅଧିନାୟକ ଜାସନ ହୋଲ୍ଡର କହିଛନ୍ତି। ବିଶ୍ୱର ଶ୍ରେଷ୍ଠ କ୍ରିକେଟ ଲିଗ୍‌ ବିବେଚିତ ହେଉଥିବା ଆଇପିଏଲ୍‌ରେ ଦଳଗୁଡିକ ଏ ନେଇ…

ଅଷ୍ଟ୍ରେଲିଆ ଗସ୍ତ:ସିଡ୍‌ନୀରେ ଭାରତୀୟ ଖେଳାଳି କ୍ୱାରାଣ୍ଟାଇନରେ ରହି ଅଭ୍ୟାସ କରିବେ

ସିଡନୀ,୨୨।୧୦ (ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଭାରତୀୟ ଖେଳାଳି ନ୍ୟୁ ସାଉଥ୍‌ ଓ୍ବେଲ୍ସ (ଏନ୍‌ଏସ୍‌ଡବ୍ଲ୍ୟୁ) ରାଜ୍ୟର ରାଜଧାନୀ ସିଡ୍‌ନୀରେ ଅବତରଣ କରିବା ସହ ସେଠାରେ କ୍ୱାରାଣ୍ଟାଇନ୍‌ରେ ରହିବା ସହ ଅଭ୍ୟାସ କରିବାର ଯଥେଷ୍ଟ ସମ୍ଭାବନା ରହିଛି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ…

ନଭେମ୍ବର ୧ରୁ ସାଇ ସେଣ୍ଟରଗୁଡ଼ିକ ପୁଣି ଖୋଲିବ

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଟୋକିଓ ଅଲିମ୍ପିକ୍ସ ଓ ପାରା ଅଲିମ୍ପିକ୍ସକୁ ଦୃଷ୍ଟିରେ ରଖି ପୁଣି ଥରେ ଦେଶର ବିଭିନ୍ନ ସାଇ ସେଣ୍ଟରକୁ ଖୋଲିବାକୁ ନିଷ୍ପତ୍ତି ନିଆଯାଇଛି। ନଭେମ୍ବରରେ ୧ ତାରିଖରୁ ସାଇ ସେଣ୍ଟରଗୁଡିକ ଖୋଲିବ ଓ ଏଠାରେ କ୍ରୀଡ଼ା…

ତୃତୀୟଥର ପାଇଁ ଏଏଫ୍‌ଆଇ ମୁଖ୍ୟ ହେବେ ସୁମରିଓ୍ବାଲା

ନୂଆଦିଲ୍ଲୀ,୨୨।୧୦(ପି.ଟି.): ଜଣାଶୁଣା କ୍ରୀଡ଼ା ପ୍ରଶାସକ ଆଦିଲେ ସୁମରିଓ୍ବାଲା ତୃତୀୟଥର ପାଇଁ ଆଥଲେଟିକ୍ସ ଫେଡେରେଶନ ଅଫ୍‌ ଇଣ୍ଡିଆ (ଏଏଫ୍‌ଆଇ) ଅଧ୍ୟକ୍ଷ ଭାବେ ବିନା ପ୍ରତିଦ୍ୱନ୍ଦ୍ୱିତାରେ ନିର୍ବାଚିତ ହେବା ସ୍ପଷ୍ଟ ହୋଇଛି। ସେହିପରି ପୂର୍ବତନ ମହିଳା ଲଙ୍ଗ୍‌ଜମ୍ପର ଅଞ୍ଜୁ ବବି ଜର୍ଜ ସିନିୟର ଭାଇସ୍‌…

ସିରାଜଙ୍କ ଘାତକ ବୋଲିଂ, ଆର୍‌ସିବିର ଦମ୍‌ଦାର ବିଜୟ

ଆବୁଧାବି, ୨୨।୧୦- ପେସ୍‌ ବୋଲର ମହମ୍ମଦ ସିରାଜଙ୍କ ଘାତକ ବୋଲିଂ ସହାୟତାରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍‌ସିବି) ଇଣ୍ଡିଆନ ପ୍ରିମିୟର ଲିଗ୍‌ର ବୁଧବାର ଅନୁଷ୍ଠିତ ମ୍ୟାଚରେ ଦମ୍‌ଦାର ବିଜୟ ହାସଲ କରିଛି। ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଦଳ କୋଲକାତା ନାଇଟ ରାଇଡର୍ସକୁ…

ବିଜୟ ଏକମାତ୍ର ଲକ୍ଷ୍ୟ

ଦୁବାଇ, ୨୨।୧୦(ପି.ଟି.)- ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଗୁରୁବାର ରାଜସ୍ଥାନ ରୟାଲ୍ସ ଓ ସନ୍‌ରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ଦଳ ପଏଣ୍ଟ ଟେବୁଲର ନିମ୍ନଭାଗରେ ଥିବାରୁ ଆଗାମୀ ମ୍ୟାଚରେ ନିଶ୍ଚିତ ବିଜୟ ଆବଶ୍ୟକ କରୁଛନ୍ତି। ତେଣୁ ଏହି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?