ଖେଳ

ପ୍ରଶଂସକଙ୍କୁ ଖୁସିଖବର ଦେଲେ ଏହି କ୍ରିକେଟର୍‌

କୋଲକାତା ନାଇଟ ରାଇଡର୍ସର ବିସ୍ଫୋରକ ବ୍ୟାଟ୍ସମ୍ୟାନ ସୁନୀଲ ନାରିନ୍‌ ସୋସିଆଲ ମିଡିଆରେ ପ୍ରଶଂସକଙ୍କ ସହ ଏକ ଖୁସି ଖବର ଶେୟାର କରିଛନ୍ତି। ସୁନୀଲଙ୍କ ସ୍ତ୍ରୀ ନନ୍ଦିତା କୁମାର ଗର୍ଭବତୀ ଅଛନ୍ତି। ଖୁବଶୀଘ୍ର ସେ ପିତା ହେବେ ବୋଲି ଘୋଷଣା କରିଛନ୍ତି। ସୁନୀଲ…

ସାଇକ୍ଲିଷ୍ଟ ଗାଭିରିଆଙ୍କୁ କରୋନା

ମିଲାନ, ୨୧ା୧୦ (ଏପି)- କରୋନା ଟେଷ୍ଟରେ କଲମ୍ବିଆନ ସାଇକ୍ଲିଷ୍ଟ ଫର୍ନାଣ୍ଡୋ ଗାଭିରିଆଙ୍କର ପଜିଟିଭ ଆସିଛି। ସେ ତୁରନ୍ତ ଗିରୋ ଡି’ଇଟାଲିଆ ସାଇକ୍ଲିଂ ରେସ୍‌ରୁ ଓହରିଯାଇଛନ୍ତି। ରବିବାର ଓ ସୋମବାର ମୋଟ ୪୯୨ଟି ଟେଷ୍ଟ ହୋଇଥିଲା। ତନ୍ମଧ୍ୟରୁ କେବଳ ଗାଭିରିଆ ଓ ଜଣେ…

ପାକିସ୍ତାନ ଟୁର୍‌ରୁ ଓହରିଲେ ରାଜପୁତ

କରାଚୀ, ୨୧ା୧୦ (ପି.ଟି.)-ଜିମ୍ବାଓ୍ବେ କ୍ରିକେଟ କୋଚ୍‌ ଲାଲଚାନ୍ଦ ରାଜପୁତ ଦଳ ସହିତ ପାକିସ୍ତାନ ଟୁର୍‌ରେ ସାମିଲ ହୋଇପାରିବେ ନାହିଁ। ସୀମିତ ଓଭର ସିରିଜରୁ ବାଦ୍‌ ଦେବାକୁ ହରାରେସ୍ଥିତ ଭାରତୀୟ ଦୂତାବାସ ଏଥିପାଇଁ ଅନୁରୋଧ କରିଥିଲା। ଜିମ୍ବାଓ୍ବେ କ୍ରିକେଟ ଏଥିରେ ରାଜି ହୋଇଛି।…

ଚେନ୍ନାଇନ୍‌ ଏଫ୍‌ସି ଦଳରେ ସ୍ଲୋଭାକିଆନ ଫରଓ୍ବାର୍ଡ ସିଲ୍‌ଭେଷ୍ଟର

ଚେନ୍ନାଇ, ୨୧ା୧୦ (ପି.ଟି.)-ସ୍ଲୋଭାକିଆନ ସେଣ୍ଟର ଫରଓ୍ବାର୍ଡ ଜାକବ୍‌ ସିଲ୍‌ଭେଷ୍ଟର ଦୁଇଥର ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଚାମ୍ପିୟନ ଚେନ୍ନାଇନ୍‌ ଏଫ୍‌ସି ଦଳରେ ଯୋଗ ଦେଇଛନ୍ତି। ଟ୍ରାନ୍ସଫର ଫ୍ରି ଭିତ୍ତିରେ ସେ ୨୦୨୦-୨୧ ସିଜନ ପାଇଁ କ୍ଲବ ସହିତ ଚୁକ୍ତି କରିଛନ୍ତି। ୩୧…

ଅହମ୍ମଦାବାଦରେ ଖେଳାଯିବ ଦିବାରାତ୍ର ଟେଷ୍ଟ

କୋଲକାତା, ୨୧ା୧୦ (ପି.ଟି.)- ଆସନ୍ତାବର୍ଷ ପ୍ରଥମ ଭାଗରେ ଇଂଲଣ୍ଡର ଭାରତ ଟୁର୍‌ ବେଳେ ଅହମ୍ମଦାବାଦରେ ଦିବାରାତ୍ର ପିଙ୍କ୍‌ ବଲ ଟେଷ୍ଟ ଖେଳାଯିବ। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ସଭାପତି ସୌରଭ ଗାଙ୍ଗୁଲି ଏଠାରେ ପ୍ରକାଶ କରିଛନ୍ତି। ଇଂଲଣ୍ଡ କ୍ରିକେଟ ଦଳ…

ଅଷ୍ଟ୍ରେଲିଆ ବିପକ୍ଷ ଟେଷ୍ଟ ସିରିଜ: ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ସିରାଜ, ଶାର୍ଦ୍ଦୁଳ ପ୍ରତିଦ୍ୱନ୍ଦ୍ୱୀ

ନୂଆଦିଲ୍ଲୀ,୨୧।୧୦(ପି.ଟି.): ଆଗାମୀ ଅଷ୍ଟ୍ରେଲିଆ ଗସ୍ତରେ ଟେଷ୍ଟ ସିରିଜ ଲାଗି ଦଳ ଘୋଷଣା କରିବାକୁ ଚୟନକର୍ତ୍ତାମାନେ ଦ୍ୱନ୍ଦ୍ୱରେ ପଡିବେ। ଦଳରେ ପଞ୍ଚମ ଦ୍ରୁତ ବୋଲର ସ୍ଥାନ ପାଇଁ ଏବେ ହାଇଦ୍ରାବାଦର ମହମ୍ମଦ ସିରାଜ ଓ ମୁମ୍ବାଇର ଶାର୍ଦ୍ଦୁଳ ଠାକୁରଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ହେବ।…

ବାଙ୍ଗାଲୋର ବିପକ୍ଷରେ ତ୍ରୁଟି ସୁଧାରିବା ଲକ୍ଷ୍ୟରେ କୋଲକାତା

ଆବୁଧାବି,୨୧।୧୦(ପି.ଟି.): କୋଲକାତା ନାଇଟ୍‌ ରାଇଡର୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ବୁଧବାର ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୩୯ତମ ମ୍ୟାଚ୍‌ରେ ପରସ୍ପରକୁ ଭେଟିବେ। ସ୍ଥାନୀୟ ଶେଖ ଜାଏଦା ଷ୍ଟାଡିୟମରେ ଖେ ଳାଯିବାକୁ ଥିବା ଏହି ମ୍ୟାଚ୍‌ରେ କୋଲକାତା ତା’ର ତ୍ରୁଟି…

ଦୁବାଇ ବିଚ୍‌ରେ ଭାବିପତ୍ନୀ ଧନଶ୍ରୀଙ୍କ ସହ ଚହଲ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଅଂଶଗ୍ରହଣ କରୁଥିବା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଦଳର ଅନ୍ୟତମ ପ୍ରମୁଖ ଖେଳାଳି ହେଲେ ସ୍ପିନର ୟୁଜବେନ୍ଦ୍ର ଚହଲ। ଆଇପିଏଲରେ ଚହଲଙ୍କୁ ଉତ୍ସାହିତ କରିବା ପାଇଁ ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ପହଞ୍ଚତ୍ଛନ୍ତି ତାଙ୍କ…

ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ ପରାସ୍ତ

ଦୁବାଇ, ୨୧।୧୦- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ମଙ୍ଗଳବାର ଅନୁଷ୍ଠିତ ମ୍ୟାଚରେ ଶିଖର ଧାଓ୍ବନଙ୍କ ଶତକ ସତ୍ତ୍ୱେ ଦିଲ୍ଲୀ କ୍ୟାପିଟାଲ୍ସ ପରାଜିତ ହୋଇଛି। ଅନ୍ୟପକ୍ଷରେ ୫ ଉଇକେଟରେ ବିଜୟ ସହ କିଙ୍ଗ୍ସ ଇଲେଭେନ ପଞ୍ଜାବ ପ୍ଲେ-ଅଫ୍‌ ଆଶା ଉଜ୍ଜୀବିତ ରଖିଛି। ଚଳିତ ଲିଗ୍‌ରେ…

ଆଇପିଏଲ୍‌ରେ ପ୍ରଥମ ଖେଳାଳି ଭାବେ ଲଗାତର ୨ ଶତକ ହାସଲ କଲେ ଧାଓ୍ବନ

ଦୁବାଇ, ୨୦।୧୦: ଶିଖର ଧାଓ୍ବନଙ୍କ ଶତକ ବଳରେ ମଙ୍ଗଳବାର ଏଠାରେ ଖେଳାଯାଇଥିବା ଆଇପିଏଲ୍‌ର ୩୮ତମ ମୁକାବିଲାରେ ଦିଲ୍ଲୀ କ୍ୟାପିଟାଲ୍ସ ୧୬୫ ରନର ଟାର୍ଗେଟ୍‌ କିଙ୍ଗ୍ସ ଇଲେଭେନ ପଞ୍ଜାବ ସାମ୍ନାରେ ଧାର୍ଯ୍ୟ କରିଛି। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଦିଲ୍ଲୀ ନିର୍ଦ୍ଧାରିତ…

ଟସ୍‌ ଜିତି ବ୍ୟାଟିଂ କରିବାକୁ ଦିଲ୍ଲୀ କ୍ୟାପିଟାଲ୍ସର ନିଷ୍ପତ୍ତି

ଦୁବାଇ, ୨୦।୧୦: ଚଳିତ ଆଇପିଏଲ୍‌ର ୩୮ତମ ମ୍ୟାଚ୍‌ରେ ମଙ୍ଗଳବାର ଦିଲ୍ଲୀ କ୍ୟାପିଟାଲ୍ସର ମୁକାବିଲା କିଙ୍ଗ୍ସ ଇଲେଭେନ ପଞ୍ଜାବ ସହ ହୋଇଛି। ଏହି ମ୍ୟାଚ୍‌ରେ ଟସ୍‌ ଜିତି ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ ଶ୍ରେୟାସ ଆୟାର ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ…

ଦ୍ୱିତୀୟ ସୁପର୍‌ ଓଭରରେ କାହିଁକି ବୋଲିଂ କରିପାରିଲେନି ବୁମ୍‌ରା, ସାମି

ଦୁବାଇ, ୨୦।୧୦: ଆଇପିଏଲ୍‌ ତ୍ରୟୋଦଶ ସଂସ୍କରଣରେ ରବିବାର ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ କିଙ୍ଗ୍ସ ଇଲେଭେନ ପଞ୍ଜାବ ମଧ୍ୟରେ ଐତିହାସିକ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ଦୁବାଇ ଇଣ୍ଟରନ୍ୟାଶନାଲ କ୍ରିକେଟ୍‌ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମୁକାବିଲାରେ ପଞ୍ଜାବ ୨ୟ ସୁପର୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?