ପ୍ରଥମ ବୋଲର ଭାବେ ଆଇପିଏଲ୍ରେ ୨ଟି ମେଡେନ ଓଭର ପକାଇଲେ ସିରାଜ
ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍ର ୩୯ତମ ମ୍ୟାଚ୍ରେ ବୁଧବାର କୋଲକାତା ନାଇଟ୍ ରାଇଡର୍ସର ମୁକାବିଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ହୋଇଥିଲା। ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି କୋଲକାତା ନିର୍ଦ୍ଧାରିତ ୨୦ ଓଭରରେ ୮ ଉଇକେଟ୍ ହରାଇ ମାତ୍ର ୮୪ ରନ…
କୋହଲିଙ୍କ ସାମ୍ନାରେ ମାତ୍ର ୮୫ ରନ୍ ଲକ୍ଷ୍ୟ ରଖିଲା କୋଲକାତା
ଆବୁଧାବି, ୨୧।୧୦: ଆଇପିଏଲ୍ ୧୩ତମ ସିଜନର ୩୯ତମ ମ୍ୟାଚ୍ରେ ବୁଧବାର ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ ହୋଇଛି। ଏହି ମ୍ୟାଚରେ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା କେକେଆର୍…
ଆଇପିଏଲ୍ରେ ଫ୍ଲପ୍ ହୋଇଥିବା ୫ କୋଟିପତି ଖେଳାଳି
ନୂଆଦିଲ୍ଲୀ, ୨୧।୧୦: ୟୁଏଇରେ ଚାଲିଥିବା ଆଇପିଏଲ୍ ତ୍ରୟୋଦଶ ସଂସ୍କରଣର ଅଧାରୁ ଅଧିକ ମ୍ୟାଚ୍ ଖେଳାଯାଇ ସାରିଛି। ଚଳିତ ଥର ଅନେକ କୋଟିପତି ଖେଳାଳି ସେମାନଙ୍କ ପ୍ରଦର୍ଶନରେ ନିଜ ଟିମ୍କୁ ବହୁତ ନିରାଶ କରିଛନ୍ତି। ଏହି ଖେଳାଳିମାନଙ୍କ ମଧ୍ୟରେ କୋଲକାତା ନାଇଟ୍ ରାଇଡର୍ସର…
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବ କେକେଆର୍; କୋହଲିଙ୍କ ଉପରେ ରହିବ ନଜର
ଆବୁଧାବି, ୨୧।୧୦: ଆଇପିଏଲ୍ ୧୩ତମ ସିଜନର ୩୯ତମ ମ୍ୟାଚ୍ରେ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି)ର ମୁକାବିଲା କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ସହ ହୋଇଛି। ଏହି ମ୍ୟାଚରେ ଟସ୍ ଜିତି କେକେଆର୍ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି…
ଶାହରୁଖ, ପ୍ରୀତି ଜିଣ୍ଟାଙ୍କ ପରେ କ୍ରିକେଟ୍ ଟିମ୍ କିଣିଲେ ସଲ୍ମାନ
ନୂଆଦିଲ୍ଲୀ, ୨୧।୧୦: ବଲିଉଡ୍ ଓ କ୍ରିକେଟ୍ ମଧ୍ୟରେ ସମ୍ପର୍କ ଏବେ ମଧ୍ୟ ଅତୁଟ ରହିଛି। ବିବାହ ବିଷୟ ହେଉ କିମ୍ବା କ୍ରିକେଟ୍ ଲିଗ୍ରେ ଏକ ଟିମ୍ କିଣିବା କଥା, ବଲିଉଡ୍ ଷ୍ଟାର୍ମାନେ କ୍ରିକେଟ୍ ପଡ଼ିଆକୁ ବହୁତ ଭଲ ପାଆନ୍ତି। ପୂର୍ବରୁ ବଲିଉଡ୍…
ଛକା, ଚୌକାରେ ସ୍ବତନ୍ତ୍ର କୀର୍ତ୍ତିମାନ ସ୍ଥାପନ କରିବେ କୋହଲି
ଆବୁଧାବି, ୨୧।୧୦: ଚଳିତ ଆଇପିଏଲ୍ର ୩୯ତମ ମୁକାବିଲାରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର୍) ଓ ରୟାଲ୍ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆର୍ସିବି) ପରସ୍ପର ସାମ୍ନା ସାମ୍ନି ହେବେ। ସ୍ଥାନୀୟ ଶେଖ୍ ଜାୟେଦ ଷ୍ଟାଡିୟମରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଅବସରରେ ଆର୍ସିବି ଅଧିନାୟକ…
ଚେନ୍ନାଇକୁ ବଡ ଝଟ୍କା
ଦୁବାଇ,୨୧।୧୦:ଆଇପିଏଲ୍ ୨୦୨୦ରେ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରାୟତଃ ପ୍ଲେ-ଅଫ୍ ଦୌଡରୁ ବାଦ୍ ପଡିଛି। ଦଳକୁ ଏବେ ଆଉ ଏକ ଝଟକା ଲାଗିଛି। ଆଘାତ ଯୋଗୁ ଷ୍ଟାର ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କୁ ଚଳିତ ଆଇପିଏଲରୁ ବାଦ ପଡିଛନ୍ତି। ଆଘାତ କାରଣରୁ ୩୭ ବର୍ଷୀୟ…
୨୦ ଥର କରୋନା ଟେଷ୍ଟ କରିସାରିଲେଣି ଆଇପିଏଲ୍ର ଏହି ମାଲିକାଣୀ
ବର୍ତ୍ତମାନ ଆଇପିଏଲ୍ ମ୍ୟାଚ୍ ଚାଲିଛି। ମହାମାରୀ କରୋନା ସମୟରେ ଆଇପିଏଲ୍ ଖେଳାଯାଉଥିବାରୁ ଆୟୋଜକମାନେ ଏଥିପ୍ରତି ବିଶେଷ ଧ୍ୟାନ ଦେଉଛନ୍ତି। ଏ ନେଇ କିଙ୍ଗ୍ସ ଇଲେଭେନ୍ ପଞ୍ଜାବର ମାଲିକାଣୀ ତଥା ବଲିଉଡ ଅଭିନେତ୍ରୀ ପ୍ରୀତି ଜିଣ୍ଟା ଏନେଇ ଗ୍ରହଣ କରାଯାଇଥିବା ସମସ୍ତ ବ୍ୟବସ୍ଥା…
ନିଆରା ଢଙ୍ଗରେ ବିବାହ ଫଟୋଶୁଟ୍ କଲେ ମହିଳା କ୍ରିକେଟର୍
ଢାକା,୨୧।୧୦: ନିକଟରେ ବାଂଲାଦେଶର ଅନ୍ତର୍ଜାତୀୟ କ୍ରିକେଟର ସଞ୍ଜିଦା ଇସଲାମ ବିବାହ କରିଛନ୍ତି। ସଞ୍ଜୀଡା ରଙ୍ଗପୁରର ପ୍ରଥମ ଶ୍ରେଣୀ କ୍ରିକେଟର ମିମ ମୋସାଦକଙ୍କୁ ବିବାହ କରିଛନ୍ତି। ସଞ୍ଜିଦା ତାଙ୍କର ଅନନ୍ୟ ବିବାହ ଫଟୋସୁଟ ଯୋଗୁ ଏବେ ଚର୍ଚ୍ଚାରେ ଅଛନ୍ତି। ସଞ୍ଜିଦା ଏବଂ ମିମ…
କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ଭଲ ପସନ୍ଦ କରନ୍ତି ଭାରତୀୟ କ୍ରିକେଟର୍
ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍ ଷ୍ଟାଇଲ୍ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି ଭାରତକୁ ବିଜୟୀ କରୁଥିବା ଖେଳାଳିମାନେ କ’ଣ ଖାଇବାକୁ ଭଲ ପାଆନ୍ତି ଆସନ୍ତୁ ଜାଣିବା.. ମହେନ୍ଦ୍ର…
ସୋରିଷ କ୍ଷେତରେ ଶାହରୁଖ ଖାନ୍ଙ୍କ ଭଳି ନଜର ଆସିଲେ ଏହି ବିଦେଶୀ ଖେଳାଳି
ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କର କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଅନେକ ପ୍ରଶଂସକ ଅଛନ୍ତି। ଦୀର୍ଘ ଫିଲ୍ମ କ୍ୟାରିଅରରେ ସେ ଅନେକ ହିଟ ଫିଲ୍ମ ଦେଇଥିଲେ। ସେଥିମଧ୍ୟରୁ ଶାହରୁଖ ଖାନ୍ ଏବଂ କାଜଲଙ୍କ ନିର୍ମିତ ଦିଲ୍ଓ୍ବାଲେ ଦୁଲହନିଆ ଲେ ଜାୟେଙ୍ଗେ…
ସୁପର୍ ଓଭର୍ ମ୍ୟାଚ୍ ପରେ ଶୋଇ ନ ଥିଲେ କେ.ଏଲ. ରାହୁଲ, ଜାଣନ୍ତୁ କାହିଁକି
ଦୁବାଇ,୨୧।୧୦: ଆଇପିଏଲ୍ ୨୦୨୦ରେ ଏବେ ଶୀର୍ଷ ସ୍ଥାନରେ ଥିବା ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରିଛି କିଙ୍ଗ୍ସ ଏକାଦଶ ପଞ୍ଜାବ। ଏହି ବିଜୟ ସହ ଦଳ ଟୁର୍ନାମେଣ୍ଟରେ ପ୍ଲେ-ଅଫ୍ ଖେଲିବା ଆଶା ଉଜ୍ଜିବୀତ ରଖିଛି। ବିଜୟ ପରେ ଅଧିନାୟକ କେ.ଏଲ…

