Posted inଖେଳ

ଅଲ୍‌ଭାରେଜଙ୍କୁ ସୁପର-ମିଡିଲଓ୍ବେଟ୍‌ ଟାଇଟଲ

ସାନ୍‌ ଆଣ୍ଟୋନିଓ, ୨୧ା୧୨ (ଏପି): ଅଲାମୋଡମଠାରେ ପୂର୍ବରୁ ଅପରାଜିତ ରହିଥିବା କାଲମ ସ୍ମିଥ୍‌ଙ୍କୁ ପରାସ୍ତ କରି ମେକ୍ସିକୋ ବକ୍ସର କାନେଲୋ ଅଲ୍‌ଭାରେଜ ଡବ୍ଲ୍ୟୁବିଏ ଓ ରିଙ୍ଗ୍‌ ସୁପର ମିଡିଲଓ୍ବେଟ୍‌ ଚାମ୍ପିୟନଶିପ୍‌ ଏବଂ ଖାଲିପଡ଼ିଥିବା ଡବ୍ଲ୍ୟୁବିସି ସୁପର ମିଡିଲଓ୍ବେଟ୍‌ ଟାଇଟଲ ଜିତିଛନ୍ତି। ଚଳିତବର୍ଷରେ ତାଙ୍କର ଏହି ଏକମାତ୍ର ବାଉଟ୍‌ରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଦୁଇଜଣ ଜଜ୍‌ ଏହି ବାଉଟ୍‌ରେ ୧୧୯-୧୦୯ ଏବଂ ତୃତୀୟ ଜଜ୍‌ ୧୧୭-୧୧୧ ସ୍କୋର ଦେଇଥିଲେ। ତେବେ ସର୍ବସମ୍ମତି ନିଷ୍ପତ୍ତିରେ ଅଲ୍‌ଭାରେଜ ବିଜୟୀ ଘୋଷିତ ହୋଇଥିଲେ। ୫ ଫୁଟ୍‌ ୮ ଇଞ୍ଚ ଉଚ୍ଚତା ବିଶିଷ୍ଟ ଅଲ୍‌ଭାରେଜ ୬.୩ ଫୁଟ୍‌ ଉଚ୍ଚ ସ୍ମିଥ୍‌ଙ୍କ ବିପକ୍ଷରେ ଆକ୍ରମଣାତ୍ମକ ରଣନୀତି ଆପଣାଇଥିଲେ। ଅଲ୍‌ଭାରେଜ ପୂର୍ବରୁ ଆର୍ଲିଙ୍ଗଟନଠାରେ ଏଟିଆଣ୍ଡ୍‌ଟି ଷ୍ଟାଡିୟମରେ କାଲମଙ୍କ ବଡ଼ ଭାଇ ଲିଆମ୍‌ଙ୍କୁ ପରାସ୍ତ କରିଥିଲେ। ଅନେକଙ୍କ ମନରେ ଧାରଣା ସୃଷ୍ଟି ହୋଇଥିଲା ଯେ, ୯ରାଉଣ୍ଡ ବିଶିଷ୍ଟ ନକ୍‌ ଆଉଟ୍‌ ପାଇଁ କାଲମ ପ୍ରତିଶୋଧ ନେବେ। ମାତ୍ର ଯୁବ ବକ୍ସର ସ୍ମିଥ୍‌ଙ୍କ ବିପକ୍ଷରେ ଅଲ୍‌ଭାରେଜ ସମ୍ପୂର୍ଣ୍ଣ ପ୍ରାଧାନ୍ୟ ବିସ୍ତାର କରିଥିଲେ। ଚଳିତ ବର୍ଷ କୋଭିଡ୍‌ କଟକଣା ଯୋଗୁ ଅଲ୍‌ଭାରେଜ ଓ ସ୍ମିଥ୍‌ଙ୍କ ମଧ୍ୟରେ ଏହା ପ୍ରଥମ ମୁକାବିଲା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏପ୍ରିଲ୍‌ ୧୫ ପର୍ଯ୍ୟନ୍ତ ହକି ପ୍ରୋ ଲିଗ୍‌ ସ୍ଥଗିତ

ଲୌସାନେ,୧୪।୩(ପି.ଟି.)- ଅନ୍ତର୍ଜାତୀୟ ହକି ଫେଡେରେଶନ (ଏଫ୍‌ଆଇଏଚ୍‌) ଶନିବାର ଚଳିତ ପ୍ରୋ ଲିଗ୍‌କୁ ଏପ୍ରିଲ ୧୫ ପର୍ଯ୍ୟନ୍ତ ସ୍ଥଗିତ କରିଛି। ବିଭିନ୍ନ ଦେଶରୁ ମିଳିଥିବା ସୂଚନା ଓ...

ଋଷଭ ପନ୍ତଙ୍କ ସଫଳ ବ୍ୟାଟିଂ ଦେଖି ଗର୍ଲଫ୍ରେଣ୍ଡ୍‌ କହିଲେ ଏମିତି…

ଚେନ୍ନାଇ, ୧୭।୧୨: ଭାରତ ଏବଂ ଓ୍ବେଷ୍ଟଇଣ୍ଡିଜ୍‌ ମଧ୍ୟ ଚାଲିଥିବା ଏକଦିବସୀୟ ସିରିଜର ପ୍ରଥମ ମ୍ୟାଚରେ ଯଦିଓ ଭାରତ ଭ୍ରମଣକାରୀ ଦଳଠାରୁ ପରାସ୍ତ ହୋଇଥିଲା, କିନ୍ତୁ ଉଇକେଟକିପର...

ୟୁଏଇରେ ଭାବିପତ୍ନୀଙ୍କୁ ମନେ ପକାଇଲେ ୟୁଜବେନ୍ଦ୍ର: ଧନଶ୍ରୀ ଦେଲେ ଏଭଳି ଜବାବ

ନୂଆଦିଲ୍ଲୀ,୨୮।୮: କିଛିଦିନ ପୂର୍ବେ ପ୍ରେମିକା ଧନଶ୍ରୀ ବର୍ମାଙ୍କ ସହ ନିର୍ବନ୍ଧ କରିଛନ୍ତି ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ। ସେବେଠାରୁ ସୋସିଆଲ ମିଡିଆରେ ଭାବିପତ୍ନୀଙ୍କ ସହ ସେ...

ଧୋନୀଙ୍କୁ ପଛରେ ପକାଇବେ ରୋହିତ

ନୂଆଦିଲ୍ଲୀ,୩।୧୧- ସ୍ଥାନୀୟ ଅରୁଣ ଜେଟଲି ଷ୍ଟାଡିୟମରେ ବାଂଲାଦେଶ ବିପକ୍ଷରେ ରବିବାର ଖେଳାଯିବାକୁ ଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ କାମଚଳା ଭାରତୀୟ ଅଧିନାୟକ ରୋହିତ ଶର୍ମା ନିଜ...

ମିତାଲି ରାଜଙ୍କ ବାୟୋପିକ୍‌ରେ ନଜର ଆସିବେ ତାପସି

ମୁମ୍ବାଇ: ଖେଳ ଦୁନିଆର କେତେଜଣ ବ୍ୟକ୍ତିତ୍ୱଙ୍କୁ ନେଇ ତିଆରି ହେଉଛି ଗୋଟିଏ ପରେ ଗୋଟିଏ ବାୟୋପିକ୍‌। ଏବେ ଭାରତୀୟ ମହିଳା କ୍ରିକେଟର କ୍ୟାପଟେନ୍‌ ମିତାଲି ରାଜଙ୍କ...

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌- ଥିମ୍‌ ଫାଇନାଲ

ମେଲବୋର୍ନ,୧।୨ (ଏଏଫ୍‌ପି)- ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନର ପୁରୁଷ ସିଙ୍ଗଲ୍ସ ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ରବିବାର ଟାଇଟଲ ପାଇଁ ଫାଇନାଲ ମୁକାବିଲାରେ...

ଆଇପିଏଲ ଇତିହାସରେ ପ୍ରଥମ ଥର

ନୂଆଦିଲ୍ଲୀ,୨।୫ : ୨୦୦୯ରୁ ଆଇପିଏଲରେ ଖେଳି ଆସୁଛନ୍ତି ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। କଦାପି ଖରାପ ଫର୍ମ ଯୋଗୁ ଚୂଡ଼ାନ୍ତ ଏକାଦଶରୁ ବାଦ୍‌ ପଡ଼ି ନ...

ଧୋନୀଙ୍କୁ ପଛରେ ପକାଇଲେ ପନ୍ତ

କିଙ୍ଗ୍‌ଷ୍ଟନ,୨।୯: ଟେଷ୍ଟ କ୍ରିକେଟରେ ଉଇକେଟକିପର ଭାବେ ୫୦ ଉଇକେଟ ନେବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ପଛରେ ପକାଇ ଦେଇଛନ୍ତି ଯୁବ ଉଇକେଟକିପର ବ୍ୟାଟ୍ସମ୍ୟାନ...

Advertisement
Archives

Model This Week