Posted inଖେଳ

୨୦୨୧ ଆଇପିଏଲରେ ଖେଳିବେ ନାହିଁ ଷ୍ଟେଇନ

ନୂଆଦିଲ୍ଲୀ,୨ା୧- ଦକ୍ଷିଣ ଆଫ୍ରିକୀୟ ପେସର ଡେଲ ଷ୍ଟେଇନ ଚଳିତ ବର୍ଷର ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। କ୍ରିକେଟରୁ କିଛି ସମୟ ଦୂରେଇ ରହିବାକୁ ନିଷ୍ପତ୍ତି ନେଇଛନ୍ତି ଷ୍ଟେଇନ। ତାଙ୍କ ସହ ୨୦୨୦ ସଂସ୍କରଣରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚୁକ୍ତି କରିଥିଲା।

ସମସ୍ତଙ୍କ ପାଇଁ ଏକ ଛୋଟ ମେସେଜ। ମୁଁ ୨୦୨୧ ଆଇପିଏଲରେ ଆରସିବି ପାଇଁ ଉପଲବ୍ଧ ରହିବି ନାହିଁ। ଏହାର ଅର୍ଥ ନୁହେଁ ମୁଁ ଅନ୍ୟ କୌଣସି ଦଳ ପକ୍ଷରୁ ଖେଳିବି। ମୁଁ ଏହି ସମୟରେ ପଡ଼ିଆଠୁ ଦୂରେଇ ରହିବି ବୋଲି ଷ୍ଟେଇନ ଟୁଇଟ୍‌ କରିଛନ୍ତି। ୨୦୧୯ରେ ଟେଷ୍ଟରୁ ଅବସର ନେଇଥିବା ଷ୍ଟେଇନ ବିଶ୍ୱର ବିଭିନ୍ନ ଲିଗ୍‌ରେ ଖେଳିବା ଜାରି ରଖିବେ। ଏବେ ସେ ସନ୍ନ୍ୟାସ ନେଉ ନ ଥିବା ପ୍ରକାଶ କରିଛନ୍ତି।

ଉଲ୍ଲେଖଥାଉ କି, ୟୁଏଇରେ ଖେଳାଯାଇଥିବା ଆଇପିଏଲରେ ଆରସିବି ପାଇଁ ମାତ୍ର ୩ ମ୍ୟାଚ୍‌ ଖେଳି କେବଳ ଗୋଟିଏ ଉଇକେଟ ହାତେଇଥିଲେ ଷ୍ଟେଇନ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆର୍ଥିକ ସଙ୍କଟରେ ସ୍ବସ୍ତିକା

କୋଲକାତା, ୯ା୮ (ପି.ଟି.)-କରୋନା ଭାଇରସ୍‌ ଯୋଗୁ ଲକ୍‌ଡାଉନ୍‌ ଚାଲିଥିବାରୁ ବିଶ୍ୱର ୫ ନମ୍ବର ମାନ୍ୟତାପ୍ରାପ୍ତ ଜୁନିୟର ଟେବୁଲ ଟେନିସ (ଟିଟି) ଖେଳାଳି ସ୍ବସ୍ତିକା ଘୋଷ ଆର୍ଥିକ...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ଗୁଜରାଟ

ମୁମ୍ବାଇ,୬।୫: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ୫୧ତମ ମ୍ୟାଚ ଶୁକ୍ରବାର ଗୁଜରାଟ ଟାଇଟାନ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଉଛି। ଗୁଜରାଟ ଟାଇଟାନ୍ସ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ରିୟଲ କଶ୍ମୀର ଜିତିଲା ଆଇଏଫ୍‌ଏ ଶିଲ୍ଡ

କୋଲକାତା,୨୦ା୧୨ (ପି.ଟି.)-ରିୟଲ କଶ୍ମୀର ଏଫ୍‌ସି ପ୍ରଥମଥର ଏକ ପ୍ରମୁଖ ଫୁଟ୍‌ବଲ ଟୁର୍ନାମେଣ୍ଟ ଜିତିବାରେ ସଫଳ ହୋଇଛି। ସ୍ଥାନୀୟ ସଲ୍ଟଲେକ୍‌ ଷ୍ଟାଡିୟମରେ ଶନିବାର ଅନୁଷ୍ଠିତ ଫାଇନାଲ ମୁକାବିଲାରେ...

ଶ୍ରୀୟଙ୍କାଙ୍କୁ ବ୍ରୋଞ୍ଜ

ଭୁବନେଶ୍ୱର, ୩୦।୭(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ତାରକା ଶୁଟର ଶ୍ରୀୟଙ୍କା ଷଡ଼ଙ୍ଗୀ କ୍ୟାରିୟରରେ ଆଉ ଏକ ସଫଳତାଲାଭ କରିଛନ୍ତି। ନୂଆଦିଲ୍ଲୀରେ ଅନୁଷ୍ଠିତ ୧୨ତମ ସର୍ଦ୍ଦାର ସାଜନ ସିଂ...

ତୃତୀୟ ଟେଷ୍ଟ: ଦକ୍ଷିଣ ଆଫ୍ରିକାର ସଂଘର୍ଷ

ପୋର୍ଟ ଏଲିଜାବେଥ,୧୯।୧- ଏଠାରେ ଚାଲିଥିବା ଇଂଲଣ୍ଡ ବିପକ୍ଷ ତୃତୀୟ ଟେଷ୍ଟ ମ୍ୟାଚ୍‌ରେ ଘରୋଇ ଦକ୍ଷିଣ ଆଫ୍ରିକା ସଂଘର୍ଷ ଜାରି ରଖିଛି। ଟସ୍‌ ଜିତି ଇଂଲଣ୍ଡ ପ୍ରଥମେ...

ପୋଲିସ ହେପାଜତରେ ୯ ପର୍ଯ୍ୟନ୍ତ ରହିବେ ମଦୁଶାନକା

କଲମ୍ବୋ, ୩ା୬ (ପି.ଟି.)-ଶ୍ରୀଲଙ୍କା କ୍ରିକେଟର ଶେଶାନ ମଦୁଶାନକା ପୁଣି ପୋଲିସ ହେପାଜତରେ ରହିବେ। ପାଖରେ ହେରୋଇନ୍‌ ରଖିଥିବା ଅଭିଯୋଗରେ ଏହି ୨୫ବର୍ଷୀୟ ବୋଲର ଏବଂ ତାଙ୍କର...

ଗୁଜରାଟ ଚାମ୍ପିଅନ୍‌ ହେବା ପରେ କାନ୍ଦିଲେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଭାଇ-ଭାଉଜ

ଅହମ୍ମଦାବାଦ୍‌,୩୧।୫: ଆଇପିଏଲ ୨୦୨୨ର ଫାଇନାଲରେ ରାଜସ୍ଥାନ ରୟାଲ୍ସକୁ ପରାସ୍ତ କରି ଗୁଜରାଟ ଟାଇଟାନ୍ସ ଟାଇଟଲ ଜିତିଛି। ଏହି ବିଜୟ ପରେ ଦଳର ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା...

ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ଆୟୋଜନ ଅଧିକାର ହରାଇଲା ଭାରତ

ନୂଆଦିଲ୍ଲୀ, ୨୯ା୪ (ପି.ଟି.)- ଆୟୋଜକ ଫି’ ଦାଖଲ କରିପାରି ନ ଥିବାରୁ ଭାରତ ପୁରୁଷ ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌ ୨୦୨୧ ଆୟୋଜନ ଅଧିକାର ହରାଇଛି। ଇଭେଣ୍ଟର...

Advertisement
Archives

Model This Week