ଖେଳ

ଭାବି କ୍ରିକେଟର୍‌ ସ୍ବାମୀଙ୍କୁ ଝୁରୁଛନ୍ତି ଧନଶ୍ରୀ

ଆଇପିଏଲ୍‌ ୨୦୨୦ ଶେଷ ହୋଇଛି। ଭାରତୀୟ କ୍ରିକେଟ ଦଳର ଅଧିକାଂଶ ଖେଳାଳି ଦୁବାଇରୁ ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଛନ୍ତି। ଏଥିରେ ସାମିଲ ଅଛନ୍ତି ସ୍ପିନର ୟୁଜବେନ୍ଦ୍ର ଚହଲ। ସେ ଯିବା ପରେ ଭାରତ ଫେରିଆସିଛନ୍ତି ତାଙ୍କ ଭାବି ସ୍ତ୍ରୀ ଧନଶ୍ରୀ ବର୍ମା। ସେ…

ବିରାଟ କୋହଲିଙ୍କ ବ୍ୟକ୍ତିତ୍ୱ ମଇଦାନ ଭିତରେ ଏବଂ ବାହାରେ ଭିନ୍ନ: ଜାମ୍ପା

ଦୁବାଇ,୧୨।୧୧: ଆଇପିଏଲ୍‌-୨୦୨୦ର ସଫଳ ଆୟୋଜନ ପରେ ଭାରତୀୟ ଟିମ୍‌ ଅଷ୍ଟ୍ରେଲିଆ ଗସ୍ତରେ ଯାଇଛନ୍ତି। ସବୁଥର ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍‌ରେ ରୋମାଞ୍ଚ ଦେଖିବାକୁ ମିଳେ। ଏଣୁ ଏଥିପାଇଁ ଉଭୟ ପ୍ରଶଂସକ ଏବଂ ଖେଳାଳି ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି। ତେବେ ଆଇପିଏଲ୍‌ରେ ଆର୍‌ସିବିର ସଦସ୍ୟ ଥିବା…

ନୀଳ ମାସ୍କ, ପିପିଇ କିଟ୍‌ ପିନ୍ଧି ଅଷ୍ଟ୍ରେଲିଆ ଅଭିମୁଖେ ବାହାରିଲା ଭାରତୀୟ ଦଳ

ଦୁବାଇ,୧୨।୧୧: ଆଇପିଏଲ୍‌ ଶେଷ ହେବା ପରେ ଭାରତୀୟ କ୍ରିକେଟ ଦଳ ଦୁବାଇରୁ ସିଧା ଅଷ୍ଟ୍ରେଲିଆ ଗସ୍ତରେ ଯାଇଛି। ଦଳର ସବୁ ଖେଳାଳିଙ୍କ ନୀଳ ମାସ୍କ ଏବଂ ପିପିଇ କିଟ ପିନ୍ଧିଥିବାର ଦେଖିବାକୁ ମିଳିଛି। ଭାରତୀୟ ଟିମରେ ସ୍ଥାନ ପାଇଥିବା ଅଧିକାଂଶ ଖେଳାଳି…

ମୁମ୍ବାଇରେ ଧୋନୀ କିଣିଲେ ନୂଆ ବଙ୍ଗଳା: ଅବସର ପରେ ବି ସେ ୭୬୦ କୋଟି ସମ୍ପତ୍ତିର ମାଲିକ

ନୂଆ ଘର କିଣିଛନ୍ତି ଭାରତୀୟ ଦଳର ପୂର୍ବତନ କ୍ରିକେଟର ମହେନ୍ଦ୍ର ସିଂହ ଧୋନୀ। ଅବସର ସମୟ ଅତିବାହିତ କରିବାକୁ ଧୋନୀ ମୁମ୍ବାଇରେ ଏକ ଘର କିଣିଛନ୍ତି। ସ୍ତ୍ରୀ ସାକ୍ଷୀ ସୋସିଆଲ ମିଡିଆରେ ଏ ନେଇ ପ୍ରଶଂସକଙ୍କୁ ଜଣାଇଛନ୍ତି। ଉକ୍ତ ନିର୍ମାଣାଧିନ ଘରକୁ…

ଧୋନୀ କରିବେ କୁକୁଡ଼ା ଫାର୍ମ

ରାଞ୍ଚି,୧୨।୧୧: ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିବା ପରେ ଏବେ ମହେନ୍ଦ୍ର ସିଂ ଧୋନୀ କୁକୁଡ଼ା ଫାର୍ମ କରିବାକୁ ଯୋଜନା କରିଛନ୍ତି। ସେ ରାଞ୍ଚିରେ କଡ଼କନାଥ କୁକୁଡ଼ା ପ୍ରଜାତିର ଫାର୍ମ କରିବେ ବୋଲି ଚର୍ଚ୍ଚା ହେଉଛି। ଏନେଇ ସେ ଝାବୁଆ ସ୍ଥିତ…

ରୋହିତ ଶର୍ମାଙ୍କ ବିଷୟରେ ବଡ ଖୁଲାସା କଲେ କୋଚ

ଆଇପିଏଲ୍‌ର ୧୩ତମ ସଂସ୍କରଣ ଜିତି ମୁମ୍ବାଇ ଇଣ୍ଡିଆନ୍ସ ଇତିହାସ ରଚିଛି। ଦଳର ଅଧିନାୟକ ରୋହିତ ଶର୍ମାଙ୍କ ନେତୃତ୍ୱ ବିଷୟରେ ଏବେ ଚାରିଆଡେ ଚର୍ଚ୍ଚା ହେଉଛି। ରୋହିତ ୫ଟି ଟାଇଟଲ ସହ ଆଇପିଏଲ ଇତିହାସରେ ସବୁଠାରୁ ସଫଳ ଅଧିନାୟକ ହୋଇଛନ୍ତି। ଖୁବ୍‌ କମ…

ଆରସିବି ନୁହେଁ, ଏହି ଦଳକୁ ଆଇପିଏଲର ଶ୍ରେଷ୍ଠ ଦଳ କହିଲେ ଏବି ଡି ଭିଲିୟର୍ସ

ଆଇପିଏଲ ୧୩ତମ ସିଜନର ଯାତ୍ରା ସମାପ୍ତ ହୋଇଛି। ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିବା ଫାଇନାଲ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ଉଇକେଟରେ ପରାସ୍ତ କରି ୫ ଥର ପାଇଁ ଆଇପିଏଲ ଟାଇଟଲ ଜିତିଛି। ମୁମ୍ବାଇ ଇଣ୍ଡିଆନ୍ସର ଏହି…

କନିଷ୍ଠ କିରାଣୀଙ୍କ ଘରେ ଭିଜିଲାନ୍ସ ଚଢାଉ: ଆୟବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗ

ଧର୍ମଶାଳା,୧୨।୧୧:(ଡି.ଏନ.ଏ.) ଭିଜିଲାନ୍ସ ଜାଲରେ ପୁଣି ଜଣେ ସରକାରୀ କର୍ମଚାରୀ। ଆୟବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଧର୍ମଶାଳା ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ ରତ୍ନାକର ମହାନ୍ତିଙ୍କ ବାସଭବନରେ ଭିଜିଲାନ୍ସ ବିଭାଗର ଚଢାଉ କରିଛି। ଗୁରୁବାର ସକାଳୁ ଯାଜପୁର ଭିଜିଲାନ୍ସ ବିଭାଗର ଅଧିକାରୀ…

ଏହି ପ୍ରସିଦ୍ଧ କ୍ରିକେଟରଙ୍କ ପରଲୋକ

ଇଂଲଣ୍ଡର କାଉଣ୍ଟି ଦଳ କେଣ୍ଟର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଗ୍ରାହାମ କାଉଡ୍ରେଙ୍କ ପରଲୋକ ଘଟିଛି। ତାଙ୍କୁ ମାତ୍ର ୫୬ ବର୍ଷ ହୋଇଥିଲା। ଗତ କିଛିଦିନ ହେବ ସେ ଅସୁସ୍ଥ ଥିଲେ। କାଉଡ୍ରେ ଇଂଲଣ୍ଡ ପାଇଁ ଯଦିଓ ଅନ୍ତର୍ଜାତୀୟ ମ୍ୟାଚ୍‌ ଖେଳି ନ ଥିଲେ…

ଭାରତ ବିପକ୍ଷ ଟି୨୦ରେ ଅଷ୍ଟ୍ରେଲିଆ ଖେଳାଳି ସ୍ବଦେଶୀ ଜର୍ସି ପିନ୍ଧିବେ

ମେଲବୋର୍ନ,୧୨।୧୧: ଆସନ୍ତାମାସରେ ଆୟୋଜନ ହେବାକୁ ଥିବା ଭାରତ ବିପକ୍ଷ ଟି୨୦ ସିରିଜ ପାଇଁ ଅଷ୍ଟ୍ରେଲିଆ ଖେଳାଳିମାନେ ପ୍ରଥମଥର ପାଇଁ ସ୍ବଦେଶୀ ଶାର୍ଟ ବା ଜର୍ସି ପିନ୍ଧିବେ। କ୍ରିକେଟ ଅଷ୍ଟ୍ରେଲିଆ ବୁଧବାର ଆନୁଷ୍ଠାନିକ ଭାବେ ଏହି ଜର୍ସି ର ଉନ୍ମୋଚନ କରିଛି। ନିର୍ମାତା…

ନ୍ୟୁଜିଲାଣ୍ଡ ଗସ୍ତ ପାଇଁ ପାକ୍‌ ଦଳରୁ ବାଦ୍‌ ପଡ଼ିଲେ ଆସାଦ, ଆମୀର, ମଲିକ

କରାଚୀ,୧୨।୧୧: ଆଗାମୀ ନୁଜିଲାଣ୍ଡ ଗସ୍ତ ପାଇଁ ପାକିସ୍ତାନ ଏକ ୩୫ ଜଣିଆ ଯୁବ ଦଳ ଘୋଷଣା କରିଛି। ୩ଟି ଯାକ ଫର୍ମାଟ ପାଇଁ ବାବର ଆଜମଙ୍କୁ ଅଧିନାୟକ ନିଯୁକ୍ତ କରାଯାଇଛି। ତେବେ ଏହି ଦଳରୁ ୩ଜଣ ବରିଷ୍ଠ ଖେଳାଳି ସୋଏବ ମଲିକ,…

କୋଭିଡ୍‌- ୧୯ ପ୍ରଭାବ: ଟାଟା ଷ୍ଟିଲ୍‌ ଚେସ୍‌ ଇଣ୍ଡିଆ ରାପିଡ୍‌ ଆଣ୍ଡ୍‌ ବ୍ଲିଜ୍‌ ଟୁର୍ନାମେଣ୍ଟ ବାତିଲ

କୋଲକାତା, ୧୨।୧୧: କୋଭିଡ୍‌- ୧୯ ମହାମାରୀ କାରଣରୁ ଆଉ ଏକ ମେଗା ଚେସ୍‌ ଇଭେଣ୍ଟ ବାତିଲ ହୋଇଛି। ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଟାଟା ଷ୍ଟିଲ ଚେସ୍‌ ଇଣ୍ଡିଆ ରାପିଡ୍‌ ଆଣ୍ଡ ବ୍ଲିଜ ଟୁର୍ନାମେଣ୍ଟର ୨୦୨୦ ସଂସ୍କରଣକୁ ବାତିଲ କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?