ଖେଳ

କ୍ଷେତ୍ରରେ ଆଖୁ ଚୋବାଉଛନ୍ତି ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍‌ ସୁରେଶ ରାଇନା ଖରାପ ଫର୍ମ ଯୋଗୁ ଏବେ ଦଳରୁ ବିଦା ହୋଇଛନ୍ତି। କ୍ରିକେଟରୁ ଦୂରେଇ ଏବେ ସେ ଗାଁରେ ନିଜ ପରିବାର ସହ ସମୟ ବିତାଉଛନ୍ତି। ଏହି ସମୟରେ ସେ ଗାଁରେ ଥିବା…

ଏହି ଚର୍ଚ୍ଚିତ କ୍ରିକେଟର୍‌ଙ୍କ ଗୋଟିଏ ଟୁଇଟ୍‌ ଦେଖି ଉତ୍ତର ଖୋଜୁଛନ୍ତି ଦର୍ଶକ

ଆଫଗାନିସ୍ତାନର ଷ୍ଟାର ବୋଲର ରଶିଦ ଖାନ ସୋସିଆଲ ମିଡିଆରେ ନିଜର ଏକ ଫଟୋ ଶେୟାର କରି ପ୍ରଶଂସକଙ୍କୁ ଚିନ୍ତାରେ ପକାଇଦେଇଛନ୍ତି। ରଶିଦ ଏକ ଦର୍ପଣ ଆଗରେ ସେଲଫି ଉଠାଇଥିଲେ। ତାଙ୍କ ପଛରେ ଥିବା ଦର୍ପଣ ଯୋଗୁ ତାଙ୍କର ଅନେକ ପ୍ରତିଫଳନ ଦେଖାଯାଉଛି।…

ଆଇପିଏଲ୍‌ରେ ଖରାପ ପ୍ରଦର୍ଶନ ସତ୍ତ୍ୱେ ଏହି ମାମଲାରେ ସବୁଠୁ ଆଗରେ ଧୋନୀଙ୍କ ଦଳ

ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ଏମଏସ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗସ (ସିଏସକେ) ଏଥର ପ୍ଲେ ଅଫ ଦୌଡରୁ ବାଦ୍‌ ପଡିଥିଲା। ପ୍ଲେ ଅଫରେ ପହଞ୍ଚିବାରେ ବିଫଳ ହୋଇଥିବା ସତ୍ତ୍ୱେ ଏହି ଦଳ ଗୋଟିଏ କ୍ଷେତ୍ରରେ ଅନ୍ୟ ଦଳ…

ରିଚାର୍ଡଶନ ଓହରିଲେ, ଟାଏ ସାମିଲ

ସିଡ୍‌ନୀ, ୧୯।୧୧(ପି.ଟି.)- ଭାରତ ବିପକ୍ଷ ଏକଦିବସୀୟ ଓ ଟି୨୦ କ୍ରିକେଟ ସିରିଜରୁ ଅଷ୍ଟ୍ରେଲିଆ ଦ୍ରୁତ ବୋଲର କେନ୍‌ ରିଚାର୍ଡଶନ ଓହରି ଯାଇଛନ୍ତି। ତାଙ୍କ ସ୍ଥାନରେ ଆଣ୍ଡ୍ର୍ୟୁ ଟାଏଙ୍କୁ ଘରୋଇ ଦଳରେ ସାମିଲ କରାଯାଇଛି। କୋଭିଡ୍‌-୧୯ ମହାମାରୀକୁ ଦୃଷ୍ଟିରେ ରଖି ରିଚାର୍ଡଶନ ନିଜ…

ରୋଟେଶନରେ ଖେଳିପାରନ୍ତି ବୁମ୍‌ରା, ସାମି

ନୂଆଦିଲ୍ଲୀ, ୧୯।୧୧(ପି.ଟି.)- ଭାରତର ପ୍ରମୁଖ ଦ୍ରୁତ ବୋଲର ଯଶପ୍ରୀତ ବୁମ୍‌ରା ଓ ମହମ୍ମଦ ସାମି ଅଷ୍ଟ୍ରେଲିଆ ବିପକ୍ଷରେ ସମସ୍ତ ୬ଟିଯାକ ସୀମିତ ଓଭର କ୍ରିକେଟ ମ୍ୟାଚ ଖେଳିବା ସମ୍ଭାବନା କମ୍‌। ଟିମ୍‌ ମ୍ୟାନେଜମେଣ୍ଟ ସେମାନଙ୍କୁ ରୋଟେଶନ ଭିତ୍ତିରେ ଖେଳାଇ ଡିସେମ୍ବର ୧୭ରୁ…

ମମତାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ଯୋଗ ସ୍ପୋଟର୍‌ସ ଆସୋସିଏଶନ ଆନୁକୂଲ୍ୟରେ ଭାରତ ସରକାରଙ୍କ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ଅନୁଷ୍ଠିତ ଭର୍ଚୁଆଲ ଜାତୀୟ ଯୋଗାଶନ ପ୍ରତିଯୋଗିତାରେ କିଟ୍‌ ବିଶ୍ୱବିଦ୍ୟାଳୟର ମମତା ଭୁଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି। ନଭେମ୍ବର ୮ରୁ ୧୨ ପର୍ଯ୍ୟନ୍ତ…

ଏଟିପି ଫାଇନାଲ୍ସ: ଥିମ୍‌, ସିତ୍‌ସିପାସ ବିଜୟୀ

ଲଣ୍ଡନ, ୧୯।୧୧(ଏପି)- ଏଠାରେ ଚାଲିଥିବା ଏଟିପି (ଆସୋସିଏଶନ ଅଫ୍‌ ଟେନିସ ପ୍ରଫେଶନାଲ) ଫାଇନାଲ୍ସ ଟେନିସ ଟୁର୍ନାମେଣ୍ଟରେ ରାଫାଲ ନାଡାଲଙ୍କୁ ହରାଇ ବିପର୍ଯ୍ୟୟ ସୃଷ୍ଟି କରିଛନ୍ତି ଡୋମିନିକ୍‌ ଥିମ୍‌। ଅନ୍ୟ ଏକ ମ୍ୟାଚରେ ଗତଥରର ଚାମ୍ପିୟନ ଷ୍ଟିଫାନୋସ ସିତ୍‌ସିପାସ ନବାଗତ ଆନ୍ଦ୍ରେ ରୁବଲେଭ୍‌ଙ୍କୁ…

ଫୋକସରେ ଟେଷ୍ଟ ସିରିଜ: ରିଦ୍ଧିମାନ, ଈଶାନ୍ତଙ୍କ ଅଭ୍ୟାସ ଆରମ୍ଭ

ଅଷ୍ଟ୍ରେଲିଆରେ ଡିସେମ୍ବର ୧୭ରୁ ଆରମ୍ଭ ହେବାକୁ ଯାଉଥିବା ପ୍ରଥମ କ୍ରିକେଟ ଟେଷ୍ଟକୁ ଦୃଷ୍ଟିରେ ରଖି ଭାରତର ଦୁଇ ଭେଟେରାନ ଖେଳାଳି ରିଦ୍ଧିମାନ ଶାହା ଓ ଈଶାନ୍ତ ଶର୍ମା ବୁଧବାର ଅଭ୍ୟାସ ଆରମ୍ଭ କରିଛନ୍ତି। ରିଦ୍ଧିମାନ ସିଡ୍‌ନୀରେ ନେଟ୍ସ ସେସନରେ ଦୀର୍ଘ ସମୟ…

ଘରୋଇ ସେସନ ଲାଗି ବିଦର୍ଭ ଖେଳାଳି ଟ୍ରେନିଂ ଆରମ୍ଭ କରିବେ

ନାଗପୁର,୧୯।୧୧(ପି.ଟି.): କୋଭିଡ୍‌-୧୯ କାରଣରୁ ପାଖାପାଖି ୮ ମାସର ବ୍ରେକ୍‌ ପରେ ବିଦର୍ଭ ରଣଜୀ ଟ୍ରଫି ସମ୍ଭାବ୍ୟ ଖେଳାଳିମାନେ ଚଳିତ ସପ୍ତାହରେ ଟ୍ରେନିଂ ଆରମ୍ଭ କରିବାକୁ ଯାଉଛନ୍ତି। ଜାନୁୟାରୀରେ ସୟଦ ମୁସ୍ତାକ ଅଲି ଟ୍ରଫି (ଜାତୀୟ ଟି୨୦ ଚାମ୍ପିୟନଶିପ୍‌) ସହ ଭାରତର ଘରୋଇ…

ଭାରତ ବିପକ୍ଷ ଇଂଲଣ୍ଡର ଘରୋଇ ଟେଷ୍ଟ ସିରିଜରେ ଦର୍ଶକ ସାମିଲ ହେବେ

ଲଣ୍ଡନ,୧୯।୧୧(ପି.ଟି.): ୨୦୨୧ରେ ଏକ ୫ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବା ପାଇଁ ଭାରତ ଇଂଲଣ୍ଡ ଗସ୍ତ କରିବ। ଏହି ଗସ୍ତରେ ଦର୍ଶକ ସାମିଲ ହେବାର ଯଥେଷ୍ଟ ସମ୍ଭାବାନା ରହିଛି। ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ଏହି ଗସ୍ତ ପାଇଁ…

୧୬ ବର୍ଷ ପରେ ପାକିସ୍ତାନ ଗସ୍ତ କରିବ ଇଂଲଣ୍ଡ

କରାଚୀ,୧୯।୧୧(ପି.ଟି.): ଦୀର୍ଘ ୧୬ ବର୍ଷ ପରେ ଇଂଲଣ୍ଡ କ୍ରିକେଟ ଦଳ ପାକିସ୍ତାନ ଗସ୍ତ କରିବ। ଦୁଇ ମ୍ୟାଚ୍‌ବିଶିଷ୍ଟ ଟି୨୦ ସିରିଜ ଖେଳିବାକୁ ଉଭୟ ଦେଶର କ୍ରିକେଟ ବୋର୍ଡ ଏକ ଚୁକ୍ତିରେ ସ୍ବାକ୍ଷର କରିଛନ୍ତି। ଅସନ୍ତା ଅକ୍ଟୋବରରେ ଏହି ସିରିଜ ଖେଳାଯିବ। ସିରିଜର…

ଭାରତ ବିପକ୍ଷ ଏକଦିବସୀୟ ମ୍ୟାଚ୍‌ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ଼ ଝଟକା: ଦଳରୁ ବାହାର ହେଲେ ଏହି ପ୍ରମୁଖ ଖେଳାଳି

ନୂଆଦିଲ୍ଲୀ,୧୮।୧୧: ନଭେମ୍ବର ୨୭ରେ ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଏକଦିବସୀୟ ମ୍ୟାଚ୍‌ ଖେଳାଯିବ। ଏହାର ଦଶ ଦିନ ପୂର୍ବରୁ ଅଷ୍ଟ୍ରେଲିୟ ଦଳକୁ ବଡ଼ ଝଟକା ଲାଗିଛି। ଦଳର ପ୍ରମୁଖ ବୋଲର କେନ୍‌ ରିଚାର୍ଡସନ ସିିରିଜରୁ ବାହାର ହୋଇଛନ୍ତି। କେନ୍‌ ସୀମିତ ଓଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?