ଏଲ୍ପିଏଲ୍ ପୂର୍ବରୁ ତନ୍ଭୀର, ରବିନ୍ଦରପାଲ ପଜିଟିଭ୍
କଲମ୍ବୋ, ୨୧ା୧୧ (ପି.ଟି.): ନଭେମ୍ବର ୨୬ରୁ ଲଙ୍କାନ ପ୍ରିମିୟର ଲିଗ୍ (ଏଲ୍ପିଏଲ୍) ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପେସ୍ ବୋଲର ସୋହେଲେ ତନଭୀର ଏବଂ କାନାଡିଆନ ବ୍ୟାଟ୍ସମ୍ୟାନ ରବିନ୍ଦରପାଲ ସିଂ କୋଭିଡ୍ ଟେଷ୍ଟରେ ପଜିଟିଭ୍ ହୋଇଛନ୍ତି। ଟି୨୦ ଇଭେଣ୍ଟ ଖେଳିବା ଲାଗି…
ହାଇତି ଫୁଟ୍ବଲ ସଭାପତିଙ୍କୁ ଆଜୀବନ ବାସନ୍ଦ କଲା ଫିଫା
ଜୁରିଚ୍, ୨୧ା୧୧ (ଏପି)-ମହିଳା ଖେଳାଳିଙ୍କୁ ଯୌନ ଶୋଷଣ ଅଭିଯୋଗରେ ହାଇତି ଫୁଟ୍ବଲ ମହାସଂଘ ସଭାପତି ଓ୍ବାଇଭେସ୍ ଜିନ୍ ବାର୍ଟଙ୍କୁ ବିଶ୍ୱ ପରିଚାଳନା ସଂସ୍ଥା ଫିଫା ଶୁକ୍ରବାରଠାରୁ ଖେଳରୁ ଆଜୀବନ ବାସନ୍ଦ କରିଛି। ଜିନ୍ ବାର୍ଟ ନିଜ ପଦବୀର ଅପବ୍ୟହାର କରି ବହୁ…
ସାଉଥ ଅଷ୍ଟ୍ରେଲିଆରେ ଲକ୍ଡାଉନ୍ : ଆଡିଲେଡ୍ରେ ପ୍ରଥମ ଟେଷ୍ଟ ସମ୍ଭାବନା ବୃଦ୍ଧି
ଆଡିଲେଡ୍, ୨୧ା୧୨ (ପି.ଟି.)-କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣରେ ରଖିବା ଲାଗି ୬ ଦିନିଆ ଲକ୍ଡାଉନ୍ ଲାଗୁ କରାଯାଇଛି। ଫଳରେ ଡିସେମ୍ବର ୧୭ରୁ ଆଡିଲେଡ୍ରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ପ୍ରଥମ ଦିବାରାତ୍ର ଟେଷ୍ଟ ଆୟୋଜନ ସମ୍ଭାବନା ବୃଦ୍ଧି ପାଇଛି। ଆକସ୍ମିକ କୋଭିଡ୍ ସଂକ୍ରମଣ…
ଭାରତ-ଅଷ୍ଟ୍ରେଲିଆ ସିରିଜ: ‘ବୋଲରମାନେ ନିର୍ଣ୍ଣାୟକ ଭୂମିକା ନେବେ’
ମୁମ୍ବାଇ, ୨୧ା୧୧ (ପି.ଟି.): ଆଗାମୀ ଭାରତ-ଅଷ୍ଟ୍ରେଲିଆ କ୍ରିକେଟ ସିରିଜରେ ଦୁଇ ଦଳ ମଧ୍ୟରେ କଡ଼ା ମୁକାବିଲା ହେବ। ଉଭୟ ଦଳରେ ବିଶ୍ୱର କେତେଜଣ ଶ୍ରେଷ୍ଠ ବୋଲର ରହିଛନ୍ତି। ସିରିଜରେ ସେମାନେ ନିର୍ଣ୍ଣାୟକ ଭୂମିକା ନେବେ ବୋଲି ପୂର୍ବତନ ବାମହାତୀ ପେସ୍ ବୋଲର…
ଆଇପିଏଲ୍ର ଟିଭି ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି
ମୁମ୍ବାଇ, ୨୧ା୧୧ (ପି.ଟି.)-ଏଥର ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ଟେଲିଭିଜନ ଦର୍ଶକ ସଂଖ୍ୟା ୨୩ ପ୍ରତିଶତ ବୃଦ୍ଧି ପାଇଥିବା ଟି୨୦ ଇଭେଣ୍ଟର ଅଫିସିଆଲ ବ୍ରଡକାଷ୍ଟର ଷ୍ଟାର ଇଣ୍ଡିଆ ତରଫରୁ ଦାବି କରାଯାଇଛି। ଏହା ହାରାହାରି ୩୧.୫୭ ନିୟୁତରେ ପହଞ୍ଚତ୍ଛି। ବ୍ରଡକାଷ୍ଟ ଅଡିଏନ୍ସ…
ଅଲିମ୍ପିଆନ ଏମ୍.ପି. ସିଂଙ୍କୁ ସାହାଯ୍ୟ କଲା ଗାଭାସ୍କରଙ୍କ ସଂସ୍ଥା
ନୂଆଦିଲ୍ଲୀ,୨୧।୧୧(ପି.ଟି.): ଭାରତୀୟ କିମ୍ବଦନ୍ତୀ କ୍ରିକେଟର ସୁନୀଲ ଗାଭାସ୍କରଙ୍କ ସଂସ୍ଥା ‘ଦି ଚାମ୍ପ୍ସ ଫାଉଣ୍ଡେଶନ’ ଦୀର୍ଘ ଦୁଇ ଦଶନ୍ଧି ଧରି ଆର୍ଥିକ ଦୁର୍ଗତିର ଶିକାର ହୋଇଥିବା କ୍ରୀଡ଼ାବିତ୍ମାନଙ୍କୁ ସାହାଯ୍ୟ କରିଆସୁଛି। ଏବେ ଗାଭାସ୍କରଙ୍କ ଏହି ସଂସ୍ଥା ହକି ଅଲିମ୍ପିଆନ ମହୀନ୍ଦର ପାଲ ସିଂଙ୍କୁ…
ଏଟିପି ଫାଇନାଲ୍ସ: ନାଡାଲ, ଜୋକୋଭିଚ୍ ସେମିରେ
ଲଣ୍ଡନ,୨୧।୧୧(ଏପି): ଏଠାରେ ଚାଲିଥିବା ବର୍ଷ ଶେଷର ହାଇପ୍ରୋଫାଇଲ ଟେନିସ ଟୁର୍ନାମେଣ୍ଟ ଏଟିପି ଫାଇନାଲ୍ସରେ ସ୍ପେନ୍ ଟେନିସ ତାରକା ରାଫାଲ ନାଡାଲ ଗତ ୫ ବର୍ଷ ମଧ୍ୟରେ ପ୍ରଥମଥର ପାଇଁ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ସ୍ଥାନୀୟ ଓ୨ ଏରିନାରେ ଅନୁଷ୍ଠିତ ନିର୍ଣ୍ଣାୟକ ମ୍ୟାଚ୍ରେ…
ଇଣ୍ଡିଆନ ସୁପର ଲିଗ୍: ମୁମ୍ବାଇ ସିଟି- ନର୍ଥ ଇଷ୍ଟ ୟୁନାଟେଡ୍ ମୁକାବିଲା
ଭାସ୍କୋ,୨୧।୧୧(ପି.ଟି.): ଶୁକ୍ରବାରଠାରୁ ଆରମ୍ଭ ହୋଇଥିବା ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍ (ଆଇଏସ୍ଏଲ୍)ର ଦ୍ୱିତୀୟ ମ୍ୟାଚରେ ମୁମ୍ବାଇ ସିଟି ଓ ନର୍ଥ ଇଷ୍ଟ ୟୁନାଇଟେଡ ପରସ୍ପରକୁ ଭେଟିବେ। ଶନିବାର ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଜିତି ବିଜୟରୁ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ…
ରାଗରେ ଜମି ବିକି ଦେଶ ଛାଡ଼ିଥିଲେ: ଏବେ ଏହି ଟିମ୍ରୁ ଖେଳି ପ୍ରତିଶୋଧ ନେବାର ପ୍ରସ୍ତୁତି ଚଳାଇଛନ୍ତି ଏହି କ୍ରିକେଟର
ନୂଆଦିଲ୍ଲୀ,୨୦।୧୧: ଅନ୍ତଃରାଷ୍ଟ୍ରୀୟ କ୍ରିକେଟ ସହ ଜଡ଼ିତ ଏଭଳି କିଛି କାହାଣୀ ଅଛି, ଯାହା ଭୁଲି ହୁଏନା। ଅନେକ କ୍ରିକେଟର ଜନ୍ମଗ୍ରହଣ କରିବା ସତ୍ତ୍ୱେ ଦେଶ ଛାଡ଼ି ବିଦେଶରେ ନାମ କମାଇଥିବାର ନଜିର ରହିଛି। ସେଭଳି ଜଣେ ଖେଳାଳି ହେଲେ ଡେଭନ୍ କନ୍ଓ୍ବେ।…
ସଚିନଙ୍କୁ ଆଉଟ୍ କରିବା ପରେ ଅଟୋଗ୍ରାଫ୍ ପାଇଁ ଆସିଥିଲେ ବ୍ରାଡ୍ ହଗ୍; ବାର୍ତ୍ତା ଦେଖି ହୋଇଥିଲେ ଚକିତ
ନୂଆଦିଲ୍ଲୀ,୨୦।୧୧: ଭାରତର ମହାନ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକରଙ୍କ ବହୁତ ପ୍ରଶଂସକ ଅଛନ୍ତି। ସାଧାରଣ ଲୋକଟିଏ ହେଉ ଅଥବା କ୍ରିକେଟଜଗତ ସହ ଜଡ଼ିତ ବ୍ୟକ୍ତି ସଚିନଙ୍କ ଗୋଟିଏ ଅଟୋଗ୍ରାଫ୍କୁ ଚାହିଁ ବସିଥାନ୍ତି। ୨୦୦୭ରେ ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ୍ରେ ସଚିନ୍ ଜଣେ ଖେଳାଳିଙ୍କୁ ନିଜର…
ଚିୟରଲିଡର୍ସଙ୍କୁ ଦେଖି ଖେଳାଳିଙ୍କ ଧ୍ୟାନ ଭାଙ୍ଗେ କି ନାହିଁ, କ୍ରିକେଟର୍ ଦେଲେ ଏମିତି ଜବାବ
ଭାରତୀୟ ଦଳର ପୂର୍ବତନ କ୍ରିକେଟର ସୁରେଶ ରାଇନା ନିକଟରେ ସ୍ତ୍ରୀ ପ୍ରିୟଙ୍କା ଚୌଧୁରୀଙ୍କ ସହ ଦି କପିଲ ଶର୍ମା ଶୋ’ରେ ଯୋଗ ଦେଇଥିଲେ। କମେଡି କିଙ୍ଗ୍ କପିଲ ଶର୍ମା ସବୁଥର ପରି ଶୋ ସମୟରେ ଅନେକ ମଜାଦାର କଥା କହିବା ସହ…
ଖୁସି ଖବର: ପିତା ହେଲେ ଏହି ପ୍ରସିଦ୍ଧ କ୍ରିକେଟର୍
ଦକ୍ଷିଣ ଆଫ୍ରିକାର ପ୍ରସିଦ୍ଧ କ୍ରିକେଟର୍ ଏବି ଡିଭିଲିୟର୍ସ ତୃତୀୟଥର ପାଇଁ ପିତା ହେବାର ସୌଭାଗ୍ୟ ଲାଭ କରିଛନ୍ତି। ତାଙ୍କ ସ୍ତ୍ରୀ ଡେନିୟଲ୍ ଡିଭିଲିୟର୍ସ ଏକ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ସେ ନବଜାତ ଶିଶୁ ସହ ଏକ ଫଟୋ ଶେୟାର କରି…

