ଖେଳ

ଫୁଟ୍‌ବଲର ମାର୍ଟାଙ୍କୁ କରୋନା

ସାଓପାଉଲୋ, ୨୩ା୧୧ (ଏପି)-କରୋନା ସଂକ୍ରମିତ ହୋଇଥିବାରୁ ଛଅ ଥର ଓ୍ବାଲର୍‌ଡ ପ୍ଲେୟର ଅଫ୍‌ ଦି ଇୟର ମାର୍ଟା ଇକ୍ୱେଡର ବିପକ୍ଷ ବ୍ରାଜିଲର ଦୁଇଟି ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚରେ ଖେଳିପାରିବେ ନାହିଁ। ବ୍ରାଜିଲ ଫୁଟ୍‌ବଲ କନଫେଡେରେଶନ ତରଫରୁ ଏହା ଘୋଷଣା କରାଯାଇଛି। ଏହି ୩୪ବର୍ଷୀୟ…

ଗାଲେ ଗ୍ଲାଡିଏଟର୍ସର ନେତୃତ୍ୱ ନେବେ ଆଫ୍ରିଦୀ

କରାଚୀ, ୨୩ା୧୧ (ପି.ଟି.)- ଉଦ୍‌ଘାଟନୀ ଲଙ୍କାନ୍‌ ପ୍ରିମିୟର ଲିଗ୍‌ (ଏଲପିଏଲ୍‌) ଟି୨୦ ଟୁର୍ନାମେଣ୍ଟରେ ପାକିସ୍ତାନର ପୂର୍ବତନ ଅଲରାଉଣ୍ଡର ଶାହିଦ ଆଫ୍ରିଦୀ ଗାଲେ ଗ୍ଲାଡିଏଟର୍ସ ଫ୍ରାଞ୍ଚାଇଜ୍‌ର ଅଧିନାୟକତ୍ୱ କରିବେ। ଏହି ଇଭେଣ୍ଟ ନଭେମ୍ବର ୨୬ରୁ ଡିସେମ୍ବର ୧୬ପର୍ଯ୍ୟନ୍ତ ଶ୍ରୀଲଙ୍କାର ହାମ୍ବାନଟୋଟାଠାରେ ଖେଳାଯିବ। ସୂଚନାଯୋଗ୍ୟ,…

ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସ ଖେଳାଳି ଏହସାନ୍‌ଙ୍କ ପରଲୋକ

ଭୁବନେଶ୍ୱର,୨୩ା୧୧(ସ୍ପୋର୍ଟ୍ସ ବ୍ୟୁରୋ)-ଓଡ଼ିଶାର ବିଶିଷ୍ଟ କ୍ୟୁ ସ୍ପୋର୍ଟ୍ସଖେଳାଳି ଏହସାନ ଉଲ୍‌ ହକ୍‌ଙ୍କର ରବିବାର ପରଲୋକ ହୋଇଯାଇଛି। ତାଙ୍କୁ ୫୫ବର୍ଷ ବୟସ ହୋଇଥିଲା। ସେ ଗତ କିଛିଦିନ ହେଲା ଅସୁସ୍ଥ ଥିଲେ ଏବଂ ସ୍ଥାନୀୟ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ସେ ହକ୍‌ ଭାଇ…

ଆଇଏସ୍‌ଏଲ୍‌: ବେଙ୍ଗାଲୁରୁ-ଗୋଆ ମ୍ୟାଚ ଡ୍ର

ମାର୍ଗାଓ, ୨୩।୧୧- ଫତୋର୍ଦାର ଜବାହରଲାଲ ନେହେରୁ ଷ୍ଟାଡିୟମରେ ରବିବାର ବେଙ୍ଗାଲୁରୁ ଏଫସି ଓ ଗୋଆ ମଧ୍ୟରେ ଅନୁଷ୍ଠିତ ମ୍ୟାଚ ୨-୨ ଗୋଲରେ ଡ୍ର ରହିଛି। ଫଳରେ ଉଭୟ ଦଳ ପଏଣ୍ଟ ଭାଗ କରିଛନ୍ତି। ୬୫ ମିନିଟ ପର୍ଯ୍ୟନ୍ତ ବେଙ୍ଗାଲୁରୁ ୨-୦ରେ ଅଗ୍ରଣୀ…

ଇଣ୍ଡିଆନ ସୁପରଲିଗ୍‌: ଓଡ଼ିଶା ଏଫସିର ଅଭିଯାନ ଆଜିଠାରୁ

ଭୁବନେଶ୍ୱର, ୨୩।୧୧(କ୍ରୀଡ଼ା ପ୍ରତିନିଧି)- ଗୋଆରେ ଚାଲିଥିବା ଇଣ୍ଡିଆନ ସୁପରଲିଗ୍‌ (ଆଇଏସଏଲ)ର ୭ମ ସଂସ୍କରଣରେ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିବାବେଳେ ଓଡ଼ିଶା ଏଫ୍‌ସିର ଅଭିଯାନ ସୋମବାର ଆରମ୍ଭ ହେବାକୁ ଯାଉଛି। ଭୁବନେଶ୍ୱର ଭିତ୍ତିକ ଏହି ଫ୍ରାଞ୍ଚାଇଜ୍‌ ଦଳର ପ୍ରଥମ ପ୍ରତିଦ୍ୱନ୍ଦ୍ୱୀ ହେଉଛି…

ସିଡ୍‌ନୀ ସିକ୍ସର୍ସକୁ ୨୫ହଜାର ଡଲାର ଜରିମାନା

ସିଡ୍‌ନୀ, ୨୩ା୧୧ (ପି.ଟି.)-କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ରବିବାର ମହିଳା ବିଗ୍‌ ବାଶ୍‌‌ ଟିମ୍‌ ସିଡ୍‌ନୀ ସିକ୍ସର୍ସକୁ ୨୫,୦୦୦ ଆମେରିକୀୟ ଡଲାର ଜରିମାନା କରିଛି। ଏହି ଟିମ୍‌ ଟୁର୍ନାମେଣ୍ଟ ନିୟମ ଉଲ୍ଲଂଘନ କରି ଏହାର ଅଫିସିଆଲ ତାଲିକାଭୁକ୍ତ ନ ଥିବା ଜଣେ ଖେଳାଳିଙ୍କୁ…

ଅଷ୍ଟ୍ରେଲିଆନ ଓପନ ତାରିଖ ଦୁଇ ସପ୍ତାହରେ ସ୍ପଷ୍ଟ ହେବ

ମେଲବୋର୍ନ, ୨୩ା୧୧ (ଏପି)-ଆସନ୍ତାବର୍ଷ ମେଲବୋର୍ନରେ ଅଷ୍ଟ୍ରଲିଆନ ଓପନ କେବେ ହେବ ତାହା ଦୁଇ ସପ୍ତାହ ମଧ୍ୟରେ ସ୍ପଷ୍ଟ ହୋଇଯିବ। ଟେନିସ ଅଷ୍ଟ୍ରେଲିଆର ମୁଖ୍ୟ କାର୍ଯ୍ୟନିର୍ବାହୀ କ୍ରେଗ୍‌ ଟିଲେ ରବିବାର ସୂଚନା ଦେଇଛନ୍ତି। କୋଭିଡ୍‌ ପାଇଁ ସିଜନ ଆରମ୍ଭ ଗ୍ରାଣ୍ଡସ୍ଲାମ ଆବଶ୍ୟକ ସ୍ଥଳେ…

୭ ବର୍ଷ ପରେ ପଡିଆକୁ ଓହ୍ଲାଇବେ ଏହି କ୍ରିକେଟର୍‌

ଥିରୁଭାନନ୍ତପୁରମ୍‌,୨୨।୧୧:ପୂର୍ବତନ ଦଳର ଭାରତ ଦ୍ରୁତ ବୋଲର ଏସ ଶ୍ରୀସନ୍ତ ୭ ବର୍ଷର ନିଷେଧାଦେଶ ଶେଷ ହେବା ପରେ ପୁଣି ଥରେ ପଡ଼ିଆକୁ ଫେରିବାକୁ ପ୍ରସ୍ତୁତ ଅଛନ୍ତି। ସେ କେରଳ କ୍ରିକେଟ ଆସୋସିଏସନ ଦ୍ୱାରା ଆୟୋଜିତ ହେବାକୁ ଥିବା ପ୍ରେସିଡେଣ୍ଟ ଟି -୨୦…

ପିତାଙ୍କ ମୃତ୍ୟୁଖବର ଶୁଣି ଅଷ୍ଟେଲିଆରୁ ଆସିଲେନି ଏହି ଖେଳାଳି, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ ଘଟିଛି। ତାଙ୍କ ପିତା କିଛି ଦିନ ହେବ ଫୁସଫୁସ ରୋଗରେ ପୀଡିତ ଥିଲେ। ତାଙ୍କ ପିତାଙ୍କ ମୃତ୍ୟୁ ପରେ ବିସିସିଆଇ ଏହି ଦ୍ରୁତ ବୋଲରଙ୍କ ପ୍ରତି ସମବେଦନା ଜଣାଇଛି।…

କୋହଲିଙ୍କ ସନ୍ତାନ ଅଷ୍ଟ୍ରେଲିଆରେ ଜନ୍ମ ହେବାକୁ ଚାହୁଁଛନ୍ତି ଏହି ପ୍ରସିଦ୍ଧ ଖେଳାଳି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଆସନ୍ତା ଜାନୁଆରୀରେ ପ୍ରଥମ ସନ୍ତାନର ପିତା ହେବାକୁ ଯାଉଛନ୍ତି। ଏହି ସମୟରେ ଭାରତ-ଅଷ୍ଟ୍ରେଲିଆ ଚାରି ଟିକିଆ ଟେଷ୍ଟ ଶୃଙ୍ଖଳା ଚାଲିଥିବ। ଏହାକୁ ଦୃଷ୍ଟିରେ ରଖି କୋହଲି ଶେଷ ତିନିଟି ମୁକାବିଲାରେ ଭାରତୀୟ ଅଧିନାୟକ…

ମା’ ହେବେ ଭାରତୀୟ ମହିଳା ରେସଲର ବବିତା ଫୋଗଟ: ସ୍ବାମୀଙ୍କ ସହ ଫଟୋ ଶେୟାର କରି ଦେଲେ ଖୁସି ଖବର

ନୂଆଦିଲ୍ଲୀ,୨୨।୧୧-ଭାରତୀୟ ମହିଳା ରେସଲର ବବିତା ଫୋଗଟ ମା’ ହେବାକୁ ଯାଉଛନ୍ତି। ଏ ନେଇ ବବିତା ନିଜେ ଶନିବାର ଟୁଇଟ କରି ସୂଚନା ଦେଇଛନ୍ତି। ସ୍ବାମୀ ବିବେକ ସୁହାଗଙ୍କ ସହିତ ଏକ ଫଟୋ ମଧ୍ୟ ଶେୟାର କରିଛନ୍ତି। ଯେଉଁଥିରେ ସେ ଏକ ଲାଇଟ…

ପ୍ରଥମେ ସ୍ବାମୀ ନୁହେଁ, ଏହି ଖେଳାଳିଙ୍କୁ ଝିଅ ହେବା ଖବର ଜଣାଇଥିଲେ ଧୋନୀଙ୍କ ସ୍ତ୍ରୀ

ପୂର୍ବତନ ଭାରତୀୟ ଅଧିନାୟକ ଏମ୍‌ଏସ୍‌ ଧୋନୀ ସ୍ତ୍ରୀ ସାକ୍ଷୀ ନିକଟରେ ନିଜ ୩୨ତମ ଜନ୍ମଦିବସ ପାଳନ କରିଛନ୍ତି। ସେ ସ୍ବାମୀ ଏବଂ ଝିଅ ଜିଭା ସହ ଦୁବାଇ ଜନ୍ମଦିନ ପାଳନ କରିଛନ୍ତି। ମାମାଙ୍କ ଜନ୍ମଦିନରେ ଖୁବ୍‌ ମସ୍ତି କରିଥିଲେ ଜିଭା। ତାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?