ଖେଳ

ଏନ୍‌ସିଏରେ ରୋହିତଙ୍କ ଫିଟ୍‌ନେସ ଟ୍ରେନିଂ ଆରମ୍ଭ

ବେଙ୍ଗାଲୁରୁ, ୨୦।୧୧(ପି.ଟି.)-ଅଷ୍ଟ୍ରେଲିଆ ଗସ୍ତରେ ଯିବାପାଇଁ ପ୍ରସ୍ତୁତ ହେଉଥିବା ରୋହିତ ଶର୍ମା ଗୁରୁବାର ଜାତୀୟ କ୍ରିକେଟ ଏକାଡେମୀ (ଏନ୍‌ସିଏ)ରେ ଫିଟ୍‌ନେସ୍‌ ଟ୍ରେନିଂ ଆରମ୍ଭ କରିଛନ୍ତି। ରୋହିତ ଅଷ୍ଟ୍ରେଲିଆ ବିପକ୍ଷ ସୀମିତ ଓଭର କ୍ରିକେଟ ସିରିଜ ପାଇଁ ଭାରତୀୟ ଦଳରେ ସାମିଲ ନାହାନ୍ତି। ହାମ୍‌ଷ୍ଟ୍ରିଙ୍ଗ…

ଆଇସୋଲେଶନରେ ୩ ଦକ୍ଷିଣ ଆଫ୍ରିକୀୟ କ୍ରିକେଟର

କେପ୍‌ ଟାଉନ୍‌, ୨୦ା୧୧ (ପି.ଟି.)-ଇଂଲଣ୍ଡ ବିପକ୍ଷ ହ୍ବାଇଟ୍‌ ବଲ୍‌ ସିରିଜ ପୂର୍ବରୁ କରାଯାଇଥିବା କୋଭିଡ୍‌ ଟେଷ୍ଟରେ ଜଣଙ୍କର ପଜିଟିଭ ଆସିବାରୁ ଦକ୍ଷିଣ ଆଫ୍ରିକା ପୁରୁଷ କ୍ରିକେଟ ଦଳର ୩ ଜଣ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯାଇଛି। କ୍ରିକେଟ ସାଉଥ ଆଫ୍ରିକା (ସିଏସ୍‌ଏ) ତରଫରୁ…

ପ୍ରଜନେଶ କ୍ୱାର୍ଟରଫାଇନାଲରେ

ଓର୍ଲାଣ୍ଡୋ,୨୦ା୧୧(ପି.ଟି.)-ଭାରତୀୟ ଟେନିସ ଖେଳାଳି ପ୍ରଜନେଶ ଗୁଣେଶ୍ୱରନ ଏଠାରେ ଚାଲିଥିବା ଓର୍ଲାଣ୍ଡୋ ଚ୍ୟାଲେଞ୍ଜର ଇଭେଣ୍ଟର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି। ଚତୁର୍ଥ ସିଡ୍‌ ପ୍ରଜନେଶ ତଙ୍ଗ୍‌ ଲିନ୍‌ ଉ’ ବିପକ୍ଷ ଦ୍ୱିତୀୟ ରାଉଣ୍ଡ ମ୍ୟାଚରେ ୫-୭, ୭-୫, ୨-୦ରେ ଅଗ୍ରଣୀ ଥିବାବେଳେ ଇଞ୍ଜୁରି…

ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କଲେ ଧନରାଜ, ଦିଲୀପ ଓ ଆୟାପ୍ପା

ଭୁବନେଶ୍ୱର, ୨୦ା୧୧ (ସ୍ପୋଟର୍‌ସ ବ୍ୟୁରୋ)-ଡ୍ରାଗ୍‌ ଫ୍ଲିକର ଲେନ୍‌ ଆୟାପ୍ପା ଓ ଦିଲୀପ ତିର୍କୀଙ୍କ ସମେତ ଭାରତୀୟ ହକି କିମ୍ବଦନ୍ତୀ ଧନରାଜ ପିଲେ ଗୁରୁବାର ସକାଳେ ନାଭାଲ ଟାଟା ହକି ଏକାଡେମୀ ଓଡ଼ିଶା ପରିଦର୍ଶନ କରିଛନ୍ତି। ସେମାନେ ହକି ହାଇପରଫରମାନ୍ସ ସେଣ୍ଟରଠାରେ ବାଳିକା…

ଏଲ୍‌ପିଏଲ୍‌ରୁ ଓହରିଲେ ଗେଲ୍‌, ମାଲିଙ୍ଗା

କଲମ୍ବୋ, ୨୦ା୧୧ (ପି.ଟି.)-କ୍ରିସ୍‌ ଗେଲ୍‌ ଓ ଲସିଥ୍‌ ମାଲିଙ୍ଗାଙ୍କ ଭଳି ଟି୨୦ର ଦୁଇ ଷ୍ଟାର ଖେଳାଳି ଶ୍ରୀଲଙ୍କା ପ୍ରିମିୟର ଲିଗ୍‌ (ଏଲ୍‌ପିଏଲ୍‌)ରୁ ଓହରିଯାଇଛନ୍ତି। ଇଂଲଣ୍ଡ ପେସ୍‌ ବୋଲର ଲିଆମ୍‌ ପ୍ଲଙ୍କେଟ ମଧ୍ୟ ଖେଳିବେ ନାହିଁ। ଟୁର୍ନାମେଣ୍ଟ ଆରମ୍ଭ ନ ହେଉଣୁ ଏହି…

ଫ୍ରାନ୍ସ ଫୁଟବଲ ଦଳରେ ହେନରୀ

ପ୍ୟାରିସ୍‌,୨୦।୧୧(ଏପି): ମହିଳା ମିଡ୍‌ଫିଲ୍ଡର ଆମାଣ୍ଡିନ୍‌ ହେନରୀଙ୍କୁ ଫ୍ରାନ୍ସ ଫୁଟବଲ ଦଳରେ ସାମିଲ କରାଯାଇଛି। କଡ଼ା ସମାଲୋଚନା ସତ୍ତ୍ୱେ କୋଚ୍‌ କୋରିନ ଡିଆକ୍ରେ ତାଙ୍କୁ ଗୁରୁବାର ଦଳରେ ନେଇଛନ୍ତି। ଗତ ମାସ ଅନୁଷ୍ଠିତ ଦୁଇଟି ୟୁରୋପିଆନ ଚାମ୍ପିୟନଶିପ୍‌ କ୍ୱାଲିଫାଇଂ ମ୍ୟାଚ୍‌ରୁ ତାଙ୍କୁ ବାଦ୍‌…

ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାର ସୁରକ୍ଷା ପାଇଁ ଫିଫାର ନୂଆ ନିୟମ

ଜେନିଭା,୨୦।୧୧(ଏପି): ମହିଳା ଖେଳାଳିଙ୍କ ମାତୃତ୍ୱ ଅଧିକାରର ସୁରକ୍ଷା ପାଇଁ ନୂଆ ନିୟମ ଜାରି କରାଯିବ ବୋଲି ବିଶ୍ୱ ଫୁଟବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫା ଘୋଷଣା କରିଛି। ଏହି ନିୟମ ଅନୁସାରେ ମହିଳା ଖେଳାଳିଙ୍କୁ କ୍ଲବଗୁଡିକ ଅତିକମ୍‌ରେ ୧୪ ସପ୍ତାହର ମାତୃତ୍ୱ…

ଏଟିପି ଫାଇନାଲ୍ସ: ଜୋକୋଭିଚ୍‌ଙ୍କୁ ହରାଇ ସେମିରେ ମେଡ୍‌ଭେଡେଭ୍‌

ଲଣ୍ଡନ,୨୦।୧୧(ଏପି): ଚଳିତ ଏଟିପି ଫାଇନାଲ୍ସରେ ରୁଷୀୟ ଟେନିସ ତାରକା ଡାନିଲ ମେଡ୍‌ଭେଡେଭ୍‌ ଉଚ୍ଚକୋଟୀର ପ୍ରଦର୍ଶନ କରିଛନ୍ତି। ଟୁର୍ନାମେଣ୍ଟରେ ଦ୍ୱିତୀୟ ଥର ପାଇଁ ଅଂଶଗ୍ରହଣ କରିଥିବା ମେଡ୍‌ଭେଡେଭ୍‌ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ବର୍ଷ ଶେଷରେ ଆୟୋଜିତ ହେଉଥିବା ଏହି ଟୁର୍ନାମେଣ୍ଟରେ ଅଭିଜ୍ଞ ସର୍ବିୟାର…

ଇଣ୍ଡିଆନ ସୁପର ଲିଗ୍‌: କେରଳ- ଏଟିକେ ମୋହନ ବାଗାନ ଉଦ୍‌ଘାଟନୀ ମୁକାବିଲା

ବାମ୍ବୋଲିମ(ଗୋଆ),୨୦।୧୧(ପି.ଟି.): କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଦେଶର ପ୍ରଥମ ମେଜର ଟୁର୍ନାମେଣ୍ଟ ଭାବେ ହାଇପ୍ରୋଫାଇଲ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି। ଦୀର୍ଘମାସ ତଳେ ଲକ୍‌ଡାଉନ୍‌ ଜାରି କରାଯାଇଥିଲା। ସେବେଠାରୁ ଭାରତରେ କୌଣସି ବଡ଼…

ଏପରି ଟି-ଶର୍ଟ ପିନ୍ଧି ଟ୍ରୋଲ ହେଲେ ବିରାଟ କୋହଲି

ଆଇପିଏଲ୍‌ ୨୦୨୦ ଶେଷ ହେବା ପରେ ଇଣ୍ଡିଆ ଟିମ୍‌ ଏବେ ଅଷ୍ଟ୍ରେଲିଆରେ ଅଛନ୍ତି। ସେଠାରେ ସମସ୍ତ ଖେଳାଳି କ୍ୱାରାଣ୍ଟାଇନ୍‌ ପିରିୟଡ୍‌ରେ ରହି ଖେଳ ଅଭ୍ୟାସ କରୁଛନ୍ତି। ଏହି ଅବସରରେ ଅଧିନାୟକ ବିରାଟ କୋହଲିଙ୍କର ଏକ ଫଟୋ ସାମ୍ନାକୁ ଆସିଛି। ଏହି ଫଟୋରେ…

ଚା’ ଫାକ୍ଟ୍ରିରେ କାମ କରୁଥିଲେ ସାକ୍ଷୀଙ୍କ ବାପା, ଏକା ସ୍କୁଲରେ ପଢ଼ିଥିଲେ ବି ଚିହ୍ନି ନ ଥିଲେ ଧୋନୀ; ହେଲେ..

ନୂଆଦିଲ୍ଲୀ,୧୯।୧୧: ଏକ ସମୟରେ ମହେନ୍ଦ୍ର ସିଂ ଧୋନୀଙ୍କୁ ପାଇବାକୁ ଝିଅମାନେ ପାଗଳପ୍ରାୟ ଥିଲେ। ଅନେକ ନାୟିକାମାନଙ୍କ ସହ ତାଙ୍କ ନାମ ଯୋଡା ମଧ୍ୟ ଯାଇଥିଲା। ହେଲେ ଧୋନୀଙ୍କ ହୃଦୟକୁ ଜିଣିଥିଲେ ସାକ୍ଷୀ ସିଂହ। ଏବେ ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ…

ସ୍ବାମୀ ଜଣେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌, ସ୍ତ୍ରୀ କିନ୍ତୁ ବିରାଟ କୋହଲିଙ୍କ ଖେଳ ଦେଖିବାକୁ କରନ୍ତି ପସନ୍ଦ

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସକ କେବଳ ଭାରତରେ ନୁହେଁ ସାରା ବିଶ୍ୱରେ ଅଛନ୍ତି। ସେ ଯେଉଁଠିକୁ ଖେଲିବାକୁ ଯାଆନ୍ତି ତାଙ୍କୁ ଚିୟର କରିବା ପାଇଁ ପ୍ରଶଂସକ ଷ୍ଟାଡିୟମରେ ଉପସ୍ଥିତ ଥାନ୍ତି। ଅଷ୍ଟ୍ରେଲିଆ ଦଳର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଡେଭିଡ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?