Posted inଖେଳ

ଦିଲ୍ଲୀ କ୍ୟାପିଟାଲ୍ସର ସହାୟକ କୋଚ୍‌ ପ୍ରବୀଣ ଆମ୍ରେ

ନୂଆଦିଲ୍ଲୀ,୬।୧- ପୂର୍ବତନ ଭାରତୀୟ କ୍ରିକେଟର ପ୍ରବୀଣ ଆମ୍ରେ ସହାୟକ କୋଚ୍‌ ଭାବେ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହୋଇଛନ୍ତି। ଆଗାମୀ ଦୁଇ ଆଇପିଏଲ ସିଜନ ପାଇଁ ପ୍ରବୀଣଙ୍କ ସହ ଚୁକ୍ତି କରାଯାଇଥିବା ଦିଲ୍ଲୀ ଫ୍ରାଞ୍ଚାଇଜ ପକ୍ଷରୁ ବୁଧବାର କୁହାଯାଇଛି। ଦିଲ୍ଲୀ ଦଳ ପାଇଁ ୨୦୧୪ରୁ ୧୯ ପର୍ଯ୍ୟନ୍ତ ମୁଖ୍ୟ ଟାଲେଣ୍ଟ ସ୍କାଉଟ୍‌ ଦାୟିତ୍ତ୍ୱ ସମ୍ଭାଳିଥିବା ୫୨ ବର୍ଷୀୟ ପ୍ରବୀଣ ମୁଖ୍ୟ କୋଚ୍‌ ରିକି ପଣ୍ଟିଂ ଓ ଅନ୍ୟ କୋଚିଂ ଷ୍ଟାଫଙ୍କ ସହ କାର୍ଯ୍ୟ କରିବେ।

ମୋତେ ନିଯୁକ୍ତ କରିଥିବାରୁ ଦିଲ୍ଲୀ କ୍ୟାପିଟାଲ୍ସ ମ୍ୟାନେଜମେଣ୍ଟକୁ ମୁଁ ଧନ୍ୟବାଦ୍‌ ଜଣାଉଛି। ୨୦୨୦ ସଂସ୍କରଣରେ ପ୍ରଥମ ଥର ଫାଇନାଲ ଖେଳିଥିବା ଦଳ ସହ ପୁଣି ଥରେ ଯୋଡ଼ି ହୋଇଥିବାରୁ ମୁଁ ଉତ୍ସାହିତ ଅଛି ବୋଲି ପ୍ରବୀଣ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପ୍‌: ଫାଇନାଲ୍‌ରେ ସୁନା ପୁଅ

ଓରେଗନ,୨୨।୭: ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନଶିପରେ ଭାରତୀୟ ଆଥଲେଟ ନୀରଜ ଚୋପ୍ରା ପୁଣି ଜଲଓ୍ବା ଦେଖାଇଛନ୍ତି। ସେ ପ୍ରଥମ ପ୍ରୟାସରେ ୮୮.୩୯ ମିଟର ପର୍ଯ୍ୟନ୍ତ ଜାଭେଲିନ ଫିଙ୍ଗି...

ସିଏସ୍‌କେ-କେକେଆର୍‌ ମ୍ୟାଚ୍‌ରୁ ଆରମ୍ଭ ହେବ ଆଇପିଏଲ୍‌

ମୁମ୍ବାଇ,୨୭।୨: ଆଗାମୀ ଆଇପିଏଲ ସଂସ୍କରଣ ଆସନ୍ତା ୨୬ ତାରିଖରେ ମୁମ୍ବାଇର ଓ୍ବାଙ୍ଖଡେ ଷ୍ଟାଡିୟମରୁ ଆରମ୍ଭ ହେବ। ଗତ ଥରର ଦୁଇ ଫାଇନାଲିଷ୍ଟ ଚେନ୍ନାଇ ସୁପର କିଙ୍ଗ୍ସ...

କୋଭିଡ୍‌-୧୯ ଲକ୍‌ଡାଉନ୍‌: ଅନ୍‌ଲାଇନ୍‌ କୋଚିଂ ପାଇଁ ହାତ ମିଳାଇଲେ ସାଇ- ଏଆଇଏଫ୍‌ଏଫ୍‌

ନୂଆଦିଲ୍ଲୀ,୧୬।୪(ପି.ଟି.): କରୋନା ଭାଇରସ ମହାମାରୀ ରୂପ ନେଇଥିବା ବେଳେ ସାରା ଦେଶରେ ଲକ୍‌ଡାଉନ୍‌ ଜାରି ରହିଛି। ଫଳରେ ଅନ୍‌ଲାଇନ କୋଚିଂ ପାଇଁ ଅଣ୍ଟା ଭିଡିଛନ୍ତି ଅଲ...

ଟ୍ରେନିଂ ସେଣ୍ଟରର ଅଭାବ ଅନୁଭବ କରୁଛନ୍ତି ଦିଲୀପ

ଭୁବନେଶ୍ୱର, ୨୬।୪(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶାର ସଫଳ କରାଟେକାଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ଦିଲୀପ କୁମାର ଜେନା। ରାଜ୍ୟସ୍ତରରେ ପର୍ଯ୍ୟାପ୍ତ ସଫଳତା ସହିତ ଜାତୀୟ କରାଟେରେ ସ୍ବର୍ଣ୍ଣ,...

ପିତାଙ୍କ ପଥରେ ପୁଅ: ଶୁଟିଂରେ ୪ଟି ପଦକ ଜିତିଲେ ରାଠୋରଙ୍କ ପୁଅ

ଜୟପୁର,୨୦।୮:ପୂର୍ବତନ ଭାରତୀୟ ଶୁଟିଂ ଖେଳାଳି ତଥା ଭାଜପା ଏମ୍‌ପି ରାଜ୍ୟବର୍ଦ୍ଧନ ସିଂ ରାଠୋରଙ୍କ ପୁଅ ମଧ୍ୟ ତାଙ୍କ ପଥ ଅନୁକରଣ କରିଛନ୍ତି। ୧୮ତମ ରାଜସ୍ଥାନ ରାଜ୍ୟ...

ପିଙ୍କ୍‌ ବଲ୍‌ ଓ୍ବାର୍ମ ଅପ୍‌ ଅମୀମାଂସିତ: ବେନ୍‌, ଜ୍ୟାକ୍‌ଙ୍କ ଶତକ

ସିଡ୍‌ନୀ,୧୪।୧୨(ପି.ଟି.): ସିଡ୍‌ନୀରେ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଥିବା ଦିବାରାତ୍ର ପ୍ରଥମ ଟେଷ୍ଟ ମ୍ୟାଚ ପୂର୍ବରୁ ଭ୍ରମଣକାରୀ ଭାରତୀୟ ଦଳ ଭଲ ଅଭ୍ୟାସ କରିବାର ସୁଯୋଗ ହାସଲ...

କେକେଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୫୭ …

ମୁମ୍ବାଇ, ୨୩।୪ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣରେ ଶନିବାର କୋଲକାତା ନାଇଟ୍‌ ରାଇଡର୍ସ୍‌ (କେକେଆର) ବିପକ୍ଷରେ ଗୁଜରାଟ ଟାଇଟନ୍ସ (ଜିଟି) ଟସ ଜିତି ପ୍ରଥମେ...

ଡନ୍‌ ବ୍ରାଡ୍‌ମ୍ୟାନ୍‌ଙ୍କୁ ‘ଶୂନ’ରେ ଆଉଟ୍‌ କରି ଇତିହାସ ରଚିଥିଲେ ଏହି ବୋଲର୍‌

ଜୁନ୍‌ ୫, ଏହି ତାରିଖଟି କ୍ରିକେଟ ଇତିହାସ ପାଇଁ ଏକ ଖାସ୍‌ ଦିନ। ଏହି ଦିନ ଜନ୍ମ ହୋଇଥିବା ଜଣେ ବୋଲର ଗୋଟିଏ ଉଇକେଟ କାରଣରୁ...

Advertisement
Archives

Model This Week